• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

CRICKETER
ମୁଣ୍ଡରେ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଯେଉଁଠି ଛକା ଓ ଚୌକାର ବର୍ଷା ହେଉଛି, ସେହିଠାରେ ଏଭଳି କିଛି ଘଟଣା ଘଟିଥାଏ, ତାହା ପ୍ରଶଂସକଙ୍କୁ ସ୍ତବ୍ଧ କରିଦିଏ। କିଛି ଏଭଳି ଖବର ଜମ୍ମୁ-କଶ୍ମୀରରୁ ଆସିଛି, ଯେଉଁଠାରେ ଏକ କ୍ରିକେଟ୍ ମ୍ୟାଚ୍ ବେଳେ ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର...

jayanarayana
ବିରୋଧୀ ଦଳ ନେତା ପଦକୁ ନେଇ ବିବାଦର ବୀଜ ବୁଣିଲେ ଜୟନାରାୟଣ

ଭୁବନେଶ୍ୱର :ବିରୋଧୀ ଦଳ ନେତା ନେଇ ପରୋକ୍ଷରେ କ୍ଷୋଭ ପ୍ରକାଶ କଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକମାନେ ତାଙ୍କୁ ବିରୋଧୀ ଦଳ ନେତା ଭାବେ ଦେଖିବାକୁ ଚାହୁଁଥିଲେ ବି କେନ୍ଦ୍ରୀୟ ନେତୃତ୍ୱ କାହିକି ଚାହିଁଲେ ନାହିଁ ବୋଲି ଜୟନାରାୟଣ ପ୍ରଶ୍ନ କରିବା ସହ ବିଜେପିରେ ବିବାଦର...

sarapancha---
ସାମାନ୍ୟ କଥାରୁ ବର ହଟହଟା ; ବରଯାତ୍ରୀ ଗାଡ଼ି ବାଜି ଯିବାରୁ ବରକୁ ଅଟକ

ପିପିଲି :  ଡେଲାଙ୍ଗ ବ୍ଲକ୍‌ ଜେନାପୁରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି।  ସାମାନ୍ୟ କଥାକୁ ନେଇ ବିବାହ ପାଇଁ ଯାଉଥିବା ଜଣେ ବରକୁ ରାତି ତମାମ ଅଟକ ରଖିଥିବା ଅଭିଯୋଗ। ମିଳିଥିବା ସୂଚନା ମୁତାବକ ,ଗତକାଲି ବ୍ରହ୍ମଗିର ପଲ୍ଲୀ ଅଂଚଳର ଏକ ବରଯାତ୍ରୀ ଗାଡ଼ି ଡେଲାଙ୍ଗ ଜେନାପୁର ଆସୁଥିଲା। କିନ୍ତୁ...

union minister
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଆସନ୍ତାକାଲି ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ କରିବେ। ତା’ପରଦିନ ସକାଳ ୧୦ଟାରୁ...

ASSEMBLY
ନାବାଳିକା ଦୁଷ୍କର୍ମକୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର : ରାଜ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ସଂଖ୍ୟା ବଢ଼ି ଚାଲିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଆଜି ଏହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳିଥିଲା। ଶୂନ୍ୟ କାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର...

baijayanta
ଅନୁଭବଙ୍କୁ ଜବାବ ଦେଲେ ବୈଜୟନ୍ତ

ଭୁବନେଶ୍ୱର : ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଦଖଲ ନେଇ ଅନୁଭବଙ୍କୁ ଜବାବ୍ ଦେଲେ ବୈଜୟନ୍ତ ପଣ୍ଡା। ତାଙ୍କ ସାଂସଦ କାଳର ଅବଧି ସରିବାର ୧୩ ମାସ ପରେ ବି ଶ୍ରୀ ପଣ୍ଡା ତାଙ୍କ ସରକାରୀ ବାସଭବନ ଛାଡ଼ିନଥିବା ନେଇ ଅନୁଭବ ଉଠାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।...

haladhara nag
ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

 ବରଗଡ଼  : ରଥ ପରେ ବାହୁଡ଼ାରେ ବି ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ।  ବରଗଡ଼ ଜିଲ୍ଲା ପଦ୍ମପୁରରେ ବାହୁଡ଼ା ଯାତ୍ରା ବେଳେ ଘୁଗୁନି ବିକିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ଉଲ୍ଲେଖନୀୟ ଯେ, ରଥଯାତ୍ରା ଅବସରରେ ଘେଁସ୍ ସ୍ଥିତ ବାସଭବନରେ ଘୁଗୁନି ବିକିଥିଲେ ପଦ୍ମଶ୍ରୀ ଶ୍ରୀ ହଳଧର...

deadline
ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

ଭୁବନେଶ୍ୱର  : ପଛୁଆ ଅଞ୍ଚଳରେ ଉଚ୍ଚଶିକ୍ଷାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟର ଆଉ ୬ଟି ଜିଲ୍ଲାରେ ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବ। ଏଥିପାଇଁ ପ୍ରତ୍ୟେକ କଲେଜ ପାଇଁ ୬ କୋଟି ଟଙ୍କା ଲେଖାଏ ପାଣ୍ଠି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ତେବେ କୋରାପୁଟ, ବଲାଙ୍ଗୀର ଓ କନ୍ଧମାଳ...

kalia-1
କାଳିଆ ପାଇଁ ୟୁଟର୍ଣ୍ଣ ; କେନ୍ଦ୍ର ଆଗରେ ହାତ ପାତିଲା ବିଜେଡି

ଭୁବନେଶ୍ୱର : କାଳିଆ ଯୋଜନା ପାଇଁ ଅର୍ଥ ଚିନ୍ତା। ଏ ଚିନ୍ତା ଏମିତି ଘାରିଲାଣି ଯେ, ଅନ୍ୟ ଉପାୟ ନପାଇ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛି ବିଜେଡି। ବଜେଟ୍ ଆଲୋଚନା ବେଳେ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରର ପିଏମ୍ କିଷାନ...

son tortured mother
ନିଷ୍ଠୁର ପୁଅ ; ଗାଁ ଦାଣ୍ଡରେ ମାଆକୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା

କୋଣାର୍କ (ସଂଜୟ ପତି) :  ପୁଅଟିଏ ପାଇବା ପାଇଁ ମାଆଟିଏ କେତେ ଓଷାବ୍ରତ କରିଥାଏ। ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମଦେଇଥାଏ। ସବୁ ଅଳି ଅର୍ଦ୍ଦଳିକୁ ସହି ଛୋଟରୁ ବଡ କରାଏ ପୁଅକୁ। ହେଲେ ଶେଷରେ ସେ ପୁଅ ଯଦି ମାଆର ଏସବୁ ମୂଲ୍ୟ ବୁଝେନା।...

collapse
ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ଭୁଶୁଡ଼ିଲା ପାହାଚ, ୧୨ ଆହତ

କଲ୍ୟାଣସିଂହପୁର(ମାଉଡି ବାରିକ): ହାଇସ୍କୁଲ ହଷ୍ଟେଲ୍‌ର ଶିଡ଼ି ଉପରେ ଠିଆ ହୋଇ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ପାହାଚ ଗୁଡ଼ିକ ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ସରକାରୀ ହାଇସ୍କୁଲରେ ଘଟିଛି। ଗୁରୁତର ଆହତଙ୍କୁ...

team india
ମ୍ୟାଚ ହାରିବା ପରେ ଫସି ରହିଛି ଟିମ୍ ଇଣ୍ଡିଆ

ମଞ୍ଚେଷ୍ଟର : ସେମିଫାଇନାଲରେ ହାରିବା ପରେ ବିଶ୍ୱକପ୍‌ରୁ ବିଦା ହୋଇଥିବା ଟିମ୍ ଇଣ୍ଡିଆ ଭାରତ ଫେରିପାରୁନି। ମ୍ୟାଚ୍‌ ପରେ ଭାରତ ଆସିବାକୁ ଚାହୁଁଥିବା ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଫସି ରହିଛି। ଫାଇନାଲ୍ ନ ସରିବା ଯାଏ ଇଂଲଣ୍ଡରେ ରହିବାକୁ ବାଧ୍ୟ ହୋଇଛି ବିରାଟ ବାହିନୀ। ସେମିଫାଇନାଲରେ ହାରି...

ଜୋଈସଗୂ
ହଟହଟା ହେଲେ ତହସିଲଦାର

ନୀଳଗିରି : ହଟହଟା ହେଲେ ତହସିଲଦାର। ଏକ ବାଲି ବୋଝେଇ ଟ୍ରକ୍‌କୁ  ଅଟକ ରଖିଲେ ଗ୍ରାମବାସୀ। ଆଜି ଅପରାହ୍ନରେ ଏକ ବାଲି ବୋଝେଇ ଡମ୍ପରକୁ ଅଟକାଇବାକୁ ମଛୁଆ ଅଞ୍ଚଳରେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ପ୍ରୟାସ କରିଥିଲେ । ହେଲେ ଗ୍ରାମବାସୀ ଟ୍ରକର ପରମିଟ ଠିକ୍‌ ଅଛି ଯୁକ୍ତି...

baijayanta
ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ

ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ଆଜି ଡେରାବିଶର ବିଭିନ୍ନ ଅଞ୍ଚଳ ବୁଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି।  ଡେରାବିଶର ଚଟରା ଚକ୍ରଡା ପଂଚାୟତର...