ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂତନ ଭାବେ ଉଦ୍ଘାଟିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ଉଡ଼ାଣ ହେଉନଥିବାରୁ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ। ତୁରନ୍ତ ହସ୍ତକ୍ଷେପ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଉଡ଼ାଣ ପାଇଁ ନିର୍ଦ୍ଦେଶ...
ଗୁଜରାଟ : ଅାସନ୍ତାକାଲି ଅର୍ଥାତ୍ ୩୧ ଅକ୍ଟୋବରରେ ଉନ୍ମୋଚିତ ହେବ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’। ଗୁଜରାଟର କେବାଡିୟାରେ ଏହାକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି, ଯାହାର ଉଚ୍ଚତା ରହିଛି ୧୮୨...
ବାଲେଶ୍ୱର : ପ୍ରଥମ ଥର ପାଇଁ ରାତିରେ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୪ ନମ୍ବର ଲଞ୍ଚ୍ ପ୍ୟାଡରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଅଗ୍ନି-୧ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ପରମାଣୁ କ୍ଷମତା ସମ୍ପନ୍ନ ଅଗ୍ନି-୧କୁ ଭାରତୀୟ...
କଟକ : ପୁଲିସ-ଓକିଲ ବିବାଦରେ ଶେଷରେ ହସ୍ତକ୍ଷେପ କଲେ ହାଇକୋର୍ଟ । ଅାସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ହାଇକୋର୍ଟ ତଦନ୍ତକାରୀ ଅଧିକାରୀ ତଥା ଅାଇଜି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହାଇକୋର୍ଟ ବିଚାରପତି ସି.ଅାର.ଦାଶଙ୍କୁ ପ୍ରତିଦିନ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।...
ଛତିଶଗଡ଼ : ସହିଦ୍ ହୋଇଥିବା ଅନ୍ୟ ୨ ଯବାନଙ୍କ ସହ ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କୁ ବି ଦିଅାଗଲା ଗାର୍ଡ ଅଫ୍ ଅନର। ଛତିଶଗଡ଼ ଦାନ୍ତେଓ୍ୱାଡାରେ ନକ୍ସଲ ଅାକ୍ରମଣରେ ପ୍ରାଣ ହରାଇଥିବା ଅଚ୍ୟୁତାନନ୍ଦଙ୍କ ମରଶରୀରକୁ ଅାଜି ଜିଲ୍ଲା ମୁଖ୍ୟାଳୟକୁ ଅଣାଯିବା ପରେ ସେଠାରେ ଗାର୍ଡ ଅଫ୍ ଅନର ଦିଅାଯାଇଥିଲା।...
ବଲାଙ୍ଗିର : ବଲାଙ୍ଗିରବାସୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ରେଳ ସେବା ଅାରମ୍ଭ ହେବାକୁ ଥିବା ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଅାଜି ରେଲ୍ୱେ ପକ୍ଷରୁ ଅବଶିଷ୍ଟ ଟ୍ରାକ୍ରେ ଟ୍ରାଏଲ ରନ୍ ହୋଇଛି। ବଲାଙ୍ଗିରରୁ ୧୯ କିଲୋମିଟର ଦୂର ଭଇଁଷାପାଲି ଷ୍ଟେସନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଟ୍ରାଏଲ ରନ୍ କରିଛି। ୧୯...
ଭୁବନେଶ୍ୱର : ରାଜଧାନୀରେ ଜୋରସୋର୍ରେ ଚାଲିଛି ଚୋରା ବନ୍ଧୁକ କାରବାର । ବିକ୍ରି ପାଇଁ ଅଣାଯାଉଥିବା ବେଳେ ୫ଟି ବନ୍ଧୁକ ସହିତ ୧୦ରାଉଣ୍ଡ ଗୁଳି ଜବତ କରିଛି ପୁଲିସ। ଏଥିରେ ରହିଛି ରିଭଲଭର, ୯ MM ପିସ୍ତଲ ଓ ପଏଣ୍ଟ ୭୬୫ MM ପିସ୍ତଲ । ଏହି ଚୋରା...
ଟୋକିଓ : ଭାରତ ଓ ଜାପାନ ମଧ୍ୟରେ ୭୫ ବିଲିଅନ ଡଲାରର ବା ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ମୁଦ୍ରା ଅଦଳବଦଳ ରାଜିନାମା ସ୍ୱାକ୍ଷର ହୋଇଛି। ବେଜିଂ ସହ ଏଭଳି ରାଜିନାମା ସ୍ୱାକ୍ଷର କରିବାର ସପ୍ତାହେ ପରେ ଭାରତ ସହ ଏଭଳି ଚୁକ୍ତି କରିଛି ଜାପାନ ।...
ନୂଆଦିଲ୍ଲୀ : ଟେନିସ୍ ତାରକା ସାନିଅା ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ସୋହେବ ମଲ୍ଲିକ ଏକ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ସାନିଅା ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ସୋହେବ ଟ୍ୱିଟରରେ ସୂଚନା ଦେଇଛନ୍ତି। Excited to announce: Its a boy, and my girl...
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢ଼ୁଥିବାବେଳେ ଆର୍ବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଅାଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀରେ ଅାର୍ଥିକ ସ୍ଥିରତା ଓ ଉନ୍ନୟନ ପରିଷଦର ବୈଠକରେ ଦୁହେଁ ପରସ୍ପରକୁ ଭେଟିଛନ୍ତି। ବୈଠକରେ ଜେଟଲୀ ରିଜର୍ଭ ବ୍ୟାଙ୍କକୁ ଭର୍ତ୍ସନା କରି...
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ। ସଦର ଥାନା ତାଳବରକୋଟ ଗାଁର ଚାଷୀ କୈଳାସ ନାୟକ ଫସଲ ନଷ୍ଟ ଯୋଗୁଁ ବିଷ ପିଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୫୫ ବର୍ଷୀୟ କୈଳାସ ୩ ଏକର ଜମିରେ ଧାନ, ମୁଗ, ବିରି ଭାଗ ଚାଷ କରିଥିଲେ।...
ଭୁବନେଶ୍ୱର : ବଢିଲା ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ରୁ ୨୮୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି ହୋଇଛି।...
ଯାଜପୁର : ଅବହେଳିତ ଯାଜପୁର ଜିଲ୍ଲା ବିଞ୍ଝାରପୁରର ମଦ୍ରାସା। ରାଜ୍ୟର ଏହା ଏକମାତ୍ର ମଦ୍ରାସା ଯେଉଁଠି ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପାଠପଢାଯାଏ। ହେଲେ ଶ୍ରେଣୀ ଗୃହର ଅବସ୍ଥା ନକହିବା ଭଲ । ଛାତରୁ କଂକ୍ରିଟ୍ ଖସି ରଡ୍ ଦିଶୁଛି । ଛୋଟିଅା ଶ୍ରେଣୀଗୃହରେ ବିପଦସଙ୍କୁଳ ଅବସ୍ଥାରେ ଖୁନ୍ଦାଖୁନ୍ଦି...
ଭଦ୍ରକ : ମଦକୁ ନେଇ ତେଜିଲେ ମହିଳା। ବେଅାଇନ ମଦ ବିକ୍ରିକୁ ନେଇ ଅାନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବ୍ରାହ୍ମଣ ଗାଁ ବଜାରରେ ଦୀର୍ଘଦିନ ଧରି ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଯାହାକ ନେଇ ଗାଁର ବିଭିନ୍ନ ମହିଳା ସ୍ୱୟଂ ସହାୟିକା...
କଟକ : ଓକିଲଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଏବେବି ଥମିବାର ନା ନେଉନି। ଅାଜି ମଧ୍ୟ ହାଇକୋର୍ଟ ଅାଗରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲ। ହାଇକୋର୍ଟର ବିଭିନ୍ନ ଫାଟକରେ ବସି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଛନ୍ତି। ସେମାନେ ହାଇକୋର୍ଟ ଭିତରକୁ ଅାସୁଥିବା ଅାଇନଜୀବୀଙ୍କ ପରିଚୟପତ୍ର ଦେଖିବା ପରେ ଭିତରକୁ ଛାଡୁଛନ୍ତି। ତେବେ...
