• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ପୁରୀ: ପାଖାପାଖି ୩ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଭୋର୍ ୪ଟା ୪୫ରୁ ନାଗାର୍ଜୁନ ବେଶ ଆରମ୍ଭ ହେବାର ଥିଲା, ହେଲେ ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ସକାଳ ୭ଟାରୁ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିବା ଜଣାପଡ଼ିଛି। ସୂଚନା...

covid hospital
କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ଗାନ୍ଧିନଗର: ଗୁଜରାଟ ରାଜକୋଟ ସ୍ଥିତ ଶିବାନନ୍ଦ କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲରେ ନିଆଁ ଲାଗି ଯାଇଥିଲା। ସୂଚନା ଅନୁସାରେ, ହସ୍ପିଟାଲ୍‌ର ଆଇସିୟୁରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଆଇସିୟୁରେ ୧୧ଜଣ କରୋନା ଆକ୍ରାନ୍ତ...

husband wife quarrel
ପତ୍ନୀଙ୍କ ଠାରୁ ମୁକ୍ତି ପାଇବା ପାଇଁ ଛାଡ଼ିଦେଲେ ବଡ଼ ଚାକିରି, ହୋଇଗଲେ...

ନୂଆଦିଲ୍ଲୀ: ବିବାହର କିଛିଦିନ ପର୍ଯ୍ୟନ୍ତ ବୈବାହିକ ଜୀବନ ସୁରୁଖୁରୁରେ ଚାଲି ଥାଏ। ଏହାର କିଛିଦିନ ପରେ କୌଣସି କଥାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥାଏ। ଏଭଳି ଖବର ହୁଏତ ଆପଣ ଶୁଣିଥିବେ। ହେଲେ ଦିଲ୍ଲୀରେ ଏଭଳି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣଙ୍କୁ...

lord jagannath
ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ

ପୁରୀ: ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ। ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଥିବା ନେଇ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ। ଜଗନ୍ନାଥ ଓ ବଳଭଦ୍ର ସଜେଇ ହୋଇଛନ୍ତି...

corona
୨୪ ଘଣ୍ଟାରେ ଓଡ଼ିଶାରେ କରୋନା ଆକ୍ରାନ୍ତରେ ୧୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧,୭୧୮ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୁନ୍ଦରଗଡ଼ରୁ ୪ଜଣ, ଅନୁଗୁଳରୁ ୪ଜଣ, ବାଲେଶ୍ୱର ଓ ଭୁବନେଶ୍ୱରରୁ ୨ଜଣ...

aircraft
ସମୁଦ୍ର ମଝିରେ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ସମୁଦ୍ର ମଝିରେ ଭାରତୀୟ ନୌସେନାର ଟ୍ରେନର ଏୟାରକ୍ରାଫ୍ଟ MiG-29K କେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ସନ୍ଧ୍ୟା ୫ଟାରେ ଆରବ ସାଗର ଉପରେ ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ତେବେ ଜଣେ ପାଇଲଟଙ୍କୁ ଉଦ୍ଧାର କରା ଯାଇଥିବାବେଳେ ଅନ୍ୟ ଜଣେ ପାଇଲଟ ନିଖୋଜ ଅଛନ୍ତି।...

naveen patnaik
ପରୀ ହତ୍ୟା ମାମଲାର SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବେଳେ ବିରୋଧୀ ଦଳର ନେତାମାନେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ପରୀ ହତ୍ୟା ମାମଲାରେ...

gold
କମିଲା ସୁନା, ରୂପା ଦର

ନୂଆଦିଲ୍ଲୀ: ଲଗାତାର କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ପାଇଥିବା ବେଳେ ଆଜି ମଧ୍ୟ Domestic futures ସୁନା-ରୂପା ଦରରେ ହ୍ରାସ ରେକର୍ଡ କରାଯାଇଛି। ଆଜି ସକାଳେ MCX(Multi Commodity Exchange)ରେ ସୁନା ଦର ହ୍ରାସ ଦେଖିବାକୁ ମିଳିଥିଲା। ୩୯ ଟଙ୍କା ହ୍ରାସ ସହ ସୁନା ଦର ପ୍ରତି...

abhay pathak
‘ପୁଅ ମୋ ଟଙ୍କାରେ ଅୟସ କରୁ ନଥିଲା, ତା’ର ମାସିକ ଦରମା କୋଟିଏ ଟଙ୍କା’

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଅଡ଼ୁଆରେ ପଡ଼ି ଯାଇଛନ୍ତି IFS ଅଧିକାରୀ ଅଭୟ ପାଠକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଭୟ ପାଠକଙ୍କ ଘର ଚଢାଉ କରିବାସହ ତାଙ୍କ ସମ୍ପତ୍ତିର ଆକଳନ କରୁଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ଅଭୟ ପାଠକ ଓ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।