ମୋହନା : ରହସ୍ୟମୟ ହୋଇ ରହିଛି ଗଜପତି ଜିଲ୍ଲା ମୋହନା ଅନ୍ତରବା କନ୍ୟାଶ୍ରମ ବିଦ୍ୟାଳୟରୁ ୨୯ ଛାତ୍ରୀଙ୍କ ଅନ୍ତର୍ଦ୍ଧାନ ଘଟଣା? ଗତକାଲି ରାତିରୁ ଏହି ଛାତ୍ରୀମାନେ କେଉଁଠି ଅଛନ୍ତି ତାର ଟେର୍ କେହି ପାଉନାହାନ୍ତି। ସ୍କୁଲ କର୍ତ୍ତୃପକ୍ଷ ଜଣେ କି ଦୁଇ ଜଣ ନୁହନ୍ତି, ଏକା ବେଳକେ ଏତେ...
ଅନୁଗୁଳ : ସାତକୋଶିଆ ଅଭିମୁଖେ ମହେନ୍ଦ୍ର ଓ ରାଜକୁମାର। ଆଜି ବଡ଼ି ଭୋରରୁ ଶିମିଳିପାଳର ଯଶୀପୁରରୁ ସାତକୋଶିଆ ଅଭିମୁଖେ ଯାତ୍ରା କରିଛନ୍ତି ଏ ଦୁଇ କୁମ୍କୀ ହାତୀ। ଏନ୍ଟିସିଏର ପରାମର୍ଶ ଅନୁଯାୟୀ ଉଭୟ ହାତୀଙ୍କୁ ସାତକୋଶିଆକୁ ଅଣାଯାଉଛି। ବିବାଦ ଭିତରେ ଛନ୍ଦି ହୋଇଥିବା ସାତକୋଶିଆର ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ...
ଖୋର୍ଦ୍ଧା : ନିଜେ ଯାହା କରି ନଥିଲେ ତାହା ପୁଅ କରି ଦେଖାଇ ଦେଲା। ସାଧାରଣତନ୍ତ୍ର ଦିବସରେ ଦେଶ ପାଇଁ ବଳିଦାନ ଦେଇଥିବା ପୁଅ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ଖୋର୍ଦ୍ଧା ଅଠରାଙ୍ଗର ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ବାପା। ମାତ୍ର ୨୫ ବୟସର ଯୁବକ ପୁଅକୁ ହରାଇ ହେମନ୍ତ...
ଭୁବନେଶ୍ୱର : ଆସନ୍ତାକାଲି ନୂଆଦିଲ୍ଲୀର ଓଡ଼ିଶା ଭବନରେ ରାଜ୍ୟର ସ୍ୱାର୍ଥ ସଂପର୍କିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ସବୁ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ସେ ଆଲୋଚନା କରିବେ। ଆଜି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ...
ଝାରସୁଗୁଡ଼ା : ଜିଲ୍ଲା ଚିଖିଲାପାଲି ଗାଁରୁ ୬୫ ହଜାର ଟଙ୍କାର ଜାଲ ନୋଟ ଜବତ କଲା ରେଙ୍ଗାଲି ପୁଲିସ। ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ସେମାନଙ୍କ ଠାରୁ ପୁଲିସ ୧୧୦ ଖଣ୍ଡ ୫ ଶହ ଟଙ୍କିଆ ଓ ୫ ଖଣ୍ଡ ୨...
ଜାକର୍ତ୍ତା : ବର୍ଷ ଆରମ୍ଭରୁ ସଟଲର ସାଇନା ନେହଓ୍ୱାଲଙ୍କୁ ସଫଳତା। ଇଣ୍ଡୋନେସିଆ ମାଷ୍ଟର୍ସ ୨୦୧୯ ଟାଇଟଲ ହାସଲ କରିଛନ୍ତି ସାଇନା। ଫାଇନାଲରେ ସ୍ପେନର କାରୋଲିନା ମାରିନ ଓହରିଯିବା ପରେ ଚାମ୍ପିୟନ ହୋଇଛନ୍ତି ସାଇନା। ଫାଇନାଲ ମ୍ୟାଚ୍ ଚାଲିଥିବା ବେଳେ ମାତ୍ର ୧୦ ମିନିଟ୍ର ଟକ୍କର ପରେ ଅଚାନକ ଆହତ...
