• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

strike
ମଣ୍ଡିରେ ଧାନ କିଣା ନଯିବାକୁ ନେଇ ପ୍ରତିବାଦ

ଦେବଗଡ଼  : ଦେବଗଡ଼ ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା। ରିଆମାଳ ଥାନା ଛତାବର ନାଉଲିପଡ଼ା ମଣ୍ଡିରେ ଧାନ କିଣା ଯାଉନଥିବାରୁ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମଣ୍ଡି ପାଖ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ୫ଟି ପଞ୍ଚାୟତର ଚାଷୀ। ରାସ୍ତା ଅବରୋଧ ଯୋଗୁଁ ଦେବଗଡ଼...

pada yatra
ବିଭିନ୍ନ ଦଫା ଦାବି ନେଇ କୃଷକ ସଂଘ ସମିତି ପକ୍ଷରୁ କୃଷକ ପଦଯାତ୍ରା

ଗଞ୍ଜାମ  : ବିଭିନ୍ନ ଦଫା ଦାବି ନେଇ କୃଷକ ସଂଘ ସମିତି ପକ୍ଷରୁ କୃଷକ ପଦଯାତ୍ରା। ଗଞ୍ଜାମ ହୁମ୍ମା ଠାରୁ ଛତ୍ରପୁରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶତାଧିକ କୃଷକ ପଦଯାତ୍ରା କରିଛନ୍ତି। ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କୃଷକ ପଦଯାତ୍ରାର ଆୟୋଜନ କରାଯାଇଛି।...

bhartuhari
କୋଲକାତା ଡ୍ରାମାର ପ୍ରଭାବ ଓଡ଼ିଶାରେ

ଭୁବନେଶ୍ୱର: କୋଲକାତା ପୁଲିସ୍‌ କମିଶନରଙ୍କ ଘରେ ସିବିଆଇ ଅଧିକାରୀଙ୍କ ପ୍ରବେଶକୁ ବିଜେଡି ନିନ୍ଦା କରିଛି। ଲୋକସଭାରେ ବିବୃତି ରଖି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏହାକୁ ନିନ୍ଦା କରିଛନ୍ତି। ମହତାବ କହିଛନ୍ତି ଯେ, ସିବିଆଇ ତଦନ୍ତ କରିବା ଯୁକ୍ତିଯୁକ୍ତ ହେଲେ ଯେଉଁ ଢଙ୍ଗରେ ରାଜୀବ କୁମାରଙ୍କ...

death
ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା : ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ଭୁବନେଶ୍ୱର  : ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ହୋଇଥିବା ଅଗ୍ନିକାଣ୍ଡରେ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ।   ୭୭ ବର୍ଷୀୟ ଦିପ୍ତୀ ମୁଖାର୍ଜୀ ମାସେ ହେବ ଆପୋଲୋ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଶରୀରରେ ଇନ୍‌ଫେକ୍ସନ୍ କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା।...

assembly
ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର :  ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାପୂର୍ବରୁ ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି। କଂଗ୍ରେସ ବିଧାୟକ ଦଳ ବୈଠକ ବସି ସରକାରଙ୍କୁ ଗୃହରେ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ବିଜେଡି ବି...

cbi
କୋଲକାତାରେ ସିବିଆଇ ଟିମ୍ ହଟହଟା

କୋଲକାତା: କୋଲକାତାରେ ହଟହଟା ସିବିଆଇ ଅଧିକାରୀ। ଚିଟ୍‌ଫଣ୍ଡ ମାମଲା ନେଇ ପୁଲିସ୍ କମିଶନର ରାଜୀବ କୁମାରଙ୍କ ବାସଭବନକୁ ଯିବା ବେଳେ ଅଟକାଇଲା ପୁଲିସ୍‌। ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ସିବିଆଇ ଅଧିକାରୀଙ୍କୁ ଅଟକ ରଖି ଥାନାକୁ ନେଇଯାଇଥିଲା ପୁଲିସ୍‌। ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

budget
ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍

ଭୁବନେଶ୍ୱର :  ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବା ବେଳେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବ୍ରିଫ୍‌କେସ୍ ଉପରେ ଏବେ ନଜର। ଆଗକୁ ନିର୍ବାଚନ ଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କି କି ଲୋଭନୀୟ ସ୍କିମ୍ ରହିବ ତାକୁ ନେଇ କଳ୍ପନାଜଳ୍ପନା। ଏଥର ବଜେଟ୍‌ରେ...

