• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rakesh
କୋର୍ଟରେ ପହଞ୍ଚିଲା ସିବିଅାଇ କନ୍ଦଳ

ନୂଆଦିଲ୍ଲୀ : ଅାସନ୍ତା ସୋମବାର ପର୍ଯ୍ୟନ୍ତ ଗିରଫ ଅାଶଙ୍କାରୁ ବର୍ତ୍ତିଲେ ସିବିଅାଇର ନମ୍ବର ଟୁ ଅଫିସର ରାକେଶ ଅସ୍ଥାନା । ତାଙ୍କ ବିରୋଧରେ ସିବିଅାଇ ପକ୍ଷରୁ ଲାଞ୍ଚ ଅଭିଯୋଗ ନେଇ ଏତଲା ଦାଏର ହୋଇଥିଲା । ଏହାକୁ ଖାରଜ ସହ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବାକୁ ଅସ୍ଥାନା ଦିଲ୍ଲୀ...

gitanjali-2
ବିଜେଡି ମହିଳା ସମାବେଶକୁ ନଯିବାରୁ ଅାକ୍ରମଣ ଘଟଣା

ଜଗତସିଂହପୁର : ବିଜେଡି ମହିଳା ସମାବେଶରେ ଯୋଗ ନଦେବାରୁ ଜଗତସିଂହପୁର ଜିଲ୍ଲା ଖୋଲାସପୁର ଗ୍ରାମର ଗୀତଞ୍ଜଳୀ ବାରିକଙ୍କ ପରିବାରକୁ ଅାକ୍ରମଣ ଘଟଣାରେ ପୁଲିସର ନିଷ୍କ୍ରିୟତା। ପ୍ରତିବାଦରେ ଖୋଲାସପୁର ଗ୍ରାମବାସୀଙ୍କ ସହିତ ଏସ୍‌ପିଙ୍କୁ ଭେଟି ଗୀତାଞ୍ଜଳୀ ବାରିକ ଅଭିଯୋଗ କରିଛନ୍ତି। ଗତମାସ ୩୦ ତାରିଖରେ ଜଗତସିଂହପୁରରେ ବିଜେଡିର ମହିଳା ସମାବେଶ...

deadbody found
ବିଲରୁ ମୃତଦେହ ଉଦ୍ଧାର

ମୟୂରଭଞ୍ଜ  : ମୟୂରଭଞ୍ଜ ଉଦଳା ରଙ୍ଗାମାଟିଅା ଗ୍ରୀଡ ନିକଟ ବିଲରୁ ମୃତଦେହ ଉଦ୍ଧାର। ମୃତକ ହେଲେ ଚୁଳିଅାପୋଷି ଗାଁର ବିଶ୍ୱଜିତ ପାତ୍ର । ବିଶ୍ୱଜିତ୍‌ଙ୍କୁ କେହି ହତ୍ୟା କରି ବିଲରେ ପୋତି ଦେଇଥିବା ସନ୍ଦେହ କରାଯାଉଛି। ଗତକାଲି ସନ୍ଧ୍ୟାରୁ ବିଶ୍ୱଜିତ୍  ଘରକୁ ଫେରିନଥିଲେ। ଅାଜି ସକାଳେ କିଛି ଲୋକ...

sabarimala
ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ

ନୂଆଦିଲ୍ଲୀ : ସବରିମାଳାରରେ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟର ପୁନର୍ବିଚାର ଅାବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି ଅାସନ୍ତା ୧୩ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ମୋଟ୍ ୧୯ଟି ମାମଲା ସୁପ୍ରମକୋର୍ଟରେ ଦାଖଲ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ...

arrest
କାର୍ ଡକାୟତି ମାମଲାରେ ୪ ଜଣ ଗିରଫ

ଜୟପୁର  : କାର୍ ଡକାୟତି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପୁର ପୁଲିସ। ଗିରଫ ଡକାୟତମାନେ ହେଲେ ବାରିଣିପୁଟର ଦୈତାରୀ ଖରା, ଉପେନ୍ଦ୍ର ଖୋସଲା,  ଜି.ଧର୍ମାରା ଓ ବାବୁଲି ପାଙ୍ଗୀ। ବାବୁଲି ପାଙ୍ଗୀ ଜଣେ ବିଜେଡି ନେତା ବୋଲି ଜଣାପଡ଼ିଛି। ସେ ବାରିଣିପୁଟ...

adoptaion of chiul;d
ଅନାଥ ୨ ଶିଶୁଙ୍କୁ ଅାପଣାଇଲା ପ୍ରଶାସନ

ଗଜପତି  : ତିତ୍‌ଲି ବାତ୍ୟାରେ ବାପାଙ୍କୁ ହରାଇ ଅନାଥ ହୋଇଥିବା ୨ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ଅାପଣାଇ ନେଇଛି। ବାତ୍ୟାରେ ପ୍ରାଣ ହରାଇଥିବା ସୁଅାବା ଗାଁର ଶେଖର ଶବରଙ୍କ ପୁଅ ଓ ଝିଅଙ୍କ ଲାଳନପାଳନ ଦାୟିତ୍ୱ ନେଇଛି ଜିଲ୍ଲା ପ୍ରଶାସନ। ବାତ୍ୟା ପରେ ବର୍ଷା ଯୋଗୁଁ ଗଜପତି ଜିଲ୍ଲା...

conclave-up 12
ଭୁବନେଶ୍ୱରରେ କ୍ୟାପିଟାଲ ଗୁଡ୍ସ ଇନ୍ ଷ୍ଟିଲ୍ ସେକ୍ଟର କନ୍‌କ୍ଲେଭ୍‌

ଭୁବନେଶ୍ୱର : ଦେଶରେ ଇସ୍ପାତ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ବର୍ତ୍ତମାନର ଉତ୍ପାଦନ ପରିମାଣକୁ ଅାହୁରି ବଢ଼ାଇବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଦେଶରେ ବର୍ତ୍ତମାନ ବାର୍ଷିକ ୧୩୪ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ ହେଉଅଛି। ଅାଉ ୧୭୦ ମିଲିଅନ ଟନ୍ ଉତ୍ପାଦନ କରିବାକୁ ସରକାର...

thana-up 12
ଅଇଁଠାପାଲି ଥାନା ଘେରିଲେ କରମଟୋଲା ଗାଁ ଲୋକେ

ସମ୍ବଲପୁର : ସମ୍ବଲପୁର ଅଇଁଠାପାଲ୍ଲୀ ବୁଢ଼ାରାଜା ପାହାଡ଼ ତଳେ ଯୁବକଙ୍କୁ ଛୁରାମାଡ଼ର ପ୍ରତିବାଦରେ କରମଟୋଲା ଗାଁ ଲୋକେ ଅଇଁଠାପାଲି ଥାନା ଘେରାଉ କରିଛନ୍ତି। ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଅଟକ ରଖିଥିବା ଖବର ପାଇ ଗାଁ ଲୋକେ ଥାନାକୁ ଅାସିଥିଲେ । ସେଠାରେ ଉତ୍ତେଜନା ଦେଖାଦେଇଛି। ଗତକାଲି ବୁଢ଼ାରାଜା...

sundari-up
ଅପରେସନ ସୁନ୍ଦରୀ

ଅନୁଗୁଳ : ଅପରେସନ ସୁନ୍ଦରୀ। ମଣିଷ ଖିଅା ବାଘୁଣୀକୁ କାବୁ କରିବାକୁ ଚାଲିଛି କସରତ । ତାକୁ ଧରିବାକୁ ଜୋରସୋରରେ ଉଦ୍ୟମ ଚାଲିଛି । ୬ ଜଣିଅା ଟ୍ରାଙ୍କୁଲାଇଜ୍ ଟିମ୍ ଅନୁଗୁଳରୁ ସାତକୋଶିଅା କୁମୁରି ଗାଁରେ ପହଞ୍ଚିଛନ୍ତି । ଏହି ଟିମ୍ ସହିତ ଯାଇଛନ୍ତି ୨ ପ୍ଲାଟୁନ ପୁଲିସ...

bjd-1-up
ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ

ଖଣ୍ଡପଡ଼ା : ବଢୁଛି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ । ଜନ ସମ୍ପର୍କ ପଦଯାତ୍ରା ବେଳେ ମୁହାଁମୁହିଁ ହୋଇଛନ୍ତି ବିଧାୟକ ଅନୁଭବ ପଟ୍ଟନାୟକ ଓ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ ଗୋଷ୍ଠୀ। ବନମାଳିପୁର ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ବେଳେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ...