ନୂଆଦିଲ୍ଲୀ : ଭାରତରତ୍ନ ସମ୍ମାନକୁ ନେଇ ବିବାଦ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଶିକ୍ଷାବିତ୍ ନାନାଜୀ ଦେଶମୁଖ୍ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ଭାରତରତ୍ନ ସମ୍ମାନ ଲାଗି ମନୋନୀତ କରିଛନ୍ତି କେନ୍ଦ୍ର ସରକାର। ପ୍ରଣବ ମୁଖାର୍ଜୀଙ୍କୁ ଭାରତରତ୍ନ ଦିଆଯିବାକୁ କଂଗ୍ରେସ ସ୍ୱାଗତ କରିଥିଲେ ମଧ୍ୟ ଅନ୍ୟତମ ଶିକ୍ଷାବିତ୍ ତଥା...
ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଯୋଗଗୁରୁ ରାମଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜନେତା, ବୁଦ୍ଧିଜୀବୀ ଓ ସେବା କ୍ଷେତ୍ରର ଲୋକଙ୍କ ବ୍ୟତୀତ ଅନ୍ୟ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ଭାରତ ରତ୍ନ ନ ଦିଆଯିବା ନେଇ ସେ ପ୍ରଶ୍ନ କରିଛନ୍ତି।...
କନ୍ଧମାଳ : କନ୍ଧମାଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣକ କବିରାଜ ନାୟକ ବୋଲି ସୂଚନା ଦେଇଛନ୍ତି, ବାଲିଗୁଡ଼ା ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ। ଅଭିଯୋଗ ମୁତାବକ, ଗତକାଲି ଜିଲ୍ଲାର ତୁମୁଡିବନ୍ଧ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ...
ମଧ୍ୟପ୍ରଦେଶ : ରଖେ ହରି ତ ମାରେ କିଏ। ଆଜି ଏମିତି ଏକ ଉଦାହରଣ ସତ ପ୍ରମାଣିତ ହୋଇଛି। ମଧ୍ୟପ୍ରଦେଶରେ ୭୦ ଫୁଟ ଗଭୀର ନଳକୂପରେ ଖସିପଡ଼ିଥିବା ୨ ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆଜି ସକାଳେ ମଧ୍ୟପ୍ରଦେଶର ସଂଗ୍ରାଉଲିର କେରହର ଗାଁରେ ଜଣେ ୨ ବର୍ଷର...
ଭୁବନେଶ୍ୱରରେ ରାଜ୍ୟ ବିଜେପି ଇସ୍ତାହାର କମିଟିର ୨ୟ ବୈଠକ ଅନୁଷ୍ଠିତ ହୋଇଛି। ଲୋକଙ୍କ ମତାମତ ସଂଗ୍ରହ ପାଇଁ ଏକ ଇସ୍ତାହାର ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ। ଇସ୍ତାହାରରେ କୃଷି ଓ କୃଷକ, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ...
ବ୍ରହ୍ମପୁର : ବିଜେଡି ଫୋକସରେ ଗଂଜାମ। ଆଜି ବ୍ରହ୍ମପୁର ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡିଆରେ ଅନୁଷ୍ଠିତ ଚାଷୀ ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଗଂଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୦୧୧ କୋଟି ଟଙ୍କାର ପ୍ରକଳ୍ପର...
