• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

engl
ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍‌ରେ ଇଂଲଣ୍ଡ

ବର୍ମିଂହାମ୍: ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ଜେସନ୍ ରୟଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଇଂଲଣ୍ଡର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ହେବ। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପ୍...

odishaassembly.nic.in
ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠୁ ଆରମ୍ଭ ହେବ। ଜୁନ୍ ୨୫ରେ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ଜୁଲାଇ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମୁଲତବୀ ରହିବା ପରେ ଆସନ୍ତାକାଲି ଖୋଲିବ। ଆସନ୍ତାକାଲି ବିଧାନସଭାରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ଓ ୨୦୧୯-୨୦ ଆର୍ଥିକ...

naveen-patnaik.
ପାଟକୁରାରେ ସାଧାରଣ ସଭା କରିବେନି ନବୀନ

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି। ତେବେ ନବୀନ ପାଟକୁରାରେ କୌଣସି ସାଧାରଣ ସଭା କରିବେ ନାହିଁ। ସେ...

actor
ଫିଲ୍ମରେ ଅଭିନୟ ଲାଗି ସୁଯୋଗ ଦେବାକୁ କହି ଯୁବତୀଙ୍କୁ ନିର୍ଯାତନା ଅଭିଯୋଗ, ଯୁବକ ଗିରଫ

ଭୁବନେଶ୍ୱର : ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ଯୁବତୀ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ ନିଜକୁ ଆସିଷ୍ଟାଣ୍ଟ ପ୍ରଡ୍ୟୁସର କହୁଥିବା ଜେ.ଡି....

congress-
ସୁବ୍ରମଣ୍ୟନ ସ୍ୱାମୀଙ୍କ ଗିରଫ ଦାବିରେ ଏତଲା ଦାୟର ଓ କୁଶ ପୁତ୍ତଳିକା ଦାହ

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋକେନ୍ ସେବନ କରୁଥିବା ନେଇ ବିଜେପି ସାଂସଦ ଡକ୍ଟର ସୁବ୍ରମଣ୍ୟନ ସ୍ୱାମୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଜୋର ଧରିଛି। ଗତ ୫ ତାରିଖର ଏହି ମନ୍ତବ୍ୟକୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ବିଭାଗ ପକ୍ଷରୁ ପ୍ରତିବାଦ କରାଯିବା...

gold
ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ ହୋଇଛି। ଗତ ଦୁଇ ଦିନ ଭିତରେ ପ୍ରାୟ ୩୦ ଲକ୍ଷ ଟଙ୍କାର ଚୋରା ସୁନା ଜବତ କରିଛି କଷ୍ଟମ ବିଭାଗ। କୁଆଲା ଲୁମ୍ପୁରୁରୁ ଭୁବନେଶ୍ୱର ଆସୁଥିବା ଦୁଇ ଜଣ ଯାତ୍ରୀଙ୍କ ଉପରେ କଷ୍ଟମ ବିଭାଗ ଅଧିକାରୀଙ୍କ ସନ୍ଦେହ ହୋଇଥିଲା।...

medical
ଭାରତର ପରାଜୟରେ ବିଷ ପିଇଲେ ଯୁବକ

କଳାହାଣ୍ଡି  : ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ କାରଣରୁ ବିଷ ପିଇଲେ ଯୁବକ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ସିଂହଭାଡ଼ି ଗାଁରୁ ଆସିଛି ଏଭଳି ଅଭିଯୋଗ।  ଗତକାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଚାଲିଥିବା ବେଳେ ସିଂହଭାଡି ଗାଁର ଜଣେ ଯୁବକଙ୍କ ସହ ତାଙ୍କ ସାଙ୍ଗମାନେ ମ୍ୟାଚ୍‌ରେ ହାର୍‌...

naveen
'ଗାଁକୁ ଯାଅ, ସିଧାସଳଖ ଲୋକଙ୍କ ଫିଡ୍‌ବ୍ୟାକ୍ ନିଅ'

ଭୁବନେଶ୍ୱର :  ରାଜଧାନୀ ଛାଡ଼, ଗାଁକୁ ଯାଅ। ଲୋକଙ୍କ ସୁବିଧା ଅସୁବିଧା ବୁଝ, ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୁଅ। ତୃଣମୂଳ ସ୍ତରକୁ ଯାଇ ବିଭିନ୍ନ ଯୋଜନା ସଂପର୍କରେ ଫିଡ୍‌ବ୍ୟାକ୍‌ ନିଅ ନୂଆ ମନ୍ତ୍ରିମଣ୍ଡଳ ଗଠନର ଦେଢ଼ମାସ ପରେ ଆଜି ଏଭଳି ପାଠ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

CONGRESS
୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ବିଜେଡି ସହ ତାଳ ଦେଇ କଂଗ୍ରେସ ମଧ୍ୟ ନିଜର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ନିର୍ବାଚନ କମିଶନଙ୍କ ପାଖରେ କଂଗ୍ରେସ ଦାଖଲ କରିଥିବା ନିଜର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା...

koraput
ଅବ୍ୟବସ୍ଥା ମଧ୍ୟରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ(ସୂର୍ଯ୍ୟ ପଣ୍ଡା/ଟି.ଗୌରୀଶଙ୍କର): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଦୀପ ଜାଳିବା ପାଇଁ କୋରାପୁଟରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଏହା ଭିତରେ ଏହି ବିଶ୍ୱବିଦ୍ୟାଳୟକୁ ୧୦ ବର୍ଷ ପୂରିଲାଣି। ହେଲେ ଏବେବି ସମସ୍ୟା ଜାଲରୁ ମୁକୁଳି ପାରିନି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ...

bank account
ଉପଭୋକ୍ତାଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଗାଏବ

ଜୟପୁର( ଟି.ଗୌରୀଶଙ୍କର) : ଉପଭୋକ୍ତାଙ୍କ ଅଜାଣତରେ ଆକାଉଣ୍ଟରୁ ଗାଏବ ହୋଇଯାଇଛି ପ୍ରାୟ ୭୦ ହଜାର ଟଙ୍କା। ପୁଣି ଅନଲାଇନ୍ କାରବାରରେ। ଏଭଳି ଘଟଣା ଘଟିଛି ଜୟପୁର ସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ଜଣେ ଗ୍ରାହକଙ୍କ କ୍ଷେତ୍ରରେ। ସ୍ଥାନୀୟ ମାଦଳା ସାହିର ଶୁକ୍ରି ସାଆନ୍ତାଙ୍କ ଖାତାରେ ଚଳିତ ଜୁନ୍ ୧୪...

puri
ଜନ୍ମବେଦୀରେ ଚାଲିଛି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ

ପୁରୀ : ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜନ୍ମବେଦୀରେ ଚାଲିଛି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ। ଭକ୍ତମାନେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ। ଏହାପରେ ସାଧାରଣ ଦର୍ଶନ ବନ୍ଦ ରହିବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି...

sc
କର୍ଣ୍ଣାଟକ ହାଇଡ୍ରାମା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କର୍ଣ୍ଣାଟକ  : କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏବେ ବାଚସ୍ପତିଙ୍କ ଉପରେ ନଜର। ଆଜି ଶୁଣାଣିରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ୧୦ ବିଦ୍ରୋହୀ ବିଧାୟକଙ୍କୁ କହିଥିଲେ କୋର୍ଟ। ଆଉ କିଛି ସମୟ ପରେ ଇସ୍ତଫା ଦେଇଥିବା ବିଧାୟକ ବାଚସ୍ପତିଙ୍କୁ ଭେଟିପାରନ୍ତି। ପୂର୍ବରୁ ଏହି ମାମଲାରେ  ଇସ୍ତଫା...

virat-2
କ୍ୟାପଟେନ୍ ଭାବେ ଆଉ ବିଶ୍ୱକପ୍ ଜିତିପାରିବେନି ବିରାଟ୍!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୧୫ ପଏଣ୍ଟ ସହ ଶୀର୍ଷରେ ରହି ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ତା’ର ଶେଷ ତିନୋଟି ମ୍ୟାଚରେ ହାରିକି ବି କଷ୍ଟେମଷ୍ଟେ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲା। ଏଭଳି ସ୍ଥିତିରେ ପ୍ରଶଂସକ ଦୃଢ଼ ଆଶାୟୀ ଥିଲେ ଯେ, ବିରାଟ କୋହଲିଙ୍କ ନେତୃତ୍ୱରେ...

driniking water problem
ପାନୀୟ ଜଳ ପାଇଁ ଲୋକଙ୍କ ନାହିଁ ନଥିବା ଅସୁବିଧା

ଛତ୍ରପୁର (ଆଲୋକ ଗଉଡ) : ଗରାଏ ପାଣି ପାଇଁ ଲମ୍ବା ଧାଡ଼ି। ୪ଟି ନଳକୂପରୁ ୨ଟି ଅଚଳ, ଗୋଟିଏରୁ ବାହାରୁଛି ଗୋଳିଆ ପାଣି। ଅନ୍ୟଟିରେ ସୋଲାର ପମ୍ପ ଲାଗିଥିଲେ ବି ଟିକିଏ ମେଘୁଆ ପାଗ ହେଲେ ଏହା ବନ୍ଦ। ଫଳରେ ଗାଁରେ ଥିବା ଏକମାତ୍ର ପୋଖରୀର ପାଣିକୁ ପାନୀୟ...

dkl
ବେଆଇନ୍ ଭାବେ ଚାଲିଥିବା ଗୁରୁକୁଳ ଆଶ୍ରମ ଉପରେ ଚଢ଼ଉ , ୬୨ ଶିଶୁ ଉଦ୍ଧାର

ଢେଙ୍କାନାଳ( ରାଜଶ୍ରୀ ଶତପଥୀ)  : ଢେଙ୍କାନାଳ ଇରିଙ୍ଗାଝରଣରେ ୬୨ ଶିଶୁ ଉଦ୍ଧାର। ବେଆଇନ ଭାବେ ଚାଲିଥିବା ଏକ ଗୁରୁକୁଳ ଆଶ୍ରମ ଉପରେ ଚଢଉ କରାଯାଇ ଶିଶୁମାନଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ କମିଟି। ଏମାନଙ୍କୁ ଢେଙ୍କାନାଳ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ୍‌କୁ ସ୍ଥାନାନ୍ତର କରାଯାଇଛି।...

dubai
ଦୁବାଇରେ ଫସିଛନ୍ତି ୧୮ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର : ଦୁବାଇରେ ଫସିଛନ୍ତି ୧୮ ଶ୍ରମିକ। ଗଞ୍ଜାମ ଜିଲ୍ଲାରୁ କାମ କରିବାକୁ ଯାଇ ଦୁବାଇରେ ଏମାନେ ଫସିରହିଥିବା ଜଣାପଡିଛି । ତେବେ ମାଲିକ ସେମାନଙ୍କୁ କାମ କରାଇ ପାରିଶ୍ରମିକ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକଗଣ। ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାରୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି...