ଭୁବନେଶ୍ୱର : ଆଉ ଲୁଚା ଛପା ନୁହେଁ । ଖୋଲାଖୋଲି ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ବିଜେଡିର ସମର୍ଥନ। ରାଜ୍ୟସଭା ପ୍ରାର୍ଥୀ ହୁଅନ୍ତୁ କି ଗୁରୁତ୍ୱପୂର୍ଣ୍ଣ ବିଲ୍, ସବୁଥିରେ ବିଜେପି ପଛରେ ଛିଡ଼ା ହେଉଛି ବିଜେଡି । ଟ୍ରିପଲ୍ ତଲାକ୍ ବିଲ୍ ପୂର୍ବରୁ ବିଜେଡି ସଂଶୋଧନ ଦାବି କରୁଥିବାବେଳେ ଗତକାଲି...
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ଗତ ୨୪ ଘଣ୍ଟା ଭିତରେ ଚାରି ଚାରିଟି ଲୁଟ୍ କରି ଦୁର୍ବୃତ୍ତମାନେ କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନି। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।...
ନୀଳଗିରି /ଜଳେଶ୍ୱର / ସୋର /ଭୁବନେଶ୍ୱର : ରାଜ୍ୟରେ ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି ଗୋ ଚାଲାଣ। ଓଡ଼ିଶା ଦେଇ ସୁଦୂର ବାଂଲାଦେଶକୁ ରାଜପଥରେ ଚାଲିଛି ଖୁଲ୍ଲମଖୁଲ୍ଲା ବେଆଇନ ବେପାର। ଆଉ ରାଜପଥ ନିକଟବର୍ତ୍ତୀ ଥାନା ଗୁଡ଼ିକର ଅସାଧୁ ପୁଲିସ କର୍ମଚାରୀ ବି ସବୁ ଜାଣି ଅଜଣା ସାଜିଥିବାର...
ନ୍ୟୁୟର୍କ: ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀଦେବତା ବାସ କରନ୍ତି। ତେଣୁ ଗାଈକୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ବିଶ୍ୱାସ ରହିଛି, ଗାଈର ସେବା କଲେ ପୂଣ୍ୟ ମିଳେ। ତେବେ ଜାଣିଛନ୍ତି, ଗାଈ ସହିତ ସମୟ ବିତାଇଲେ ଚିନ୍ତା ଦୂର...
କଟକ : କ୍ୟାନସର ଭଳି ମାରାତ୍ମକ ରୋଗର ପ୍ରାଥମିକ ସ୍ତରରେ ଚିହ୍ନଟ ଲାଗି ଏସ୍ସିବି ମେଡିକାଲରେ ଉଦ୍ଘାଟିତ ହୋଇଛି ମଲିକ୍ୟୁଲାର ଜେନୋମିକ୍ସ ଲାବୋରୋଟାରୀ। କ୍ୟାନସର ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ଏହି ଲାବୋରୋଟାରୀ ମାଧ୍ୟମରେ ଯାଞ୍ଚ କରାଯାଇପାରିବ। ପୂର୍ବରୁ ଏହା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ...
ନୟାଗଡ଼ (ଆର୍ତ୍ତତ୍ରାଣ ସାହୁ): କଟକ କଟକ ସିରିଏଲ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ସମ୍ପୃକ୍ତିକୁ ତାଙ୍କ ପରିବାର ଲୋକଙ୍କ ଖଣ୍ଡନ। ପୁଲିସ ପ୍ରକୃତ ଅଭିଯୁକ୍ତକୁ ଧରିବାରେ ବିଫଳ ହେବାରୁ ଅଭିଯୁକ୍ତ ନାରାୟଣ ସାହୁଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ତାଙ୍କ ପତ୍ନୀ ଓ ଗ୍ରାମବାସୀ। କଟକରେ ଗତ ୨୨ ଓ ୨୩ତାରିଖରେ...
ଭୁବନେଶ୍ୱର : ଏବେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ତଥା ‘ସୋଆ’ର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨...
ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ପକ୍କା ଘର ତୋଳିବାକୁ ଯାଇ କିଏ ପ୍ଲିଣ୍ଟରେ ଅଟକିଛି, ତ କିଏ କେବଳ ନିଅଁ ପାଖରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ପାଇବା ପରେ ଧାର ଉଧାର କରି ଘର ତିଆରି କରୁଛନ୍ତି ହିତାଧିକାରୀ। କିନ୍ତୁ ପ୍ରଥମ କିସ୍ତ ଟଙ୍କା ଆସିବା...