niranjan
କଂଗ୍ରେସରେ ମିଶିଲେ ବିଜେଡି ନେତା ଓ କର୍ମୀ

ଯାଜପୁର : ବିଜେଡିରେ ନୀତି ଆଦର୍ଶ ନାହିଁ। ଏଠି ପରିବାରବାଦ୍ ରାଜନୀତି ଚାଲିଛି ବୋଲି ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେବା ଅବସରରେ ଏଭଳି ଅଭିଯୋଗ କରିଛନ୍ତି ଯୁବନେତା ଆଲୋକ ବେହେରା। ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଥିବା ଆଲୋକ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ...

nn
ଅମିତଙ୍କୁ ଜବାବ୍‌ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁରୀ ସମାବେଶରେ ବିଜେପି ସଭାପତି ଅମିତ ଶାହ ନବୀନ ସରକାରଙ୍କୁ ଟାର୍ଗେଟ୍‌ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ସମାବେଶରେ ଶାହ କହିଥିଲେ, ‘ବିଜେଡିକୁ ଓପାଡ଼ି ଫୋପାଡ଼ି ଦିଅ। ବିଜେଡି ଏକ ପୋଡ଼ା ଟ୍ରାନ୍ସଫର୍ମର ସଦୃଶ, ତାକୁ ବଦଳାଅ।’ ଏହାର...

ଆଠ ବର୍ଷ ବୟସରେ ତାଇକୋଣ୍ଡ ଖେଳରେ ଚାମ୍ପିଅନ୍

ବାଲେଶ୍ୱର : ବୟସ ମାତ୍ର ଆଠ ବର୍ଷ। ହେଲେ ତାଇକୋଣ୍ଡ ଖେଳରେ ବେଶ୍ ଧୁରନ୍ଧର୍। ବାଲେଶ୍ୱର ଜିଲ୍ଲା ଖଇରା ନନ୍ଦୋର ଗାଁର ସୌମ୍ୟରଞ୍ଜନ ସେଠୀ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ନିଜ ପ୍ରତିଭା ପ୍ରଦର୍ଶନ କରି ବହୁତ ମେଡାଲ୍ ପାଇଛନ୍ତି ସୌମ୍ୟ। ପିଲା ଦିନରୁ ତାଙ୍କର ଖେଳ...

amiti saha
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଅମିତ୍ ଶାହ

ପୁରୀ : ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଅମିତ୍ ଶାହ। ବାଇଶି ପାହାଚ, ଘଣ୍ଟି ଦ୍ୱାର, ଜୟ ବିଜୟ ଦ୍ୱାର ଦେଇ ଭିତରକୁ ଗଲେ ଏବଂ ଭିତର କାଠ ନିକଟରେ ଦର୍ଶନ କଲେ । ଶ୍ରୀମନ୍ଦିର ଭିତରେ ପ୍ରାୟ ଅଧ ଘଣ୍ଟା ବୁଲିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।...

std
ଭାରତୀୟ ଛାତ୍ରଛାତ୍ରୀଙ୍କ ଗିରଫ ନେଇ ଉଦ୍‌ବେଗ ପ୍ରକାଶ କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ : ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଗିରଫ ନେଇ ଉଦ୍‌ବେଗ ପ୍ରକାଶ କରିଛି ଭାରତୀୟ ଦୂତାବାସ। ଛାତ୍ରଛାତ୍ରୀମାନଙ୍କୁ ସହାୟତା ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଉଲ୍ଲେଖନୀୟ ଯେ, ଦୁଇଦିନ ତଳେ ୧୨୯ଜଣ ଭାରତୀୟଙ୍କୁ ଗିରଫ କରାଯାଇଥିଲା।  ନକଲି ବିଶ୍ୱବିଦ୍ୟାଳୟରେ ନାମଲେଖା ଅଭିଯୋଗର ତଦନ୍ତ କରି ଆମେରିକା...

truck
ଗୋରୁ ବୋଝେଇ ଗାଡ଼ି ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିଲଂ ଥାନା ତୈଳକ ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଛି। ସିଲଂ ଥାନା ଅଞ୍ଚଳରେ ୩ ଜଣ ଯୁବକ ଏକ ଟାଟା ଏସି ଗାଡିରେ ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ନେଉଥିଲେ। ଏହି ଗୋରୁ ବୋଝେଇ ଟ୍ରକ୍‌କୁ ଦେଖି...

amiti-1
‘ବିଜେଡିକୁ ଓପାଡ଼ି ଫୋପାଡ଼ି ଦିଅ’ : ଅମିତ୍‌ ଶାହ

ପୁରୀ : ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ ଅମିତ୍‌ ଶାହ।  ଭାଷଣ ଛଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଶାହ। ନିଜ ପୁରୁଣା ସଂଳାପକୁ ପୁଣି ଥରେ ଦୋହରାଇ କହିଲେ,‘ବିଜେଡିକୁ ଓପାଡ଼ି ଫୋପାଡ଼ି ଦିଅ। ବିଜେଡି ଏକ ପୋଡ଼ା ଟ୍ରାନ୍ସଫର୍ମର ସଦୃଶ,...

saha
‘ଜନଜାତିକୁ ସମ୍ମାନ ଦିଏ ବିଜେପି’ : ଅମିତ୍‌ ଶାହ

ପୁରୀ: ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ଅଧିବେଶନରେ ଅମିତ୍‌ ଶାହଙ୍କ ଭାଷଣ। ବିଜେପି ଏକମାତ୍ର ଦଳ ଯିଏ ଜନଜାତିଙ୍କୁ ସମ୍ମାନ ଦିଏ କହିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ନିଜ ଭାଷଣରେ ଅମିତ୍‌ ଶାହ କହିଲେ, ଜନଜାତିଙ୍କ ବିକାଶ ଚାହେଁ ବିଜେପି। ଦେଶର ସର୍ବାଧିକ ଜନଜାତି ସାଂସଦ ବିଜେପିରୁ ହିଁ...

sbi
SBI ଗ୍ରୀନ୍ ମାରାଥନ୍ ଦ୍ୱିତୀୟ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର : ଏସବିଆଇ ଗ୍ରୀନ୍ ମାରାଥନ୍ ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହୋଇଛି। କଳିଙ୍ଗ କ୍ରୀଡ଼ା କଂପ୍ଲେକ୍ସରୁ ଆୟୋଜିତ ହୋଇଛି ଏହି ମାରାଥନ୍। ଏସ୍‌ବିଆଇ ଭୁବନେଶ୍ୱର ମଣ୍ଡଳର ସିଜିଏମ୍ ପ୍ରବୀଣ କାଲା ଏହି ମାରାଥନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା...

doctor
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ଘଟଣାରେ ୩ ଗିରଫ

ଭଦ୍ରକ  : ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାମଲାରେ ଗିରଫ ହେଲେ ତିନି ଜଣ। ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦବାଲି ପାହାଡ଼ପୁର ଅଞ୍ଚଳର ଚନ୍ଦ୍ରକାନ୍ତ ଦାସ, ରଞ୍ଜନ ଦାସ ଓ ବାବାଜୀ ଦାସ ବୋଲି ଜଣାପଡ଼ିଛି। ମେଡିକାଲ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି...

dharmendra
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉଦ୍‌ବେଗ

ଭୁବନେଶ୍ୱର : ଚିଟ୍‌ଫଣ୍ଡ ମହାଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍‌ ଏମ୍. ଏମ୍. ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍‌ବେଗ। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ଫେରାଇବାରେ ଆହୁରି ବିଳମ୍ବ ହେବାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ତଦନ୍ତ କମିଶନଙ୍କ...

india-win
ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ

ୱେଲିଂଟନ : ୱେଲିଂଟନ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ। ନ୍ୟୁଜିଲାଣ୍ଡକୁ ୩୫ ରନ୍‌ରେ ହରାଇଲା ଭାରତ। ପ୍ରତିଦ୍ୱନ୍ଦୀତା ପୂର୍ଣ୍ଣ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୫୨ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଜବାବରେ କିୱି ଟିମ୍ ୪୪.୧ ଓଭରରେ ୨୧୭ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ୱେଲିଂଟନରେ...