• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

wife
ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ନୂଆଦିଲ୍ଲୀ  : ଜଣାଶୁଣା ସାଇକେଲ୍‌ କଂପାନୀ ଆଟଲସ୍‌ର ମାଲିକ ସଂଜୟ କପୁରଙ୍କ ପତ୍ନୀ  ନତାଶା କପୁର ଆତ୍ମହତ୍ୟା କରିଛନ୍ତି । ରହସ୍ୟଜନକ ଭାବେ ତାଙ୍କର ମୃତଦେହ ନିଜ ବେଡ୍‌ରୁମ୍‌ରୁ ଉଦ୍ଧାର ହୋଇଛି । ଦିଲ୍ଲୀ ପୁଲିସ୍‌ ପ୍ରାଥମିକ ଯାଂଚରୁ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଛି । ଖବର...

rupa
'ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛି , ମୋ ବାପା-ମାଆ ବାଲାଂଦେଶୀ ଥିଲେ'

ଭୁବନେଶ୍ୱର : ନାଗରିକ ସଂଶୋଧନ ଆଇନକୁ ବିରୋଧୀ ଦଳଗୁଡ଼ିକ ଅଯଥା ଭ୍ରମ ସୃଷ୍ଟି କରୁଛନ୍ତି। ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିଜେପି ନେତ୍ରୀ ତଥା ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀ ଆଜି ଉଭୟ ଜିଲ୍ଲାରେ ଦୁଇଟି ଜନ ସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଗୁଡ଼ିକୁ କଡ଼ା...

robot
ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ବେଙ୍ଗାଲୁରୁ: ଚଳିତ ବର୍ଷ ଶେଷ ଆଡ଼କୁ ମାନବବିହୀନ ମହାକାଶ ଯାନ (ଗଗନଯାନ) ଉଡ଼ାଣ ଭରିବ। ତେବେ ଏଥିରେ ଇସ୍ରୋ ମହାକାଶକୁ ପଠାଇବାକୁ ଥିବା ହ୍ୟୁମାନଏଡ୍‌ଙ୍କର ପ୍ରଥମ ଝଲକ ସାମ୍ନାକୁ ଆସିଛି। ୨୦୨୨ରେ ଭାରତ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାର ଅଛି। ଏହା ପୂର୍ବରୁ ମହାକାଶକୁ ଜଣେ ହ୍ୟୁମାନଏଡ୍‌ ବା ମଣିଷ...

scb
ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ୍‌

ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ (ଏସ୍‌ସିବି) ମେଡିକାଲ୍‌ର ନବକଳେବର ହେବ। ଏସ୍‌ସିବିକୁ ବିଶ୍ୱସ୍ତରୀୟ ମେଡିକାଲ୍‌ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଡିକାଲ ନିକଟରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚରୀଙ୍କ କ୍ୱାର୍ଟର୍ସ ଓ ୧୩ ଜଣ ଡାକ୍ତରଙ୍କ କ୍ୱାର୍ଟର୍ସ ଭଙ୍ଗାଯିବ। ଏହା ଦ୍ୱାରା ପ୍ରାୟ ୨୫ ଏକର...

naveen
ଏବେ ହଠାତ୍ କାହିଁକି ମନେପଡିଲା ନବୀନଙ୍କ ତୀର୍ଥସ୍ଥାନ ବିକାଶ କଥା ?

ଭୁବନେଶ୍ୱର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ ରଖିଛନ୍ତି ତୀର୍ଥକ୍ଷେତ୍ର। ଶ୍ରୀମନ୍ଦିର ସମେତ ପ୍ରଭୁ ଲିଙ୍ଗରାଜ ଓ କୋଣାର୍କ ଭଳି ମନ୍ଦିରର ବିକାଶ ଲାଗି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏଭଳି ଯୋଜନା କରି କି ବାର୍ତ୍ତା ଦେବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ ? ଏସବୁ...

death
ଯୌତୁକ ପାଇଁ ନିଷ୍ଠୁର ହେଲେ ଶାଶୂ ଘର ...