ସମ୍ବଲପୁର(ସଞ୍ଜୟ ଜେନା) : ସମ୍ବଲପୁର ନନ୍ଦପଡ଼ାର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲା। ମୃତ ଜୟଶ୍ରୀଙ୍କ ଉଦ୍ଧାର ଖପୁରୀ ଓ ତାଙ୍କ ପୁଅଝିଅଙ୍କ ହେବ DNA ଟେଷ୍ଟ। ଏ ନେଇ SDJM କୋର୍ଟରେ ସମ୍ବଲପୁର ପୁଲିସ ଆବେଦନ କରିଥିବା ସୂଚନା ମିଳିଛି। ୮ବର୍ଷ ତଳେ ଜୟଶ୍ରୀଙ୍କୁ ହତ୍ୟା କରି...
ଗୁଣପୁର( ଇନ୍ଦ୍ରଜିତ୍ ପଣ୍ଡା) : କୂଳ ଲଙ୍ଘୁଛି ବଂଶଧାରା। ନଦୀ ଆଁରେ ଲୀନ ହୋଇଗଲାଣି ବହୁ ଚାଷଜମି। ଏବେ ନଦୀ ଚାରିପାଖେ ଯାହା କିଛି ଚାଷ ଜମି ଅଛି, ତାହା ବି ବାଲିଚରି ଯିବ। ଏହାକୁ ନେଇ ଭୟ ଓ ଆଶଙ୍କାରେ ଅଛନ୍ତି ରାୟଗଡ଼ା ଜିଲ୍ଲାର ନଦୀକୂଳିଆ ଅଞ୍ଚଳରେ...
ପାଟକୁରା ( ମନୋଜ ସ୍ୱାଇଁ): ଆଜିକାଲି ପ୍ରେମ ସଂପର୍କକୁ ନେଇ ଅନେକ ଅଜବ ପ୍ରକାରର ଘଟଣା ସବୁ ସାମନାକୁ ଆସୁଛି। କିଏ ଏକ ତରଫା ପ୍ରେମ କରି ଆତ୍ମହତ୍ୟା କରୁଛି ତ କିଏ ପ୍ରତିଶୋଧ ପରାୟଣ ହୋଇଉଠୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ...
ନୂଆଦିଲ୍ଲୀ : ତିନ୍ ତଲାକ ବିଲ୍ର ରାଜ୍ୟସଭା ଟେଷ୍ଟ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୃହରେ ବିଲ୍ ଉପସ୍ଥାପନ କରିଛନ୍ତି। ଏହା ପରେ ରାଜ୍ୟସଭାରେ ବିଲ୍କୁ ନେଇ ଆଲୋଚନା ଚାଲିଛି। ଏହି ବିଲ୍ ଅନୁସାରେ ତିନ୍ ତଲାକ୍ ଜରିଆରେ ଛାଡ଼ପତ୍ର ଦେଲେ, ତାକୁ କ୍ରିମିନାଲ ଅଫେନ୍ସ...
ମୁନିଗୁଡା: ଗାଁ ଗାଁରେ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ି ରହିଛି। ଏହି ଗାଡ଼ିରେ ଜଣେ ଡାକ୍ତର, ଫାର୍ମାସିଷ୍ଟ ଓ ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତି। କିନ୍ତୁ କିଛି ଖାମଖିଆଲୀ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଦେଖିବାକୁ...
ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖରେ ବ୍ଲାଷ୍ଟିଂ ଯୋଗୁ ମାଟି ଧସି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେବେଠୁ ନିଖୋଜ ଜଣେ ଶ୍ରମିକଙ୍କ ପତ୍ତା ମିଳି ପାରି ନାହିଁ। ଏହି ଘଟଣା ପରଠାରୁ କୋଇଲା ଖଣିରେ...
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କୁକୁଡା ପାଇଁ ବଳିପଡ଼ିଲେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭରପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। ଅଭିଯୁକ୍ତଙ୍କ ନାଁ ସମୀର ଡୁଙ୍ଗଡୁଙ୍ଗ। ସୂଚନାଅନୁସାରେ, ରୋଶନିଙ୍କ ଘରେ ଥିବା ସାତୋଟି କୁକୁଡ଼ା ହଠାତ୍ ମରିଯାଇଥିଲେ। ତେବେ...