• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

black flag
ସମ୍ବଲପୁରରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ବିରୋଧ

ସମ୍ବଲପୁର  : ଖରିଫ ଧାନ ଫସଲ ସଂଗ୍ରହ ବୈଠକରେ ଯୋଗଦେବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବଲପୁର ଗସ୍ତ ଯାଇଥିବା ବେଳେ ବିରୋଧର ସମ୍ମୁଖିନ ହୋଇଛନ୍ତି। ଧାନ ସଂଗ୍ରହ ବୈଠକକୁ ଯିବା ବେଳେ ବୁର୍ଲା ଏମ୍‌ସିଏଲ୍ ଫାଟକ ଅାଗରେ କଳାପତାକା ପ୍ରଦର୍ଶନ କରିଛନ୍ତି...

Statue-Of-Unity-Patel
ଷ୍ଟାଚ୍ୟୁ ଅଫ୍ ୟୁନିଟି ଲୋକାର୍ପିତ

ଗୁଜରାଟ  : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି ଅବସରରେ ଲୋକାର୍ପିତ ହୋଇଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିର ଲୋକାର୍ପଣ କରିଛନ୍ତି। ଗୁଜରାଟର କେଓ୍ୱଡିଅା ସ୍ଥିତ ନର୍ମଦା ନଦୀ କୂଳରେ ଏକ ମନୋରମ ପ୍ରାକୃତିକ ପରିବେଶରେ ରହିଛି ଏହି ପ୍ରତିମୂର୍ତ୍ତି।...

sagarmala project protest
ସାଗର ମାଳା ପ୍ରକଳ୍ପକୁ ବିରୋଧ କରିବ ଓଡିଶା ପାରମ୍ପରିକ ମତ୍ସଜୀବୀ ସଂଘ

ଭୁବନେଶ୍ୱର : ସାଗର ମାଳା ପ୍ରକଳ୍ପ ଦ୍ୱାରା ଉପକୂଳ ଅଂଚଳରେ ପରିବେଶ ଧ୍ୱଂସ ହେବ। ମତ୍ସ୍ୟଜୀବୀମାନେ ଜୀବୀକା ହରାଇବା ସହ ମତ୍ସ ସମ୍ପଦ ଓ ଜଙ୍ଗଲ ସମ୍ପଦ ଧ୍ୱଂସ ପାଇବା ଅାଶଙ୍କା ରହିଛି। ତେଣୁ ଏହି ପ୍ରକଳ୍ପକୁ ବିରୋଧ କରିବ ଓଡିଶା ପାରମ୍ପରିକ ମତ୍ସଜୀବୀ ସଂଘ। ଏନେଇ ସଂଘ...

unity run
ଲୌହ ମାନବଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକତା ଦୌଡ଼

ଭୁବନେଶ୍ୱର : ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଦେଶର ବିଭିନ୍ନ ସ୍ଥାନରେ ଏକତା ଦୌଡର ଅାୟୋଜନ କରାଯାଇଛି। ଭୁବନେଶ୍ୱରରେ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ମଞ୍ଚେଶ୍ୱର ସ୍ଥିତ ରେଲୱେ ଷ୍ଟାଡିୟମରୁ ଇଷ୍ଟକୋଷ୍ଟ ରେଲୱେ  ଅଡିଟୋରିୟମ ପର୍ଯ୍ୟନ୍ତ ଏକତା ଦୌଡର ଅାୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ...

lawyer --1
ଅାଜି ସବୁ ଓକିଲ ସଂଘ କାର୍ଯ୍ୟାଳୟ ଅାଗରେ ଦାହ କରିବେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା

ଭୁବନେଶ୍ୱର : ପୁଲିସ-ଓକିଲ ବିବାଦରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ଓକିଲଙ୍କ କ୍ଷୋଭ କମି ନାହିଁ। ସେମାନେ ଅାନ୍ଦୋଳନ ଜାରି ରଖିଛନ୍ତି। ବିଶେଷ କରି ବିଜୁ ଲିଗାଲ୍ ଫ୍ରଣ୍ଟ ଅାନ୍ଦୋଳନରୁ ଓହରିଯିବା ପରେ ପରିସ୍ଥିତି ଅାହୁରି ସଂଗୀନ ହୋଇଛି। ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓକିଲ। ଅାଜି ମଧ୍ୟାହ୍ନ ୧୨ଟାରେ...

atm
SBI ଏଟିଏମ୍‌ରୁ ଲୁଟ୍ ଉଦ୍ୟମ

ଖୋର୍ଦ୍ଧା  : ଖୋର୍ଦ୍ଧା ଜିଲ୍ଲାରେ ପୁଣି ମାତିଲେ ଲୁଟେରା। ବାଘମାରୀ ବଜାର ଛକରେ ଥିବା SBI ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ହୋଇଛି । ଏଟିଏମ୍ ମେସିନକୁ ଭଙ୍ଗାରୁଜା କରିବା ସହ ଖୋଲି ଦେଇଛନ୍ତି ଲୁଟେରା। ଏଟିଏମ୍‌କୁ ଲାଗି ରହିଥିବା ଏକ ବଖରାରେ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡିଛି। ଏଟିଏମ୍‌ରୁ...

indira
ଅାଜି ଇନ୍ଦିରା ଗାନ୍ଧିଙ୍କ ତିରୋଧାନ ଦିବସ : ଦିଲ୍ଲୀରେ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅାଜି ତିରୋଧାନ ଦିବସ। ଏହି ଅବସରରେ ଦିଲ୍ଲୀ ସ୍ଥିତ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ପ୍ରମୁଖ ବ୍ୟକ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧି,...

sc on puri violence
ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଘଟଣାରେ ଅାଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଘଟଣାରେ ଅାଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବନ୍ଦ ପାଳନ ବେଳେ ଗଣ୍ଡଗୋଳ ହେବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଜୋତା ପିନ୍ଧି ଓ ବନ୍ଧୁକ ଧରି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ...

murder
ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା। ରାସ୍ତା କଡ଼ରେ ପଡିଛି ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସଦର ଥାନା ଖାରବେଳ ନଗର ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ନାଁରେ...

president-up 12
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଅାଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜୟନ୍ତୀ ଉତ୍ସବ। ଏହି ଅବସରରେ ଦେଶବ୍ୟାପୀ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦିଲ୍ଲୀରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସର୍ଦ୍ଦାର ପଟେଲ ଛକରେ ଅାୟୋଜିତ ଉତ୍ସବରେ ଯୋଗଦେଇ ଲୌହମାନବଙ୍କୁ...

surya
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଅାଜି ସମ୍ବଲପୁର ଗସ୍ତ

ଭୁବନେଶ୍ୱର : ଖରିଫ ଧାନ ଫସଲ ସଂଗ୍ରହ ବୈଠକରେ ଯୋଗଦେବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଅାଜି ସମ୍ବଲପୁର ଯିବେ। ଉତ୍ତରାଞ୍ଚଳ ଅାରଡିସିଙ୍କ କନ୍‌ଫରେନସ ହଲରେ ହେବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳ ମାନେ ଯୋଗଦେବେ। ମନ୍ତ୍ରୀ ସୂଯ୍ୟ ନାରାୟଣଙ୍କ ଏହି ଗସ୍ତକୁ...

achyut
ଅାଜି ଗାଁକୁ ଅାସିବ ଅଚ୍ୟୁତାନନ୍ଦଙ୍କ ମୃତଦେହ

ବଲାଙ୍ଗିର  : ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ ନକ୍ସଲଙ୍କ ଅାକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ଅାଜି ତାଙ୍କ ଗାଁକୁ ଅାସିପାରେ। ତାଙ୍କର ଗାଁ ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡାରେ ଶୋକାକୁଳ ପରିବେଶ। ଅଚ୍ୟୁତାନନ୍ଦଙ୍କୁ ଝୁରୁଛି ଜନ୍ମମାଟି। ଗତକାଲି ଛତିଶଗଡ଼ ଦନ୍ତେଓ୍ୱାଡ଼ା ଅରନ୍‌ପୁରରେ ନକ୍ସଲ ଅାକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଡି...

sand
ଲୌହମାନବଙ୍କୁ ବାଲୁକାକୃତି ଦ୍ୱାରା ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ ପଟ୍ଟନାୟକ 

ପୁରୀ : ଅାଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଲୌହମାନବଙ୍କ ପ୍ରତିକୃତି ନିର୍ମାଣ କରିବା ସହ ବିଶ୍ୱର ସର୍ବୋଚ୍ଚ...

ntca
ବରଗଡ଼ ଡେବ୍ରିଗଡରେ ବାଘ ମୃତ୍ୟୁ ଘଟଣା : ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲା ଏନ୍‌ଟିସିଏ

ଭୁବନେଶ୍ୱର : ବରଗଡ଼ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଅଭିଯୋଗ ଘଟଣାରେ ରାଜ୍ୟ ବନ ବିଭାଗକୁ ନ୍ୟାସନାଲ୍ ଟାଇଗର କନ୍‌ଜରର୍ଭେସନ ଅଥରିଟି ବା ଏନ୍‌ଟିସିଏର ରିପୋର୍ଟ ତଲବ। କିଭଳି ଓ କେଉଁ ପରିସ୍ଥିତିରେ ଘଟଣା ଘଟିଛି, ବନ ବିଭାଗ କି ପଦକ୍ଷେପ ନେଇଛି ସେ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ...