• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

bus
ମିଳିଲା ୪ ମୃତକଙ୍କ ପରିଚୟ , ଏବେ ବି ବସ୍ ଭିତରେ କିଛି ଯାତ୍ରୀ ଫସି ରହିଛନ୍ତି

ଗଞ୍ଜାମ : ଘାଟିରୁ ଖସିଲା ଯାତ୍ରୀବାହୀ ବସ୍ । ୭ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା । ଗଂଜାମ ଜିଲ୍ଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୭ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଦିଗପହଣ୍ଡି ମେଡିକାଲରେ...

puri-1
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ଦିନ ମହାପ୍ରଭୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିବେ...

garden
ପ୍ଲାଷ୍ଟିକ ବ୍ୟବହାର ଉପରେ ସଚେତନ ପାଇଁ ନିଆରା ପ୍ରୟାସ

ଭଦ୍ରକ (ପାର୍ଥ ସାରଥୀ ନାୟକ) : ସଜେଇ ହୋଇଛି ବିଦ୍ୟାଳୟର ବଗିଚା। ରଙ୍ଗରେ ଚିତ୍ରିତ କରି ଫ୍ଲାଓ୍ୱାର ବେସ୍, ମୟୂର, ଫ୍ଲାଓ୍ୱାର ଟ୍ରି, ସାଇନିଂ ସୂର୍ଯ୍ୟ, ଜିଏସ୍ଏଲ୍‌ଭି ସାଟେଲାଇଟର ମଡେଲ ଶୋଭା ପାଉଛି ବଗିଚାରେ । ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମିଳିମିଶି ତିଆରି କରିଛନ୍ତି ଏହି ଫାଇବର ଗାର୍ଡେନ,...

seat
ଏଣିକି ବସ୍‌ରେ ମହିଳାଙ୍କ ସିଟ୍‌ରେ ପୁରୁଷ ବସିଲେ ଦେବାକୁ ପଡିବ ଜରିମାନା

ଭୁବନେଶ୍ୱର : ଏଣିକି ବସ୍‌ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ରେ ପୁରୁଷ ବସିଲେ ଦେବାକୁ ପଡିବ ଜରିମାନା। ଏହାସହ କଟକଣା ଅବମାନନା କଲେ ମଧ୍ୟ ଦେବାକୁ ପଡିବ ଫାଇନ୍। ମଙ୍ଗଳବାର ୫ଟି ବସ୍ ମାଲିକ ସଂଘକୁ ନେଇ କମିଶନରେଟ୍ ପୁଲିସ୍‌ ତରଫରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।...

accident
ଘାଟିରୁ ଖସିଲା ବସ୍‌ ; ୭ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ମୋହନା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳା ନିକଟସ୍ଥ ବ୍ରିଜ୍‌ ତଳକୁ ଏକ ବସ୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ବେଳେ ଜଣେ ୧୨...

e police
ଗାଡ଼ି ଚୋରି ମାମଲାରେ ଆଉ ଥାନାକୁ ଦୌଡ଼ିବାକୁ ପଡିବନି

ଭୁବନେଶ୍ୱର : ରାଜ୍ୟସରକାର ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜିଠୁ ରାଜ୍ୟରେ ଇ-ଥାନା ବା ଭର୍ଚୁଆଲ ଥାନାର ଶୁଭାରମ୍ଭ କରିଛନ୍ତି। ଏହି ଥାନା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପରିସରରେ କାର୍ଯ୍ୟକ୍ଷମ ହେବ ଓ ଏହାର ପରିସୀମା ସମଗ୍ର ରାଜ୍ୟବ୍ୟାପୀ ରହିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ...

cm
ମନୋଜ ଦାସଙ୍କୁ ଭେଟି ସମ୍ମାନିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ: ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସଦ୍ୟ ପଦ୍ମ ଭୂଷଣ ପାଇଁ ମନୋନୀତ ମନୋଜ ଦାସଙ୍କୁ ଆଜି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଭେଟିଛନ୍ତି। ମଙ୍ଗଳବାର ନାରାୟସାମୀ ମନୋଜ ଦାସଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ସାହିତ୍ୟ ଓ...

sunanda
ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ପ୍ରତିଷ୍ଠା ହେବ 'ସୁନନ୍ଦା ସମ୍ମାନ' ଓ ଏକ 'ଚେୟାର'

ଭୁବନେଶ୍ୱର : ପ୍ରତିଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଏକ ଚେୟାର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରି କହିଛନ୍ତି ଯେ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ...

nirmala -1
ବଦଳିବ ଟାକ୍ସ ସ୍ଲାବ୍ ନା ମିଳିବ ରିହାତି ; ତାକୁ ନେଇ ବଢୁଛି ଉତ୍କଣ୍ଠା

ନୂଆଦିଲ୍ଲୀ :  ଦେଶର ଅର୍ଥ ବ୍ୟବସ୍ଥା ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ, ଆଉ ୩ ଦିନ ପରେ ସଂସଦରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଜ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଅର୍ଥମନ୍ତ୍ରୀଙ୍କ ଫୋକସ୍‌ରେ ରହିବ କେଉଁ ସବୁ...

BIRDFLU
Bird Flu ଭୟ : ତତ୍କାଳ ପଦକ୍ଷେପ ନେଲେ ପ୍ରାଣୀ ସଂପଦ ବିଭାଗ

ଭୁବନେଶ୍ୱର : ଗବେଷଣା ଲାଗି ଉଦ୍ଦିଷ୍ଟ OUAT କୁକୁଡ଼ା ଫାର୍ମରେ bird flu ସଂକ୍ରମଣ। ପରେ ତ୍ୱିରତ ପଦକ୍ଷେପ  ରୋଗ ଯେଭଳି ନବ୍ୟାପିବ ସେଥିଲାଗି ଫାର୍ମର ସବୁ କୁକୁଡାଙ୍କୁ ମାରି ପୋତାଯାଇଛି। OUAT ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସମସ୍ତ କୁକୁଡ଼ାଙ୍କୁ ସଂଗ୍ରହ କରି ମରାଯାଉଛି। ଘରୋଇ...

cricket
ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ମାରିଲେ ୪୮ ଛକା ଏବଂ ୭୦ ଚୌକା !

ଢାକା : ବାଂଲାଦେଶରେ ୫୦ ଓଭର ବିଶିଷ୍ଟ ଦ୍ୱିତୀୟ ଶ୍ରେଣୀ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ୪୮ ଛକା ଏବଂ ୭୦ ଚୌକା ମାରିଛନ୍ତି, ଯାହା ବଳରେ ଏହି ମ୍ୟାଚରେ ମୋଟ ୮୧୮ ରନ୍ ହୋଇଛି। ଢାକାସ୍ଥିତ ସିଟି କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଘରୋଇ ମ୍ୟାଚରେ ନର୍ଥ ବେଙ୍ଗଲ କ୍ରିକେଟ୍...

padmanabha
ପରିବହନ ମନ୍ତ୍ରୀ ପଦ୍ମନାଭଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଥର ନିର୍ବାଚନ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ବଦଳାଉଛନ୍ତି। ଏହାର ତଦନ୍ତ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ଯୁବକ ଭଗବାନ ବାଘ ଏନେଇ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଅଭିଯୋଗ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ...

girls stomach
ନାବାଳିକାଙ୍କ ପେଟରୁ ବାହାରିଲା ଅଧ କେଜିର ମଣିଷ ଚୁଟି ଓ ସାମ୍ପୋ ପ୍ୟାକେଟ୍‌

କୋଏମ୍ୱାଟୁର  : କୋଏମ୍ୱାଟୁରରେ ସିଟି ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏହି ହସ୍ପିଟାଲର ଡାକ୍ତରୀଦଳ ଜଣେ ୧୩ ବର୍ଷୀୟା ଝିଅ ପେଟରୁ  ଅଧ କେଜିରୁ ଅଧିକ ମଣିଷ ଚୁଟି , ଖାଲି ସାମ୍ପୋ ପ୍ୟାକେଟ୍‌ ଭଳି ପ୍ଲାଷ୍ଟିକ୍‌ ଦ୍ରବ୍ୟ ବାହାର କରିଛନ୍ତି । ସୂଚନା ମୁତାବକ,...