ବଣାଇ : ଭୟଙ୍କର, ବୀଭତ୍ସ ଓ ବର୍ବର। ମା’ ସହ ୪ ପୁଅ ଝିଅଙ୍କ ରହସ୍ୟଜନକ ମୃତ୍ୟୁ। ସୁନ୍ଦରଗଡ଼ ଇନ୍ଦୁପୁର ଗାଁରେ ପାଞ୍ଚ ପାଞ୍ଚ ଜଣଙ୍କ ହୋଇଛି ସନ୍ଦେହଜନକ ମୃତ୍ୟୁ। ଏମାନେ ହେଉଛନ୍ତି ମା’ ମାଙ୍ଗିରି ମୁଣ୍ଡା ଏବଂ ତାଙ୍କର ୨ ଝିଅ ଓ ୨ ପୁଅ। ଆଜି...
ଭୁବନେଶ୍ୱର : ରାଜ୍ୟସ୍ତରୀୟ ପରେଡ ବେଳେ ଜଣେ ପୁଲିସ କର୍ମଚାରୀ ନିଜ ଏକେ -୪୭କୁ ଜଣେ ଯୁବତୀଙ୍କୁ ଦେଇଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ କର୍ମଚାରୀ ଜଣଙ୍କ କଟକ ଷଷ୍ଠ ବାଟାଲିୟନର ଜଣେ କର୍ମଚାରୀ ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ -୪୭କୁ...
ବାଲିଗୁଡ଼ା : ମଦ ବିରୋଧରେ ଅନେକ ସ୍ଥାନରେ ଆନ୍ଦୋଳନ, ରାସ୍ତାରୋକ୍ ଭଳି ଘଟଣା ଘଟୁଛି। ଏପରିକି ପ୍ରତିବାଦରେ ଲୋକେ ଥାନା ମଧ୍ୟ ଘେରାଉ କରୁଛନ୍ତି। ହେଲେ ମଦର ଦୌରାତ୍ମ୍ୟ କମୁନି; କିନ୍ତୁ କନ୍ଧମାଳ ଜିଲ୍ଲାର ଆଦର୍ଶ ପଞ୍ଚାୟତ ପର୍ତ୍ତମାହାରେ ଲୋକଙ୍କ ମିଳିତ ଉଦ୍ୟମରେ ଗଠନ ହୋଇଛି ମଦମୁକ୍ତ ପଞ୍ଚାୟତ।...
ପଶ୍ଚିମବଙ୍ଗ : ସାଧାରଣତନ୍ତ୍ର ଦିବସ ଅବସରରେ ବାଂଲାଦେଶୀ ଜବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ବିଏସଏଫ୍ ଯବାନ। ଭାରତ-ବାଂଲାଦେଶ ସୀମା ପଶ୍ଚିମବଙ୍ଗର ଫୁଲବାରୀରେ ବାଂଲାଦେଶୀ ଯବାନଙ୍କୁ ମିଠା ପ୍ୟାକେଟ୍ ବାଣ୍ଟିଥିଲେ। ଭାରତ ସୀମା ଅତିକ୍ରମ କରି ବାଂଲାଦେଶୀ ସୁରକ୍ଷାକର୍ମୀଙ୍କ ସହ ସାଧାରଣତନ୍ତ୍ର ଦିବସର ଖୁସି ମନାଇଥିଲେ ଭାରତୀୟ ଯବାନ। ସେପଟେ...
ନୀଳଗିରି : ସମାଜରେ ଶିକ୍ଷା ଦ୍ୱାରା ହିଁ ମିଳିଥାଏ ବାସ୍ତବ ସ୍ୱାଧୀନତା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ସରକାର ପୁରା ଜୋସ୍ରେ ଲାଗିଛନ୍ତି ସତ, ହେଲେ ଶିକ୍ଷାନୁଷ୍ଠାନର କେତେକ ପୂଜାରୀ ଆଜି ବି ସେହି ସାଧନାରେ ନିମଗ୍ନ ଅଛନ୍ତି। ସେହିଭଳି ଜଣେ ଶିକ୍ଷାର ପୂଜାରୀ ହେଉଛନ୍ତି ବାଲେଶ୍ୱର...
କେନ୍ଦୁଝର : କେନ୍ଦୁଝରର ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ। ନିଜସ୍ୱ ଉଦ୍ୟମରେ ଟାଙ୍ଗରା ଭୂଇଁକୁ ଶସ୍ୟ ଶ୍ୟାମଳା କରିପାରିଥିବା ଦୃଢମନା ଦୈତାରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୧୯୯୭ ମସିହାରୁ ଚାରି...
ଭଦ୍ରକ : ଏକ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଶ୍ୟାମପୁର ମହାନ୍ତି ସାହିରେ ଭଉଣୀର ପ୍ରେମିକକୁ ପିଟି ପିଟି ହତ୍ୟା କଲେ ଦୁଇ ଭାଇ। ମୃତକ ହେଲେ ଆଚାର୍ଯ୍ୟନଗରର ପ୍ରଦୀପ ନାୟକ। ମିଳିଥିବା ସୂଚନା ମୁତାବକ, ବିବାହିତ ହୋଇ ମଧ୍ୟ ପ୍ରଦୀପ...
ରାଉରକେଲା : ପରେଡ ଦେଖି ଫେରୁଥିବା ବେଳେ ଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସାରନଗରୀରେ। ମୃତ ଦୁଇ ଜଣ ହେଲେ ରାଉରକେଲା ଇସ୍ପାତ ଇଂଲିଶ ମିଡିୟମ୍ ସ୍କୁଲର ଛାତ୍ର ହରିଶ ଚନ୍ଦ୍ର ମୁର୍ମୁ ଏବଂ ସୌମ୍ୟ ରଞ୍ଜନ ପାତ୍ର। ଆଜି ଦୁହେଁ ପରେଡ...
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ନିଖୋଜ ଘଟଣା। ୫ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ନିକଟରେ ଥିବା ଏକ କୂଅରୁ ଠାବ ହୋଇଛି ୨ଟି ମୃତଦେହ। ତେବେ ଅନ୍ୟ ମୃତଦେହ ଖୋଜା ଚାଲିଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ...
ମାଉଣ୍ଟ ମାଙ୍ଗାନୁଇ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ୯୦ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ। ୩୨୫ରନ୍ର ଟାର୍ଗେଟ ଦେଇଥିବା ଭାରତ ନ୍ୟୁଜିଲାଣ୍ଡକୁ ୨୩୪ରେ ଅଲଆଉଟ କରିଛି। ଫଳରେ ୫ ଟିକିଆ ଦିନିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି। ବଡ଼...
ଭୁବନେଶ୍ୱର: ଚଳିତ ବର୍ଷ ବିଶିଷ୍ଠ ଲେଖିକା ପ୍ରବାସୀ ଭାରତୀୟ ଗୀତା ମେହେଟ୍ଟାଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଏହି...
ନୂଆଦିଲ୍ଲୀ : ଘୋଷିତ ହୋଇଛି ଚଳିତ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର। ଏ ବର୍ଷ ତିନ ଜଣ ଓଡିଆଙ୍କୁ ମିଳବ ପଦ୍ମଶ୍ରୀ ସମ୍ମାନ। ଏହି ତିନି ଜଣ ହେଉଛନ୍ତି କେନ୍ଦୁଝରର ଦୈତାରୀ ନୟକ, କଟକର ଡି. ପ୍ରକାଶ ରାଓ ଏବଂ ଜୟପୁରର କମଳା ପୁଝାରୀ । ସମାଜସେବା କ୍ଷେତ୍ରରେ...
ନୂଆଦିଲ୍ଲୀ : ଓଡ଼ିଆଙ୍କ ପାଇଁ ଗୌରବ। ଓଡ଼ିଆ ପୁଅ ସହିଦ ପ୍ରଦୀପ କୁମାର ପଣ୍ଡା ପାଇବେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର କୀର୍ତ୍ତିଚକ୍ର ସମ୍ମାନ। ଗତ ଜାନୁଆରୀ ୨୦୧୮ମସିହାରେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ବୀର ଓଡ଼ିଆ ପୁଅ ପ୍ରଦୀପ ପଣ୍ଡା।...
ବଲାଙ୍ଗିର : ଗତକାଲି ବଲାଙ୍ଗିରରେ ଆୟୋଜିତ ହୋଇଥିଲା ବିଜୁ ବାହିନୀର ଆଞ୍ଚଳିକ ସମାବେଶ। ବଲାଙ୍ଗିର ସମେତ ସୋନପୁର,କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଯୁବ ବାହିନୀର କର୍ମକର୍ତ୍ତା ଯୋଗ ଦେଇଥିଲେ। ସମାବେଶ ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ କାଳିଆ ଯୋଜନା ସମାବେଶରେ ସାମିଲ ହେବା ପାଇଁ ରାତା ରାତି ଚାଷୀ...
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ୫ଜଣିଆ ନୂଆ ଖଣ୍ଡପୀଠ। ଆସନ୍ତା ମଙ୍ଗଳବାର ଦିନ କୋର୍ଟରେ ମାମଲାର ଶୁଣାଣି ଥିବାରୁ ଏହା ପୂର୍ବରୁ ନୂଆ ଖଣ୍ଡପୀଠ ଘୋଷଣା ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ଖଣ୍ଡପୀଠ ଗଠନ କରିଛନ୍ତି।...
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ୩ ଜଣଙ୍କୁ ମିଳିବ ଭାରତ ରତ୍ନ। ବିଶିଷ୍ଟ ସଂଗୀତକାର ଡକ୍ଟର ଭୂପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାବେ ମିଳିବ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା...
ଢେଙ୍କାନାଳ : ପୁଣି ଚର୍ଚ୍ଚାରେ ଢେଙ୍କାନାଳ। ବେଲଟିକିରି ସେଲ୍ଟର ହୋମ୍ କେଳେଙ୍କାରୀ ଠାରୁ ବି ଆସିଛି ଆହୁରି ସାଂଘାତିକ ଅଭିଯୋଗ। ସହର ଉପକଣ୍ଠ ଗୋବିନ୍ଦପୁରରେ ବେଆଇନ ଭାବେ ଚାଲିଥିବା କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହେବା ପରେ ଖୋଲିଛି ଏଠାରେ ଚାଲିଥିବା ବେଆଇନ କାର୍ଯ୍ୟକଳାପର ଗୁମର। ଢେଙ୍କାନାଳ...
ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ଝାରସୁଗୁଡ଼ା ଏୟାରପୋର୍ଟକୁ ଚାଲିବ କମର୍ସିଆଲ ବିମାନ। ଝାରସୁଗୁଡ଼ାକୁ ଦେଶର ୬ଟି ସହରରୁ ବିମାନ ଚଳାଚଳ କରିବ ବୋଲି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର, କୋଲକାତା,ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ଏବଂ ରାୟପୁରରୁ ଝାରସୁଗୁଡ଼ାକୁ...
ଭୁବନେଶ୍ୱର : ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ। ଦିଲ୍ଲୀରେ ମୋଦି ରିମୋଟ ଟିପିଲେ ନବୀନ ଏଠି ଉଠବସ୍ ହେଉଛନ୍ତି। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମ୍ରେ ଦଳୀୟ ସଭାରେ ଯୋଗ ଦେଇ ନବୀନଙ୍କୁ ମୋଦିଙ୍କ ଜୁନିୟର ପାର୍ଟନର କହିବା ସହ ମୋଦିଙ୍କ ହାତରେ ନବୀନଙ୍କ ରିମୋଟ ବୋଲି କହି...