ଭୁବନେଶ୍ୱର : ବିଧାୟକ ପଦରୁ ଇସ୍ତଫା ଦେବେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଅା। ବାଚସ୍ପତିଙ୍କୁ ଭେଟିବା ପାଇଁ ବିଧାନସଭାକୁ ଯାଇଥିଲେ ଶଗରିଅା । ହେଲେ ବାଚସ୍ପତି ତାଙ୍କ ଅଞ୍ଚଳ ଗସ୍ତରେ ଥିବାରୁ ସେ ଅାସନ୍ତା ୬ତାରିଖରେ ସମୟ ଦେଇଛନ୍ତି। ଶଗରିଅା ଅାସନ୍ତା ୬ତାରିଖରେ ବାଚସ୍ପତିଙ୍କୁ ଭେଟି ତାଙ୍କ...
ଭୁବନେଶ୍ୱର : ନବୀନ ସରକାରର ଥ୍ରୀ ‘ଟି’ ନାରା ଭିତରେ ବାଟବଣା ଟ୍ରାନ୍ସପେରାନ୍ସି ବା ସ୍ୱଚ୍ଛତା । ସରକାରୀ ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ସିଧାସଳଖ ଇଣ୍ଟରନେଟ୍ ଯୋଗେ ଜାଣିବାକୁ ପ୍ରଚଳିତ ହୋଇଥିଲା ଇ-ଡେସପାଚ୍। ହେଲେ ବିଭାଗୀୟ ମୁଖ୍ୟ ହୁଅନ୍ତୁ କି ରାଜ୍ୟ ପ୍ରଶାସନ ମୁଖ୍ୟଙ୍କ ତାଗିଦ୍ ନଥିବାରୁ ଲଗାମ...
ମୁମ୍ବାଇ : ଭାରତ-ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନିକିଅାରେ ବିରାଟ ବାହିନୀର ବିରାଟ ବିଜୟ । ୨୨୪ ରନ୍ରେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଟିମ୍ ଇଣ୍ଡିଅା । ଏହି ବିଜୟ ସହ ୫ଟିକିଅା ଦିନିକିଅା ସିରିଜ୍ରେ ଭାରତ ୨-୧ରେ ଅାଗୁଅା ରହିଛି । ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ...
ଭୁବନେଶ୍ୱର : ଟ୍ରାଙ୍କୁଲାଇଜ୍ ପରେ ସାତକୋଶିଅାରୁ ନନ୍ଦନକାନନକୁ ଅାସିବ ବାଘୁଣୀ ସୁନ୍ଦରୀ। ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ମନ୍ତ୍ରୀ କହିଛନ୍ତି ଯଦି ବାଘୁଣୀକୁ ନନ୍ଦନକାନନରେ ରଖିବା ଲାଗି NTCA କର୍ତ୍ତୃପକ୍ଷ ରାଜି ନହୁଅନ୍ତି, ତେବେ ତାକୁ ପୁଣି ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ...
କଟକ : ଓକିଲ ଅାନ୍ଦୋଳନରେ ପଶିଲା ପଲିଟିକ୍ସ। ହାଇକୋର୍ଟ ଗେଟ୍ ଅାଗରେ ମୁହାଁମୁହିଁ ସ୍ଥିତି। ଗେଟ୍ର ଗୋଟିଏ ପଟେ ଅାନ୍ଦୋଳନରତ ଓକିଲ ଓ ଅନ୍ୟପଟେ ବିଜୁ ଲିଗାଲ୍ ଫ୍ରଣ୍ଟର ସଦସ୍ୟ ଓ କିଛି ଅଣ ଓକିଲ । ଠେଲାପେଲା, ଧସ୍ତାଧସ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । କିଛି...