ମାଲକାନଗିରି : ଆମ୍ବୁଲାନ୍ସ ନମିଳିବାରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ କାନ୍ଧରେ ବୁହା ହୋଇଛି ମୃତଦେହ। ଚିତ୍ରକୋଣ୍ଡା ସିଏଚ୍ସିରୁ ମାଝିଗୁଡ଼ା ଗାଁକୁ କାନ୍ଧରେ ବୋହି ଶବ ନେଇଛନ୍ତି ପରିବାର ଲୋକେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିତ୍ରକୋଣ୍ଡା ସିଏଚ୍ସିରେ ଭର୍ତ୍ତି ହୋଇଥିଲେ ଯୁବକ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...
ଭୁବନେଶ୍ୱର : ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ ଆଉ ଏ ଦୁନିଆରେ ନାହାନ୍ତି। ଆଜି ରାତି ସାଢ଼େ ୮ଟା ବେଳେ ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ ଗାୟକମାନଙ୍କ ମଧ୍ୟରେ ଶୋକର ଛାୟା...
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଛି ପୁଲିସ ମେଡାଲ। ମୋଟ ୫୭ ଜଣଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍ ଏହି ମେଡାଲ ପ୍ରଦାନ କରିଛନ୍ତି। କୋରାପୁଟ ଓ କଳାହାଣ୍ଡିରେ ନକ୍ସଲ ଦମନ କ୍ଷେତ୍ରରେ ଭଲ କାମ ପାଇଁ ୧୧ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ...
ମଧ୍ୟପ୍ରଦେଶ : ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ମଧ୍ୟପ୍ରଦେଶ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହଟହଟ୍ଟା। ଗ୍ୱାଲିଅରର ଏସ୍ଏଏଫ୍ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଇମର୍ତ୍ତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଇମର୍ତ୍ତୀ ଦେବୀ ପତାକା ଉତ୍ତୋଳନ ପରେ ଅଭିଭାଷଣ ଦେବାର ଥିଲା। ହେଲେ ସେ...
ଖୋର୍ଦ୍ଧା : ସାଧାରଣତନ୍ତ୍ର ଦିବସରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଜମ୍ମୁ ଓ କାଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ଗୁଳିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଠରାଙ୍ଗ ଗାଁର ହେମନ୍ତ ପଣ୍ଡା ସହିଦ ହୋଇଥିବା ପରିବାର ଲୋକେ କହିଛନ୍ତି। ବାରମୂଳାରେ ଆତଙ୍କବାଦୀଙ୍କ ଗୁଳିରେ ହେମନ୍ତ ସହିଦ...
ନବରଙ୍ଗପୁର : ନବରଙ୍ଗପୁରରେ ସାଧାରଣତନ୍ତ୍ର ଉତ୍ସବ ସମାରୋହରେ ଭାଷଣ ଦେବାବେଳେ ଜୀବିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଦେଲେ ପରିବହନ ମନ୍ତ୍ରୀ ନୃସିଂହ ସାହୁ। ଜିଲ୍ଲାର ଏକମାତ୍ର ଜୀବିତ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ନାଁ ନେଇ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି ବକ୍ତବ୍ୟ ରଖିଥିଲେ...
ପୁରୀ : ମାଟି ନୁହେଁ କି ପଥର ନୁହେଁ। ସମୁଦ୍ରର ବିସ୍ତୀର୍ଣ୍ଣ ବାଲୁକାରାଶିର ଅଦକାରୀ ଶଙ୍ଖ କିମ୍ବା ଶାମୁକାଟିଏ ତାଙ୍କ ହାତରେ ପଡ଼ିଗଲେ, ସତେ ଯେମିତି ପାଲଟିଯାଏ ଜୀବନ୍ତ। ତାଙ୍କର ସୃଜନଶୀଳ ପରିକଳ୍ପନା କେତେବେଳେ ପ୍ରତିମୂର୍ତ୍ତି କଳାରେ ରୂପାୟିତ ହୁଏ, ଆଉ କେବେ ପାଲଟିଯାଏ ଆକର୍ଷଣୀୟ ଘରକରଣା। ଆଉ...