saibani
ଓଟିଭିର ମହାପ୍ରଭାବ ; ଡୁଙ୍ଗୁରିପାଲିର ୮୦ ବର୍ଷର ବୃଦ୍ଧାଙ୍କୁ ମିଳିବ ରାସନ କାର୍ଡ

ଭୁବନେଶ୍ୱର: ଓଟିଭିର ମହାପ୍ରଭାବ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ୮୦ ବର୍ଷର ବୃଦ୍ଧା ସାଇବାନୀ ଗୁରୁଙ୍କୁ ଖାଉଟି କାର୍ଡ ମିଳିନଥିବା ସମ୍ପର୍କରେ ଗତକାଲି ଖବର ପ୍ରସାରଣ ପରେ ଅାଜି କାର୍ଡ ଯୋଗାଇକୁ ପ୍ରଶାସନର ତତ୍ପରତା। ଡୁଙ୍ଗୁରିପାଲି ଯୋଗାଣ ନିରୀକ୍ଷକ ଗାଁକୁ ଯାଇ ସାଇବାନୀଙ୍କ ଲାଗି ଅାବେଦନ ଫର୍ମ ଭରିବା ସହ...

olympics
ସଫଳତା ସତ୍ତ୍ୱେ ଦିବ୍ୟାଙ୍ଗ ଆଥ୍‌ଲେଟଙ୍କୁ ପାତରଅନ୍ତର ଅଭିଯୋଗ

ଭୁବନେଶ୍ୱର : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ପାରା ସ୍ପ୍ରିଣ୍ଟର ଜୟନ୍ତୀ ବେହେରା। ଦୃଷ୍ଟିହୀନ ଚେସ୍‌ ଖେଳାଳି ସୌନ୍ଦର୍ଯ୍ୟ ପ୍ରଧାନ ଓ ପ୍ରାଚୁର୍ଯ୍ୟ ପ୍ରଧାନ। ଏସିଅାନ୍ ପାରା ଗେମସରେ ପ୍ରମୋଦ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଏବଂ  ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଅାଥଲେଟ ଜୟନ୍ତୀ ବେହେରା...

burn-up
ଜହ୍ଲାଦ ଜ୍ୱାଇଁର ଜଘନ୍ୟ କାଣ୍ଡ

ଜଗତସିଂପୁର  : ପାରିବାରିକ କଳହର ଭୟଙ୍କର ରୂପ । ଜହ୍ଲାଦ ଜ୍ୱାଇଁର ଜଘନ୍ୟ କାଣ୍ଡ । ଜାଳି ମାରିଦେଲା ପତ୍ନୀ, ଶାଶୁ ଅାଉ ଶ୍ୱଶୁରଙ୍କୁ । ଅାଉ ସେହି ନିଆଁରେ ଜଳିପୋଡ଼ି ଛାରଖାର ହୋଇଗଲା ଜ୍ୱାଇଁ । ବୀଭତ୍ସ ଅାଉ ଭୟଙ୍କର ଏହି ଦୃଶ୍ୟ । ଯାହାକୁ ଦେଖିଲେ...

bank
ଜନଧନ ଯୋଜନାରେ ବ୍ୟାପକ ହରିଲୁଟ୍ !

ଭୁବନେଶ୍ୱର :  କେନ୍ଦ୍ର ସରକାରଙ୍କ ଜନଧନ ଯୋଜନା । ଜିରୋ ବାଲାନ୍ସରେ ଅାକାଉଣ୍ଟ। ବ୍ୟାଙ୍କ ସହିତ ତଳରୁ ତଳ ସ୍ତର ଲୋକଙ୍କୁ ଯୋଡିବାର ଭିନ୍ନ ପ୍ରୟାସ । କିନ୍ତୁ ଏଥିରେ ଚାଲିଛି ହରିଲୁଟ। ବିଭିନ୍ନ ଜାଗାରେ ଷ୍ଟେଟ ବ୍ୟାଙ୍କ ଖୋଲିଥିବା ସି.ଏସ୍.ପି କାଉଣ୍ଟରରେ ଚାଲିଛି ବେଅାଇନ କାରବାର ।...

