କଟକ : କଟକରେ ଆତଙ୍କ ସୃଷ୍ଟି କରିଥିବା ସିରିଏଲ୍ କିଲର୍କୁ ଘନ ଘନ ଜେରା। କାହିଁକି ସେ ଲୋକଙ୍କୁ ହତ୍ୟା କରୁଥିଲା, ହତ୍ୟା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଅଛି କି ତାହା ଖୋଜୁଛି ପୁଲିସ। ଲଗାତର ୩ ଜଣ ନିରାଶ୍ରୟ ଲୋକଙ୍କୁ ହତ୍ୟା ପରେ କଟକରେ ଚାଞ୍ଚଲ୍ୟ...
ଭୁବନେଶ୍ୱର : ମୁନସୁନ୍ ଟ୍ରଫଲାଇନ୍ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। ଏଥିସହ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ୯ ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, ମାଲକାନଗିରି, ବଲାଙ୍ଗିର,...
ନୂଆଦିଲ୍ଲୀ/ ଭୁବନେଶ୍ୱର : ଆଜି ରାଜ୍ୟସଭାରେ ଆଗତ ହେବାକୁ ଥିବା ବହୁଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ସମର୍ଥନ କରିବ ବିଜୁ ଜନତା ଦଳ। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସମ୍ବାଦ ସରବରାହ ସଂସ୍ଥା ANIକୁ ଏହି ସୂଚନା ଦେଇଛନ୍ତି। ସେପଟେ ତିନ୍ ତଲାକ୍ ବିଲ୍ ଆଗତ ହେବାକୁ ଥିବାରୁ...
କୋଣାର୍କ( ସଞ୍ଜୟ ପତି) : ରାଜ୍ୟରେ ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୪ ହଜାର ହାଇସ୍କୁଲରେ ଚାଲୁଥିବା ଇ-ବିଦ୍ୟାଳୟ ପାଇଁ ଆଉଟସୋର୍ସିଂରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ଦିଆଯାଇଥିଲା। କିଛି କମ୍ପ୍ୟୁଟର ଶିକ୍ଷକଙ୍କ ନିଯୁକ୍ତି ଅବଧି ଗତ ମାର୍ଚ୍ଚରୁ...
ମାଲକାନଗିରି ( ଜିତେନ୍ଦ୍ର ବେଉରା) : ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ଏହାକୁ ଆଦିବାସୀ କମିଟି ନାମକ ଏକ ସଂଗଠନ ବିରୋଧ କରୁଥିବା ନେଇ ପୋଷ୍ଟର ଲଗାଯାଇଛି। ଓଡ଼ିଶା ସୀମାନ୍ତ ଆନ୍ଧ୍ରର ରୁଡକୋଟାରେ ଏକ ଅସ୍ଥାୟୀ ଶାନ୍ତି ସ୍ତୁପ ନିର୍ମାଣ କରାଯାଇଛି। ଏହିଠାରେ ହିଁ ଆଦିବାସୀ କମିଟି...
କୋରାପୁଟ ( ସୂର୍ଯ୍ୟପଣ୍ଡା) : ଲଗାଣ ବର୍ଷା ପାଇଁ କୋରାପୁଟ ଜିଲ୍ଲାକୁ ରେଡ୍ ଆଲର୍ଟ। ଗତ ୪ ଦିନ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି। ଏଥିପାଇଁ ରାଜ୍ୟ ପାଣିପାଗ ବିଭାଗ ଦ୍ୱାରା କୋରାପୁଟକୁ ରେଡ୍ ଆଲର୍ଟ ଦିଆଯାଇଥିବା ଜିଲ୍ଲା ଆପାତ୍ତକାଳୀନ ଅଧିକାରୀ ସିଦ୍ଧାନ୍ତ...
ମୁମ୍ବାଇ: ରୋହିତ ଶର୍ମାଙ୍କ ସହ କୌଣସି ପ୍ରକାର ବିବାଦକୁ ଖଣ୍ଡନ କଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି। ରୋହିତଙ୍କ ପ୍ରଦର୍ଶନକୁ ସେ ସବୁବେଳେ ପ୍ରଶଂସା କରି ଆସିଛନ୍ତି। ଖେଳ ପରେ ଚେଞ୍ଜିଂ ରୁମ୍ରେ ସେ ସବୁବେଳେ ସାଥୀଙ୍କ ସହ ମଜା କରିଥାନ୍ତି ଓ ସାଥୀ ଖେଳାଳି କ୍ରିକେଟ...
ଗଂଜାମ : ଚାଷୀଙ୍କ ସହ ଜମିରେ ଧାନ ରୋଇଲେ ଜିଲ୍ଲାପାଳ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍ ମଥୁରା ପଂଚାୟତର ଭରସା ଗ୍ରାମରେ। ଧାଡ଼ି ପ୍ରଣାଳୀରେ ଚାଷ କରିବାକୁ ନେଇ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଗତକାଲି...
ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ହୋଇଯାଇଥିବା ମାଲକାନଗିରି ଜିଲ୍ଲାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗତ ଦୁଇଦିନ ଧରି ଜିଲ୍ଲାର ଶତାଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବାବେଳେ ଗତକାଲି ଠାରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ସେପଟେ ଲଗାଣ ବର୍ଷାରେ ଦୁଇଜଣ ପ୍ରାଣ ହରାଇଥିବା ଅଭିଯୋଗ...
କଟକ : ନିଲମ୍ବିତ ହେଲେ କଟକ ମାଲଗୋଦାମ ଥାନା ମହିଳା କନଷ୍ଟେବଳ ଗୀତାଞ୍ଜଳି ଜେନା। ଗଣମାଧ୍ୟମକୁ ବାଇଟ୍ ଦେବା ଅଭିଯୋଗରେ ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି ଡିସିପି। ସସ୍ପେଣ୍ଡ୍ ହୋଇଥିବା କନଷ୍ଟେବଳଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ ହୋଇଥିଲା। ସମ୍ପୃକ୍ତ କନଷ୍ଟେବଳ ଲୁଟେରାକୁ କାବୁ କରିବା ପରେ ପୁଲିସ ଜିମା...
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜି ସୂର୍ଯ୍ୟ ଉଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ଏହାଛଡ଼ା ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାହୋ...