• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

fire
କୁଲର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ସମ୍ୱଲପୁର : ସମ୍ୱଲପୁର ସୁନାପାଲି ଅଞ୍ଚଳରେ ଥିବା ଏକ କୁଲର ଗୋଦାମରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ରାତି ପ୍ରାୟ ୧୧ଟା ବେଳେ ହୋଇଥିବା ବେଳେ ଗୋଦାମରେ ନିଆଁ ଲାଗି ବହୁ କୁଲର ଓ କୁଲର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍‌ ସଟ୍‌...

fog
ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଲା କୁହୁଡ଼ି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲା, ଭୁବନେଶ୍ୱରରେ କୁହୁଡ଼ି ଆସ୍ତରଣ ରହିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ...

ras
ଆଜି ଓଟିଭି ପକ୍ଷରୁ ରସଗୋଲା ମହୋତ୍ସବର ଆୟୋଜନ

କଟକ : ଆଜି କଟକରେ ପାଳନ ହେବ ରସଗୋଲା ମହୋତ୍ସବ। ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି ରସଗୋଲା ମହୋତ୍ସବ-୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ । ସନ୍ଧ୍ୟା ୫ଟା ସମୟରେ ଏହି...

staff pcr
ସସପେଣ୍ଡ ହେଲେ ପିସିଆର୍ ଷ୍ଟାଫ୍

ଭୁବନେଶ୍ୱର :  ରାଜଧାନୀରେ ପୁଲିସ ଉପସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ନିର୍ଧୁମ୍ ମାଡ଼ । ଆଉ ଏଥିପାଇଁ କର୍ତ୍ତବ୍ୟରେ ଅବହେଳା ଲାଗି ସସପେଣ୍ଡ ହୋଇଛନ୍ତି ଜଣେ ପିସିଆର୍ ଷ୍ଟାଫ୍ । କାର୍ ପାର୍କିଂକୁ ନେଇ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ୩ ଦୁର୍ବୃତ୍ତ। ଆକ୍ରମଣରେ...

fraud
ମହଙ୍ଗା ପଡ଼ିଲା ମିଛ ଡାକ୍ତର କହି ବିବାହ କରିବା : ବନ୍ଧା ହେଲେ ମିଛୁଆ ସ୍ୱାମୀ

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ମିଛ ଡାକ୍ତର ପରିଚୟ ଦେଇ ବିବାହ କରିବା । ଏନେଇ ଥାନାରେ ଅଭିଯୋଗ ପରେ ବନ୍ଧା ହୋଇଛି ମିଛୁଆ ସ୍ୱାମୀ । ଆଉ ଏବେ ପୁଲିସ ମିଛୁଆ ସ୍ୱାମୀର ବାପା ପୂର୍ବତନ ମୁଖ୍ୟ ସର୍ବୋଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ୱାଳଙ୍କୁ ଖୋଜୁଛି । ସେପଟେ...

puri-1
ଆଜି ମକର ସଂକ୍ରାନ୍ତି , ଶ୍ରୀମନ୍ଦିରରେ ମକର ବେଶରେ ବିଭୂଷିତ ହେବେ ଶ୍ରୀଜିଉ

ପୁରୀ :  ଆଜି ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଶ୍ରୀଜିଉ ମକର ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ୬ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯିବ । ମଧ୍ୟାହ୍ନ ଧୂପ...

electric-3
ନରମିଲା ସେସୁ, ହେବନି ବିଦ୍ୟୁତ କାଟ୍‌

ଭୁବନେଶ୍ୱର : ବିରୋଧୀଦଳ ଗୁଡ଼ିକର ଜୋରଦାର ବିରୋଧ ପରେ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସେସୁ ଆଜି ନରମ ଆଭିମୁଖ୍ୟ ପୋଷଣା କରିଛି। ବିଦ୍ୟୁତ ବିଲ୍ ବକେୟା ରଖିଥିବା ଗ୍ରାହକଙ୍କର ବିଦ୍ୟୁତ ସଂଯୋଗକୁ ଆସନ୍ତା ୧୬ତାରିଖରୁ କାଟିବା ନିମନ୍ତେ ସେସୁ କରିଥିବା ଘୋଷଣାରୁ ଆଜି ଓହରି ଯାଇଛି। ପର୍ଯ୍ୟାୟକ୍ରମେ ଏହି...

scb
SCBରେ ଭୟଙ୍କର ସେବା ; ନିରାଶ୍ରୟ ଓ୍ୱାର୍ଡରେ ରୋଗୀଙ୍କ ଉପରେ ବସୁଛି ଠେଙ୍ଗା ପାହାର

କଟକ : ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍‌ ହେଉଛି ଏସ୍‌ସିବି ମେଡିକାଲ୍‌। ଏହି ମେଡିକାଲ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେବେଳେ ଡାକ୍ତରଙ୍କୁ ରୋଗୀ ତ ଆଉ କେତେବେଳେ ରୋଗୀଙ୍କୁ ଡାକ୍ତର ମାଡ଼ ମାରୁଛନ୍ତି। ତେବେ ଆଜି ସମସ୍ତଙ୍କୁ ଚମକାଇ ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ମେଡିକାଲ୍‌ରେ...

aus_1522722039_sm
୧୦ ୱିକେଟ୍‌ରେ ଅଷ୍ଟ୍ରେଲିଆର ବିଜୟ

ମୁମ୍ବାଇ: ୱାଙ୍ଖଡେରେ ଆଣ୍ଠେଇଛି ଟିମ୍ ଇଣ୍ଡିଆ। ୨୦୨୦ରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ ଏବଂ ପରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପରାଜୟର ମୁଖ୍ୟ କାରଣ ସାଜିଛି। ବ୍ୟାଟିଂ...

exam
ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ କରିବା ବାଧ୍ୟତାମୂଳକ

ବାଲେଶ୍ୱର/ ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବ। କଡ଼ାକଡ଼ି ପ୍ରଥମ ବର୍ଷ ପରୀକ୍ଷା ପାସ୍ ନକଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେନି ଛାତ୍ରଛାତ୍ରୀ। ଏଭଳି ସଂସ୍କାର ମୂଳକ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା...

battery cycle
ବ୍ୟାଟେରୀ ସାଇକେଲ ତିଆରି କଲେ ଆଇଟିଆଇ ଛାତ୍ର

ବ୍ରହ୍ମପୁର  : ବ୍ରହ୍ମପୁର ସରକାରୀ ଆଇଟିଆଇର ଫିଟର ଛାତ୍ର ଦେଖାଇଛନ୍ତି କମାଲ।  ଫିଟର ଛାତ୍ର ଆଦିତ୍ୟ ବେହେରା ତିଆରି କରିଛନ୍ତି ଏକ ବ୍ୟାଟେରୀ ସାଇକେଲ।  ଯେଉଁଥିରେ ଦୁଇଟି ବ୍ୟାଟେରୀ ସହ ଏକ ମୋଟର ଲଗାଯାଇଛି। ଏହି ସାଇକେଲରେ ଲାଗିଥିବା ବ୍ୟାଟେରୀ ୩ ଘଣ୍ଟା ଚାର୍ଜ କଲେ, ୨୦ କିମି...