• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

arun sahu
ସିବିଆଇ ସମନକୁ ନେଇ ମୁହଁ ଖୋଲିଲେ ଅରୁଣ

ଭୁବନେଶ୍ୱର : ସିବିଆଇ ସମନକୁ ନେଇ ତିନି ଦିନର ସସ୍‌ପେନ୍ସ ପରେ ଆଜି ମୁହଁ ଖୋଲିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ତଦନ୍ତର ୪ ବର୍ଷ ପରେ କାହିଁକି ସମନ ଆସିଲା ତାକୁ ନେଇ ମନରେ ଉତ୍କଣ୍ଠା ଅଛି ବୋଲି କହିବା ସହ ଖୁବ୍‌ଶୀଘ୍ର ସିବିଆଇ ପାଖରେ ହାଜର...

cm
ଟିକସ ଛାଡ଼ ସୀମା ଓ ଚାଷୀଙ୍କୁ ସହାୟତାକୁ ନବୀନଙ୍କ ସ୍ୱାଗତ

ଭୁବନେଶ୍ୱର : ବଜେଟ୍‌ରେ ଟିକସ ରିହାତି ଓ ଚାଷୀଙ୍କୁ ସହାୟତା ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରଛନ୍ତି। ତେବେ ଜାତୀୟ ସୁରକ୍ଷା ଯୋଜନା କ୍ଷେତ୍ରରେ କିଛି ବ୍ୟବସ୍ଥା କରାଯାଇନଥିବା ଦର୍ଶାଇ ବଜେଟ୍‌କୁ ନୈରାଶ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୋଟ ୧୦ ନମ୍ବର୍‌ରୁ ବଜେଟ୍‌କୁ ଅଢ଼େଇ ନମ୍ବର୍‌...

black flag
ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ

ସମ୍ବଲପୁର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ। ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଶାନ୍ତିଭଙ୍ଗ ଆଶଙ୍କାରେ ପୁଲିସ୍‌ ନନ୍ଦପଡ଼ା ସ୍ଥିତ ତାଙ୍କ ଘରୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ସେହିପରି ବାଲିବନ୍ଧା ଠାରେ ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ କଳା...

matric
ଫେବ୍ରୁଆରୀ ୨୨ରୁ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର : ଚଳିତ ବର୍ଷ ଫେବ୍ରୁଆରୀ ୨୨ତାରିଖରୁ ମାର୍ଚ୍ଚ ୮ ତାରିଖ ଯାଏ ଚାଲିବ ମାଟ୍ରିକ୍‌ ପରୀକ୍ଷା। ଏଥର ମୋଟ ୫ଲକ୍ଷ ୪୫ ହଜାର ୩୬୪ ରେଗୁଲାର୍ ପିଲା ପରୀକ୍ଷା ଦେବେ। ପରୀକ୍ଷାର୍ଥୀ ଫେବ୍ରୁଆରୀ ୮ରୁ ୱେବ୍‌ସାଇଟ୍‌ରୁ ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ପରୀକ୍ଷା ସିଟିଂରେ ଏଥର ପରିବର୍ତ୍ତନ...

pilot killed
ମିରାଜ-୨୦୦୦ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ହିନ୍ଦୁସ୍ଥାନ ଏରୋନଟିକ୍ସ  ଲିମିଟିଡେ( HAL) ଏୟାରପୋର୍ଟରେ ମିରାଜ୍-୨୦୦୦ ଏୟାରକ୍ରାଫ୍ଟ  ଦୁର୍ଘଟଣାଗ୍ରସ୍ତ। ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ଏୟାରକ୍ରାଫ୍ଟଟି କିଛି ଦିନ ପୂର୍ବରୁ ହାଲ୍ ପକ୍ଷରୁ ନବୀକରଣ ଓ ବିକଶିତ କରାଯାଇଥିଲା। ଆଜି ଏହାର ପରୀକ୍ଷାମୂଳକ ଉଡ଼ାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସକାଳେ...

p chidambaerm
ଅନ୍ତରୀଣ ବଜେଟକୁ ବିରୋଧୀ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଜେଟକୁ କଂଗ୍ରେସ ସମାଲୋଚନା କରିଛି। ନିର୍ବାଚନ ପୂର୍ବରୁ ସିଧାସଳଖ କୃଷକଙ୍କୁ ଲାଞ୍ଚ ଦେବା ଲାଗି ସରକାର ବ୍ୟବସ୍ଥା କରିଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ,...

budget
ଆଗାମୀ ୫ ବର୍ଷରେ ଭାରତ ୫ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥାର ରାଷ୍ଟ୍ର ହେବ

ନୂଆଦିଲ୍ଲୀ  : ନିର୍ବାଚନ ପୂର୍ବରୁ ସଂସଦରେ ଉପସ୍ଥାପିତ ହୋଇଥିବା ମୋଦି ସରକାରଙ୍କ ଶେଷ ତଥା ଅନ୍ତରୀଣ ବଜେଟରେ ଲୋକପ୍ରିୟତାର ଝଲକ ଦେଖିବାକୁ ମିଳିଛି। କରଦାତା ଓ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଆଗାମୀ ୫ ବର୍ଷରେ ୫ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା ରାଷ୍ଟ୍ରରେ ପରିଣତ ହେବାକୁ ଯାଉଥିବା...

fire
ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ପରିମାଣରେ ଗଛ ନଷ୍ଟ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅଞ୍ଚଳରେ ଅଘଟଣ। ଜେମାଦେଇପେଣ୍ଠ ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗି ଯାଇଛି। ଫଳରେ ବହୁ ସଂଖ୍ୟାରେ ଗଛ ପୋଡ଼ି ଯାଇଛି। ଜଙ୍ଗଲର ଏକ ବିଶାଳ ଅଂଶରେ ନିଆଁ ଲାଗି ଯିବା ଫଳରେ ବ୍ୟାପକ ପରିମାଣରେ ଗଛ ନଷ୍ଟ ହୋଇଛି। ନିଆଁକୁ...

olasuni
ପ୍ରସିଦ୍ଧ ଓଳାଶୁଣୀ ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର : ଯାଜପୁରରେ ଆରମ୍ଭ ହେଲା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା। ୧୦ ଦିନ ବ୍ୟାପି ଚାଲିବାକୁ ଥିବା ଏହି ମେଳା ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ପ୍ରତିବର୍ଷ ମାଘ କୃଷ୍ଣପକ୍ଷ ଏକାଦଶୀ ଠାରୁ ଏହି ମେଳା ଆରମ୍ଭ ହୋଇଥାଏ। ଏଥିରେ ରାଜ୍ୟ...

midday meal
ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା

ଭଦ୍ରକ : ବାସୁଦେବପୁର ବ୍ଲକ୍‌ରେ ମଧ୍ୟାହ୍ନ ଭୋଜନରେ ଚାଉଳର ଅଭାବ ଦେଖାଦେଇଛି। ବ୍ଲକ୍‌ର ୩୨୩ଟି ବିଦ୍ୟାଳୟରେ ଗତ ନଭେମ୍ବର ମାସରେ ଚାଉଳ ମିଳିଥିବାବେଳେ ତା’ପରଠୁ ଆଉ ଚାଉଳ ଆସୁନଥିବା ଅଭିଯୋଗ ହୋଇଛି। ୭ରୁ ୧୦ ଦିନ ହେବ ଅନେକ ସ୍କୁଲ୍‌ରେ ଚାଉଳ ସରିଗଲାଣି। ଚାଉଳ ପାଇଁ ଏବେ ଶିକ୍ଷକମାନଙ୍କର...

police station
ଆନ୍ଧ୍ରରେ ବନ୍ଧା ପଡ଼ିଛନ୍ତି ଗଜପତିର ୩ ଶ୍ରମିକ

ମୋହନା : ଆନ୍ଧ୍ର ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ୩ ଓଡ଼ିଆ ଯୁବକ। ତିନି ଦିନ ହେଲା ଗୋଟିଏ ଘରେ ଯୁବକମାନଙ୍କୁ ବନ୍ଦ କରି ରଖାଯାଇଛି। ୨ ଲକ୍ଷ ୪୦ ହଜାର ଟଙ୍କା ଦେଲେ ଛଡ଼ାଯିବ ବୋଲି ବ୍ୟବସାୟୀ ଜଣକ କହୁଥିବା ପରିବାର ଲୋକେ କହିଛନ୍ତି। ଗଜପତି ଜିଲ୍ଲା...

golka
ପ୍ରତିକ୍ରିୟା ରଖିଲେ ବିଜେପିର ଦୁଇ ନେତା

ଭୁବନେଶ୍ୱର : ରାଜ୍ୟରେ ତୀବ୍ର ହେବାରେ ଲାଗିଛି ସମନ ପଲିଟିକ୍ସ। ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଗତକାଲି ପ୍ରଥମେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ସମନ ଖବର ପରେ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ୍‌ ୨ଜଣ ବିଜେପି ନେତା ଗୋଲକ...

protest
ବିଜ୍ଞାପନରେ ସରକାରଙ୍କ ଆତ୍ମପ୍ରଚାରକୁ ବିରୋଧ

ଭୁବନେଶ୍ୱର : ବିଜ୍ଞାପନ ପୋଡ଼ି ଅଭିଯାନ। ଏହି ଅଭିଯାନ ଆରମ୍ଭ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ନାମକ ଏକ ସଂଗଠନ। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ପ୍ରାୟ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ବଡ଼ ବଡ଼ ବିଜ୍ଞାପନ ଛାପୁଛନ୍ତି। ଓଡ଼ିଶା ସୂଚନା ଅଧିକାର ଅଭିଯାନ ଅଭିଯୋଗ...

imagfe
ଦୋକାନ ଭିତରୁ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରରେ ଏକ ଗହଣା ଦୋକାନରୁ ବଡ଼ ଧରଣର ଲୁଟ୍। ଆଖି ପିଛୁଳାକେ ପ୍ରାୟ ୨୦ଲକ୍ଷ ଟଙ୍କାର ଗହଣା ଲୁଟି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ମାଲିକ ଦୋକାନ ଖୋଲି ଧୂପ ଦେଉଥିବାବେଳେ ବାଇକ୍‌ରେ ୨ଜଣ ଦୁର୍ବୃତ୍ତ ଆସି ହଠାତ୍ ଗହଣା...

kv 1
ବିଧାନସଭା ସ୍ୱାଧିକାର କମିଟିରୁ କେଭି ସିଂହ ଦେଓଙ୍କ ଇସ୍ତଫା

ଭୁବନେଶ୍ୱର :  OTV ବିରୋଧରେ ଗଠିତ ବିଧାନସଭା ସ୍ୱାଧିକାର କମିଟିରୁ ବିଜେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଇସ୍ତଫା। ସେ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ପ୍ରଦୀପ ଅମାତଙ୍କ ନିକଟକୁ ପଠାଇଛନ୍ତି। OTV ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ସମନ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ଲେଖିଛନ୍ତି।...

kanyashram
କନ୍ୟାଶ୍ରମରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ଜଣେ ନାବାଳିକା ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଅନ୍ତେବାସୀ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଅନ୍ତେବାସୀ ହେଲେ କୁମାରପୁର ଗାଁର ଲାଲ୍ ହାଁସଦାଙ୍କ ଝିଅ ହେମାଜାନି ହାଁସଦା। ଅସୁସ୍ଥ ଅନ୍ତେବାସୀଙ୍କ ନାଁ ସରସ୍ୱତୀ...

khurda murder
ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଖୋର୍ଦ୍ଧା :  ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ସିମର ଗାଁରେ ଘରେ ପଶି ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକଙ୍କ ବେକର ୭୦ଭାଗ କଟି ଯାଇଛି। ହତ୍ୟା ପରେ ମୃତକଙ୍କ ଘର କାନ୍ଥରେ ହତ୍ୟାର କାରଣ ଲେଖିଛି ଅଭିଯୁକ୍ତ। ମିଳିଥିବା ସୂଚନା ଅନୁସାରେ, ମଦ୍ୟପାନ ନେଇ ଏ...

minor girl
ରାଜ୍ୟରେ ଥମୁନି ନାବାଳିକା ଅନ୍ତଃସତ୍ତ୍ୱା ଘଟଣା

କୋରାପୁଟ : ରାଜ୍ୟରେ ଥମୁନି ନାବାଳିକା ଗର୍ଭବତୀ ହେବା ଘଟଣା। କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ପରେ କୋରାପୁଟରେ ପୁଣି ଏଭଳି ଏକ ଘଟଣା ସାମନାକୁ ଆସିଛି। ଦଶମନ୍ତପୁର ଥାନା ଅଞ୍ଚଳରେ ସଂପର୍କୀୟ ମାମୁ ଦ୍ୱାରା ବାପ ମାଆ ଛେଉଣ୍ଡ ନାବାଳିକା ଅନ୍ତଃସତ୍ତ୍ୱା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ...

atanu
ବିଜେପି- ବିଜେଡି ନୋଟିସ୍ ଛକାପଞ୍ଝା

ଭୁବନେଶ୍ୱର :  ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ କରିଛି ସିବିଆଇ। ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ଏମାନଙ୍କୁ ନୋଟିସ୍‌ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏଟି...