• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

gunda
ଶିଖ୍ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାରେ ପୁଲିସର ତଦନ୍ତକୁ ନେଇ ବଢୁଛି ବିତର୍କ

ଭୁବନେଶ୍ୱର : ରାଜଧାନୀରେ ଶିଖ୍ ବ୍ୟକ୍ତି ପରବିନ୍ଦର ପାଲ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ବିତର୍କ । ପରବିନ୍ଦରଙ୍କ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଏବଂ ପଗଡ଼ିକୁ ଅସମ୍ମାନ କରାଯାଇଥିବାରୁ ୨୯୫ A ଲଗାଇବାକୁ କୋର୍ଟରେ ଆବେଦନ କରାଯିବ ।...

kk
ଶବ ମାଗୁଛି ସମ୍ମାନ

ବାଲେଶ୍ୱର : ଶ୍ମଶାନ ଅଛି। ହେଲେ ଅନେକ ସମୟରେ ସେଠି ଶବ ସତ୍କାର ହୁଏନି। ଶ୍ମଶାନ ପାଖରେ ଥିବା ଖୋଲା ପଡ଼ିଆରେ ଅଳିଆ ଫୋପାଡିଲା ଭଳି ମୃତଦେହ ଗୁଡ଼ିକୁ ଫିଙ୍ଗି ଦିଆଯାଏ। କେତେବେଳେ ସେଗୁଡ଼ିକୁ କୁକୁର ଝୁଣି ଖାଆନ୍ତି ତ ଆଉ କେତେବେଳେ ଶିଆଳ ଖାଇଯାଆନ୍ତି। କେବଳ ଏତିକି...

ias
ପାୱାର କରିଡର ହଲଚଲ୍ ; ଓଡ଼ିଆ-ଅଣଓଡ଼ିଆ IASଙ୍କ ବିବାଦରେ ଫସିଛନ୍ତି କି ବିଜୟ କେତନ ?

ଭୁବନେଶ୍ୱର : ରାଜ୍ୟରେ IAS ଅଧିକାରୀ ଦୁଇ ଗୋଷ୍ଠୀ । ଓଡ଼ିଆ ଓ ଅଣ ଓଡ଼ିଆ ଅଫିସରଙ୍କ ଭିତରେ ଥିବା ବିବାଦ ପାଇଁ ଫସି ଥାଇପାରନ୍ତି ନିଲମ୍ବିତ IAS ବିଜୟ କେତନ ଉପାଧ୍ୟାୟ।  ବିଜୟଙ୍କ ପତ୍ନୀ ତୁଷିମା ମିଶ୍ର ଗତକାଲି ଏଭଳି ଅଭିଯୋଗ କରିବା ପରେ ଓଡ଼ିଆ ଓ...

helmet
ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ଭୋପାଳ  : ଆମେ ସମସ୍ତେ ଜାଣିଛେ , ହେଲମେଟ୍‌ ବାଇକ୍‌ ଚଳେଇଲେ ହେଲମେଟ୍‌ର କେତେ ଜରୁରୀ ହୋଇଥାଏ । ସଡ଼କରେ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ ମଧ୍ୟରେ ବେଶୀ ହେଲମେଟ ନ ପିନ୍ଧିବା ଯୋଗୁଁ ହୋଇଥାଏ । ସରକାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଏ ଦିଗରେ ଅନେକ ସଚେତନତା...

food poision
ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ , ୩ ଗୁରୁତର ଅସୁସ୍ଥ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ଅଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅସୁସ୍ଥମାନେ ଏବେ ମଧ୍ୟ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ରାତିରେ ଭଞ୍ଜନଗର ବ୍ଲକ ତାରସିଙ୍ଗି ଥାନା ବଦାଙ୍ଗି...

murder
ବଇରୀ ସାଜିଲା ସ୍ୱାମୀ ; ସ୍ତ୍ରୀକୁ ମାରି ମାଟି ତଳେ ପୋତିଥିଲା

ସମ୍ୱଲପୁର(ସଞ୍ଜୟ ଜେନା) : ଅଳ୍ପ ଦିନରେ ସରିଗଲା ସୁଖର ସଂସାର। ସାତଜନମର ସାଥୀ ହେଲା ବଇରୀ। ସ୍ୱାମୀଙ୍କ ଅନୈତିକ ସମ୍ପର୍କ ହେଲା କାଳ। ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ସ୍ୱାମୀ! ଆଉ ନିଜ ମନ ଭିତରେ ଥିବା କୁତ୍ସିତ ପ୍ରକୃତିକୁ ସାକାର କରିବାକୁ ଯାଇ ସ୍ତ୍ରୀକୁ ମାଟି ତଳେ...

tusarkanti behera
ଅନଲାଇନ୍ ଠକଙ୍କୁ ଧରିବା ସହଜ ନୁହେଁ : ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର : ଅନଲାଇନ୍ ଠକ ଧରିବା ସହଜ ନୁହେଁ ବୋଲି ମାନିଲେ ମନ୍ତ୍ରୀ। ସୋଶାଲ ମିଡିଆ, ବିଭିନ୍ନ ୱେବସାଇଟ୍ ଓ ଆପ୍‌ରେ ହେଉଥିବା ଠକାମୀକୁ ଧରିବା ସହଜ ନୁହେ ବୋଲି କହିଛନ୍ତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏଥିଲାଗି ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ୟୁନିକ୍ ଆଇଡି...

drown
ଗାଧୋଇବା ବେଳେ ବୁଡ଼ିଗଲେ ୨ ଛାତ୍ର !

ସମ୍ବଲପୁର : ସମ୍ବଲପୁରରେ ୨ ଛାତ୍ରଙ୍କ ସଲିଳ ସମାଧି । ଦେବଝରଣ ୱାଟରଫଲ୍‌ରେ ଗାଧୋଇବା ହେଲା କାଳ । ପିକ୍‌ନିକ୍ ପାଇଁ ଯାଇ ଗାଧୋଇବା ବେଳେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତ । ମିଳିଥିବା ସୂଚନା ମୁତାବକ , ମୃତ ୨ଛାତ୍ର ବୁର୍ଲା ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ର ।...

record chlild
୫ ବର୍ଷର ପିଲା ତାଇକୋଣ୍ଡରେ କଲେ ଗିନିଜ୍‌ ୱର୍ଲଡ ରେକର୍ଡ

ହାଇଦ୍ରାବାଦ : କମ୍‌ ବୟସ କିନ୍ତୁ ନାଁ ଖୁବ୍‌ ଚର୍ଚ୍ଚିତ ।  ୫ ବର୍ଷୀୟ ଆସମନ ତନେଜା  ତାଇକୋଣ୍ଡରେ କରିଛନ୍ତି ଗିନିଜ୍‌ ୱର୍ଲଡ ରେକର୍ଡ । ହାଇଦ୍ରାବାଦର ଏହି ଶିଶୁଟି ନନ୍‌ ଷ୍ଟପ୍‌ ୧ ଘଣ୍ଟାରେ ୧୨୦୦ରୁ ଅଧିକ ଷ୍ଟ୍ରାଇକ୍‌ ମାରି ଇତିହାସ ରଚିଛନ୍ତି । ