• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

robert
ମନି ଲଣ୍ଡ୍ରିଂ ମାମଲା : ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଘଣ୍ଟା ଘଣ୍ଟା ଜେରା

ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଘଣ୍ଟା ଘଣ୍ଟା ଧରି ଜେରା କରିଛି। ବୁଧବାର, ଗୁରୁବାର ଓ ଆଜିକୁ ମିଶାଇ ରବର୍ଟ ଭଦ୍ରାଙ୍କୁ ତିନି ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲଣ୍ଡନରେ ଥିବା ସଂପତ୍ତି ସଂପର୍କରେ ମଧ୍ୟ ଇଡି ପଚରାଉଚରା...

dum
କେନ୍ଦ୍ରୀୟ ନେତାଙ୍କ ଗସ୍ତରେ ସରଗରମ ରାଜ୍ୟ ନିର୍ବାଚନୀ ପାଣିପାଗ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ଏବେଠୁ ଜୋରଦାର ହେଲାଣି ରାଜନୈତିକ ଦଳଙ୍କ ଅଙ୍କ କଷା। ଓଡ଼ିଶା ଜୟ ଲାଗି ପଣ କରିଥିବା ବିଜେପି ଓ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରଚାର। ଦୁଇ ଦଳର କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ରାଜ୍ୟ ରାଜନୈତିକ ପାଣିପାଗକୁ  ଉଷ୍ଣ...

state assembly
ସରିଲା ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର :  ସରିଲା ବିଧାନସଭାର ବଜେଟ୍ ଅଧିବେଶନ। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରର ଏହା ଥିଲା ଶେଷ ଅଧିବେଶନ। ଗତ ୪ ତାରିଖରେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ସହ ଆରମ୍ଭ ହୋଇଥିବା ଏହି ଅଧିବେଶନ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ...

12
ବିଧାନସଭା ବଜେଟ୍ ଅଧିବେଶନରେ ଚାଷୀ ଓ ନିଯୁକ୍ତି ତାତି

ଭୁବନେଶ୍ୱର :  ବିଧାନସଭା ବଜେଟ୍ ଅଧିବେଶନରେ ଲଗାତାର ୪ଦିନ ଧରି ପ୍ରଶ୍ନକାଳରେ ସମାନ ଚିତ୍ର। ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ। ହେଲେ ଆଜି କିନ୍ତୁ ବିରୋଧୀଙ୍କୁ ଟକ୍କର ଦେବାକୁ ଶାସକ ବିଧାୟକ ଅସ୍ତ୍ର କରିଥିଲେ ବେରୋଜଗାରୀକୁ। ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧରେ ଦେଇଥିଲେ ସ୍ଲୋଗାନ। ଆଉ...

youth arrest
ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଜଣେ ଯୁବକ ଗିରଫ

ସମ୍ବଲପୁର  : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ଜଣେ ଯୁବକ ଗିରଫ। ଅଭିଯୁକ୍ତ ହେଲେ ବୁର୍ଲାର ପ୍ରଭାସ ପୃଷେଠ। ୟୁଥ୍ ଏଗେନ୍‌ଷ୍ଟେ କରପ୍ସନ ଅଭିଯାନ ନାଁରେ ସେ ଫେସ୍‌ବୁକ୍‌ରେ ସମାଲୋଚନା କରିଥିଲେ। ଏହାକୁ ନେଇ ସମ୍ବଲପୁର ଜିଲ୍ଲା ଓକିଲ...

baijayanta
ଆୟକର ଫାଙ୍କି ଓ ବିଦେଶୀ ପୁଞ୍ଜି ନେଇ ଗଣମାଧ୍ୟମରେ ଖବରକୁ ଦୃଢ଼ ଖଣ୍ଡନ କଲେ ବୈଜୟନ୍ତ

ଭୁବନେଶ୍ୱର : ଆୟକର ଫାଙ୍କି ଓ ବିଦେଶରୁ ବେଆଇନ ଉପାୟରେ ପୁଞ୍ଜି ଆଣିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ତାଙ୍କ ପାରିବାରିକ କଂପାନୀର ୬୦ ବର୍ଷର ରେକର୍ଡ ରହିଛି। ଏ କଂପାନୀଗୁଡ଼ିକ...

aahar
ଆହାର କେନ୍ଦ୍ରରେ ଯୁବକଙ୍କୁ ମିଳିଲା ପାହାର !

