ଭୁବନେଶ୍ୱର : ରାଜଧାନୀର ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ, ଆପୋଲୋରେ ନିଆଁ ଲାଗିବା ଫଳରେ ରୋଗୀ ଓ ସମ୍ପର୍କୀୟ ଆତଙ୍କିତ। ନିଆଁ ଓ ଧୂଆଁରୁ ବର୍ତ୍ତିବାକୁ ଧାଁ ଦଉଡ଼ ଚାଲିଥିଲା। କିଏ ନିଜ ସମ୍ପର୍କୀୟଙ୍କୁ ନେଇ ଜୀବନ ବିକଳରେ ବାହାରକୁ ଧାଉଁଥିଲା, ତ ଆଉ କେଉଁଠି ICUର ଅତି ଗୁରୁତର...
କଟକ : ଫୁଡ୍ କୋର୍ଟ କମ୍ପିଟିସନ୍। କ୍ୟାମେରା ଚକୁଳି ସାଙ୍ଗକୁ ବୁମ୍ ପକୋଡା। ତା ସାଙ୍ଗକୁ ରାଜ୍ୟସଭା ଚିକେନ୍ ଏବଂ ବିଧାନସଭା ଫ୍ରାଏଡ ରାଇସ୍। ନାଁ ଶୁଣି ଆପଣକୁ ହସ ଲାଗୁଥିବ। ଗୋଟିଏ ସ୍ଥାନରେ ଏକାଧିକ ଖାଦ୍ୟ ଷ୍ଟଲ, କିନ୍ତୁ ନାଁ ଭିନ୍ନ। ବିଧାନସଭା ଫ୍ରାଇଡରାଇସ୍ ଓ୍ୱିଥ୍ ଚିକେନ୍...
ସୁନ୍ଦରଗଡ଼ : ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ବିଜେଡିକୁ ଆଣିବା ପୂର୍ବରୁ ସୁନ୍ଦରଗଡ଼ରେ କର୍ମୀଙ୍କୁ ବୁଝାସୁଝା ବେଳେ ହଟହଟା ହେଲେ ବିଜେଡି ନେତା। ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଦଳ ମୁଖପାତ୍ର ପ୍ରଶାନ୍ତ ନନ୍ଦ ଯୋଗେଶଙ୍କୁ ବିଜେଡିରେ ସାମିଲ କରିବା ପୂର୍ବରୁ ସ୍ଥାନୀୟ ବିଜେଡି କର୍ମୀଙ୍କୁ...
ଭୁବନେଶ୍ୱର : ଦିନକ ପରେ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ।୧୯ ନିର୍ବାଚନ ପୂର୍ବରୁ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନରେ ମୁହାଁମୁହିଁ ହେବେ ଶାସକ ବିରୋଧୀ। ବାହାରେ ଥିବା ରାଜନୈତିକ ତାତି ଗୃହରେ ବି ଅନୁଭୂତ ହେବାର ଅନୁମାନ କରାଯାଉଛି। ଖାସ୍ କରି ଚାଷୀ ସମସ୍ୟା, ନାରୀ ନିର୍ଯାତନା,...
ଭୁବନେଶ୍ୱର : ନବୀନଙ୍କ କାଳିଆ ବନାମ୍ ମୋଦିଙ୍କ ପିଏମ୍ କିଷାନ ଯୋଜନା। ୩ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟରେ ବିଜେପିର ପରାଜୟ ପରେ ବଜେଟ୍ରେ ପିଏମ୍ କିଷାନ ଯୋଜନା ଆଣି ବ୍ରହ୍ମାସ୍ତ୍ର ମାରିଛନ୍ତି କେନ୍ଦ୍ର ସରକାର। ତେବେ କେଉଁ ସ୍କିମ୍ରୁ ଚାଷୀଙ୍କୁ କଣ ଲାଭ ମିଳିବ। ପିଏମ୍ କିଷାନ ଯୋଜନାରେ...
ଭୁବନେଶ୍ୱର : କାଳିଆ ସ୍କିମ୍କୁ ନେଇ ଉତ୍ସାହ ଯେତିକି ଅବ୍ୟବସ୍ଥା ବି ସେତିକି। ପ୍ରଥମେ ମାଗଣା ଫର୍ମ ବିକ୍ରି ପରେ ହିତାଧିକାରୀ ଚୟନକୁ ନେଇ କଳି,ଆଉ ଏବେ ସାମନାକୁ ଆସିଛି ନୂଆ କେଁ। ଗୋଟିଏ ହାତରେ ସରକାର, ଚାଷୀଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା କରୁଛନ୍ତି, ଅନ୍ୟପଟେ...
ବାଲେଶ୍ୱର : ବାଲେଶ୍ୱର ରେମୁଣା ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ହୋଇଥିବା ଟଙ୍କା ହଡ଼ପ ଘଟଣାରେ ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜରଙ୍କୁ କ୍ରାଇମ୍ ବ୍ରାଞ୍ଚ ଇ.ଓ.ଡବ୍ଲ୍ୟୁ ଗିରଫ କରିଛି। ତାଙ୍କ ନାଁ ଦୁର୍ଗା ଚରଣ ପଣ୍ଡା। ପୂର୍ବରୁ କାର୍ଯ୍ୟରତ ଥିବା ମ୍ୟାନେଜର ମୃତ ବ୍ୟକ୍ତିଙ୍କ ପେନସନ ଟଙ୍କା ହଡ଼ପ ହୋଇଥିବା ନେଇ...
ବ୍ରହ୍ମପୁର : ଦୀର୍ଘ ୧୬ ଦିନ ଧରି ବ୍ରହ୍ମପୁର ସାଉଥ୍କୋ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ, ଗ୍ରାହକଙ୍କୁ ଉତ୍ତମ ସେବା ଏବଂ ଗ୍ରାହକ ଅନୁପାତରେ କର୍ମଚାରୀ ରଖିବା ଭଳି ବିଭିନ୍ନ ଦାବି ରଖିଛି ସଂଘ। ତେବେ...
ଭୁବନେଶ୍ୱର : ଭୁବନେଶ୍ୱର ଯୁନିଟ ୮ ସ୍ଥିତ NHM କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ବିଲଡିଂର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। କର୍ମଚାରୀ ମାନେ...
ନୂଆଦିଲ୍ଲୀ : ଆମେରିକାରେ ନକଲି ବିଶ୍ୱବିଦ୍ୟାଳୟରେ ନାମଲେଖା ଅଭିଯୋଗରେ ୧୨୯ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ଏକ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ଅଭିଯୋଗର ତଦନ୍ତ କରି ଆମେରିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ଜାଣିଶୁଣି ଏଭଳି ଭାବେ ବିଶ୍ୱବିଦ୍ୟାଳୟରେ ନାମଲେଖାଇଥିଲେ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ସେପଟେ...
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପୂର୍ବତନ ପୁଲିସ୍ ଡିଜି ଋଷି କୁମାର ଶୁକ୍ଳାଙ୍କୁ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ନିଷ୍ପତ୍ତି ନେଇଛି। ୧୯୮୩ ବ୍ୟାଚ୍ର ଏହି ଆଇପିଏସ୍ ଅଧିକାରୀଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ। ଋଷି ଶୁକ୍ଳା ହେଉଛନ୍ତି ମଧ୍ୟପ୍ରଦେଶର...
ବଲାଙ୍ଗିର : କୁଷ୍ଠ ରୋଗ ପାଇଁ ବାସନ୍ଦ ହେଲା ଶବ। ଶେଷକୁ ପ୍ରଶାସନ ସହାୟତାରେ ହେଲା ଶବ ସତ୍କାର। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍ କୁଟୁମଡୋଲା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। କୁଷ୍ଠ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହୋଇଥିବାରୁ, କାନ୍ଧ ଦେବାକୁ ଆସିଲେନି ପରିଜନ ଓ...
ନୟାଗଡ଼ : ନୟାଗଡ଼ରେ ଦେଶି ବନ୍ଧୁକ କାରଖାନା। ଗୋପୀନାଥପୁର ଅଞ୍ଚଳରେ ଦେଶୀ ବନ୍ଧୁକ ତିଆରି ହେଉଥିବା ଏକ କାରଖାନା ଠାବ କରିଛି ପୁଲିସ୍। ଚଢ଼ଉ ବେଳେ ବନ୍ଧୁକ ତିଆରି ସାମଗ୍ରୀ ସହ ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଏହାସହ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଜଣକୁ ଗିରଫ...
ବାଲେଶ୍ୱର : କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ସହାୟତା ପ୍ରଦାନ ଦାବିରେ ପଞ୍ଚାୟତ ଅଫିସ୍ ଘେରାଉ। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ରସଲପୁର ପଞ୍ଚାୟତ ଅଫିସ୍ ଘେରାଉ କରଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀମାନେ ନୋଡାଲ ଅଫିସର ରାମଚନ୍ଦ୍ର ଧଳଙ୍କୁ ମଧ୍ୟ ଅଟକ ରଖିଥିଲେ। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ବ୍ଲକ୍ରେ...
ଭୁବନେଶ୍ୱର : ଚିଟ୍ଫଣ୍ଡ ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନଙ୍କ କାର୍ଯ୍ୟ ଅବଧି ବୃଦ୍ଧି। କମିଶନଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିଛନ୍ତି ସରକାର। ଆସନ୍ତା ଫେବ୍ରୁଆରୀ ୪ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ତେବେ ୪୮ ମାସ କାର୍ଯ୍ୟକାଳ ଥିବାବେଳେ ଏହାକୁ ଏବେ ...
କନ୍ଧମାଳ : ପୁଣି ଥରେ ଲଜ୍ଜା। କନ୍ଧମାଳରେ ଆଉ ଏକ ନାବାଳିକା ଗର୍ଭବତୀ ହୋଇଥିବା ଖବର ଆସିଛି। ନିଜ ମଉସାଙ୍କ ଦ୍ୱାରା ଅତ୍ୟାଚାର ଶିକାର ହୋଇଛନ୍ତି ନାବାଳିକା। ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକ ନିଜ ମଉସା ଘରକୁ ଖରା ଛୁଟିରେ ବୁଲିବାକୁ ଯାଇଥିଲେ। ତେବେ ଏହି ସମୟରେ...
ଢେଙ୍କାନାଳ : ଢେଙ୍କାନାଳରେ ଟ୍ରେନ୍ ଧକ୍କାରେ ପୁଣି ଏକ ମାଈ ହାତୀର ମୃତ୍ୟୁ। ସଦର ଥାନା ରେଞ୍ଜ ବାରଦା ଲେବଲ କ୍ରସିଂ ନିକଟରେ ହାତୀଟିର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଏକ ହାତୀପଲ ରେଳ ଲାଇନ ପାର୍ ହେଉଥିବା ବେଳେ ଦୁର୍ଘଟଣା ଘଟିଛି। ଧକ୍କା ଦେଇଥିବା ଟ୍ରେନ୍ଟି ଏକ...
ଭୁବନେଶ୍ୱର : ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ପ୍ରତି ୬ ମାସରେ ଲକି କୁପନ ପ୍ରତିଯୋଗିତା କରାଯାଇଥାଏ। ଗୁରୁବାର ଭୁବନେଶ୍ୱରରେ ଲାଲଚାନ୍ଦ ପକ୍ଷରୁ ଏହି ଲକ୍ଷପତି ଲକି ଡ୍ର କରାଯାଇଥିଲା। ଏକ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଏହି ଲକି କୁପନ ବିଜୟୀ ମାନଙ୍କର...
ନୂଆଦିଲ୍ଲୀ : ଆଜି ବି ବଛା ହୋଇପାରିଲେନି ସିବିଆଇ ନିର୍ଦ୍ଦେଶକ। ଆଜି ସିଲେକ୍ସନ କମିଟିର ଦ୍ୱିତୀୟ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏହି ବୈଠକ ବସିଥିଲା। କିନ୍ତୁ କୌଣସି ନିଷ୍କର୍ସ ବାହାରିପାରିନଥିବାବେଳେ ଆସନ୍ତା ସପ୍ତାହରେ ପୁଣି ବୈଠକ ବସିବ। କମିଟିରେ ସର୍ବବୃହତ ବିରୋଧୀ ଦଳର...