• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

kohali -bumra
ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍ ଓ ବୁମ୍ରା

ଲଣ୍ଡନ: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରା ସୋମବାର ଆଇସିସି ପକ୍ଷରୁ ଜାରି ଦିନିକିଆ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ରାଙ୍କିଙ୍ଗରେ ନିଜ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା।...

tiger
ଏନ୍‌କ୍ଲୋଜରରେ ରହିବା ପରେ ଶିକାର ଭୁଲିଯାଇଛି 'ସୁନ୍ଦରୀ'

ଭୁବନେଶ୍ୱର : ଏବେ ଜଙ୍ଗଲକୁ ଯିବ ନାହିଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’। ଏନ୍‌କ୍ଲୋଜରରେ ରହିବା ପରେ ସେ ଶିକାର କରିବା ଭୁଲି ଯାଇଛି। ତାର ଶିକାର କରିବା ପ୍ରବୃତ୍ତି କିପରି ଫେରାଇ ଅଣାଯିବ, ସେନେଇ ଆଜି ଭୁବନେଶ୍ୱର ପ୍ରକୃତି ଭବନରେ ବସିଥିବା ଏକ ବୈଠକରେ ଆଲୋଚନା...

bank fraud
କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନୂଆପଡ଼ା  : କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା । ଗ୍ରାହକଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇ ଫେରାର ହୋଇଯାଇଛି କିଓସ୍କ ପରିଚାଳକ। ଏକ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଜରିଆରେ ଏଭଳି ଠକେଇର ଶିକାର ହୋଇଛନ୍ତି ନୂଆପଡ଼ାର ପ୍ରାୟ ୩ ଶହ ଲୋକ।...

railway
ରାଜ୍ୟରେ ରେଳପ୍ରକଳ୍ପର ଅଜବ ସ୍ଥିତି : ଟଙ୍କା ମିଳିଛି, ହେଲେ ଆଗେଇ ପାରୁନି କାମ

ଅନୁଗୁଳ/ଝାରସୁଗୁଡା/ ଭୁବନେଶ୍ୱର : କେଉଁଠି ଜମି ଅଧିଗ୍ରହଣରେ ବାଧା ତ’ ଆଉ କେଉଁଠି ମିଳୁନି ଜଙ୍ଗଲ ଓ ପରିବେଶ ଅନୁମତି । ସେହିପରି ରେଲୱେ କିପରି ସହଜରେ ଓ କମ୍ ଦାମରେ ବିଜୁଳି ପାଇବ ସେନେଇ ବି ବ୍ୟବସ୍ଥା କରୁନାହାନ୍ତି ରାଜ୍ୟ ସରକାର। ଫଳରେ ଧୀର ମନ୍ଥର ଗତିରେ...

niladri bije
ସରିଲା ରଥଯାତ୍ରା, ନୀଳାଦ୍ରି ବିଜେ କଲେ ଶ୍ରୀଜିଉ

ପୁରୀ : କୋଟି ହୃଦୟର ଦେବତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ଲୀଳାଖେଳା। ସନ୍ଧ୍ୟାଧୂପ ନୀତି ପରେ ନୀଳାଦ୍ରି ବିଜେ କରିଛନ୍ତି ଶ୍ରୀଜିଉ। ନୀଳାଦ୍ରି ବିଜେ ପୂର୍ବରୁ ଚାରମାଳ ଉପରେ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ଅନନ୍ୟ ଭେଟ ନୀତି ସଂପନ୍ନ ହୋଇଥିଲା। ପରମ୍ପରା କ୍ରମେ, ଜୟବିଜୟ ଦ୍ୱାର ନିକଟରେ ବଚନିକା...

murder issue assembly
ରାଜ୍ୟରେ ବର୍ଦ୍ଧିତ ଅପରାଧ ହାରକୁ ନେଇ ବିଧାନସଭା ହୁଲସ୍ତୁଲ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ହାରରେ ବଢ଼ିଚାଲିଛି ଅପରାଧ । ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି, ଗୁଳିକାଣ୍ଡ  ଭଳି ସଂଗୀନ ଅପରାଧ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିଦେଲାଣି । ଯାହାକୁ ନେଇ ଆଜି ଦିନତମାମ ହୁଲସ୍ତୁଲ ହୋଇଥିଲା ବିଧାନସଭା ଅଧିବେଶନ । ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି...

mao
ମାଓବାଦୀ ଭାବି ଏନ୍‌କାଉଣ୍ଟର କରିଥିଲେ, କ୍ଷତିପୂରଣ ସହ ଚାକିରି ଦେଲେ

ଉମରକୋଟ  : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତବର୍ତ୍ତୀ କୁନ୍ଦେଇ ପଞ୍ଚାୟତର ଦୁଇ ଜଣ ନିରୀହ ଲୋକଙ୍କୁ ମାଓବାଦୀ ସନ୍ଦେହ କରି ଛତିଶଗଡ଼ ପୁଲିସ ଏନ୍‌କାଉଣ୍ଟର କରିଥିଲା। କିନ୍ତୁ ପ୍ରକୃତ ସତ୍ୟ ଜଣାପଡ଼ିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ...

mining mafia
ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ଖୋର୍ଦ୍ଧା / ଭୁବନେଶ୍ୱର : ମାଟିରେ ମିଶିଛି ସୁରମ୍ୟ ଅଟ୍ଟାଳିକା। ସରକାରୀ ଜମି ସାଙ୍ଗକୁ ନିଶା ଓ ବେଆଇନ ପଥର ଖାଦାନ କାରବାରରୁ ମିଳୁଥିବା ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଖୋର୍ଦ୍ଧା ଗୁରୁଜଙ୍ଗରେ ଏହି ଦାମିକା ଘର ଠିଆ କରିଥିଲା କଳା କାରବାରର କିଙ୍ଗପିନ୍ ଶୁଭ୍ରାଂଶୁ ଓରଫ୍...

ganza
ଗଞ୍ଜେଇ ଚାଲାଣ ହେଉଥିବା ଆମ୍ବୁଲାନ୍ସ ଜବତ , ୪ ଗିରଫ

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଆମ୍ୱୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିଲା। ଏପରି ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଜୟପୁର ପୁଲିସ ଆମ୍ୱୁଲାନ୍ସକୁ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଆଜି ଗୋଟିଏ ଦିନରେ ପୁଲିସ ୬୬୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୦ ଜଣ ଗଞ୍ଜେଇ...

bike
ବାଇକ୍‌କୁ ପିଟିଲା ଟ୍ରକ୍ ; ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

କଳାହାଣ୍ଡି (ରାଜକୁମାର ସିଂହଦେଓ): ବାଇକକୁ ପିଟିଦେଲା ଟ୍ରକ୍। ରାସ୍ତାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାର କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ତୁର୍କେଲ ବ୍ରିଜ ନିକଟରେ ଘଟିଛି। ବଲାଙ୍ଗିର ଜିଲ୍ଲା ତୁରେକେଲାର ମଦନ ବେହେରା ଓ ଭାଲୁମୁଣ୍ଡାର ଅନିରୁଦ୍ଧ...

murder
ତାଳଚେରରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ

ଅନୁଗୋଳ  : ଅନୁଗୋଳ ଜିଲ୍ଲା ତାଳଚେରରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ।  ଗତ ନିର୍ବାଚନ ବେଳେ ସୃଷ୍ଟି ହୋଇଥିବା ଶତ୍ରୁତାକୁ କେନ୍ଦ୍ର କରି ସନ୍ଥପଡ଼ା ଗାଁରେ ଜଣେ ଯୁବକଙ୍କୁ କଟୁରୀରେ ଆକ୍ରମଣ ଅଭିଯୋଗ। ଯୁବକଙ୍କ ନାଁ ସୁଶାନ୍ତ ସାମଲ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।...

balangiri
କାଲି ବିଧାନସଭା ଆଗରେ ଆନ୍ଦୋଳନ କରିବେ ଆଇନ୍‌ଜୀବୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ଠାରେ ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ଦାବିରେ ବିଭିନ୍ନ ଉପାୟରେ ଆନ୍ଦୋଳନ କରି ଆସୁଛି ଜିଲ୍ଲା ଆଇନ୍‌ଜୀବୀ ସଂଘ। ଏହା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ରାଜ୍ୟ ସରକାରଙ୍କ ଠାରୁ ନିରାଶ ହୋଇ ଜିଲ୍ଲା ଓକିଲ ସଂଘ...

jay panda
କେନ୍ଦ୍ରାପଡ଼ା ଗୁଳିକାଣ୍ଡରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ବୈଜୟନ୍ତ

କଟକ :  କେନ୍ଦ୍ରାପଡ଼ା ଗୁଳିକାଣ୍ଡରେ ଆହତଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କଟକ ଏସ୍‌ସିବି ମେଡିକାଲ୍‌କୁ ଯାଇ ସେ ଆହତ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଦିନକୁ ଦିନ ଅପରାଧ ବଢ଼ିଚାଲିଛି, ଯାହାକୁ ରୋକିବାରେ...

bishnupada
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଶ୍ରୀ ସେଠୀଙ୍କୁ ଅଗଷ୍ଟ ୧୯ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ,...

dg
ବଦଳିବେ ପୁଲିସ ଡିଜି !

ଭୁବନେଶ୍ୱର : ରାଜ୍ୟ ପୁଲିସ ଡିଜି ଡଃ ଆରପି ଶର୍ମା ନିଜ ଦାୟିତ୍ୱରୁ ଖୁବଶୀଘ୍ର ଅବ୍ୟାହତି ନେଇପାରନ୍ତି। ଆସନ୍ତାମାସରେ ଡିଜିପି ଭାବେ ତାଙ୍କର ଦୁଇବର୍ଷ ପୂରଣ ହେଉଥିବାରୁ ତାଙ୍କ ବଦଳରେ ସରକାର ଅନ୍ୟଜଣେ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୁଲିସର ମଙ୍ଗ ଧରିବାର ସୁଯୋଗ ଦେବେ ବୋଲି ପାୱାର କରିଡରରେ...