• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

hirakuda
ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

ସମ୍ୱଲପୁର : ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବଢିଲା ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି। ତେବେ ଲଗାଣ ବର୍ଷା ପାଇଁ ଏବେ ଜଳସ୍ତର ୬୦୦.୫୪ ଫୁଟ୍ ଉପରେ ରହିଥିବା ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକଙ୍କ ସୂଚନା ଦେଇଛନ୍ତି। ଉପରମୁଣ୍ଡରେ...

bike
ଆକ୍ସନ୍ ମୁଡ୍‌ରେ ବାଲେଶ୍ୱର ଟ୍ରାଫିକ୍‌ ପୁଲିସ୍

ବାଲେଶ୍ୱର: ବାଇକ୍‌ରେ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପ୍ ଲଗାଇଛନ୍ତି କି ? ନମ୍ବର ପ୍ଲେଟ୍ ଆରଟିଓ ନିୟମ ଅନୁସାରେ ନାହିଁ କି ? ଯଦି ହଁ, ତେବେ ହୁସିଆର୍। କାରଣ ଏବେ ବାଲେଶ୍ୱର ଟ୍ରାଫିକ୍ ପୁଲିସ୍ ଏନେଇ କଡ଼ାକଡ଼ି ନିୟମ କରିଛି। ଗତକାଲି ବାଲେଶ୍ୱର ଟ୍ରାଫିକ୍‌ ଥାନା...

amerika
ଆମେରିକାରେ ‘ଓସା’ର ବାର୍ଷିକ ସମ୍ମିଳନୀ ଏବଂ ଓଡ଼ିଆ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର : ଆମେରିକାର ନ୍ୟୁଜର୍ସି ରାଜ୍ୟର ଆଟଲାଣ୍ଟିକ୍‌ ସିଟିରେ ପ୍ରବାସୀ ଓଡ଼ିଆ ସଙ୍ଗଠନ (ଓସା) ୫୦ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଣ୍ଡିତ ହରିପ୍ରସାଦ ଚୌରାସିଆ ଏବଂ ଡ.ଭଗବାନ ପ୍ରକାଶ ଯୋଗ ଦେଇଥିଲେ।  ୩ ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ ସମାରୋହରେ ଆମେରିକା ଏବଂ...

hicourt
ରାଜ୍ୟରେ କାର୍ଯ୍ୟକାରୀ ହେଲା-ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯

ଭୁବନେଶ୍ୱର : ସାକ୍ଷୀଙ୍କୁ ମିଳିବ ସୁରକ୍ଷା। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଏଣିକି ଦିଆଯିବ ସୁରକ୍ଷା। ଏଥିପାଇଁ ଉଦ୍ଦିଷ୍ଟ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସାକ୍ଷୀ ସୁରକ୍ଷା ଯୋଜନାକୁ  କାର୍ଯ୍ୟକାରୀ କରିବା ଲାଗି...

bus accident
ବାଇକ୍‌-ବସ୍ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ଦୁଇ ମୃତ

ଦେବଗଡ଼(ସିଦ୍ଧାର୍ଥ ଗୁରୁ) : ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ନମ୍ୱର ଜାତୀୟ ରାଜପଥରେ ଏକ ବସ୍‌ ବାଇକକୁ ଧକ୍କା ଦେବାରୁ ଜଣେ କଲେଜ ଛାତ୍ରୀଙ୍କ ସହ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସନ୍ତୋଷ ପ୍ରଧାନ(୨୦) ଓ ସୀମାରେଖା ବିଶ୍ୱାଳ। ସେମାନଙ୍କ ଘର ବାଘିଆବନ୍ଧ...

gunigaredi
ଗୁଣି ଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ନିର୍ଯାତନା

ନବରଙ୍ଗପୁର(ନବଘନ ବିଷୋୟୀ)  : ଗୁଣିଗାରେଡ଼ି ସନ୍ଦେହରେ ତତଲା ଗୋବର ପାଣିରେ ଗୋଟିଏ ପରିବାରର ତିନି ଜଣଙ୍କ ହାତ ବୁଡାଇଲେ ଗ୍ରାମବାସୀ। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ବାଘସିଉନି ପଂଚାୟତ ନୂଆଗଡ଼ ଗାଁରୁ। ଅଭିଯୋଗ ଅନୁସାରେ, କିଛି ଦିନ ତଳେ ଗାଁର କିଛି ଲୋକଙ୍କ ଗାଈ, ଛେଳି ଓ...

hera panchami9
ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ

ପୁରୀ : ଦଇତାପତି ସେବାୟତ ଓ ଜେଟିପି ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ଡକାଯିବା ପରେ ମଧ୍ୟ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି ରାତି ୧୨ଟା ସୁଦ୍ଧା ହୋଇପାରି ନଥିଲା। ଅଭିଯୋଗ ଅନୁଯାୟୀ, ଗତକାଲି ଜେଟିପି ଜଣେ ବାଡଗ୍ରାହୀଙ୍କ...

minor theft
ନାବାଳକ ଚୋରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା : ନାବାଳକ ଚୋରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନିଳିକଣା ଗ୍ରାମରେ ରାତି ଅଧରେ ଚୋରି କରୁଥିବା ବେଳେ ଚୋରକୁ ଧରି ଗଛରେ ବାନ୍ଧି ଦେଲେ ଗ୍ରାମବାସୀ।  ଏହି  ଚୋର ମାନେ ଝରକା ବାଟେ ମୋବାଇଲ, ସୁନା ଚେନ ଆଦି ଝାମ୍ପି...

husband ties
ସ୍ତ୍ରୀର ମୃତ୍ୟୁକୁ ନେଇ ସ୍ୱାମୀକୁ ଖୁଣ୍ଟିରେ ବାନ୍ଧିଲେ ଗ୍ରାମବାସୀ

ସୋର ( ଶଶିକାନ୍ତ ବେହେରା) : ସ୍ତ୍ରୀର ମୃତ୍ୟୁକୁ ନେଇ ସ୍ୱାମୀକୁ ଖୁଣ୍ଟିରେ ବାନ୍ଧିଲେ ଗ୍ରାମବାସୀ। ସ୍ୱାମୀ ଖସିଯାଉଥିବା ବେଳେ ସନ୍ଦେହରେ ସ୍ୱାମୀକୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ଥାନା ଅଧିନ ମହାଳିକ ସାହି ଗ୍ରାମରେ। ସ୍ୱାମୀ କରୁଣାକର ମହାଳିକ...

hera
ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ହେରାପଞ୍ଚମୀ ନୀତି , ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ :  ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ...

virat--
୧୧ ବର୍ଷ ପରେ ଅପୂର୍ବ ସଂଯୋଗ ; ବିରାଟ କୋହଲି ବନାମ କେନ୍ ଓ୍ୱିଲିୟମ୍‌ସନ୍‌

ମାଞ୍ଚେଷ୍ଟର୍‌ : ଆଜି ମାଞ୍ଚେଷ୍ଟର୍‌ରେ ଖେଳାଯିବ ବିଶ୍ୱକପ୍‌ କ୍ରିକେଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌। ବିଗ୍‌ ଫାଇଟ୍ ହେବ ବିରାଟ କୋହଲି ବନାମ କେନ୍ ଓ୍ୱିଲିୟମ୍‌ସନ୍‌ଙ୍କ ମଧ୍ୟରେ। ପୂରା ଉତ୍ସାହରେ ଦର୍ଶକ। ଆଜି ଛକା ଚଉକାରେ କମ୍ପିବ ମୈଦାନ। ଆଜିର ମ୍ୟାଚରେ ସଂଯୋଗର ବିଷୟ ହେଉଛି ୨୦୦୮ ଅଣ୍ଡର୍ ନାଇଣ୍ଟିନ୍ ବିଶ୍ୱକପ୍...