ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱର ସହ ପୁରୀ ଓ କଟକ ସହରରେ ବିଦ୍ୟୁତ୍ ସେବା ବିଶେଷ ଭାବେ ପୂରା ଠପ୍ ହୋଇଯାଇଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଯିବା ସହ ଓ ତାର ଗୁଡ଼ିକ ଛିଣ୍ଡି ଯିବାରୁ...
ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ର ତାଣ୍ଡବ ପୁରୀରେ ଅଧିକ ଦେଖିବାକୁ ମିଳିଛି। ଦୁଇ ଦିନ ପରେ ଏଠାରେ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେବି ଏଠାରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଛି। ବିଦ୍ୟୁତ୍ ସରବରାହ ବନ୍ଦ ରହିବା ଯୋଗୁ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି। ଫଳରେ ଖୋଲାରେ ପେଟ୍ରୋଲ ବିକ୍ରି...
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ରାଜଧାନୀ ଭୁବନେଶ୍ୱରରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ହେଲେ ଭୁବନେଶ୍ୱର ଶିରିପୁର ଅଞ୍ଚଳର ବିଭୂତି ପ୍ରଧାନ, ନନ୍ଦନ କାନନ ଅଞ୍ଚଳର ବସନ୍ତ ରାଉତ , ଚନ୍ଦ୍ରଶେଖରପୁର ତାରିଣୀ ବସ୍ତିର ପ୍ରତାପ ପରିଡ଼ା। ତେବେ ସହିଦ ନଗର କାଳୀ...
ଭୁବନେଶ୍ୱର: ବାତ୍ୟା ‘ଫୋନି’ର ପ୍ରଭାବରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚିତ୍ର ବଦଳି ଯାଇଛି। ପୂରା ଷ୍ଟାଡିୟମ୍ ଛାରଖାର ହୋଇଯାଇଛି। ସୁଇମିଂ ପୁଲ୍ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍ରେ ଅନେକ କ୍ଷୟକ୍ଷତି ହୋଇଛି। ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍ରେ ୱାର୍ଲ୍ଡ ହକି...
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପୁରୀ-ଭୁବନେଶ୍ୱର ରେଳପଥ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖୋର୍ଦ୍ଧା ରୋଡ୍ରୁ ପୁରୀକୁ ଟ୍ରେନ୍ ଚଳାଚଳ ରାସ୍ତାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସିଗ୍ନାଲିଂ ସିଷ୍ଟମ, ଅନେକ ଷ୍ଟେସନ ବିଲ୍ଡିଂ, ଲେବଲ କ୍ରସିଙ୍ଗ ଗେଟ୍ ସବୁ ଭାଙ୍ଗିଯାଇଛି। ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବା ଲାଗି ସପ୍ତାହେ ଲାଗିପାରେ...
ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁରୀ ଏଡିଏମ୍ଓଙ୍କ ସୂଚନା ଅନୁଯାୟୀ, ଏହି ୧୨ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ମେଡ଼ିକାଲକୁ ଅଣାଯାଇଛି। ମୃତକ ମାନେ କେଉଁ ଅଞ୍ଚଳର,...