• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rain
୧୪ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ଅନ୍ୟ ସ୍ଥାନ ଗୁଡିକ ତୁଳନାରେ ସମ୍ପୂର୍ଣ୍ଣ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିହାର...

capital hospital attendant protest
ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ ଚାମ୍ବର ଆଗରେ ମୃତଦେହ ରଖି ଆଟେଣ୍ଡାଣ୍ଟଙ୍କ ଧାରଣା। ଅଭିଯୋଗ ଅନୁସାରେ, କାଲି ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ SNCUର ଆଟେଣ୍ଡାଣ୍ଟ ଅନୁପମା ନାୟକଙ୍କ ଦେହ ଅସୁସ୍ଥ ହେବାରୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା।...

train driver
ମାନବିକତା ଦେଖାଇଲେ ଟ୍ରେନ୍ ଡ୍ରାଇଭର ; ଟ୍ରେନ୍ ଅଟକାଇ ଆହତଙ୍କୁ ମେଡିକାଲ ପଠାଇଲେ

ବାରିପଦା  : ମାନବିକତା ଦେଖାଇଲେ ଟ୍ରେନ୍ ଡ୍ରାଇଭର। ଟ୍ରେନ୍ ଅଟକାଇଲେ ଏବଂ ଆହତଙ୍କୁ ଉଠାଇ ଆଣି ଡାକ୍ତରଖାନା ପଠାଇଲେ। ଆଜି ବାରିପଦା ସହରରେ ଥିବା ଭଞ୍ଜପୁର ଷ୍ଟେସନରୁ ଭୋର ୩ଟା ୧୫ ମିନିଟ୍ ରେ ବାରିପଦା-ବାଲେଶ୍ୱର ଡି.ଏମ୍.ୟୁ ଟ୍ରେନ୍‌ଟି ବାରିପଦା ଷ୍ଟେସନ ଆସୁଥିବା ବେଳେ ଚିତ୍ତ ରଞ୍ଜନ ହାତୀ...

road strike
ମଣ୍ଡିରେ ଧାନ କିଣାଯାଉନଥିବାରୁ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି  : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ। ମଣ୍ଡିରେ ଧାନ କିଣାଯାଉନଥିବାରୁ ଚାଷୀମାନେ ଆଜି ସକାଳୁ ଝାରକୁଣ୍ଡାମାଳି ଛକରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଶହ ଶହ ଚାଷୀ ରାସ୍ତା ଉପରେ ଧାନ ବସ୍ତା ରଖି ବିକ୍ଷୋଭ କରିଛନ୍ତି। ଫଳରେ ଭବାନୀପାଟଣା...

accident
ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢ଼ିଗଲା ସ୍କର୍ପିଓ

କୋଣାର୍କ( ସଂଜୟ ପତି) : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ର ଲିଆଖିଆ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଜଣକ ହେଲେ ପୁରୀ ତଳ ମାଳିସାହିର...

cricket
ଆଜି ପୁଣି ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍‌

ମ୍ୟାଞ୍ଚେଷ୍ଟର୍ : ଚଳିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍ ମୁକାବିଲାରେ ଗତକାଲି ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚ୍‌କୁ ଫିକା କରି ଦେଇଥିଲା ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ...

dutee
ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଆ ଆଥ୍‌ଲେଟ୍ ଦୂତୀ ଚାନ୍ଦଙ୍କ ସଫଳତା

ନାପୋଲି /ଭୁବନେଶ୍ୱର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ବଡ଼ ସଫଳତା। ମହିଳା ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି କ୍ରୀଡ଼ାର ଚଳିତ ସଂସ୍କରଣରେ ଏହା ହେଉଛି...

ସସସସସସ
ବଢୁଛି ପରିବା ଦର ; ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ପରିବା

କଟକ : ବଢୁଛି ପରିବା ଦର। ଫୋନି ବାତ୍ୟା ପରେ ବଜାରରୁ ଏକପ୍ରକାର ଉଭାନ ହୋଇଯାଇଛି ବିଭିନ୍ନ ପ୍ରକାର ପରିବା। ଯାହା ଯେତିକି ମାର୍କେଟକୁ ଆସୁଛି ଚଢ଼ା ଦରରେ ବିକ୍ରି ହେଉଛି। ଯେଉଁ ପରିବା ପୂର୍ବରୁ ୨୦ରୁ ୩୦ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା, ତାହା ଏବେ ୫୦ଟଙ୍କା ଉପରେ।...

ratha 0
ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ, ଆଜି ନନ୍ଦିଘୋଷ ରଥର ହେବ ଦକ୍ଷିଣମୋଡ଼

ପୁରୀ : ଶରଧାବାଲିରେ ରଥକୁ ଦକ୍ଷିଣମୋଡ଼ କରାଯିବା ସହ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି। ମଙ୍ଗଳବାର ଶ୍ରୀଜିଉଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନରେ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଛି। ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ...

sura raoutray
ପୁରୀ ନାବାଳିକା ଦୁଷ୍କର୍ମକୁ ନେଇ ଜୋର ଧରିଲା ରାଜନୀତି, ଏତେ ସୁରକ୍ଷା ସତ୍ତ୍ୱେ କିପରି ଘଟିଲା ଏହି ଘଟଣା ?

ଭୁବନେଶ୍ୱର : ପୁରୀ ନାବାଳିକା ଦୁଷ୍କର୍ମକୁ ନେଇ ଜୋର ଧରିଲା ରାଜନୀତି। ୧୦ ହଜାର ପୁଲିସ, ପୁରା ପ୍ରଶାସନ ପୁରୀରେ ଥିବା ସତ୍ତ୍ୱେ ଏତେ ବଡ଼ ଘଟଣା କିପରି ଘଟିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ...

school-
ଟିମ୍ ଇଣ୍ଡିଆକୁ ସାରା ଦେଶରୁ ଶୁଭେଚ୍ଛା ; ଜନ୍ମମାଟିରୁ ଇଂଲଣ୍ଡକୁ ପଠାଗଲା ମାଟି

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆକୁ ପୁରା ଦେଶରୁ ମିଳୁଛି ସମର୍ଥନ। ହେଲେ ଏବେ କିଛି ନିଆରା ଶୁଭେଚ୍ଛା ଓ ଶୁଭକାମନା ଭାରତୀୟ ଟିମ୍ ପାଇଁ ଇଂଲଣ୍ଡ ପଠାଯାଇଛି। ଭାରତୀୟ ଟିମ୍‌ର ସବୁ ଖେଳାଳୀଙ୍କ ପାଖକୁ ପହଞ୍ଚାଯାଇଛି ତାଙ୍କ ଜନ୍ମଭୂମିର ମାଟି। ଯେଉଁଠୁ ସେମାନେ ଖେଳ ଶିଖିଛନ୍ତି, ଯେଉଁ ସ୍କୁଲରେ...

accident in raygara
ଓଭରବ୍ରିଜ୍ ତଳେ ଶୋଇଥିବା ପିଲାଙ୍କ ଉପରେ ମାଡ଼ିଗଲା ଗାଡ଼ି

ରାୟଗଡ଼ା( ମନୋଜ ପାତ୍ର) : ରାୟଗଡ଼ାରେ ହିଟ୍ ଆଣ୍ଡ ରନ୍। ଓଭରବ୍ରିଜ୍ ତଳେ ଶୋଇଥିବା ବୁଲା ବିକାଳିଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି। ଏଥିରେ ୨ ଜଣ ଖେଳଣା ବିକାଳି ବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଖେଳଣା ବିକାଳି ବାଳକ ଓଭରବ୍ରିଜ୍ ତଳେ ଶୋଇଥିବାବେଳେ ଭୋର୍...