ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛିଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଅକ୍ଷୟ କୁମାର ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା...
ବଲିଉଡ୍ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ଅନେକ ଲୋକଙ୍କ ପାଇଁ ପ୍ରେରଣ ହୋଇଛନ୍ତି। ଟଫ୍ ୱାର୍କଆଉଟ୍ର ଫଟୋ ଓ ଭିଡିଓ ସେୟାର କରି ମିଲିନ୍ଦ ନିଜ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ୫୫ ବର୍ଷ ବୟସରେ ବି ମିଲିନ୍ଦ...
ଆଜିକାଲି ବଲିଉଡରେ ଚାଲିଛି ଫିଟ୍ନେସ୍ କ୍ରେଜ୍। ଏହି କ୍ଷେତ୍ରରେ ହ୍ରିତିକ୍ ରୋଶନ ବି କାହା ଠାରୁ କମ ନୁହନ୍ତି। ସେ ତାଙ୍କର ୱାର୍କଆଉଟ୍ ସାଙ୍ଗକୁ ଡାଏଟର ଭରପୂର ନଜର ରଖିଛନ୍ତି। ନିକଟରେ ଏକ ଫଟୋରେ ସେ ତାଙ୍କର ବାଇସେପ୍ସ ଦେଖେଇଥିବା ଦେଖାଯାଏ। ତାଙ୍କର ଚମତ୍କାର ଫିଟ୍ନେସ୍ ଦେଖି ଅନ୍ୟ...
ଦୀପିକ ପାଦୁକୋନ୍ଙ୍କ ଫେସନ ସେନ୍ସ ଏମିତି ଯିଏ ବି ଦେଖିବ ସିଏ ଫିଦା ହୋଇଯିବ। ଏହି ଅଭିନେତ୍ରୀ କାଜୁଆଲ୍ ଲୁକ୍ରୁ ଆରମ୍ଭ କରି ବୋଲ୍ଡ ଲୁକ୍ ପର୍ଯ୍ୟନ୍ତ ସବୁ ପୋଷାକରେ ଷ୍ଟାଇଲିସ୍ ଲାଗନ୍ତି। ଯଦି ଇଣ୍ଡିଆନ ଲୁକ୍ କଥା ପଡେ ତେବେ ଶାଢୀରେ ଦୀପିକାଙ୍କ ସୁନ୍ଦର ରୂପ ସମସ୍ତଙ୍କୁ...
ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାକୁ ୭୫ ବର୍ଷରୁ ଅଧିକ ବୟସର ନାଗରିକଙ୍କ ଛାଡ ପାଇଁ ଆୟକର ବିଭାଗ ଘୋଷଣା ଫର୍ମକୁ ସୂଚିତ କରିଛି। ବରିଷ୍ଠ ନାଗରିକମାନଙ୍କୁ ଏହି ଫର୍ମ ବ୍ୟାଙ୍କଗୁଡିକରେ ଦାଖଲ କରିବାକୁ ପଡିବ।
ଫ୍ଲିପକାର୍ଟ ସ୍ମାର୍ଟଫୋନ୍ କାର୍ନିଭାଲ୍ ବିକ୍ରୟ ଚାଲିଛି ଏବଂ ଏହାର ଶେଷ ଦିନ ସେପ୍ଟେମ୍ବର ୮ ରହିଛି। ବିକ୍ରିରେ ସାମସଙ୍ଗ, ରିୟଲମି, ମୋଟରୋଲା ଫୋନ୍ ଭଲ କାରବାର ପାଇଁ ଅଣାଯାଇପାରିବ ଏବଂ ଏଭଳି ପରିସ୍ଥିତିରେ ଯଦି ଆମେ କିଛି ସର୍ବୋତ୍ତମ ଅଫର ବିଷୟରେ ଜାଣିବା, ତେବେ ଗ୍ରାହକମାନେ ବିକ୍ରୟରେ ରିଅଲ୍...
ଶିକ୍ଷକର କାମ ଯେ କେବଳ ପିଲାଙ୍କୁ ଭଲ ପାଠ ପଢେଇବା ତାହା ନୁହେଁ, ବରଂ ସମାଜରେ ଏକ ନାଗରିକର କର୍ତ୍ତବ୍ୟ କ’ଣ ହୋଇଥାଏ ତାହା ମଧ୍ୟ ଜଣେଇବା। ଠିକ ଏହିଭଳି କାମ କରୁଛନ୍ତି ଅଲ୍ମୋଡାରେ କଣ୍ଟରମ୍ୟାନ ଭାବେ ବେଶ ଜଣାଶୁଣା ଜମୁନା ପ୍ରସାଦ ତିୱାରୀ। ତେବେ ଆସନ୍ତୁ ଜାଣିନେବା...
ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ସାରା ଭାରତରେ ଗଣେଶ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଏ। ୧୦/୧୧ ଦିନ ଧରି ସହର ଉତ୍ସବମୁଖର ହୋଇ ରହେ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ସଂଘ ଗଣେଶ ପୂଜା...
ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ୟୁ ଖାଲି ଯେ କେବଳ ତାଙ୍କ ପରିବାରକୁ ଦୁଃଖ ଦେଇଛି ତାହା ନୁହେଁ ବରଂ ତାଙ୍କ ପ୍ରଶଂସକ ଓ ବନ୍ଧୁମାନଙ୍କୁ ମଧ୍ୟ ଗଭୀର ମର୍ମାହତ କରିଛି। ନିଜର କଥାବର୍ତ୍ତା ଓ ଅଭିନୟରେ ଲୋକଙ୍କ ହୃଦୟ ଜିତି ପାରୁଥିବା ସିଦ୍ଧାର୍ଥଙ୍କ ମୃତ୍ୟୁରେ ଟିଭି ତାରକାମାନେ ବହୁର ଦୁଃଖରେ...
ବଲିଉଡର ସଫଳ ଅଭିନେତ୍ରୀ ତାଲିକାରେ କିୟାରା ଆଡଭାନୀ ସାମିଲ୍ ହୋଇଯାଇଛନ୍ତି। ଫିଲ୍ମ୍ ‘କବୀର୍ ସିଂହ’ରୁ କିୟାରାଙ୍କ କେରିୟରକୁ ଏକ ନୂଆ ଦିଗ ମିଳିଛି। ଆଜିକାଲି କିୟାରା ତାଙ୍କ ଫିଲ୍ମ ‘ଶେରଶାହ’ର ସଫଳତାକୁ ଉପଭୋଗ କରୁଛନ୍ତି। ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଏହା ରିଲିଜ୍ ହୋଇଥିଲା। ଦର୍ଶକ ଏହାକୁ...
ବଲିଉଡ ଆକ୍ସନ ହୀରୋ ବିଦ୍ୟୁତ୍ ଜାମୱାଲା ଓ ତାଙ୍କ ଗାର୍ଲଫ୍ରେଣ୍ଡ୍ ଫେସନ ଡିଜାଇନର୍ ନନ୍ଦିତା ମେହତାନୀ ସେମାନଙ୍କ ସଂପର୍କକୁ କ’ଣ ନୂଆ ନାମ ଦେଇଦେଲେ କି? ଏଭଳି ପ୍ରଶ୍ନ ଏଇଥିପାଇଁ ଯେ ଉଭୟଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି କାରଣରୁ ଉଭୟଙ୍କୁ ନେଇ...
ଦେଶର ସର୍ବବୃହତ ବ୍ୟାଙ୍କ ଏସ୍ବିଆଇର ଅର୍ଥନୀତିଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଶ୍ରମ ବଜାର କାର୍ଯ୍ୟକଳାପରେ ଉନ୍ନତି ଆସିବ ଏବଂ ମହାମାରୀ ହ୍ରାସ ପାଉଥିବାରୁ କମ୍ପାନୀଗୁଡିକ ନିଯୁକ୍ତି ଯୋଜନା ସହିତ ଆଗକୁ ବଢୁଛନ୍ତି। ଅର୍ଥନୀତିଜ୍ଞମାନେ ନିୟମିତ ଭାବରେ EPFO ଏବଂ NPS ଦ୍ୱାରା ପ୍ରକାଶିତ ମାସିକ...
