• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ranjit guru
ପରଲୋକରେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ

ଭୁବନେଶ୍ୱର : ଆର ପାରିରେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ। ଗତକାଲି ମଧ୍ୟ ରାତ୍ରିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ରଣଜିତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସଂକ୍ରମଣ ଜନିତ ଅସୁସ୍ଥତା ଯୋଗୁଁ ଗତ ୧ ତାରିଖରେ ସେ ଡାକ୍ତରଖାନାରେ...

heavy rainfall
୨୪ ଘଣ୍ଟା ମଧ୍ୟରେ ପୁଣି ଏକ ଲଘୁଚାପ, ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

ଭୁବନେଶ୍ୱର : ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୫ ଜିଲ୍ଲାର...

disable man
ଦିବ୍ୟାଙ୍ଗ ହେଲେ ବି ସେ ସ୍ୱାବଲମ୍ବୀ ; ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ବାରିପଦା /କଟକ : ସମାଜ ଆଖିରେ ସେମାନେ ଜଣେ ଜଣେ ଦିବ୍ୟାଙ୍ଗ; ହେଲେ ନିଜେ, ନିଜ ପରିବାର ଓ ଅନ୍ୟମାନଙ୍କ ପାଇଁ ବିଶାଳ ଉଦାହରଣ। ଜଣେ ପିଲାଦିନୁ ଗୋଟିଏ ହାତ ହରାଇ ତ ଆଉ ଜଣେ ଜନ୍ମରୁ ଦୁଇ ଗୋଡ଼ର ଦୁର୍ବଳ ଅବସ୍ଥାକୁ ନେଇ ଦିବ୍ୟାଙ୍ଗ । କିନ୍ତୁ...

vigilance up
ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ ; ୧ଲକ୍ଷ ୯୧ହଜାର ଟଙ୍କା ଜବତ

ଜୟପୁର( ଗୌରୀ ଶଙ୍କର) : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି।  ଗତକାଲି ସେ ମାଲକାନଗିରିରୁ ବ୍ରହ୍ମପୁର ଯାଉଥିଲେ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ତାଙ୍କ ଠାରୁ ଜବତ ହୋଇଥିଲା ୧ ଲକ୍ଷ...

dead
ନଦୀରେ ବୁଡ଼ି ଦୁଇ ନାବାଳିକା ମୃତ

ସାଲେପୁର ( ମନୋଜ ଆଚାର୍ଯ୍ୟ) : କଟକ କିଶନନଗର ଅଞ୍ଚଳରେ ଅଘଟଣ। ଗୋଡ଼ ଖସି ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ। ଆଜି ସକାଳୁ ସୁକୁପାଇକା ନଦୀକୂଳକୁ ଦୁଇ ସମ୍ପର୍କୀୟ ଭଉଣୀ ଫୁଲ ତୋଳିବାକୁ ଯାଇଥିଲେ। ବନ୍ଧରୁ ଦୁଇ ଜଣଙ୍କ ଗୋଡ଼ ଖସି ଯିବାରୁ ସେମାନେ ନଦୀରେ ପଡ଼ି...

weather2
ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର : ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ  ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରିଛି। ଦିନ ୧୦ଟା ୩୦ ଯାଏ ୮ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ  ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା...

vigilance
ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକରଣ କରିବାକୁ ଉଦ୍ୟମ କରିଛନ୍ତି। କେନ୍ଦ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଯେଭଳି ବାଧ୍ୟତାମୂଳକ ଚାକିରିରୁ ବିଦା କରାଯାଉଛି, ଠିକ୍ ସେହିଭଳି ୧୫ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ...

robert
୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ

ହାଇଦ୍ରାବାଦ : ସମୟ ସମୟରେ ଅନେକ ବିସ୍ମୟ ବାଳକଙ୍କ ଅବିସ୍ମରଣୀୟ କଥା ଆପଣ ନିଶ୍ଚୟ ଶୁଣିଥିବେ । ସେମାନଙ୍କ ବୟସ ତୁଳନାରେ ଏମିତି କାମ ସେ କରିଥାଆନ୍ତି , ଯାହାକି ବହୁତ ଆଶ୍ଟର୍ଯ୍ୟକର ମନେହୁଏ। ଏମିତି ଜଣେ ବିସ୍ମୟ ବାଳକଙ୍କ ବିଷୟରେ ଆପଣଙ୍କୁ ଜଣାଉଛୁ, ଯାହା ଆପଣଙ୍କୁ ଉତ୍ସାହିତ...

flood
ଉପକୂଳ ଓଡ଼ିଶାରେ ବନ୍ୟା ବିପଦ

ଭୁବନେଶ୍ୱର :  ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରିଲା ବେଳକୁ ଉପକୂଳ ଓଡ଼ିଶାରେ ବନ୍ୟା ବିପଦ। ମହାନଦୀରେ ବନ୍ୟା ଜଳ ତଳମୁଣ୍ଡରେ ପହଞ୍ଚିବା ପରେ ଫୁଲି ଉଠିଛନ୍ତି ଏହାର ପ୍ରମୁଖ ଶାଖା ନଦୀ । ଫଳରେ ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ...

jammu
୩୭୦ ଉଚ୍ଛେଦ ପରେ ହିଂସାକୁ ନିୟନ୍ତ୍ରଣ ପାଇଁ ସରକାର କେମିତି ହୋଇଥିଲେ ପ୍ରସ୍ତୁତ, ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ୭ ଦଶନ୍ଧି ଧରି ଲାଗୁ ହୋଇଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ହିଂସା ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ। ୧୪୪ ଧାରା ଜାରି କରିବାଠାରୁ ଆରମ୍ଭ କରି ବିଭିନ୍ନ ନେତାଙ୍କୁ ଅଟକ ଏବଂ ଫୋନ୍‌ ଓ ଇଣ୍ଟରନେଟ୍‌ ବନ୍ଦ...

dharmendra
ପଶ୍ଚିମ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଭୁବନେଶ୍ୱର : ଆଜି ପଶ୍ଚିମ ଓଡ଼ିଶାର ବନ୍ୟା କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଆକାଶ ମାର୍ଗରୁ ବଲାଙ୍ଗିର ସମେତ କଳାହାଣ୍ଡି, ବୌଦ୍ଧ, ସୋନପୁରର ବନ୍ୟାଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଞ୍ଚଳ ବୁଲିବା ପରେ କେନ୍ଦ୍ରମନ୍ତ୍ରୀ ବଲାଙ୍ଗିର ଏନ୍ଏଚ୍ଏମ୍ ହଲ୍‌ରେ ଅନୁଷ୍ଠିତ ଏକ...