• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

chandan
ଜେଲରୁ ମୁକୁଳିଲେ ଚାନ୍ଦିନିଚୌକ ଅଂଚଳର ଚନ୍ଦନ ମହାରଣା

କଟକ (ଦେବାଶିଷ ମହାନ୍ତି) : ଭୁଲରେ ଗିରଫ ହୋଇଥିବା କଟକ ଚାନ୍ଦିନିଚୌକ ଅଂଚଳର ଚନ୍ଦନ ମହାରଣା ଜେଲରୁ ମୁକ୍ତ ହୋଇଛନ୍ତି। ଏକ ରାହାଜାନୀ ମାମଲାରେ ପୁରୁଣା ୱାରେଣ୍ଟିକୁ ଧରିବାକୁ ଯାଇ ଲାଲବାଗ ପୁଲିସ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଜଣେ ପୁରୁଣା ୱାରେଣ୍ଟିକୁ ଗିରଫ କରିବାକୁ ଯାଇ କମିଶନରେଟ୍...

elehant
ମାଈ ହାତୀର ମୃତ୍ୟୁ

ବଣାଇଗଡ଼ (ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଜର୍ଡା ରେଞ୍ଜ୍ ଅନ୍ତର୍ଗତ ରାଇଗିରି ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ବୟସାଧିକ କାରଣରୁ ହାତୀଟି ଅସୁସ୍ଥ ହୋଇପଡ଼ିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜର୍ଡା ରେଞ୍ଜର ରାଇପୁର ଜଙ୍ଗଲରେ...

theatre day
ଆଜି ବିଶ୍ୱ ନାଟ୍ୟ ଦିବସ : ରାଉରକେଲାରେ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) :  ଆଜି ବିଶ୍ୱ ନାଟ୍ୟ ଦିବସ। ଏହି ଅବସରରେ ରାଉରକେଲା ଇସ୍ପାତ ସହରରେ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରୋଡ଼ ଶୋ’ର ଆୟୋଜନ କରାଯାଇଛି। ନାଟକରୁ ମୁହଁ ଫେରାଇ ନେଉଥିବା ଦର୍ଶକଙ୍କୁ ପୁଣି ଡ୍ରାମା, ଥିଏଟର ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ...

burnt
ରୋଷେଇ କରୁଥିବା ବେଳେ ପୋଡ଼ିଗଲେ ନାବାଳିକା

ଜଳେଶ୍ୱର ( ଅଜିତ୍‌ ଦାସ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳ ସମାନନ୍ଦିପୁର ଗାଁରେ ପୋଡ଼ି ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରମିଳା। ସେ ସଂଧ୍ୟା ସମୟରେ ବିଦ୍ୟୁତ୍‌ କାଟ ବେଳେ ରୋଷେଇ କରୁଥିଲେ। ଏତିକି ବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିବା...

dcp
ଡିସିପି ଅଫିସ୍‌ରେ ସବୁ ରାଜନୈତିକ ଦଳଙ୍କୁ ନେଇ ବୈଠକ

ଭୁବନେଶ୍ୱର : ଭୁବନେଶ୍ୱର ଡିସିପି ଅଫିସ୍‌ରେ ସବୁ ରାଜନୈତିକ ଦଳଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବା ନେଇ ଏଥିରେ ଆଲୋଚନା ହୋଇଥିଲା। ଏଥିରେ ନିର୍ବାଚନ ବେଳେ କଣ କରିବେ କଣ ନ କରିବେ ସେ ନେଇ ସବୁ ଦଳଙ୍କୁ...

abhinandan
ସିକ୍ ଲିଭ୍ ବାୟୁସେନା ସହ ବିତାଇବେ ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ୪ ସପ୍ତାହ ପାଇଁ ଛୁଟିରେ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟଗତ କାରଣରୁ ଛୁଟି ନେବାକୁ କୁହାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁୟାୟୀ ସେ ଛୁଟି ନେଇଛନ୍ତି। ତେବେ ଛୁଟି ସମୟ...

tiger skin
ବାଘ ଚମଡ଼ା ଜବତ କଲା ପୁଲିସ

କଳାହାଣ୍ଡି(ରାଜକୁମାର ସିଂହଦେଓ) : କଳାହାଣ୍ଡି  ଜିଲ୍ଲାରେ ପୁଣି ଜବତ ହେଲା ବାଘ ଚମଡ଼ା। ଲାଞ୍ଜିଗଡ଼ ବିଶ୍ୱନାଥପୁର ପୁଲିସ ଜବତ କରିଛି ଏହି ବାଘ ଚମଡା। ଅମ୍ବାଦଳା ଧଅଁରାଭଟା ରାସ୍ତାରେ ପୁଲିସ ପାଟ୍ରୋଲିଂ ବେଳେ ଏହି ବାଘ ଚମଡ଼ା ଜବତ ହୋଇଛି। ପାଟ୍ରୋଲିଂ ବେଳେ ବାଇକ୍‌କୁ ଅଟକାଇବାକୁ ପୁଲିସ ଚେଷ୍ଟା...

bee attack
ମହୁମାଛି ଆକ୍ରମଣରେ ଜଣେ ମୃତ

କେନ୍ଦୁଝର( ପ୍ରଣୟ ପାଣି) : ମହୁମାଛି ହେଲା କାଳ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କେତାଙ୍କ ଗାଁରେ ମହୁମାଛି ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ନରହରି ନାଏକ ତେନ୍ତୁଳି ତୋଳିବାକୁ ଗଛକୁ ଚଢ଼ିଥିଲେ। ତେବେ ଏହି ସମୟରେ ସେ ମହୁମାଛି ଆକ୍ରମଣର ଶିକାର...

murder
କେନ୍ଦୁଝର ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା ଘଟଣାରେ ୩ଗିରଫ

ଆନନ୍ଦପୁର(ମୁନା ସିଂହ) : ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ମାମଲାରେ ପୁଲିସ ବର୍ତ୍ତମାନ ଯାଏ ମାତ୍ର ୩ଜଣଙ୍କୁ ଗିରଫ କରିଛି।  ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ଛାନଭିନ୍ ଜାରି ରଖିଛି ପୁଲିସ। ତେବେ ଅନ୍ୟ ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଧରାପଡ଼ିନଥିବାରୁ ଏବେ...

sambit-1
ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ୱର : ବିଜେପିର ଲୋକସଭା ପ୍ରାର୍ଥୀ ଡଃ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣି କଂଗ୍ରେସ ଆଜି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ...

naveen
ନିର୍ବାଚନ ବେଳେ ନବୀନଙ୍କୁ କୋଲବ୍ଲକ୍ ଆବଣ୍ଟନ ଦୁର୍ନୀତି ଅଡୁଆ

ଭୁବନେଶ୍ୱର : ଦୁଇ ବର୍ଷ ତଳେ ନବୀନଙ୍କୁ ଜେରା କରିଥିଲା କି ସିବିଆଇ ? କୋଲବ୍ଲକ୍‌ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ନେଇ ପୂର୍ବତନ କେନ୍ଦ୍ର ଖଣିମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୧୭ ନଭେମ୍ବର ୨୫ରେ ସିବିଆଇ ଜେରା କରିଥିବା ସୁପ୍ରିମ୍‌କୋର୍ଟରେ ଦାଏର୍ ପିଟିସନ୍‌ରେ ଦର୍ଶାଇଛନ୍ତି ଆବେଦନକାରୀ। ବୈଭବ...

child
ଶ୍ରୀମନ୍ଦିର ଭିତରେ ବିଦେଶୀ ଶିଶୁ ପ୍ରବେଶକୁ ନେଇ ଅସନ୍ତୋଷ

ପୁରୀ( ମଧୁସୂଦନ ମିଶ୍ର) : ଶ୍ରୀମନ୍ଦିର ଭିତରେ ବିଦେଶୀ ଶିଶୁ। ଜଣେ ବାବାଜୀ ମନ୍ଦିରର ପଶ୍ଚିମଦ୍ୱାର ଦେଇ ଶିଶୁକୁ ନେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସକାଳ ୧୦ଟାରେ ବାବାଜୀ ପ୍ରଶାନ୍ତ ହଜାରୀ ବିଦେଶୀ ଶିଶୁକୁ ମନ୍ଦିରକୁ ନେଇଥିଲେ। ପରେ ପ୍ରଭୁ...