• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

lk
ଓକିଲ ଦୀପାଳି ପ୍ରିୟଦର୍ଶିନୀଙ୍କ ଆତ୍ମହତ୍ୟା ମାମଲା : ଜେଲ୍ ଗଲା ବୟଫ୍ରେଣ୍ଡ

ଭୁବନେଶ୍ୱର : ଧରାପଡ଼ିଲା ଅଭିଯୁକ୍ତ ।  ତିନି ମାସ ପରେ ରାଜଧାନୀର ଓକିଲ ଦୀପାଳି ପ୍ରିୟଦର୍ଶିନୀ ଜେନା ଆତ୍ମହତ୍ୟା ମାମଲାର ଏକମାତ୍ର ଅଭିଯୁକ୍ତ ବିକ୍ରମ କେଶରୀ ମିଶ୍ର ଧରାପଡିଛି। ପୁଲିସ ସହିତ ଏତେ ଦିନ ଧରି ଲୁଚକାଳି ଖେଳିବା ପରେ ସେ ଆଜି ଆତ୍ମସମର୍ପଣ କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ...

lata
ଲତା ମଙ୍ଗେସକରଙ୍କ କୋଳରେ କୁନି ଋଷି କପୁର ! ସୋଶାଲ ମିଡ଼ିଆରେ ଭାଇରାଲ୍‌

ନୂଆଦିଲ୍ଲୀ  :ବଲିଉଡ୍‌ ଅଭିନେତା ଋଷି କପୁର ନିଜର ଟ୍ୱିଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । ଏହି ଅଭିନେତା ନିଜର ମତକୁ ଟ୍ୱିଟରେ ପ୍ରଂଶସଙ୍କସହ ସେୟାର କରିଥାନ୍ତି । କିନ୍ତୁ ଏବେ ଋଷି ପ୍ରଶଂସକଙ୍କ ପାଇଁ ଏକ ଫଟୋ ସେୟାର କରିଛନ୍ତି , ଯାହାକି ତାଙ୍କ ପାଇଁ ବହୁତ...

naveen
ଏନ୍‌ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ବାଧ୍ୟତାମୂଳକ ନୁହଁ

ଭୁବନେଶ୍ୱର : ଏନ୍‌ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ ପ୍ରଦାନ ଓଡ଼ିଶାରେ ବାଧ୍ୟତାମୂଳକ ନୁହଁ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ କରିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏହାଛଡ଼ା ଜାତି ସଂପର୍କିତ ତଥ୍ୟ ଦେବା ସ୍ଥାନରେ ଏସ୍‌ସି ଓ ଏସ୍‌ଟି ସହ ଓବିସି ରଖିବାକୁ...

high court
୫୮ ବର୍ଷରେ ଅବସର ନେଲେ କ୍ଷତିପୂରଣ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର :  ୫୮ ବର୍ଷରେ ଜଣେ ନିଗମ କର୍ମଚାରୀଙ୍କ ଅବସର ନେଇ କ୍ଷତିପୂରଣ ଦେବେ ରାଜ୍ୟ ସରକାର। ୭ ପ୍ରତିଶତ ସୁଧ ସହ ବକେୟା ଦରମା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୁଲିସ ହାଉସିଂ କର୍ପୋରେସନର ବ୍ରିଜେଶ ଗିରି ନାମକ ଜଣେ ସିନିୟର ଆକାଉଣ୍ଟାଣ୍ଟ ଅଫିସରଙ୍କ ମାମଲାର ବିଚାର କରି...

manoj das
ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ଅସମ୍ମାନ

ପୁଡୁଚେରୀ : ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସାମିଙ୍କ ଅସମ୍ମାନ। ଆଗରୁ ଅବଗତ କରାଯାଇନଥିବା କହି ଉଭୟଙ୍କୁ ସମ୍ବର୍ଦ୍ଧନା ଦେବାକୁ ମନା କଲେ ନାରାୟଣ ସାମି।  ପଦ୍ମ ପୁରସ୍କାର ପାଇଥିବାରୁ ସାହିତ୍ୟିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି. କେ....