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାପଘର ଛାଡ଼ି ପରକୁ ଆପଣାର କରି ସେ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ। ସ୍ୱାମୀଙ୍କୁ ନେଇ କରିଥିଲେ ସଂସାର। ହେଲେ ସ୍ୱପ୍ନ ରହିଗଲା ଅଧାରେ। ବାପା-ମାଆଙ୍କୁ ଛାଡ଼ି ଯେଉଁମାନଙ୍କୁ ଅତି ଆପଣାର...

punjilal
ପୁଞ୍ଜିଲାଲଙ୍କୁ ଅନ୍ତରୀଣ ଜାମିନ

ଭୁବନେଶ୍ୱର : ପାଟଣାଗଡ଼ ବିସ୍ଫୋରଣ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଅନ୍ତରୀଣ ଜାମିନ। ପୁଞ୍ଜିଲାଲଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ମିଳିଲା ଅନ୍ତରୀଣ ଜାମିନ। ୨୪ ତାରିଖରେ ଯାଇ ୨୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ୨୮ ତାରିଖ ଦିନ ୧୧ଟା ମଧ୍ୟରେ...

new born baby
ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

ରାଜସ୍ଥାନ : ରାଜସ୍ଥାନରେ ଏକ ଅଜବ କଥା ଦେଖିବାକୁ ମିଳିଛି । ଜଣେ ପିତା ତାଙ୍କ ନବଜାତ ପୁତ୍ରର ଏମିତି ଏକ ନାଁ ରଖିଛନ୍ତି , ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ସୂଚନା ମୁତାବକ, ଉଦୟପୁରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟରେ ଜଣେ ମିଡିଆ ଅଧିକାରୀ ଭାବେ...

snake
ଷ୍ଟେଟ୍‌ ବ୍ୟାଙ୍କରେ ନାଗ

ଚାନ୍ଦବାଲି(ବାସୁଦେବ ଦାସ) : ବ୍ୟାଙ୍କ ଭିତରେ ସାପ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ବାଲିଗାଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଶାଖାରୁ ଉଦ୍ଧାର ହୋଇଛି ନାଗ ସାପ। ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସବୁଦିନ ପରି ଆଜି ବ୍ୟାଙ୍କ ଖୋଲିଥିଲା। ବ୍ୟାଙ୍କ କର୍ମଚାରୀମାନେ ନିଜ...

flights
ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର : ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା।  ଇଣ୍ଡିଗୋ ପକ୍ଷରୁ ଏହି ବିମାନ ଉଡ଼ିବ।  ଆଜି ଭୁବନେଶ୍ୱରରେ ଏୟାରଲାଇନ୍ସ ସିଇଓ ଓ ରାଜ୍ୟ ସରକାରଙ୍କ ବୈଠକ ପରେ ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟରୁ ୧୦ରୁ ଅଧିକ...

disha -1
ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ବଲିଉଡ୍‌ର ହଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଅନ୍ୟତମ । ନିଜର ଅଭିନୟ ସହ  ଆକର୍ଷଣୀୟ ଓ ସୁନ୍ଦର ଫିଟ୍‌ନେସ୍‌  ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ତାଙ୍କର ସୁନ୍ଦର ଫିଟ୍‌ନେସ୍‌ ଚର୍ଚ୍ଚା ଚାରିଆଡେ । ସେ କଣ ଖାଆନ୍ତି ? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍‌ କଣ...

doctor--1
ସୋଶାଲ୍ ମିଡିଆରେ ଭାଇରାଲ୍ ଡାକ୍ତର-ରୋଗୀଙ୍କ ସୁସଂପର୍କ

ଭଦ୍ରକ  : କୁହାଯାଏ ମଧୁର ସଂପର୍କଠୁ ବଳି ଆଉ କୌଣସି ଜିନିଷ ବଡ଼ ନୁହେଁ । ଯାହାକି ମଣିଷକୁ ମର୍ତ୍ତରେ ବି ସ୍ୱର୍ଗୀୟ ଆନନ୍ଦ ଦେଇଥାଏ । ମନରେ ଏକ ଅପୂର୍ବ ଖୁସି ଖେଳିଯାଏ । ଏମିତି ଏକ ମଧୁର ଓ ଅଭୁଲା ସଂପର୍କକୁ ଦେଖିବାକୁ ମିଳିଛି ।...

fish
ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ପ୍ରଜାତିର ମାଛ

ପାରାଦୀପ  : ପାରାଦୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ । ଲମ୍ବା ଥଣ୍ଟ ଥିବା ଏହି ମାଛର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସଜୀବୀଙ୍କ ଜାଲ୍‌ରେ ଏହି ମାଛଟି ପଡ଼ିଛି। କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ସ୍ଥାନୀୟ...

mumbai
ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ

ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ।  ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ଟଙ୍କା । ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ଦାନ କରିଥିବାବେଳେ ଉକ୍ତ ବ୍ୟକ୍ତିଙ୍କ ନା ଗୁପ୍ତ ରଖାଯାଇଛି । ଏହି ସୁନା ମନ୍ଦିରର ମୁଖ୍ୟ କବାଟ ଏବଂ...