• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rape
ଦୁଷ୍କର୍ମ ଅଭିଯୋଗରେ ଫସିଲେ ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ

ଯାଜପୁର  : ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳର ନେତା ଦାମୋଦର ରାଉତଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ଦାମୋଦର ରାଉତ ହେଉଛନ୍ତି ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ। ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ଯେ, ଗତ ୨୪ ତାରିଖରେ ତାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ଦାମୋଦର...

india
ନ୍ୟୁଜିଲାଣ୍ଡକୁ ହରାଇ ଭାରତର ଓ୍ୱାନ୍ ଡେ’ ସିରିଜ୍ ବିଜୟ

ମାଉଣ୍ଟ ମାଙ୍ଗାନୁଇ : ନ୍ୟୁଜିଲାଣ୍ଡ ବିପକ୍ଷ ଓ୍ୱାନ୍ ଡେ ସିରିଜ୍‌କୁ ୩-୦ରେ ଆଗୁଆ କବ୍‌ଜା କଲା ଟିମ୍ ଇଣ୍ଡିଆ।  ୧୦ ବର୍ଷ ମଧ୍ୟରେ ଏହା ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ବିଜୟ। ବେ-ଓଭାଲରେ ଖେଳା ଯାଇଥିବା ତୃତୀୟ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ...

sex-ratio
ରାଜ୍ୟରେ ଉଦ୍‌ବେଗଜନକ ଭାବେ କମୁଛି ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା

ଭୁବନେଶ୍ୱର : ପୁଣି ଅଲୋଡ଼ା ଶିଶୁକନ୍ୟା। ଲାଲ୍‌ କପଡ଼ାରେ ଗୁଡ଼ା ହୋଇଥିବା କଅଁଳା ଝିଅଟିକୁ ହତାଦର କରି ଦେଇଛି ଜନ୍ମଦାତ୍ରୀ। ରାସ୍ତା କଡ଼ରେ ଶୀତରେ କୁଆଁ କୁଆଁ କାନ୍ଦ ଶୁଣି ଉଦ୍ଧାର କରିଛନ୍ତି ଗାଁ ଲୋକେ। କୋରାପୁଟ୍ ଜିଲ୍ଲା କେବିଡ଼ି ଗାଁ ପାଖ କଲଭର୍ଟ ତଳୁ ମିଳିଥିବା ଝିଅଟିକୁ...

otv
ବିଧାନସଭା ସ୍ୱାଧିକାର କମିଟିରେ ହାଜର ହେଲେ ଓଟିଭି ନିର୍ଦ୍ଦେଶିକା

ଭୁବନେଶ୍ୱର: ବିଧାନସଭା ସ୍ୱାଧିକାର କମିଟିରେ ପକ୍ଷ ରଖିଲେ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ୍ ପଣ୍ଡା। ଗତ ନଭେମ୍ବର ୧୯ ଶୀତ ଅଧିବେଶନ ପ୍ରଶ୍ନକାଳ ସଂପର୍କିତ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଆଣିଥିବା ସ୍ୱାଧିକାର ଭଙ୍ଗ ନୋଟିସ୍‌ ଉପରେ ଜଗି କମିଟି ଆଗରେ ନିଜ ମତ...

saha--1
ରାହୁଲଙ୍କ ଆଟାକ୍ ପରେ ଶାହଙ୍କ କାଉଣ୍ଟରକୁ କର୍ମୀଙ୍କ ଅପେକ୍ଷା

ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଂପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଲଗାତର ୩ଟି ସଭାରେ ନବୀନଙ୍କ ପ୍ରତି ମୋଦିଙ୍କ ଅପେକ୍ଷାକୃତ ନରମ ମନୋଭାବ ଉଭୟଙ୍କ ମଧ୍ୟରେ ଭିତିରି ସଂପର୍କ ଚର୍ଚ୍ଚାକୁ ଖୋରାକ୍‌...

punjilal
ଚର୍ଚ୍ଚାରେ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ

ଭୁବନେଶ୍ୱର: ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଂଜିଲାଲ ଜେଲରୁ ଫେରାର ଉଦ୍ୟମ ଅଭିଯୋଗରେ ରୁଜୁ ହୋଇଛି ନୂଆ ମାମଲା। ଧାରା ୩୪୨, ୨୯୪, ୩୨୩, ୩୫୩, ୩୭୯, ୫୦୬  ଓ IPC ୩୪ରେ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଗତ ୨୪ ତାରିଖରେ ଅନ୍ୟ ଅନ୍ତେବାସୀଙ୍କ ସହ...

fr
ଦିନ ମଜୁରି କରି ଚଳୁଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଲୋକେ

କୋରାପୁଟ: ବ୍ରିଟିଶ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ କୋରାପୁଟ ଖେମୁଣ୍ଡୁଗୁଡା ଗାଁର ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକ। ହେଲେ ଏହି ବୀରପୁତ୍ରଙ୍କୁ ପ୍ରକୃତ ସମ୍ମାନ ମିଳିବା ତ ଦୂର କଥା, ସରକାରୀ ସହାୟତା ନମିଳିବାରୁ ଦିନ ମଜୁରିଆ ଭାବେ ଅତିବାହିତ କରୁଛନ୍ତି ଭଗବାନଙ୍କ...

elephant
ସୁନ୍ଦରଗଡ଼ ରାଇଗୁରି ଜଙ୍ଗଲରୁ ହାତୀର ମୃତ ଦେହ ଉଦ୍ଧାର

ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ରାଇଗୁରି ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ, ହାତୀର ବୟସ ପ୍ରାୟ ୪ବର୍ଷ ହେବ ବୋଲି କୁହାଯାଉଛି। ସୁଚନା ଅନୁସାରେ ହାତୀଟି ଜରଡା ରେଞ୍ଜ ରାଇଗୁରି ଜଙ୍ଗଲରେ ହାତୀ ପଲରୁ...

kamala pujari
ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କମଳା ପୂଜାରୀ ଅସୁସ୍ଥ

କୋରାପୁଟ :  ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ।  ଗତ ୫ଦିନ ଧରି ଜ୍ୱରରେ ପୀଡ଼ିତ ଥିବା କମଳା ପୂଜାରୀଙ୍କ ରକ୍ତଚାପ ବଢିଯାଇଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା ପରେ...

wife
ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ତେଲିଗଡ଼ ମୁଣ୍ଡାସାହିରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହରୁ କଦମ ପୂର୍ତିଙ୍କୁ ସ୍ୱାମୀ- ଲକ୍ଷ୍ମଣ ପୂର୍ତି ପଥରରେ ଛେଚି ହତ୍ୟା କରିଛି। ଘଟଣାରେ ଲକ୍ଷ୍ମଣକୁ ପୁଲିସ ଗିରଫ କରିଛି। ଗତ ରାତିରେ କୌଣସି କାରଣରୁ ଲକ୍ଷ୍ମଣ ଓ କଦମଙ୍କ...

accused
୬ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୁଲିସ

ସୁନ୍ଦରଗଡ଼ : ଗୁଣି ଗାରେଡ଼ିକୁ ନେଇ ପ୍ରତିଶୋଧ ପରାୟଣ ହୋଇ ୫ଜଣଙ୍କ କରାଯାଇଥିଲା ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ଏଭଳି ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍। ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରି...

child rescure
କୋରାପୁଟ ବୋରିଗୁମ୍ମାରେ ୨ମାସର ଶିଶୁକନ୍ୟା ଉଦ୍ଧାର

କୋରାପୁଟ  : କୋରାପୁଟ ବୋରିଗୁମ୍ମା କେବିଡ଼ିରେ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର। ଗାଁ ପାଖ କଲଭର୍ଟ ତଳେ ପଡିଥିବାବେଳେ ଶିଶୁକନ୍ୟାକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁକୁ ନିକଟସ୍ଥ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଶିଶୁର ଅବସ୍ଥା ଭଲ ଥିବା ଜଣାପଡିଛି...

naveen
ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଅନୁଦାନ ଦେବାରେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ। ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଏକ ମାସ ଥିବାବେଳେ, କେନ୍ଦ୍ର ସରକାର ୬ ହଜାର ୪୦୦ କୋଟି ଟଙ୍କା ମଞ୍ଜୁର କରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ନୂଆଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା...

election
ମୁଖ୍ୟ ଶାସନ ସଚିବ ଓ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ଅଫିସରଙ୍କ ବଦଳି ନେଇ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକିମର ମୁଖ୍ୟ ସଚିବ ଏବଂ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଦୀର୍ଘଦିନ ଧରି ଗୋଟିଏ...

ratha
ଦଇତାପତି ନିଯୋଗକୁ ରାଜ୍ୟ ସରକାରଙ୍କ ପୁରସ୍କାର ରାଶି ପ୍ରଦାନ

ପୁରୀ : ଶାନ୍ତି ଶୃଙ୍ଖଳା ସହ ୨୦୧୮ମସିହା ରଥଯାତ୍ରା ସରିବା ନେଇ ଦଇତାପତି ନିଯୋଗକୁ ରାଜ୍ୟ ସରକାରଙ୍କ ପୁରସ୍କାର ରାଶି ପ୍ରଦାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଚିଠିକୁ ନେଇ ରାଜ୍ୟ ସରକାରଙ୍କ ବିଧିବିଭାଗ ପକ୍ଷରୁ ଦଇତାପତି ନିଯୋଗକୁ ୪୨ଲକ୍ଷ ୭୫ ହଜାର ୯୯୮ ଟଙ୍କା ମଞ୍ଜୁର କରାଯାଇଛି।...

12
ନିଲମ୍ବିତ ହେଲେ ହାବିଲଦାର

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଜଣା ଯୁବତୀଙ୍କୁ ହାବିଲଦାର ବନ୍ଧୁକ ଧରାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। କମିଶନରେଟ ପୁଲିସ ତରଫରୁ ତାଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ନା ଭାଗ୍ୟଧର ନାୟକ। ସେ ଓଡ଼ିଶା ପୁଲିସର ଷଷ୍ଠ ବାଟାଲିୟନର ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସାଧାରଣତନ୍ତ୍ର ଦିବସରେ ବିଧାନସଭା ବାହାରେ ସେ...

subodha
ଆରପାରିରେ ଲୋକପ୍ରିୟ ନ୍ୟୁଜ୍‌ ଆଙ୍କର ସୁବୋଧ ନାୟକ

କଟକ : ଦୂରଦର୍ଶନ ତଥା ଆକାଶବାଣୀର ସମ୍ବାଦ ପାଠକ ସୁବୋଧ ନାୟକଙ୍କ ପରଲୋକ। ଆଜି କଟକ ବଡ଼ ମେଡିକାଲରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଏସ୍‌ସିବି...

ram-chandra-pratihary
ବିଶିଷ୍ଟ କଳାକାର ତଥା ସେବାୟତ ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ

ପୁରୀ : ବର୍ଷିଆନ କଳାକାର ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ। ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି।  ଦୀର୍ଘ ଦିନ ଧରି ସେ ମୁଖ କର୍କଟରେ ପୀଡ଼ିତ ଥିଲେ। ଆଜି ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଅନେକ ବିଶିଷ୍ଟ ବ୍ୟକ୍ତି ତଥା କଳାକାର...

jounalist
ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ମାଡ଼ ଘଟଣା : ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୁଲିସ୍‌।  ଅଭିଯୁକ୍ତମାନେ ୟୁନିଭର୍‌ସିଟି ଲ’ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ଶନିବାର ଦିନ ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା। ମହିଳାଙ୍କୁ କେତେକ...

srikanta
ଆପ୍‌ରେ ଯୋଗଦାନ ଚର୍ଚ୍ଚାକୁ ଶ୍ରୀକାନ୍ତଙ୍କ ଖଣ୍ଡନ

ଭୁବନେଶ୍ୱର : ଆମ୍ ଆଦ୍‌ମୀ ପାର୍ଟିରେ ଯୋଗ ଦେବେ ନାହିଁ କି ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ସେ କହିଛନ୍ତି, ସାମାଜିକ ନ୍ୟାୟ ଅଭିଯାନରେ ସାମିଲ ଥିବା ଲୋକ, ଯେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହେବେ, ସେମାନଙ୍କ ପାଇଁ ପ୍ରଚାର କରିବେ। ଆସନ୍ତା...