• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

fire-up-12
ବାଘୁଣୀ ‘ସୁନ୍ଦରୀ’କୁ ନେଇ ଥମୁନି ଉତ୍ତେଜନା

ଅନୁଗୁଳ : ବାଘୁଣୀ ‘ସୁନ୍ଦରୀ’କୁ ନେଇ ଥମୁନି ଉତ୍ତେଜନା । ସଂଧ୍ୟାରେ ପୁଣି ଲଙ୍କାକାଣ୍ଡ ଭିଅାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଗୋଟିଏ ପୁଲିସ ଗାଡ଼ିରେ ଲୋକେ ନିଆଁ ଲଗାଇ ଦେଇଛନ୍ତି। କାଞ୍ଜରା ମୁଣ୍ଡାସାହି ନିକଟରେ ଏହି ଲଙ୍କାକାଣ୍ଡ ଭିଅାଇଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାମାଡ଼ରେ ୩ ଜଣ ବରିଷ୍ଠ...

puri-bombing-up 12
ପୁରୀରେ ଗୋଷ୍ଠୀ ସଂଘର୍ଷ

ପୁରୀ : କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ ନେଇ ପୁରୀରେ ଗୋଷ୍ଠୀ ସଂଘର୍ଷ। ବଳିଅାପଣ୍ଡା ଥାନା ମଙ୍ଗଳାସାହିରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସିରିଜ୍ ବୋମା ମାଡ଼ ସାଙ୍ଗକୁ ଦୁଇ ଗୋଷ୍ଠୀ ପରସ୍ପରକୁ ଧାରୁଅା ଅସ୍ତ୍ରରେ ଅାକ୍ରମଣ କରିବା ଫଳରେ ଉଭୟ ପକ୍ଷରୁ ୬ ଜଣ ଅାହତ ହୋଇଛନ୍ତି।...

titli-1
ତିତ୍‌ଲି ବିପର୍ଯ୍ୟୟରୁ ମୁକୁଳି ପାରୁନି ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର : ବାତ୍ୟା ତିତ୍‌ଲିକୁ ବିତିଲାଣି ପ୍ରାୟ ୧୧ ଦିନ। କିନ୍ତୁ ଏଯାଏଁ ଏହି କ୍ଷୟକ୍ଷତିରେ ଅାସିନି ସୁଧାର। ବିଶେଷତଃ ତିତ୍‌ଲି ବିପର୍ଯ୍ୟୟରୁ ମୁକୁଳି ପାରୁନି ଦକ୍ଷିଣ ଓଡ଼ିଶା। ୧୨ ଦିନ ହେବ ରେଳ ସଂଯୋଗରୁ ବିଚ୍ଛିନ୍ନ ହୋଇରହିଛି ପାରଳାଖେମୁଣ୍ଡି ଓ ଗୁଣପୁର ଅଞ୍ଚଳ। ତିତ୍‌ଲି ପରବର୍ତ୍ତୀ ଲଗାଣ...

deadbody-up
କଟକ ବଡ଼ ମେଡିକାଲ୍‌ରେ ସମ୍ବେଦନହୀନତାର ନଗ୍ନ ଦୃଶ୍ୟ

କଟକ : ସମାଜର ସାମୂହିକ ବିବେକକୁ ଦୋହଲାଇ ଦେବା ଭଳି ଏକ ଦୃଶ୍ୟ ଅାଜି ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲ୍‌ରେ । ଓଡ଼ିଶାର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅାସିଥିବା ବୃଦ୍ଧ ରୋଗୀଟିଏ କିପରି ଚିକିତ୍ସା ଅଭାବରେ ଜୀବନ ହାରିଦେଇଛି ଏ ହେଉଛି ତାର ଜ୍ୱଳନ୍ତ ଉଦାହରଣ...

sai
ଶିରିଡ଼ି ସାଇ ମନ୍ଦିରକୁ ବଢୁଛି ଶ୍ରଦ୍ଧାଳୁଙ୍କ ଦାନ

ଶିରିଡ଼ି  : ଗତ ୩ ଦିନ ମଧ୍ୟରେ ଶିରିଡ଼ି ସାଇ ବାବାଙ୍କ ହୁଣ୍ଡିରୁ ସଂଗ୍ରହ ହୋଇଛି ୬ କୋଟିର ଦାନ । ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏନେଇ ସୂଚନା ଦିଅାଯାଇଛି। ସାଇବାବାଙ୍କ ସମାଧିକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଏଠାକୁ  ଭକ୍ତଗଣ ଏତେ ପରିମାଣର ଦାନ...

dama-byte-12 up
ପୁଣି ଗର୍ଜିଲେ ଦାମ ରାଉତ

ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଟାର୍ଗେଟ କଲେ ବିଧାୟକ ଦାମୋଦର ରାଉତ । ବାରିପଦାରେ ଅାୟୋଜିତ ଏକ ସାଧାରଣ ସଭାରେ ସେ ଦୁର୍ନୀତିକୁ ନେଇ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୟୂରଭଂଜ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଅାୟୋଜିତ ସଭାରେ...

