• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

strike
'ହୋ' ଭାଷା ପାଇଁ ରେଳରୋକ୍‌

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଷ୍ଟେସନରେ ‘ହୋ’ ସମାଜ ପକ୍ଷରୁ ରେଳରୋକ୍‌। ତିନି ଦଫା ଦାବି ନେଇ ସକାଳ ୬ଟାରୁ ହୋ ସମାଜ କର୍ମକର୍ତ୍ତା ବାରିପଦା, ବାଙ୍ଗିରିପୋଷୀ ଓ ରାଇରଙ୍ଗପୁର ରେଳ ଷ୍ଟେସନରେ ପହଞ୍ଚି ରେଳରୋକ୍‌ କରିଥିଲେ। ଫଳରେ ଷ୍ଟେସନରେ ଟାଟା-ରାଇରଙ୍ଗପୁର ପାସେଞ୍ଜର ଟ୍ରେନ କିଛି ସମୟ...

winter2
ସାରା ରାଜ୍ୟରେ ଲେଉଟିଲା ଶୀତ

ଭୁବନେଶ୍ୱର : ସାରା ରାଜ୍ୟରେ ଲେଉଟିଲା ଶୀତ। କିଛି ଦିନ ଧରି ତାପମାତ୍ରା କମିବା ପରେ ଦୁଇ ଦିନ ହେଲା ପୁଣି ଖସିଛି ରାତିର ତାପମାତ୍ରା। ଫୁଲବାଣୀରେ ରାତିର ତାପମାତ୍ରା ୩ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝର, ସୁନ୍ଦରଗଡ଼, ହୀରାକୁଦ ଆଦି ସ୍ଥାନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।...

remuna
ରେମୁଣା ମହୋତ୍ସବ ବେଳେ ଉତ୍ତେଜନା

ବାଲେଶ୍ୱର : ବାଲେଶ୍ୱର ରେମୁଣା ମହୋତ୍ସବ ବେଳେ ଉତ୍ତେଜନା। ସାଇକେଲ ଷ୍ଟାଣ୍ଡ ନିକଟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ଉଭୟ ଗୋଷ୍ଠୀର ୧୦ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି ପୁଲିସ୍‌। ହେଲେ ଉତ୍ତେଜନା...

mahatma
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ମହାପ୍ରୟାଣ ଦିବସ

ନୂଆଦିଲ୍ଲୀ : ଆଜି ଗାନ୍ଧୀ ତିରୋଧାନ ଦିବସ। ୧୯୪୮ ମସିହା ଆଜିର ଦିନରେ ଆତତାୟୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଜାତିର ପିତା ମହତ୍ମାଗାନ୍ଧି। ତାସହ ଆଜିର ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମହତ୍ମାଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ...

new born baby --
ଅନୁଗୁଳରେ ୭ ଦିନର ନବଜାତ ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ : ଅନୁଗୁଳରେ ୭ ଦିନର ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାକୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସହରର ଜଣେ ବ୍ୟକ୍ତି ତାଙ୍କର ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀକୁ ଦେଇଥିବା ସୂଚନା ପାଇ ଜଣେ ସ୍ୱେଚ୍ଛାସେବୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀକୁ ଜଣାଇଥିଲେ।...

insurance
ନୂଆ ଗାଡ଼ି କ୍ଷେତ୍ରରେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ନୂଆ ଗାଡ଼ି କିଣିବାବେଳେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସକୁ ଗୁରୁତ୍ୱ। କାର୍ ପାଇଁ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ୩ ବର୍ଷ ଓ ବାଇକ୍ ପାଇଁ ୫ ବର୍ଷ କରିବା ବାଧ୍ୟତାମୂଳକ। ଗାଡ଼ି ରେଜିଷ୍ଟ୍ରେସନ କଲାବେଳେ ଏହି ଇନସ୍ୟୁରାନ୍ସ ପ୍ରିମିୟମ ଦେବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ...

child
ଖୋର୍ଦ୍ଧାରେ ୨ ନବଜାତଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧାରେ ୨ ନବଜାତଙ୍କ ମୃତଦେହ ଉଦ୍ଧାର। ୧୬ନଂ NH ପିତାପଲ୍ଲୀ ପାଖ ଏକ ହୋଟେଲ ପଛପଟୁ ୨ ନବଜାତ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ପୁଲିସ୍‌ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ତେବେ କିଭଳି ସ୍ଥିତିରେ ନବଜାତଙ୍କ ମୃତ୍ୟୁ...

naveen
ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ବାରିପଦା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ମୟୂରଭଂଜ ଜିଲ୍ଲା ଗସ୍ତ।  ବାରିପଦା ଛଉପଡ଼ିଆରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ୪୦ ହଜାର ମହିଳା...

bus accident
ରାୟଗଡ଼ା ପିପଲଗୁଡ଼ା ଘାଟିରେ ବସ୍ ଓଲଟି ୧ ମୃତ, ୧୮ ଆହତ

ରାୟଗଡ଼ା  : ରାୟଗଡ଼ା ପିପଲଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତ ଆହତଙ୍କୁ...

puri meeting
ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସତର୍କବାଣୀ

ପୁରୀ : ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସତର୍କବାଣୀ। ଏଣିକି ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ କୈାଣସି ସେବାୟତ ମହାପ୍ରଭୁଙ୍କ ସେବାରେ ୧୫ ମିନିଟ୍ ବିଳମ୍ବ କଲେ ୨୫...

anna
ଆଜିଠୁ ପୁଣି ଅନଶନ କରିବେ ଆନ୍ନା ହଜାରେ

ମୁମ୍ବାଇ : ଆଜିଠାରୁ ପୁଣି ଅନଶନରେ ବସିବେ ସମାଜସେବୀ ଆନ୍ନା ହଜାରେ। ଲୋକପାଳ ଆଇନ୍ କାର୍ଯ୍ୟକାରୀ କରିବା ଦାବିରେ ନିଜ ଗାଁ ରାଲେଗାଁ ସିଦ୍ଧିରେ ସେ ଆମରଣ ଅନଶନରେ ବସିବେ। ଆନ୍ନାଙ୍କ କହିବା କଥା, ଲୋକପାଳ ବିଲ୍ ଆଇନ୍‌ରେ ପରିଣତ ହେବାର ୫ ବର୍ଷ ହେଲାଣି। ମୋଦି ସରକାର...