elephant
ଧରାପଡ଼ିଲା ନରହନ୍ତା ଦନ୍ତା

ଯାଜପୁର : ପ୍ରାୟ ୧୦ ଦିନର ଆତଙ୍କ ଏବଂ ତନାଘନା ପରେ ଶେଷରେ କାବୁ ହେଲା ଯାଜପୁର ଜିଲ୍ଲାର ସେହି ନରହନ୍ତା ଦନ୍ତା। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ୨ଥର ଟ୍ରାଙ୍କୁଲାଇଜ୍ କରାଯାଇ ହାତୀକୁ କାବୁ କରିଛନ୍ତି ବନବିଭାଗ କର୍ମଚାରୀ। ଗତକାଲିଠୁ...

୧୨ରେ ଆସିବେ ଅମିତ୍ ଶାହ

ଭୁବନେଶ୍ୱର : ଚଳିତମାସ ୩୧ତାରିଖ ପରିବର୍ତ୍ତେ ଫେବୃୟାରୀ ୧୩ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍‌ର ୨୪ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସିଏଏ,ଏନଆରପି ଓ ଏନଆରସିକୁ ନେଇ ଦେଶବ୍ୟାପୀ ଉଷ୍ମତା ଲାଗି ରହିଥିବାବେଳେ ଦୀର୍ଘ ୨୯ବର୍ଷ...

dating app
ଡେଟିଂ ଆପ୍‌ରେ ୮ ଲକ୍ଷ ବିବାହିତ ! ପରକୀୟା ପ୍ରୀତି ପାଇଁ ସାଥି ଖୋଜା

ନୂଆଦିଲ୍ଲୀ : ଡେଟିଂ ଆପ୍ଲିକେସନ୍‌ର ଡାର୍ଟି କାହାଣୀ ବାବଦରେ ଚମକାଇ ଦେବାଭଳି ଏକ ରିପୋର୍ଟ ଆସି ପହଞ୍ଚିଛି। ୮ ଲକ୍ଷ ଭାରତୀୟ ପୁରୁଷ ଓ ମହିଳା ପରକୀୟା ପ୍ରୀତି ପାଇଁ ସାଥୀ ଖୋଜା ଉଦ୍ଦେଶ୍ୟରେ ବିଭିନ୍ନ ଡେଟିଂ ଆପ୍‌ର ସହାୟତା ନେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଟେକ୍‌ ସିଟି...

lingraj
ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସରକାରଙ୍କ ‘ଏକାମ୍ର ପ୍ୟାକେଜ୍‌’

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ପାରିପାଶ୍ୱିର୍କ ଅଞ୍ଚଳର ୬୫ଏକର ପରିମିତ ଜମିରେ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆଜି ‘ଏକାମ୍ର ପ୍ୟାକେଜ୍ ’ ଘୋଷଣା କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ouat
OUAT ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ

ଭୁବନେଶ୍ୱର  : ଭୁବନେଶ୍ୱର ସ୍ଥିତ OUAT ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ।  ଫାର୍ମରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ଭୋପାଳ ଯାଇଥିବା ସାମ୍ପଲରୁ ଚିହ୍ନଟ ହେଲା ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଚିହ୍ନଟ ନେଇ ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡାଙ୍କ ସୂଚନା । OUAT...

dillip construction
ବାରଣ ସତ୍ତ୍ୱେ କାମ କରୁଥିଲା ଠିକା ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକ୍ସନ୍

ଭୁବନେଶ୍ୱର :  କାମରୁ ବାରଣ କରାଯିବା ପରେ ବି ବିମାନ ବନ୍ଦର ଟର୍ମିନାଲ ଲିଙ୍କ୍‌ ବିଲିଡିଂ କାମ କରୁଥିଲା ଦିଲ୍ଲୀପ କନଷ୍ଟ୍ରକସନ କମ୍ପାନୀ। ବିମାନ ବନ୍ଦର ପ୍ରାଧିକରଣ ୱେବସାଇଟ୍ ଖିଲାପି ଠିକାଦାରଙ୍କ ତାଲିକାରେ ଅଛି ଦିଲ୍ଲୀପ କନଷ୍ଟ୍ରକସନର ନାଁ। ତେବେ କାମ ବନ୍ଦ ପାଇଁ ବାରଣ ସତ୍ତ୍ୱେ ବି...