ଭୁବନେଶ୍ୱର : ଆହାର କେନ୍ଦ୍ରରେ ଆହାର ବଦଳରେ ମିଳିଲା ପାହାର। ଆହାର କେନ୍ଦ୍ରର ସଟର୍ ଦେଇ ତା ଭିତରେ ଯୁବକଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ। ଏହି ଅଭିଯୋଗ କରିଛନ୍ତି ଢେଙ୍କାନାଳର ଜଣେ ଯୁବକ। ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଭୁବନେଶ୍ୱର ଷ୍ଟେସନ ବଜାର ନିକଟରେ ଘଟିଛି ।...

cyber fraud---1
ବ୍ରହ୍ମପୁରରେ ସାଇବର ଠକେଇର ପର୍ଦ୍ଦାଫାସ ; ୪ ଯୁବତୀଙ୍କ ସହ ଜଣେ ଯୁବକକୁ ଧରିଲା ପୁଲିସ୍‌

ବ୍ରହ୍ମପୁର : ରେଶମ ନଗର ବ୍ରହ୍ମପୁରରେ ସାଇବର ଠକେଇର ପର୍ଦ୍ଦାଫାଶ। ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୁଲିସ୍‌ ହାତରେ ଧରା ପଡିଛନ୍ତି ୫ ଜଣିଆ ଠକ ଗ୍ୟାଙ୍ଗ। ଏହି ରାକେଟ୍‌ରେ ୪ ଯୁବତୀଙ୍କ ସହ ଅଛନ୍ତି ଜଣେ ଯୁବକ। ଫୋନ୍‌ରେ ସୁମଧୁର କଥା କହି ଯୁବକଙ୍କୁ ଫସାଇବା ପରେ...

india win
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ। ଆଜି ଅକ୍‌ଲାଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ଫଳରେ ୩ଟିକିଆ ସିରିଜ୍‌କୁ ଭାରତ ୧-୧ରେ ବରାବର କରିଛି।  ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ...

Liquor
ବିଷାକ୍ତ ମଦ ପିଇ ୩୮ ଜଣଙ୍କ ମୃତ୍ୟୁ ସୂଚନା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ପ୍ରାୟ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ଶାହରନପୁର ଓ କୁଶୀନଗର ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଜିଲ୍ଲାର ମୃତକମାନେ...

jhinka
ବ୍ରହ୍ମଗିରି ଅଁଳାକୁଦା ଗାଁରୁ ଝିଙ୍କ ଉଦ୍ଧାର

ବ୍ରହ୍ମଗିରି : ଝିଙ୍କ ଉଦ୍ଧାର। ପୁରୀ ଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ୍‌ ଅଁଳାକୁଦା ଗାଁରୁ ଏକ ଝିଙ୍କ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ଆଜି ସକାଳୁ ଅଂଳାକୁଦ ଗ୍ରାମବାସୀ ଜମିକୁ କାମ ପାଇଁ ଯାଇଥିବାବେଳେ ଝିଙ୍କଟିକୁ ଦେଖିଥିଲେ। ତେବେ କୁକୁର ଏହାକୁ ଆକ୍ରମଣ...

teachers-strike
୮ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର : ୮ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସରକାରୀ ବାସ ଭବନ ସମ୍ମୁଖରେ ଧାରଣା। ରାଜ୍ୟ ଗଣଶିକ୍ଷକ ଓ ସହକାରୀ ମହାସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଚାକିରି ନିୟମିତ ସହ ଅନ୍ୟାନ୍ୟ ଦାବି ପାଇଁ ସଂଘ ଦାବି କରିଛି। ଏହି...

assembly
ସର୍ବଦଳୀୟ ବୈଠକ ପରେ ବିଧାନସଭା ସ୍ୱାଭାବିକ

ଭୁବନେଶ୍ୱର : ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ହୋଇଛି ବିଧାନସଭା। ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଚାଲିଛି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀ ଗୃହ ଭିତରେ ହୋହଲ୍ଲା କରିଥିଲେ। ଚାଷୀ ଓ ବେକାରୀ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ବିରୋଧୀ। ସେହିପରି କେନ୍ଦ୍ରୀୟ...

representational image
ରାଜସ୍ଥାନରୁ ଉଦ୍ଧାର ହେଲେ ସୁନ୍ଦରଗଡ଼ର ନାବାଳିକା

ରାଉଲକେଲା/ଦିଲ୍ଲୀ  : ରାଜସ୍ଥାନରୁ ଉଦ୍ଧାର ହେଲେ ସୁନ୍ଦରଗଡ଼ ନାବାଳିକା। ୨୦୧୭ ମସିହା ଡିସେମ୍ବରରେ ରାଉରକେଲାରୁ ଚାଲାଣ ହୋଇଥିବା ଜଣେ ନାବାଳିକାଙ୍କୁ ଦିଲ୍ଲୀ ମହିଳା କମିଶନ ରାଜସ୍ଥାନର ଝୁନଝୁନରୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଏବେ ଏହି ନାବାଳିକା ଜଣକ ଗର୍ଭବତୀ ଅଛନ୍ତି। ସୁନ୍ଦରଗଡ଼ ଲାଠିକଟା ଥାନା ଅଞ୍ଚଳରେ ରହୁଥିବା...

dinadia
୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

କୋଣାର୍କ : ୩ ଜଣଙ୍କୁ ଆଜୀବନ କାରାଦଣ୍ଡ। ବହୁଚର୍ଚ୍ଚିତ ଅସ୍ତରଙ୍ଗ ଥାନା ଦିନାଡିଆରେ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣା। ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ। ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଦାସ ଓରଫ ରହିମ୍‌ ଖାଁ , ରହିମଙ୍କ ପତ୍ନୀ ଆୟେଶା ବେଗମ୍ ଓ...

rahul--0
ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ : ରାହୁଲ ଗାନ୍ଧି

ଭବାନୀପାଟଣା : ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ। ଏଭଳି ଅଭିଯୋଗ ଆଣି ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧି। ଆଜି ଭବାନୀପାଟଣା ସମାବେଶରେ ଯୋଗ ଦେଇ ରାହୁଲ୍ କହିଛନ୍ତି, ଚିଟ୍‌ଫଣ୍ଡ ଦୁର୍ନୀତିରେ ଥିବା ନବୀନ ସରକାର ମୋଦିଙ୍କ...

rahul
ମୋଦି-ନବୀନ ଆପଣମାନଙ୍କୁ ଅଣଦେଖା କରିଛନ୍ତି : ରାହୁଲ୍‌ ଗାନ୍ଧି

ଭବାନୀପାଟଣା : ଭବାନୀପାଟଣା ସଭାରେ ରାହୁଲ୍‌ ଗାନ୍ଧି। ନିଜର ଅଭିଭାଷଣରେ ଆରମ୍ଭରୁ ଉଭୟ ନବୀନ ଓ ମୋଦିଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌। କହିଲେ କଂଗ୍ରେସ ଆପଣଙ୍କ ଅଞ୍ଚଳକୁ ସବୁବେଳେ ସ୍ୱତନ୍ତ୍ର ଭାବେ ଦେଖିଛି। ସବୁ କଂଗ୍ରେସ ପ୍ରଧାନ ମନ୍ତ୍ରୀ ଆପଣଙ୍କୁ  ଗୁରୁତ୍ୱ ଦେଇଛନ୍ତି। ଆପଣଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ...

jogesh--4
ବିଜେଡିରେ ମିଶିଲେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ

ଭୁବନେଶ୍ୱର : ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ ଯୋଗେଶ ସିଂହ। ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ର ପୂବର୍ତନ ବିଧାୟକ ଯୋଗେଶ ସିଂହ। ବିଜେଡି ରାଜ୍ୟ ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ବିଜେଡିରେ ସାମିଲ୍‌ ହୋଇଛନ୍ତି। ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗେଶ। ସୁନ୍ଦରଗଡ଼ର...

Baijayant-Panda1
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ହେଲିକପ୍ଟରକୁ ଅବତରଣ ପାଇଁ ମିଳିଲାନି ଅନୁମତି

କେନ୍ଦ୍ରାପଡ଼ା : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ଅବତରଣ ପାଇଁ ମିଳିଲାନି ଅନୁମତି। ତାଙ୍କ ହେଲିକପ୍ଟରକୁ କେନ୍ଦ୍ରାପଡ଼ାରେ ଓହ୍ଲାଇବା ପାଇଁ ଅନୁମତି ଦେଲାନି ପୁଲିସ୍‌। ମିଳିଥିବା ସୂଚନା ଅନୁସାରେ, ଆଜି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ବତୀଘର ଯିବାର ଥିଲା। ଏଥିପାଇଁ ତାଙ୍କ ହେଲିକପ୍ଟରକୁ ଅବତରଣ କରିବା ଲାଗି...

naba nirmanm
ଉଦଳାରେ ଚାଷୀମାନଙ୍କୁ ଅଟକ ରଖିଲା ପୁଲିସ୍‌

ଉଦଳା : ନବନିର୍ମାଣ ସଂଗଠନ ଚାଷୀ ସମାବେଶକୁ ଯୋଗ ଦେବାକୁ ଯାଉଥିବା ଚାଷୀଙ୍କୁ ମୟୁରଭଞ୍ଜ ଉଦଳାରେ ଅଟକ ରଖାଯାଇଛି। ଏହାର ପ୍ରତିବାଦରେ  ଉଦଳା-ବାରିପଦା ରାସ୍ତାର କଲେଜ ଛକରେ ଅବରୋଧ କରିଛନ୍ତି ଶତାଧିକ ଚାଷୀ। ଏଥିଯୋଗୁଁ ଉଦଳା-ବାରିପଦା ମଧ୍ୟରେ ଯୋଗାଯୋଗ ପ୍ରଭାବିତ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାଇବାକୁ...