• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

W
ଏହି ୫ ଆସନ ମୋଟାପା ହ୍ରାସ ପାଇଁ ଅତ୍ୟନ୍ତ ଜରୁରୀ

ଆଜିକାଲି ପ୍ରାୟ ସମସ୍ତେ ନିଜର ମୋଟାପାକୁ ନେଇ ଚିନ୍ତିତ। ଏନେଇ କିଏ ଡାଏଟ ଉପରେ ଧ୍ୟାନ ଦେଉଛନ୍ତି ତ ଆଉ କେହି ଡାକ୍ତରଙ୍କ ପରାମର୍ଶ ଲୋଡୁଛନ୍ତି। କେହି କେହି ଜିମ ଯାଇ ଝାଳ ବୁହାଉଛନ୍ତି। ତେବେ ଆମେ ଆଜି ଆପଣଙ୍କୁ କିଛି ଯୋଗ ବିଷୟରେ କହିବୁ ଯାହାକୁ ଆପଣ...

Maanvi.4
ନିଜ ଶରୀରକୁ ନେ‍ଇ ବେଶ ଖୁସି ଅଛନ୍ତି ମାନଭି

ନୂଆଦିଲ୍ଲୀ: ବର୍ତ୍ତମାନ ମାନଭି ଗଗ୍ରୁ ତାଙ୍କ କେରିଅରକୁ ନେଇ ବେଶ ଖୁସି ଥିବା କହିଛନ୍ତି। କିଛି ଦିନ ଧରି ମାନଭି ଅନଲାଇନ ପ୍ରୋଜେକ୍ଟରେ ବିଜି ଥିବା ବେଳେ ଶେଷରେ ସେ ତାଙ୍କ ଶରୀରକୁ ନେଇ ଆତ୍ମସନ୍ତୋଷ ଥିବା କହିଛନ୍ତି। ଏକ ସାକ୍ଷାତକାରରେ ମାନଭି କହିଛନ୍ତି ଯେ ସେ ତାଙ୍କ...

Indra
ଚାଲିଗଲେ ମହାଭାରତର ଇନ୍ଦ୍ର

ନୂଆଦିଲ୍ଲୀ: ବିଆର ଚୋପଡାଙ୍କ “ମହାଭାରତ”ରେ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିବା ଟିଭି କଳାକାର ସତୀଶ କୌଲ ଆଉ ଆମ ଗହଣରେ ନାହାନ୍ତି। ଲୁଧିଆନାରେ ୭୨ ବର୍ଷ ବୟସରେ କରୋନାରେ ତାଙ୍କର ପରଲୋକ ହୋଇଛି। ସତୀଶ ଅନେକଗୁଡ଼ିଏ ଟିଭି ସୋ’ରେ କାମ କରିଥିବା ବେଳେ ତାଙ୍କର ଅନେକ ହିନ୍ଦି ଓ...

Mira-Sahid
ପୁଅର ଖେଚେଡାମିରେ ମୀରା ଖପ୍ପା, ଶାହିଦ ଖୁସି

ନୂଆଦିଲ୍ଲୀ: ଶାହିଦ୍ କପୁରଙ୍କ ପତ୍ନୀ ମୀରା କପୁରଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ସେଲିବ୍ରିଟିଙ୍କ ଠାରୁ ବି କମ୍ ନୁହେଁ। ସୋସିଆଲ୍ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥିବା ମୀରାଙ୍କର ଫଟୋ ଓ ଭିଡିଓ ବେଶ୍ ଭାଇରାଲ ହୋଇଥାଏ। ସେ କେବଳ ନିଜ ଫଟୋ ଓ ଭିଡିଓ ଯେ କରନ୍ତି ତାହା...

Chicken
କିପରି କରିବେ ଚିକେନ ଦମ ବିରିୟାନୀ

ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ଆଜିକାଲି ଆଧୁନିକ ଦୁନିଆରେ ଏହା ପ୍ରାୟ ସମସ୍ତଙ୍କ ଘରର ପ୍ରିୟ ଡିସ୍। ଏହା ଏଭଳି ଏକ ଡିସ୍ ଯେଉଁଥିରେ ବିଭିନ୍ନ ପ୍ରକାରର ବିରିୟାନୀ ବନାଯାଇପାରେ। ଏହା ଅତ୍ୟନ୍ତ ସ୍ୱାଦକର ହେବା ସହ କମ ସମୟରେ ମଧ୍ୟ ଏକ...

Worship
ପୂଜାସ୍ଥଳରେ ରଖନ୍ତୁ ଏହି 5ଟି ଜିନିଷ : କେବେବି ଅଭାବ ରହିବନି

ପ୍ରତ୍ୟେକ ହିନ୍ଦୁ ଘରେ କିଛି ଥାଉ କି ନ ଥାଉ ଛୋଟ ଠାକୁର ଘରଟେ ବା ମନ୍ଦିରଟିଏ ନିଶ୍ଚିତ ଥିବ। ଏହି ଯାଗାରେ ବସି ଆମର ସବୁ ଦୁଖ ଓ ଦୁର୍ଦ୍ଦଶାକୁ ଆମେ ଭୁଲିଯାଇଥାଉ। ଏହିଠାରୁ ହିଁ ପୂରା ଘରେ କୃପାର ବର୍ଷା ହୋଇଥାଏ। ପୂଜା ସ୍ଥଳରେ କିଛି...

vaccin
30 ବର୍ଷରୁ କମ ଯୁବକଙ୍କୁ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଟିକା ମନା

ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଦ୍ୱାରା ବିକଶିତ କୋଭିଡ୍-19 ଟିକା ଦୁନିଆରେ ଭଲଭାବେ ଚାଲୁଥିବା ଟିକା ମଧ୍ୟରେ ଗୋଟିଏ। ବହୁତ ଦୃତ ଗତିରେ ଆଶା ସଞ୍ଚାର କରୁଥିବା ଏହି ଟିକା କିନ୍ତୁ ଏବେ ଯୁବବର୍ଗଙ୍କ ପାଇଁ ବିପଦର କାରଣ ହୋଇପଡିଛି। ଟିକାକରଣ ଓ ପ୍ରତିଷେଧନ ପାଇଁ ନିର୍ମିତ ବ୍ରିଟେନର ଜଏଣ୍ଟ କମିଟି ବୁଧବାର...

Irfan-bbali.babli
ନିଆରା ଶ୍ରଦ୍ଧାଞ୍ଜଳି : ଇରଫାନଙ୍କୁ ସମ୍ମାନ

ନୂଆଦିଲ୍ଲୀ: ବଲିଉଡର ମହାନ କଳାକାର ଇରଫାନ ଖାନଙ୍କ ବିଦାୟକୁ ଅନେକ ବର୍ଷ ଚାଲିଗଲାଣି। କିନ୍ତୁ ଏହାର କ୍ଷତ ଆଜି ବି ଜଳ ଜଳ ହୋଇ ଦେଖାଯାଏ। ଆଜି ଏହି ମହାନ କଳାକାରଙ୍କୁ ମନେପକାଯାଉଛି ତାହା ପୁଣି ନିଆରା ଢଙ୍ଗରେ। ଫିଲ୍ମ ଫେୟାର ତରଫରୁ ଇରଫାନଙ୍କୁ ସମ୍ମାନ ଦିଆଯାଇ ଶ୍ରଦ୍ଧାଞ୍ଜଳି...

Janhavi-7
ଜାହ୍ନବୀଙ୍କ ମାଳଦୀପ ଛୁଟି : ସୁଇମସୁଟରେ ସେଆର କଲେ ଫଟୋ

ନୂଆଦିଲ୍ଲୀ: 2020 ବର୍ଷ ସମସ୍ତଙ୍କୁ ଅନେକ ଦୁଖ ଦେଇଛି। ଏହାର ପ୍ରଭାବ ଏବେ ସୁଦ୍ଧା ବି ଯାଇନି। କରୋନା ଭାଇରସ ଏବେ ବି ତା’ର କରାଳ ରୂପ ଦେଖେଇ ଚାଲିଛି। ଫଳରେ ସମସ୍ତେ ଏକ ନିରାଶ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି। ଏଥିରୁ ସାଧାରଣ ଜନତା କି ବଲିଉଡ୍...

Religion
ହିନ୍ଦୁ ନୂଆବର୍ଷର ଭବିଷ୍ୟବାଣୀ: କରୋନା ବିଲୁପ୍ତ ହେବ

ହିନ୍ଦୁ ନୂଆବର୍ଷ ୧୩ ଏପ୍ରିଲ ୨୦୨୧ରେ ବିକ୍ରମ ସମ୍ବତ ୨୦୭୮ରେ ପାଳନ ହେବ। ନୂଆବର୍ଷର ପ୍ରବେଶରେ ନୂଆ ଉତ୍ସବ ବି ଆରମ୍ଭ ହେବ। ମୋଟ୍ ୬୦ଟି ସମ୍ବତ୍ସର ଥିବା ହିନ୍ଦୁ ଶାସ୍ତ୍ର କହିଛି। ହିନ୍ଦୁ ନବବର୍ଷ ୨୦୭୮ରେ ଏଥର ୯୦ ବର୍ଷ ପରେ ଏକ ଅଦ୍ଭୁତ ସଂଯୋଗ ସୃଷ୍ଟି...

