• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

assam
ଆସାମରେ ବିସ୍ଫୋରଣ

ଆସାମ : ସାଧାରଣତନ୍ତ୍ର ଦିବସରେ କଡ଼ା ସୁରକ୍ଷା ବଳୟ ଭିତରେ ଆସାମରେ ବିସ୍ଫୋରଣ।  ଉତ୍ତରାଞ୍ଚଳରେ ୪ଟି ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ଗ୍ରେନେଡ୍ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ମାତ୍ର ୧୫ ମିନିଟି ବ୍ୟବଧାନରେ ସକାଳ ୮ଟା ୧୦ରୁ ୮ଟା ୨୫ ମଧ୍ୟରେ ଏହିସବୁ ବିସ୍ଫୋରଣ ହୋଇଥିଲା। ଆସାମ...

criminal
ରାଜନୀତିରେ ଅପରାଧୀକରଣ ରୋକିବାକୁ ପାଳନ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର :  ଅପରାଧିକ ପୃଷ୍ଠଭୂମି ଥିଲେ ଲଢି ହେବନି କି ନିର୍ବାଚନ ? ରାଜନୀତିରେ ଅପରାଧୀକରଣ ରୋକିବାକୁ ଏ ପ୍ରଶ୍ନକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ୨୦୧୯ ସେପ୍ଟେମ୍ବର ୨୫ରେ...

r day
ଗଣତନ୍ତ୍ର ଦିବସରେ ନାରୀଶକ୍ତି ଦେଖିଲା ବିଶ୍ୱ

ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସରେ ଜଣେ ଫୋର୍ଥ ଜେନେରେସନ୍‌ ସେନା ଅଧିକାରୀ ତାନିଆ ଶେରଗିଲ୍‌ ଏକ ଅଲ୍‌ ମେନ୍‌ ମାର୍ଚ୍ଚିଂ କଣ୍ଟିଜେଣ୍ଟର ନେତୃତ୍ୱ ନେଉଥିଲେ। ଏହି ଦୃଶ୍ୟ ସମସ୍ତଙ୍କୁ ଅଭିଭୂତ କରିଛି। ୨୬ ବର୍ଷ ବୟସ୍କ ଶେରଗିଲ ଇତିହାସର ପ୍ରଥମ ପରେଡ୍‌ ଆଡଜଟାଣ୍ଟ ଥିଲେ। ସେ...

old man -1
ପୁଅ ବୋହୂଙ୍କ ମାଡ଼ ଭୟରେ ଘର ଛାଡିଲେ ବୃଦ୍ଧ ବାପା

ବାଲେଶ୍ୱର/ସୋର : ପିଲାଟିଏ ଜନ୍ମ ହେଲେ ବାପା ମାଆ ଭାବିଥାନ୍ତି ବୁଢାକାଳେ ସେମାନଙ୍କୁ ସହାୟ ହେବ।  ହେଲେ ବୃଦ୍ଧ କାଳେ ଯଦି ବାପାମାଆଙ୍କୁ ପିଲାମାନେ ହେୟ କରିବେ, ତାହେଲେ ତାଙ୍କ ପାଇଁ ଜରା ନିବାସ, ନହେଲେ ଅନାଥ ଆଶ୍ରମ ସାହା ଭରସା।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି...

ipsita
୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଲେ ଇପସିତା

କୋରାପୁଟ :  ଓଡ଼ିଆ କୁନି ଝିଅଙ୍କ କମାଲ। ମାତ୍ର ୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସୁନାବେଡାର ଚତୁର୍ଥ ଶ୍ରେଣୀରେ ପଢୁଥିବା ଆଇଓ୍ୱା ଇପ୍‌ସିତା।  ଜାତୀୟସ୍ତରର ପ୍ରତିଯୋଗିତାରେ ସେ ପ୍ରଥମ ହୋଇଛନ୍ତି। ଇପସିତା ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ କମ୍ପାନୀ ପକ୍ଷରୁ...

mao
ଗ୍ରାମବାସୀଙ୍କ ଆକ୍ରମଣରେ ମାଓବାଦୀ ମୃତ !

ମାଲକାନଗିରି : ମାଲକାନଗିରିରେ ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ୧୦ରୁ ଅଧିକ ଘର ଜାଳିଦେଇଥିବା ବେଳେ ଏହି ସଂଘର୍ଷରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପାପରମେଟଲା ଥାନା ଯୋଡ଼ାଆମ୍ବ ଗାଁରେ ଏହି ଘଟଣା ଘଟିଛି। ମାଓ ଭୟରେ ଲୋକେ ଗାଁ ଛାଡ଼ି ନିକଟସ୍ଥ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। କୁନ୍ତୁରୁପଦର...

sachin
୧୦୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସଚିନ୍‌ , ଜାଣନ୍ତୁ ସେହି ବ୍ୟକ୍ତି ଜଣଙ୍କ କିଏ ?

ମୁମ୍ୱାଇ : ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀ ଶନିବାର ଦିନ ନିଜ ଜୀବନର ଶତକ ପୂରଣ କରିଛନ୍ତି । ଡାହାଣ ହାତି ବ୍ୟାଟ୍‌ସ ମ୍ୟାନ୍‌ ଥିବା ରାୟଜୀଙ୍କୁ ୧୦୦ ପୂରିଛି । ସେ ୧୯୪୦ର ଦଶକରେ ୯ଟି ପ୍ରଥମ  ଶ୍ରେଣୀ  ମ୍ୟାଚ୍‌ ଖେଳି...

cricket
ଅକଲ୍ୟାଣ୍ଡରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତିଲା ଭାରତ

ଅକଲ୍ୟାଣ୍ଡ୍‌ : ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଇଡେନ ପାର୍କରେ ଜବରଦସ୍ତ ଝଟକା ଦେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭ ଓ୍ୱିକେଟରେ ପରାସ୍ତ କରିଛି। ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ବିଜୟ ଦେଶବାସୀଙ୍କ ପାଇଁ ଉପହାର ସାଜିଛି। ଭାରତ ନ୍ୟୁଜିଲ୍ୟାଣ୍ଡ ସହିତ...

police
ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ଦୁଇ ଯୁବତୀ ଲୋୟର ପିଏମଜିରେ ଧାରଣା ଦେଇଥିଲେ। କିନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ପୁଲିସ ସେମାନଙ୍କୁ ହଟାଇ...

airport5
ଏୟାରପୋର୍ଟ ଟ୍ରାଜେଡି : ୪ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ୪ ଜଣ ଗିରଫ । ଠିକା ସଂସ୍ଥା ଦିଲୀପ କନଷ୍ଟ୍ରକସନ ମୁଖ୍ୟ ଠିକାଦାର ଦିଲୀପ ଖଟେଇଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଏଜିଏମ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି।...

shani2
୩୦ ବର୍ଷ ପରେ ସ୍ୱଗୃହକୁ ଶନି ଚଳନ ପରେ ବଢୁଛି ସଂଶୟ

ଭୁବନେଶ୍ୱର : କାହାର ପୁଷମାସ ତ କାହାର ହୋଇପାରେ ସର୍ବନାଶ। କାହା ଉପରେ ପଡ଼ିବ ନ୍ୟାୟର ଦେବତା ଶନିଙ୍କ କୋପଦୃଷ୍ଟି ? ଏବେ ଏଭଳି ସଂଶୟ ଅବସ୍ଥାରେ ଅଛନ୍ତି ଭାଗ୍ୟ ଓ ଭବିଷ୍ୟତ ଉପରେ ଗଭୀର ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ । କାରଣ ଜ୍ୟୋତିର୍ବିଦ୍‌ଙ୍କ ମତରେ ଦୀର୍ଘ...

beauty
ବାଂଲା ବ୍ୟୁଟିର ବ୍ରାଉନସୁଗାର ବେପାର

ଭୁବନେଶ୍ୱର : ବାଂଲା ବ୍ୟୁଟିର ଧଳା ଜହର କାରବାର। ଦେଖିବାକୁ ବ୍ୟୁଟି, ହେଲେ ବେପାର ବ୍ରାଉନସୁଗାର। ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦି ପଡ଼ିଆରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପଶ୍ଚିମବଙ୍ଗର ବ୍ୟୁଟି ପୋଦାର ଓ ତାର ଦୁଇ ସହଯୋଗୀ ଧରାପଡିଛନ୍ତି । ଏବେ ତାର ଭାଇକୁ ଖୋଜୁଛି ପୁଲିସ ।...

crocodile
ରାସ୍ତା ଉପରେ କୁମ୍ଭୀର ; ଲୋକେ ଭୟଭୀତ

କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରୀ ଗାଁରେ କୁମ୍ଭୀର ଆତଙ୍କ। ନଦୀ ବନ୍ଧରେ ଥିବା କୁମ୍ଭୀର ଏବେ ରାଜ ରାସ୍ତାକୁ ଆସିବା ଫଳରେ ଲୋକେ ଭୟଭୀତ। ଗତ ଦୁଇ ଦିନ ହେଲାଣି ୪ଟି କୁମ୍ଭୀର ସେହି ଅଚଳରେ ଡେରା ପକାଇଛନ୍ତି। ନିକଟସ୍ଥ ଗାଁ ପୋଖରୀକୁ...

collector
ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣଙ୍କର  କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ। ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଥିଲେ...

corona
ଓଡ଼ିଶାରେ କରୋନା ଭାଇରସର ମୁକାବିଲା ପାଇଁ ଆଡଭାଇଜରି ଜାରି

ଭୁବନେଶ୍ୱର : ‘କରୋନା’ ଭାଇରସ୍‌ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଏହି ଭାଇରସ୍‌ରେ ଭାରତରେ ବହୁ ଲୋକ ମଧ୍ୟ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଏହି ରୋଗର ମୁକାବିଲା ପାଇଁ ଆଜି ଆଡଭାଇଜରି ଜାରି...

cycle
ସ୍କୁଲ ଭିତରୁ ମିଳିଲା ମୃତଦେହ

ରେଢ଼ାଖୋଲ : ସ୍କୁଲ ଭିତରୁ ମିଳିଲା ମୃତଦେହ। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ।...