sourabha
ଅମୃତସର ଟ୍ରେନ୍ ଦୁର୍ଘଟଣା

ଅମୃତସର : ଅମୃତସର ଟ୍ରେନ୍ ଦୁର୍ଘଟଣା ପରେ ଫେରାର ଥିବା ସୌରଭ ମଦନ ମିଠୁ ଅାଜି ରିଲିଜ୍ କରିଛନ୍ତି ଭିଡିଓ । ଅଜ୍ଞାତ ଅଞ୍ଚଳରୁ ରହି ଜାରି କରିଥିବା ଏହି ଭିଡିଓରେ ନିଜ ପକ୍ଷ ରଖିଛନ୍ତି ସୌରଭ । ଘଟଣା ଦିନ ରେଳ ଧାରଣା ଉପରକୁ ନଯିବା ପାଇଁ...

ambulance
ପୁଣି ଫେଲ ମାରିଲା ଅାମ୍ବୁଲାନ୍ସ ସେବା

ରାୟଗଡା : ପୁଣି ଫେଲ୍ ମାରିଲା ଅାମ୍ବୁଲାନ୍ସ ସେବା। ୮ କିଲୋମିଟର ଭାରରେ ବୁହା ହୋଇ ମେଡିକାଲ ଗଲେ ରୋଗୀ।  ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରାମାଳି ଗାଁରେ। ଗାଁର ପୁଲୁକା ଶିକକା ବହୁ ଦିନରୁ ରୋଗରେ ପୀଡ଼ିତ ଥିଲେ। ଗତକାଲି ରାତିରେ ଗୋଡହାତ...

Jalandhara
କୋରାପୁଟର ବହି ମଣିଷ ଜଳନ୍ଧର ଗାଣ୍ଠ

କୋରାପୁଟ : କୋରାପୁଟର ବହି ମଣିଷ ଭାବେ ପରିଚିତ ସେ । ନାଁ ତାଙ୍କର ଜଳନ୍ଧର ଗାଣ୍ଠ । ବହୁ ପୁରାତନ ଠାରୁ ଅାରମ୍ଭ କରି ଅତ୍ୟାଧୁନିକ ପୁସ୍ତକରେ ଭର୍ତ୍ତି ହୋଇଛି ତାଙ୍କ ଘର। ପୁସ୍ତକ ସଂଗ୍ରହ ତାଙ୍କର ଯେମିତି ଏକ ନିଶା ପାଲଟି ଯାଇଛି। ଯେବେ ସେ କୋରାପୁଟ...

biplab-up
୧୫ ଜଣିଅା ଓଡ଼ିଶା ରଣଜୀ ଦଳ ଘୋଷଣା

ଭୁବନେଶ୍ୱର :  ୧୫ ଜଣିଅା ଓଡ଼ିଶା ରଣଜୀ ଦଳ ଘୋଷଣା । ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ୱରେ ପ୍ରଥମ ୨ଟି ମ୍ୟାଚ୍ ପାଇଁ ଦଳ ଘୋଷଣା ହୋଇଛି । ରଣଜୀ ଦଳ : ବିପ୍ଳବ ସାମନ୍ତରାୟ(ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ରଞ୍ଜିତ ସିଂହ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି,...

deepika-up
ବାଜିବ ସାହାନାଇ

ମୁମ୍ବାଇ : ଶେଷରେ ସ୍ଥିର ହୋଇଛି ବଲିଉଡର ହିଟ୍ ଯୋଡ଼ି ରଣବୀର ସିଂହ ଏବଂ  ଦୀପିକା ପାଦୁକୋଣଙ୍କ ବିବାହ ତାରିଖ। ଏହା ସହ ବି ଟାଉନର ଏହି ସକ୍‌ସେସ କପୁଲଙ୍କ ବିବାହକୁ ନେଇ ରହିଥିବା ସସପେନ୍ସ ମଧ୍ୟ ଦୂର ହୋଇଛି। ଅାଜି ସୋସିଅାଲ ମିଡିଅାରେ ଉଭୟେ ନିଜ ବାହାଘର...