Acne
ଏହିସବୁ ଖାଦ୍ୟ ଖାଉଛନ୍ତି କି? ତେବେ ହୁସିଆର! ମୁଖବ୍ରଣ ହେଇପାରେ

ଆଜିକାଲି ପ୍ରାୟ ସବୁ ଯୁବଗୋଷ୍ଠୀ ମୁଖବ୍ରଣ ପରି ସମସ୍ୟାରେ ପିଡିତ । ଏହାର ସମାଧାନ ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଥିବା ବେଳେ ଭୁଲିଯାଆନ୍ତି ଯେ ଏହା ପଛରେ ଥିବା ଭୁଲ ଖାଦ୍ୟ ଗ୍ରହଣର କାରଣଟିକୁ। ଏପରି ବହୁତ ଖାଦ୍ୟ ଅଛି ଯାହାକୁ ଆମେ ଆମ ଦୈନିନନ୍ଧୀନ...

Anuska
ନିଜ ବାହୁରେ ବିରାଟଙ୍କୁ ଉଠାଇଦେଲେ ଅନୁଷ୍କା!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ସୋସିଆଲ ମିଡିଆରେ ଚଳଚଞ୍ଚଳ ରହିବା ସହ କିଛି ନା କିଛି ସେଆର କରିବା ଦେଖାଯାଏ। କେତେବେଳେ ନିଜ ଝିଅ ସହ ସୁନ୍ଦର ଫଟୋ ପୋଷ୍ଟ କରନ୍ତି ତ ପୁଣି କେତେବେଳେ ପତି ବିରାଟଙ୍କ ସହ ଟାଇମ ପାସ କରୁଥିବା ଫଟୋ...

Vaccine
କରୋନା ଭାଇରସ୍ : ଟିକାକରଣ ପରେବି ସଂକ୍ରମଣ!

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଏବେ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି l ଭାଇରସ୍ ବିରୋଧରେ ଲଢେଇ ଜୋରଦାର୍ ଚାଲିଥିବା ବେଳେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। କିନ୍ତୁ ପରିତାପର ବିଷୟ ଯେ ଟିକା ନେବାପରେ ମଧ୍ୟ ଲୋକେ କରୋନା ସଂକ୍ରମଣ ହେଉଥିବା ସୂଚନା ମିଳୁଛି। ଏହା...

Tigera
ସମୁଦ୍ରକୂଳରେ ସାର୍ଟଲେସ୍ ବଡିରେ ନଜର ଆସିଲେ ଟାଇଗର୍

ନୂଆଦିଲ୍ଲୀ: ବଲିଉଡର୍ ମୋଷ୍ଟ ଆକ୍ସନ ହୀରୋ ଟାଇଗର୍ ଶ୍ରଫ୍ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ ସେ ସବୁବେଳେ ଚଳଚଞ୍ଚଳ ରହୁଥିବା ଦେଖିବାକୁ ମିଳେ। ତାଙ୍କ ଫିଟନେସ୍ ଭିଡିଓ ହେଉ ବା ଫଟୋ ସବୁ ଭାଇରାଲ୍ ହେଉଥିବା ଦେଖାଯାଏ। ତାଙ୍କ ଫିଟନେସକୁ...

Corana
ସାମ୍ନାକୁ ଆସିଲା କୋଭିଡ୍ ସଂକ୍ରମଣର ନୂଆ ଲକ୍ଷଣ

ଏକ ବର୍ଷରୁ ଅଧିକ ସମୟ ଧରି ଆମେ କୋଭିଡ୍ ମହାମାରୀ ସହିତ ଲଢେଇକରି ଆସୁଥିବା ବେଳେ ଅନେକ ଲକ୍ଷଣ ବିଷୟରେ ଅବଗତ ହୋଇଚାଲିଛେ। ଏହା ଦ୍ୱାରା ଆମେ ସତର୍କ ହେବା ସହିତ ସଂକ୍ରମିତ ହେବା କ୍ଷଣି ଆବଶ୍ୟକୀୟ ପଦକ୍ଷେପ ନେଇପାରୁଛେ। ଜରହେବା, କ୍ଳାନ୍ତ ଲାଗିବା, ଆଘ୍ରାଣ ଶକ୍ତି କମିଯିବା...

Sareeee
ଗ୍ରୀଷ୍ମରେ ପିନ୍ଧିବେ କିପରି ଶାଢୀ?

ଗ୍ରୀଷ୍ମ ପ୍ରଭାବ ବଢିବାରେ ଲାଗିଛି। ଧିରେ ଧିରେ ଅସହ୍ୟ ହେବାକୁ ଲାଗିଲାଣି ତାତି । ତାତି ବଢିବା ସାଙ୍ଗକୁ ଲୋକଙ୍କ ପୋଷାକର ରୁଚି ମଧ୍ୟ ପରିବର୍ତ୍ତନ ହେବାକୁ ଲାଗିଛି। ଲୋକେ ଦେହକୁ ଥଣ୍ଡା ପ୍ରଦାନ କରୁଥିବା ପୋଷାକ, ପତଳା ସାର୍ଟ୍, ସର୍ଟ୍ସ୍, ଘାଗରା, ରିସୋର୍ଟ ପୋଷାକ ସହିତ ଶାଢୀ...

shivangi
ଗୋଟିଏ ଚରିତ୍ରରେ କାମକରି ବି ବିରକ୍ତ ହୁଅନ୍ତିନି ଏହି ସୁନ୍ଦରୀ କଳାକାର

ଟିଭି ସୋ’ର ଲୋକପ୍ରିୟ କଳାକାରମାନଙ୍କ ମଧ୍ୟରେ ଶିବାଙ୍ଗୀ ଯୋଶି ଅନ୍ୟତମ। “ଖେଲତି ହେ ଜିନ୍ଦେଗୀ ଆଖଁ ମିଚୋଲି”ରୁ ସେ ଗ୍ଲାମର ଦୁନିଆଁକୁ ପ୍ରବେଶ କରିଥିବା ବେଳେ ପରେ “ବେଇନ୍ତେହା” ଓ “ବେଗୁସରାୟ”ରେ ମଧ୍ୟ କାମ କରିଛନ୍ତି। କିନ୍ତୁ  “ୟେ ରିସ୍ତା କ୍ୟା କେହେଲତା ହେ”ରେ ତାଙ୍କର ନାଇରା ଚରିତ୍ର...

Gangnam
“ଗଙ୍ଗନାମ୍ ଷ୍ଟାଇଲ୍” ରେକର୍ଡ ଭାଙ୍ଗି “ଡାୟନାମାଇଟ୍” ଆଗରେ

ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିଛି ବିଟିଏସ୍, ଯେଉଁଥିରେ ୨୦୨୦ ମସିହାରେ ପ୍ରସ୍ତୁତ ଏହାର ଏକ ଗୀତ “ଡାୟନାମାଇଟ୍” ବିଲବୋର୍ଡର ୧୦୦ ଐତିହାସିକ ରେକର୍ଡ ମଧ୍ୟରେ କୋରିଆନ୍ ଅଧିନିୟମ ଅନୁସାରେ ସବୁଠାରୁ ଅଧିକ ସମୟ ଧରି ଚାଲୁଥିବା ଗୀତ ହୋଇଯାଇଛି। ଏହି ଡିସ୍କୋ ଧର୍ମୀ ଗୀତଟି ପିଏସ୍‌ୱାଇର...

Seema
ସୀମା ପୱା କରୋନାରେ ଆକ୍ରାନ୍ତ

ମୁମ୍ବାଇ: ବଲିଉଡ୍ ଜଗତରେ କରୋନା ପଜିଟିଭ୍ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏବେ ଆଉ ଜଣେ କଳାକାର କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଅଭିନେତା ତଥା ସିନେ ନିର୍ମାତା ସୀମା ପୱା କରୋନା ପଜିଟିଭ୍ ହୋଇଥିବା ସୂଚନା ଆସିଛି। ହସ ହସ ମୁହଁରେ ଏକ ଫଟୋ ଅପଲୋଡ୍...

Rover
ନାସାର କୌଶଳ ବିମାନ ମଙ୍ଗଳରେ ଅବତରଣ

ୱାସିଂଟନ୍: ନାସାର କୌଶଳ ମିନି-ହେଲିକପଟର୍ ବା ରୋଭର୍ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ୟୁଏସ୍ ମହାକାଶ ସଂସ୍ଥା କହିଛି। ଅଲ୍ଟ୍ରାଲାଇଟ୍ ଏୟାରକ୍ରାଫ୍ଟ୍ ଲାଗିଥିବା ଏହି ଅତ୍ୟାଧୁନିକ ବିମାନ ମଙ୍ଗଳରେ ଅବତରଣ କରିଥିବା ନାସାର ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ସ୍ପଷ୍ଟ କରିଛି। ୪୭୧ ମିଲିଅନ୍ କିଲୋମିଟର୍ ଯାତ୍ରା ପରେ ଏହା...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।