• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

pregnant
ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନମୁନା। ଭାରରେ ବୁହାହେଲେ ଗର୍ଭବତୀ। ମାଥିଲି ଥାନା ବନ୍ଧଗୁଡ଼ା ଗାଁର ଜଣେ ଗର୍ଭବତୀ ମହିଳା ଭାରାରେ ବୁହା ହୋଇଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ କୈଣସି ବିକଳ୍ପ ନ ପାଇ ୩ କିଲୋମିଟର ଭାରରେ...

rahul
ବିଜେପି ଓ ବିଜେଡି ବିରୋଧରେ ବର୍ଷିଲେ ରାହୁଲ

ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ଓଡ଼ିଶାରେ ସରକାର ଗଢ଼ିବ କଂଗ୍ରେସ। ଭୁବନେଶ୍ୱର ତମାଣ୍ଡୋରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି। ଦିନିକିଆ ବ୍ୟସ୍ତବହୁଳ ଓଡ଼ିଶା କାର୍ଯ୍ୟକ୍ରମରେ ଆସିଥିବା ରାହୁଲ ତମାଣ୍ଡୋରେ ଆୟୋଜିତ ଜନସଭାରେ ମୋଦି...

maobadi
ଆଜିଠାରୁ ପ୍ରତିବାଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ

କନ୍ଧମାଳ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ତଥା ସୁରକ୍ଷା ବାହିନୀର ଦମନଲୀଳାକୁ ବିରୋଧ କରି ଆଜିଠାରୁ ୩୧ ତାରିଖ ଯାଏ ପ୍ରତିବାଦ ସପ୍ତାହ ପାଳନ କରୁଛି ସିପିଆଇ ମାଓବାଦୀ ସଂଗଠନ। ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରତିବାଦ ସପ୍ତାହ ପାଳନ...

panchanan
କଂଗ୍ରେସରେ ମିଶିଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର : ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ...

rahul
ଭୁବନେଶ୍ୱର ତମାଣ୍ଡୋରେ କଂଗ୍ରେସର ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧି

ଭୁବନେଶ୍ୱର :  ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ସଂକଳ୍ପ ସମାବେଶରେ  ଯୋଗଦେଇଛନ୍ତି ରାହୁଲ ଗାନ୍ଧି। ଏଠାରେ ନିଜର ଅଭିଭାଷଣରେ ଉଭୟ ମୋଦି ଓ ନବୀନଙ୍କୁ ଆଟାକ୍‌ କଲେ। କହିଲେ , ଉଭୟ ମୋଦି-ନବୀନଙ୍କ ଚିନ୍ତାଧାରା ଏକ ପ୍ରକାର। କିଛି ଅମଲାଙ୍କୁ ଧରି ଶିଳ୍ପପତିଙ୍କ ଠାରୁ ଟଙ୍କା ଆଣି ନିର୍ବାଚନ...

vote
ଆଜି ପାଳିତ ହେଉଛି ଜାତୀୟ ଭୋଟର ଦିବସ

ବାଲେଶ୍ୱର : ମୋ ଭୋଟ୍, ମୋ ଅଧିକାର । ନିର୍ବାଚନରେ ଯେପରି କୌଣସି ଭୋଟର ମତଦାନରୁ ବାଦ୍ ଯିବେ ନାହିଁ, ସେ ଦିଗରେ ସଚେତନତା ପାଇଁ ଆଜି ସାରା ଦେଶରେ ପାଳିତ ହେଉଛି ଜାତୀୟ ଭୋଟର ଦିବସ। ଭୋଟର ମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା...

cm at puri
ପୁରୀରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆଜି ପୁରୀରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜି ପୁରୀ ମାଳତିପାଟପୁର ନିକଟ ରାହାଙ୍ଗିରିଆ ଠାରେ ଆୟୋଜିତ ଚାଷୀ ମହାସମାବେଶରେ ନବୀନ ଯୋଜନାର ଶୁଭାରମ୍ଭ କରି...

Supreme-Court-of-India
ସବର୍ଣ୍ଣଙ୍କୁ ସଂରକ୍ଷଣ ଉପରେ ସ୍ଥଗିତାଦେଶ ଆବେଦନ ଖାରଜ

ନୂଆଦିଲ୍ଲୀ : ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ମନା କଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ସରକାରଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇବାକୁ...

kdp
ଆସନ୍ତାକାଲି କେନ୍ଦ୍ରାପଡ଼ାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

କେନ୍ଦ୍ରାପଡ଼ା :  ଆସନ୍ତାକାଲି କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲିଟିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି ଏଡିଏମ୍। ସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ସେପଟେ ଏହି ଘଟଣା ପ୍ରତିବାଦରେ ରାଷ୍ଟ୍ରୀୟ ସୁରକ୍ଷା ସମିତି...

fog
ଉପକୂଳରେ ଅଜବ କୁହୁଡ଼ିର ଗଜବ ରୂପ

ପାରାଦୀପ : ଉପକୂଳରେ ଅଜବ କୁହୁଡ଼ିର ଗଜବ ରୂପ। ସମୁଦ୍ର ପଟୁ ହଠାତ୍ ମାଡ଼ି ଆସୁଛି କୁହୁଡ଼ି। କେଉଁଠି ସକାଳେ ତ ଆଉ କେଉଁଠି ସଂଜ ନଇଁବା ପୂର୍ବରୁ ଛାଇଯାଉଛି ଘନକୁହୁଡିର ଚାଦର। ପୁରୀ ଏବଂ କୋଣାର୍କ ପରେ ଆଜି ପାରାଦୀପରେ ଦେଖିବାକୁ ମିଳିଛି କୁହୁଡ଼ିର ଅଜବ ରୂପ।...

arvind
ଓଡିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ

ଭୁବନେଶ୍ୱର : ଓଡିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ଆସନ୍ତା ୩୧ରେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଏକ ସମାବେଶରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। କେଜରିଓ୍ୱାଲଙ୍କ ସହ ଅନ୍ୟ ଜାତୀୟ ଦଳର କିଛି ନେତା ଏହି ସମାବେଶରେ ଯୋଗ ଦେବେ।...

koraput
ଛାତ୍ର ପେଟରୁ ବାହାରିଲା ଶତାଧିକ ଜେଲି ସଦୃଶ୍ୟ ସିଷ୍ଟ

ଜୟପୁର : ଛାତ୍ର ପେଟରୁ ବାହାରିଲା ଶତାଧିକ ଜେଲି ସଦୃଶ୍ୟ ସିଷ୍ଟ। କୋରାପୁଟ ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଅଞ୍ଚଳର ୧୪ ବର୍ଷର ଛାତ୍ର ଅମରେଶ ସାହୁଙ୍କୁ କିଛି ଦିନ ଧରି ପେଟ ବଥା ହେଉଥିଲା। ପେଟର କିଛି ଅଂଶ ଫୁଲି ରହିବାରୁ ତାଙ୍କୁ ପରିବାର ଲୋକେ କୋରାପୁଟ...

power show
ଆସନ୍ତାକାଲି ବଲାଙ୍ଗିର ଓ ଝାରସୁଗୁଡ଼ାରେ ନବୀନଙ୍କ ମେଗା ସୋ

ଭୁବନେଶ୍ୱର : ଗୋଟିଏ ଦିନରେ ପଶ୍ଚିମ ଓଡିଶାରେ ନବୀନଙ୍କ ଦୁଇଟି ମେଗା ସୋ’ ପାଇଁ ବ୍ୟାପକ ଆୟୋଜନ। ଝାରସୁଗୁଡ଼ା ଓ ବଲାଙ୍ଗିରରେ ଶକ୍ତି ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଉଣ୍ଟର କରିବେ ନବୀନ। ସେପ୍ଟେମ୍ବରେ ୨୨ତାରିଖରେ ଝାରସୁଗୁଡ଼ା, ଜାନୁୟାରୀ ୧୫ରେ ବଲାଙ୍ଗିର ଆସିଥିଲେ ମୋଦି। ସେ ଦୃଷ୍ଟିରୁ...

alaka
ଅଧୁରା ରହିଲା ଅଳକାନନ୍ଦାଙ୍କ ନିର୍ବନ୍ଧ ; ପରିବାରରେ ଶୋକାକୂଳ ପରିବେଶ

ଜଳେଶ୍ୱର : ଅଧୁରା ରହିଲା ନିର୍ବନ୍ଧ। ଆଜି ଘରେ ଲାଗିଥାନ୍ତା ବନ୍ଧୁବାନ୍ଧବଙ୍କ ଭିଡ଼। କିନ୍ତୁ ପରିବାରରେ ଏବେ ଶୋକାକୂଳ ପରିବେଶ। ଗତ ଶନିବାର ରୁମ୍‌ ମେମ୍‌ ଦ୍ୱାରା ରାଜଧାନାରେ ହତ୍ୟାର ଶିକାର ହୋଇଥିବା ଅଳକାନନ୍ଦାଙ୍କର ଆଜି ଥିଲା ନିର୍ବନ୍ଧ। ଘରେ ନାହିଁ ଗହଳ ଚହଳ। ପରିବେଶ ପୂରା ଖାଁ...

cuttack
ନେତାଜୀଙ୍କ ୧୨୨ତମ ଜୟନ୍ତୀ ପାଳିତ

କଟକ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ପାଳିତ ହୋଇଛି।  ଏହି ଅବସରରେ କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୋର୍ ସାଢ଼େ ଚାରିଟାରେ ରାମଧୂନ୍ ବାଜିବା ପରେ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା। ସଂଗ୍ରହାଳୟରେ ଦିନ ସାରା ବିଭିନ୍ନ...

cable
ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ ଲୋକାଲ କେବୁଲ୍‌ ପ୍ରସାରଣ ସେବା

ଭୁବନେଶ୍ୱର : ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ କେବୁଲ ଟିଭି ପ୍ରସାରଣ। ଟ୍ରାଇର ନୂଆ ତାରିଫ୍ ପ୍ଲାନ୍‌କୁ ବିରୋଧ କରି ଏହି ନିଷ୍ପତ୍ତି ନେଇଛି ଲୋକାଲ୍ କେବୁଲ ଅପରେଟର୍ସ ସଂଘ। ଏହି ନିଷ୍ପତ୍ତିକୁ ଓଡ଼ିଶା ଲୋକାଲ କେବୁଲ ଅପରେଟର୍ସ ସଂଘ ମଧ୍ୟ ସମର୍ଥନ କରିବ। ଗତକାଲି ଏକ...

netaji
ଦିଲ୍ଲୀ ଲାଲକିଲ୍ଲାରେ ନେତାଜୀ ମ୍ୟୁଜିୟମ ଉଦ୍‌ଘାଟିତ

ନୂଆଦିଲ୍ଲୀ : ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲା ପରିସରରେ ନେତାଜୀ ମ୍ୟୁଜିୟମର ଉଦ୍‌ଘାଟନ କରିଛନ୍ତି। ଏଥିରେ ନେତାଜୀଙ୍କ ପିଲାଦିନ ସହ ଅନେକ କୀର୍ତ୍ତିରାଜି ସ୍ଥାନ ପାଇଛି।  ଯେଉଁଥିରେ ନେତାଜୀ ବ୍ୟବହାର କରୁଥିବା କାଠର ଚେୟାର, ୟୁନିଫର୍ମ, ବିଭିନ୍ନ ମେଡାଲ...

air india chief
ଦୁର୍ନୀତି ଅଭିଯୋଗରେ ପୂର୍ବତନ ଏୟାର ଇଣ୍ଡିଆ ଚିଫ୍ ଗିରଫ

ନୂଆଦିଲ୍ଲୀ : ଦୁର୍ନୀତି ଅଭିଯୋଗରେ ପୂର୍ବତନ ଏୟାର ଇଣ୍ଡିଆ ଚିଫ୍ ଅରବିନ୍ଦ ଯାଦବ ଗିରଫ। ଏୟାର ଇଣ୍ଡିଆର ଜେନେରାଲ୍ ମ୍ୟାନେଜର ରାଙ୍କ୍‌ ଅଫିସର ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି। ଏହାସହ ସିବିଆଇ ଅବସରପ୍ରାପ୍ତ ଡାକ୍ତର ଏଲ୍.ପି ନଖଓ୍ୱା, ଜେନେରାଲ ମ୍ୟାନେଜର ଏବଂ ଅତିରିକ୍ତ ଜେନେରାଲ୍...

shark-fish
ଆନ୍ଧ୍ର ଟ୍ରଲରରୁ ବିରଳ ସାର୍କ ମାଛ ଉଦ୍ଧାର ଘଟଣାରେ ତନାଘନା ଆରମ୍ଭ

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏକ ଟ୍ରଲରରୁ ଜବତ ବିରଳ ପ୍ରଜାତିର ସାର୍କ ମାଛକୁ ନେଇ ତନାଘନା ଆରମ୍ଭ ହୋଇଛି। ଏହି ମାଛକୁ ରପ୍ତାନୀ କରିବା ପଛରେ କ’ଣ କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପାରାଦୀପରେ ଥିବା ତଟରକ୍ଷୀବାହିନୀ DIG ରାଜେଶ ମାକଓ୍ୱାନା କହିଛନ୍ତି।...

it
ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ୍

ଭୁବନେଶ୍ୱର : ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ୍। ବିଜେଡି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ। ସୋଶାଲ୍ ମିଡିଆ ସାହାଯ୍ୟରେ ସରକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯିବ। ମୁଖ୍ୟତଃ ଆସନ୍ତା ସାଧାରଣ ନିର୍ବାଚନରେ ୫ ଲକ୍ଷ ନୂତନ ଭୋଟରଙ୍କୁ...