ପରମ୍ପରାର ଦେଶ ହେଉଛି ଭାରତ। ଗୁରୁ ଦିବସ ସେଥିରୁ ଅନ୍ୟତମ। ତେବେ ଗୁରୁ ଦିବସ ୨୦୨୧ ଅବସରରେ, ଆଜି ଆମେ ଦୁନିଆର ପାଞ୍ଚଟି ଅଜବ ବିଦ୍ୟାଳୟ ବିଷୟରେ ଜାଣିବା, ଯାହା ବିଷୟରେ ଆପଣ କ୍ୱଚିତ୍ ଶୁଣିଥିବେ। ଏହି ବିଦ୍ୟାଳୟଗୁଡ଼ିକ ସେମାନଙ୍କର ସ୍ୱତନ୍ତ୍ରତା ହେତୁ ପ୍ରାୟତଃ ଚର୍ଚ୍ଚାର ବିଷୟ ହୋଇଥା’ନ୍ତି।...
ମାନବ ଜୀବନରେ ଗଛ ଲତାର ବହୁ ମହତ୍ତ୍ୱ ରହିଛି। ଗଛ ଲତା ଯୋଗୁଁ ଆମକୁ ପବନ, ବର୍ଷା, ଖାଦ୍ୟ ଆଦି ମିଳେ। ବାତାବରଣକୁ ସଫା ରଖିବା ନେଇ ବି ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୁନିଆରେ ଅନେକ ପ୍ରକାର ଗଛ ଲତା ରହିଛି ଯାହା ଆକାର ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ...
ଋଷି କପୁରଙ୍କ ଫିଲ୍ମ ‘ଶର୍ମାଜୀ ନମକୀନ’ର ପ୍ରଥମ ପୋଷ୍ଟର ଜାରି ହୋଇଛି। ଋଷି କପୁରଙ୍କ ଏହି ଅନ୍ତିମ ଫିଲ୍ମକୁ ଦେଖିବା ନେଇ ତାଙ୍କ ପ୍ରଶସଂକମାନେ କେବେଠାରୁ ଚାହିଁ ବସିଛନ୍ତି। ଶେଷରେ ଅଭିନେତାଙ୍କ ୬୯ତମ ଜନ୍ମଦିନ ଅବସରରେ ନିର୍ମାତା ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ନିର୍ମାତା ‘ଶର୍ମାଜୀ ନମକୀନ’ର...
ସୋସିଆଲ ମିଡିଆ ଜୀବନର ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ରୂପରେ ଆସିଛି। ଏହା ଏପରି ଏକ ପ୍ଲାଟଫର୍ମ ଯାହା ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଉଛି। ଆପଣଙ୍କର ନିଶ୍ଚୟ ମନେଥିବ ରେଲ୍ୱେ ପ୍ଲାଟ୍ଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ କଥା। ଲତା ଲଙ୍ଗେସକରଙ୍କ ଏକ ଗୀତ “ଏକ୍ ପ୍ୟାର କା...
ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ତଳି ପୋତିବାର ୮ ଦିନ ପରେ ଥୋଡ଼ ବାହାରିବାରୁ ଚିନ୍ତାରେ ଚାଷୀ ।
ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତକୁ ଆଉ ୨ଟି ପଦକ। ମନୀଷ ନରୱାଲଙ୍କୁ ସ୍ୱର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ ପଦକ।
୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।
ଆଗକୁ ଆସୁଛି ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କ ‘ଥଲାଇବୀ’। ଏହାକୁ ଦର୍ଶକ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତାଲିମନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ କଙ୍ଗନା...