argentina
ୟୁଥ୍ ଅଲିମ୍ପିକ୍ସ ଗେମ୍ସ ପଦକ ବିଜେତାଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

ଅାର୍ଜେଣ୍ଟିନା : ଅାର୍ଜେଣ୍ଟିନାରେ ଶେଷ ହୋଇଥିବା ୟୁଥ୍ ଅଲିମ୍ପିକ୍ସ ଗେମ୍ସର ପଦକ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଥ ଅଲିମ୍ପିକ୍ସରେ ଭାଗ ନେଇ ପଦକ ଜିଣିଥିବା ସମସ୍ତ ଖେଳାଳିଙ୍କ ଅନୁଭୁତି ସମ୍ପର୍କରେ ପିଏମ୍ ମୋଦି ପଚାରି ବୁଝିବା ସହ ସେମାନଙ୍କ ସଫଳତା ପାଇଁ ପ୍ରଶଂସା...

bjp -1 up
ବିଜେପିରେ ଯୋଗ ଦେଲେ ସିମୁଳିଅାର ପୂର୍ବତନ ବିଧାୟକ

ବାଲେଶ୍ୱର  : ବିଜେପିରେ ଯୋଗ ଦେଲେ ବାଲେଶ୍ୱର ଜିଲ୍ଲା ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା। ଖଇରା ବ୍ଲକ୍‌ ପତରାହପୁର ମେଳନ ପଡ଼ିଆରେ ଅନୁଷ୍ଠିତ ବିଜେପିର ମିଳନ ପର୍ବରେ ନିଜ ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀଙ୍କ ସହ ସେ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଳନ...

puri danga
ପୁରୀ ହିଂସାକାଣ୍ଡ ମାମଲାରେ ଗିରଫ ସଂଖ୍ୟା ୮୬କୁ ବୃଦ୍ଧି

ପୁରୀ : ଅକ୍ଟୋବର ୩ ପୁରୀ ହିଂସାକାଣ୍ଡ ମାମଲାରେ ଗିରଫ ସଂଖ୍ୟା ୮୬ରେ ପହଞ୍ଚିଛି। ସିଂହଦ୍ୱାର ଥାନା ପକ୍ଷରୁ ୪୫ ଓ ଟାଉନ ଥାନା ପକ୍ଷରୁ ୪୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ହିଂସାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ସହରର...

modi-up 12
ଅାଜାଦ୍ ହିନ୍ଦ୍‌ ସରକାର ଘୋଷଣାକୁ ୭୫ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ  : ଅାଜାଦ୍ ହିନ୍ଦ୍‌ ସରକାର ଘୋଷଣାକୁ ଅାଜି ପୂରିଛି ୭୫ ବର୍ଷ। ଏହି ଐତିହାସିକ ଦିନକୁ ମନେପକାଇବା ପାଇଁ ଲାଲ୍‌କିଲ୍ଲାରେ ଅାୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ୧୯୪୩ ମସିହା ଅାଜିର ଦିନରେ ନେତାଜୀ...

titli
ବାତ୍ୟା ତିତ୍‌ଲି ଓ ପରବର୍ତ୍ତୀ ବର୍ଷା କ୍ଷୟକ୍ଷତି ନେଇ ସମୀକ୍ଷା

ଭୁବନେଶ୍ୱର : ବାତ୍ୟା ତିତ୍‌ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁପକ୍ଷୀ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗାଈ ପାଇଁ ୩୦ ହଜାର, ବଳଦ ପାଇଁ ୨୫ ହଜାର ଟଙ୍କା ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ମିଳିବା ନେଇ...

clash
ଦଶହରା ବଳଦ ଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନରେ ଗୋଷ୍ଠୀ ସଂଘର୍ଷ। ଦଶହରା ବଳଦ ଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ ଲାଠିମାଡ଼ କରିଛି । ଦଶହରା ପର ରାତିରେ ବଳଦ ଯାତ୍ରା ଚାଲିଥିବାବେଳେ, ସକାଳୁ ସକାଳୁ ବସଷ୍ଟାଣ୍ଡ ପାଖ ଅରାସାହି ଓ ହରିଜନ...

sabari
ଅାଜି ବି ସବରିମାଲା ମନ୍ଦିରରେ ପଶି ପାରିଲେନି ମହିଳା ଶ୍ରଦ୍ଧାଳୁ

କେରଳ  : କେରଳ ସବରିମାଲା ମନ୍ଦିର ଖୋଲିବାର ଚାରିଦିନ ପରେ ବି ନିର୍ଦ୍ଦିଷ୍ଟ ବୟସର ମହିଳାମାନେ ମନ୍ଦିରରେ  ପ୍ରବେଶ କରିବା ସମ୍ଭବ ହୋଇନାହିଁ । ଅାଜି ପାମ୍ବା ନିକଟରୁ ଦୁଇ ଜଣ ମହିଳା ଯାତ୍ରା ଅାରମ୍ଭ କରିଥିଲେ ମଧ୍ୟ ସେମାନଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ପ୍ରତିବାଦକାରୀ...