missing--1
୮ ବର୍ଷ ପରେ ଘରକୁ ଫେରିଲେ ଯୁବକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) :  ନା ପରିଚୟ ଥିଲା ନା ଠିକଣା। ଯବାନ ବୟସରେ ବି ସେ ନିଜକୁ ଚିହ୍ନିପାରୁ ନଥିଲେ। ଯାଯାବର ହୋଇ ବୁଲୁଥିଲେ। କିଏ ଦିମୁଠା ଦେଲେ ଖାଉଥିଲେ ତ’ ପୁଣି କିଏ କିଏ କେତେବେଳେ ପାଗଳ କହି ମାଡ଼ ମାରୁଥିଲେ। ଏମିତି ବିତୁଥିଲା ଜୀବନ।...

woman
ମୁଁ ତାଙ୍କ ସ୍ତ୍ରୀ : ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

ଜଳେଶ୍ୱର : ପ୍ରଥମେ ପ୍ରେମ, ପରେ ବିବାହ ଆଉ ତାପରେ ପ୍ରତାରଣ । ଏମିତି ଏକ ଘଟଣାକୁ ନେଇ ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ ଧାରଣାରେ ପ୍ରେମିକା। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କୁହ୍ଲା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ପ୍ରେମିକା ଜଣକ ନ୍ୟାୟ ପାଇବା...

tiktok
ସ୍କୁଲ ଶିକ୍ଷୟିତ୍ରୀଙ୍କ ଟିକ୍‌ଟକ୍ ଭିଡିଓ ଭାଇରାଲ

ନରସିଂହ ପୁର  : ଟିକ୍‌ଟକ୍‌ ଯେମିତି ସମସ୍ତଙ୍କୁ ପାଗଳ କରିଛି। ଛୋଟ ଠାରୁ ବଡ଼ ସବୁ ବର୍ଗର ଲୋକେ ମାତିଛନ୍ତି ଏଥିରେ । ଏମିତି ଏକ ଭିଡ଼ିଓ ଭାଇରାଲ୍‌ ହୋଇଛି । ପୁଣି ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କର । ପ୍ରେମ ତୋର ଛିଟାଛିଟା…।  ଓଡ଼ିଆ ସିନେମା ଗୀତରେ ଟିକ୍‌ଟିକ୍‌...

dog
ମାଆ ପରି କିଏ ହେବ...

ଭଦ୍ରକ  : ମଣିଷ ହେଉ କି ପଶୁ । ଛୁଆ ପାଇଁ ସବୁ ମାଆଙ୍କର ମମତା ଆଉ ଦରଦ । ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏମିତି ଏକ ଭିଡିଓ  ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଘଟଣାଟି ଭଦ୍ରକ ସହରର ଆରଡ଼ି ଛକ ଅଞ୍ଚଳ ବୋଲି ଜଣାପଡ଼ିଛି । ଗାଡ଼ି...

mm
ସମ୍ବିଧାନକୁ ସାକ୍ଷୀ ରଖି ଦୁଇ ପ୍ରେମୀ ଯୁଗଳ କଲେ ବିବାହ

ଭୁବନେଶ୍ୱର :  ବିନା ବାଜା ରୋଷଣୀ, ବରଯାତ୍ରୀ ଆଉ ବେଦମନ୍ତ୍ର ଉଚ୍ଚାରଣରେ ସମ୍ପର୍ଣ୍ଣ ହେଲା ବିବାହ। ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଅରିଜିତ ଓ ଶିବାଲିକା ।ରାଜଧାନୀ ଭୁବନେଶ୍ୱରରେ ବିନା ଜାତି, ଜାତକ, କର୍ମକାଣ୍ଡରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ।...