• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

golka
ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ କାଉନସିଲ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଦୁଇ ବିଜେପି ନେତାଙ୍କୁ ନୋଟିସ୍। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଆଜି ନୋଟିସ୍‌ ଜାରି କରିଛି। ଛତ୍ରପୁର ଥାନା ପୁଲିସ ଭୃଗୁଙ୍କୁ ଫେବ୍ରୁଆରୀ ୭...

babri
ନିର୍ବାଚନ ପୂର୍ବରୁ ଅଯୋଧ୍ୟା ମାମଲାକୁ ନେଇ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ଅଯୋଧ୍ୟା ମାମଲାକୁ ନେଇ କେନ୍ଦ୍ରର ବଡ଼ ପଦକ୍ଷେପ। ବାବ୍ରୀ ମସ୍‌ଜିଦ୍ ସଂଲଗ୍ନ ନିର୍ବିବାଦୀୟ ୬୭ ଏକର ଜମି ରାମ ଜନ୍ମଭୂମି ନ୍ୟାସ କମିଟିକୁ ଫେରାଇ ଦେବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର। ରାମ ଜନ୍ମଭୂମି ନ୍ୟାସ...

nimiki
ସିନେମା ହଲ୍‌ ସୁରକ୍ଷାର ସମୀକ୍ଷା କରିବାକୁ ପୁଲିସ ଡିଜିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କେତେ ସୁରକ୍ଷିତ ରାଜଧାନୀର ଫିଲ୍ମ ହଲ୍‌ ? ହଲ୍‌ ଭିତରେ, ପାର୍କିଂ ପ୍ଲେସ୍‌ କିମ୍ବା ବାହାରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ସୋମବାର ରାତି ୯ଟାରେ ସିନେମା ହଲ୍‌ ବାହାରେ ଯୁବତୀଙ୍କୁ ବେଲଟ୍‌ ଖୋଲି ଯୁବକଙ୍କ ମାଡ଼। ରାଜଧାନୀର ଏକ ସିନେମା ହଲ୍ ସାମ୍ନାରେ ଏହି...

katju
ଓଟିଭି ନିର୍ଦ୍ଦେଶିକାଙ୍କୁ ବିଧାନସଭା ସ୍ୱାଧିକାର କମିଟି ନୋଟିସ୍ ପ୍ରସଙ୍ଗରେ କାଟ୍‌ଜୁଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର :  ଗଣତନ୍ତ୍ରରେ ବାକ୍ ସ୍ୱାଧୀନତା ଓ ସହନଶୀଳତା ରହିବା ଆବଶ୍ୟକ। ରାଜନେତାମାନେ ଛୋଟମୋଟ କଥାରେ ପ୍ରତିକ୍ରିୟାଶୀଳ ହେବା ଉଚିତ୍ ନୁହେଁ। ଓଟିଭି ନିର୍ଦ୍ଦେଶିକାଙ୍କୁ ବିଧାନସଭା ସ୍ୱାଧିକାର କମିଟିର ନୋଟିସ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ମାର୍କେଣ୍ଡୟ...

budget
ଆସନ୍ତା ୭ ତାରିଖରେ ନବୀନଙ୍କ ଚତୁର୍ଥ ପାଳିର ଶେଷ ବଜେଟ୍

ଭୁବନେଶ୍ୱର : ୨୦୧୯-୨୦ମସିହା ଆର୍ଥିକ ବର୍ଷ ପାଇଁ କଣ ହେବ ବଜେଟ୍ ରୂପରେଖ? ନିର୍ବାଚନ ବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କି କି ଲୋଭନୀୟ ସ୍କିମ୍ ରହିବ? ତାକୁ ନେଇ ଆରମ୍ଭ ହୋଇଛି କସରତ। ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ...

kidnap
ରାସ୍ତାରୁ କଲେଜ ଛାତ୍ରୀଙ୍କୁ ଟେକିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା  : ରାସ୍ତାରୁ କଲେଜ ଛାତ୍ରୀଙ୍କୁ ଟେକିନେଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ମାଳିସାହି ରାସ୍ତାରେ କଲେଜରୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି। ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି। ତେବେ କଲେଜରୁ ଘରକୁ ଫେରିବା...

petrol pump
ବଟିକୁ ନେଇ ପେଟ୍ରୋଲ ପମ୍ପରେ ଯୁବକଙ୍କ ଦାଦାଗିରି

ଭୁବନେଶ୍ୱର :  ବଟିକୁ କେନ୍ଦ୍ର କରି ରାଜଧାନୀର ଏକ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତଙ୍କ ଦାଦାଗିରି। ଯୁବକର ଦାଦାଗିରିକୁ ବାରଣ କରିବାରୁ ପେଟ୍ରୋଲ ଟାଙ୍କି କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। ଅସାମାଜିକ ଯୁବକଙ୍କ ଆକ୍ରମଣର ଭିଜୁଆଲ ସିସିଟିଭିରେ କଏଦ୍ ହୋଇଛି। ୩ ଜଣ ଯୁବକ ପେଟ୍ରୋଲ ପମ୍ପ ଆସିଥିଲେ। କିନ୍ତୁ...

atanu
ଅତନୁ ,ଅରୁଣଙ୍କୁ CBI ନୋଟିସ୍‌ !

ଭୁବନେଶ୍ୱର : ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ କରିଛି ସିବିଆଇ।  ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ଏହି ସୂଚନା ମିଳିଛି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ...

odisha cabinet
ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର : ଏସିଆନ୍‌ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ ଅନୁଷ୍ଠାନକୁ ମିଳିବ ବିଶ୍ୱବିଦ୍ୟାଳୟର ମାନ୍ୟତା। ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହିଭଳି ଅନ୍ୟ କିଛି ପ୍ରସଙ୍ଗରେ ବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି କ୍ୟାବିନେଟ୍। ଏହା ମଧ୍ୟରେ ରହିଛି ସଚିବାଳୟ ଡାଟା ଏଣ୍ଟ୍ରି ଅପରେଟର କ୍ୟାଡର...

cabinet-meeting
କୁମ୍ଭମେଳା ବେଳେ ପ୍ରୟାଗରାଜରେ କ୍ୟାବିନେଟ୍‌ ବୈଠକ

ଉତ୍ତରପ୍ରଦେଶ  : ଉତ୍ତରପ୍ରଦେଶ ପ୍ରୟାଗରାଜରେ କୁମ୍ଭମେଳା ଚାଲିଥିବା ବେଳେ ଏହି ସହରରେ କ୍ୟାବିନେଟ୍‌ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରଥମ ଥର ପାଇଁ ପ୍ରୟାଗରାଜରେ ଏପରି କ୍ୟାବିନେଟ୍‌ ବୈଠକ ହୋଇଛି।  କ୍ୟାବିନେଟ୍‌ର ସବୁ ମନ୍ତ୍ରୀଙ୍କୁ ଡକାଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ ଆଲୋଚନା କରିଛନ୍ତି। ବୈଠକରେ...

salepur
ସାଲେପୁର କଂଗ୍ରେସ ବିଧାୟକଙ୍କ ବିକାଶ ପଦଯାତ୍ରା

ସାଲେପୁର  : ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିକାଶ ପଦଯାତ୍ରା କରିଛନ୍ତି। ‘ଆସନ୍ତୁ ଚାଲିବା’ ନାମରେ ଏହି ପଦଯାତ୍ରା କଟକ ପୀରବଜାରରୁ ସାଲେପୁର ପର୍ଯ୍ୟନ୍ତ ଚାଲିଥିଲା। ନିଜେ ବିଧାୟକ ଚାଲି ଚାଲି ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ପଦଯାତ୍ରାରେ କିନ୍ତୁ କଂଗ୍ରେସ କିମ୍ବା ଅନ୍ୟ ଦଳର...

parking
ମକର ମେଳାରେ ପାର୍କିଂ ଷ୍ଟାଣ୍ଡକୁ କେନ୍ଦ୍ର କରି ବିବାଦ

ଜଗତସିଂହପୁର  : ମକର ମେଳାରେ ପାର୍କିଂ ଷ୍ଟାଣ୍ଡକୁ କେନ୍ଦ୍ର କରି ବିବାଦ। ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ଜଗତସିଂହପୁର ଜିଲ୍ଲା ରାହାମା ମକର ମେଳାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପ୍ରତିବର୍ଷ ମକର ମେଳାରେ ଗୋଟିଏ ପାର୍କିଂ ଷ୍ଟାଣ୍ଡ ହେଉଥିବାବେଳେ କିଛି ଯୁବକ ଚଳିତବର୍ଷ ନୂଆ...

strike
ବିଭିନ୍ନ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ପାରାଦୀପ : ବିଭିନ୍ନ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଛନ୍ତି। ପାରାଦୀପଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେବି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଅଭିଯୋଗ ଅନୁସାରେ ବିଭିନ୍ନ କାରଣ ଯୋଗୁଁ ଗତ କିଛି ମାସ ଧରି...

modi
ପିଲାଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ  : ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣରେ ଯୋଗଦେଇ ପିଲାଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗକୁ ପରୀକ୍ଷା ଋତୁ ଆସୁଥିବାରୁ ଆଜି ମୋଦି ଦେଶର ପରୀକ୍ଷାର୍ଥୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ହଜାର ହଜାର ଛାତ୍ରାଛାତ୍ରୀ, ଅଭିଭାବକ...

ffarmers strike
ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା

ମାଲକାନଗିରି : ମଣ୍ଡିରେ ଧାନ ଉଠୁନଥିବା ସହ ଅବ୍ୟବସ୍ଥା ଏବଂ କୋରକୋଣ୍ଡା ଲାମ୍ପସର ଏମଡିଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ ଚାଷୀ। କିଛି ଦିନ ପୂର୍ବେ କୋରକୋଣ୍ଡା ଲାମ୍ପ୍ସ କାର୍ଯ୍ୟାଳୟରେ ଏମ୍‌ଡି ଜଣେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ପୁଲିସ କାହା ଚାପରେ...

ngt team
କ୍ଷୟକ୍ଷତିର ଅନୁଧ୍ୟାନ କଲେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଟିମ୍‌

ଝାରସୁଗୁଡ଼ା : ଝାରସୁଗୁଡ଼ା କାତିକେଲାରେ ବେଦାନ୍ତ ଆଲୁମିନାର ପାଉଁଶ ପୋଖରୀ ଭୁଶୁଡ଼ିବା ଘଟଣାର ତଦନ୍ତ କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଟିମ୍। ପିସି ମିଶ୍ରଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଗତକାଲି ଠାରୁ ତଦନ୍ତକାରୀ ଟିମ୍ ଗାଁରେ ପହଞ୍ଚିଥିବାବେଳେ ଆଜି ଘଟଣାସ୍ଥଳ...

Jagannath-Temple
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୈଠକରେ ନିର୍ଦ୍ଧାରଣ ହୋଇଛି ମହାପ୍ରସାଦ ଦର। ଆନନ୍ଦ ବଜାର ସଂସ୍କାର ନେଇ ବସିଥିବା ବୈଠକରେ ମହାପ୍ରସାଦ ଓ ଅବଢ଼ା ଦର ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ନିଯୋଗର ବୈଠକରେ ଆଲୋଚନା ପରେ...

bus accident
ଜଗତପୁର ନିକଟରେ ବସ୍ ଦୁର୍ଘଟଣା,୧୫ ଆହତ, ୫ ଗୁରୁତର

କଟକ : କଟକ ଜଗତପୁର ନିକଟରେ ବସ୍ ଦୁର୍ଘଟଣା ମଙ୍ଗୁଳି ଛକ ଓ ଜଗତପୁର ମଝି ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ...

jaguara
ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଭାରତୀୟ ବାୟୁ ସେନାର ଆଉ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ। ଆଜି ଉତ୍ତରପ୍ରଦେଶର କୁଶିନଗର ଠାରେ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିମାନ ଭିତରେ ଥିବା ପାଇଲଟ ୱିଙ୍ଗ କମାଣ୍ଡର ରୋହିତ କାଟୋଚ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି। ଆଜି ସକାଳେ ଏହି ଯୁଦ୍ଧ ବିମାନ ଗୋରଖପୁରସ୍ଥିତ...