ratha-up 12
ରାବଣ ପୋଡି ପୂର୍ବରୁ ଅଣ୍ଡାମାଡ଼

ଏରସମା : ଏରସମା ରାବଣପୋଡ଼ି ସ୍ଥଳିକୁ ଯାଉଥିବା ଅତିଥିଙ୍କୁ ଅଣ୍ଡାମାଡ଼ ଅଭିଯୋଗ। ଅତିଥି ଯାଉଥିବା ଏକ ରଥ ସଦୃଶ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଗାଡ଼ିରେ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅନୁଭବ ମହାନ୍ତି ଥିଲେ। ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ସେହି ଗାଡ଼ିରେ ଥିଲେ। ଅଣ୍ଡାମାଡ଼ ନେଇ...

candle-light-up
ଅମୃତସର ଟ୍ରେନ୍ ଦୁର୍ଘଟଣାର ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ଅମୃତସର  : ଅମୃତସର ଟ୍ରେନ୍ ଦୁର୍ଘଟଣାରେ ଜୀବନ ହାରିଥିବା ବ୍ୟକ୍ତିଙ୍କ ଅାତ୍ମାର ସଦଗତି ପାଇଁ ଚଣ୍ଡିଗଡ଼ରେ କ୍ୟାଣ୍ଡେଲ ଶୋଭାଯାତ୍ରା।  ସ୍ଥାନୀୟ କଳାକାର ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ବେଶରେ ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରାର ଅାୟୋଜନ କରିଥିଲେ। ସେମାନଙ୍କ ସହ ସ୍ଥାନୀୟ ଯୁବକ ଓ ସମାଜସେବୀ ସାମିଲ ହୋଇଥିଲେ।...

amiya
ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ସ୍ୱର୍ଗଦ୍ୱାରରେ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା । ତାଙ୍କ ପୁଅ ଅନୁପମ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ମରଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା । ତାଙ୍କ ବାସଭବନରେ ମୃତଦେହ ରଖାଯିବା ପରେ ବିଭିନ୍ନ ବର୍ଗର...

2
ସରକାରଙ୍କ ତିତ୍‌ଲି ପୁନରୁଦ୍ଧାରକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର : ତିତ୍‌ଲିର ତାଣ୍ଡବରେ ଘରଦ୍ୱାର ବିଧ୍ୱସ୍ତ। ଜୀବନ ଜୀବିକା ହରାଇ ଅସହାୟ ଜନତା। ଏପଟେ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ। ଅାଜି ବି ସବୁ ବିଭାଗ ମୁଖ୍ୟଙ୍କ ସହ ମୁଖ୍ୟଶାସନ ସଚିବ ରିଲିଫ୍ ଓ ପୁନଃରୁଦ୍ଧାର ନେଇ ସମୀକ୍ଷା କରିଛନ୍ତି। ବୈଠକ ପରେ ମିଳିଥିବା ସୂଚନା...

5
ଦାମଙ୍କ ତୁଣୀରରୁ ସରୁନି ତୀର, ଅାଜି ପୁଣି ମାରିଲେ ସର

ଭୁବନେଶ୍ୱର : ଦାମଙ୍କ ତୁଣୀରରୁ ଗୋଟେ ପରେ ଗୋଟେ ରାବଣ ବାଣ । ବିଜେଡିରେ ମାଳ ମାଳ ରାବଣ ମନ୍ତବ୍ୟରୁ ଅାଗକୁ ବଢ଼ି,ଅାଜି ଅସଲ ରାବଣ ଠାରୁ ବର୍ତ୍ତମାନ ଶାସକ ଦଳରେ ଥିବା ରାବଣଙ୍କ ଗୁଣ ଅାହୁରି ଖରାପ କହି, ସେମାନଙ୍କୁ ଗାଦିଚ୍ୟୁତ କରିବା କାମରେ ଲାଗିଥିବା କହିଛନ୍ତି...

kidnap
ଭୁବନେଶ୍ୱର ରେଳ ଷ୍ଟେସନରୁ ନାବାଳିକା ଅପହରଣ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ନାବାଳିକା ଅପହରଣ ଅଭିଯୋଗ। ମଧ୍ୟ ପ୍ରଦେଶ ଯିବାକୁ ନିଜ ଅାଈ ସହ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ୧୦ବର୍ଷିୟ ନାବାଳିକା ପି. ଲକ୍ଷ୍ମୀ ଚିପ୍ସ କିଣିବାକୁ ଯାଇ ଅାଉ ଫେରିନଥିଲେ । ଜଣେ ସଂଦିଗ୍ଧ ଯୁବକ ନାବାଳିକାକୁ ଅପହରଣ କରି ନେଇଥିବା...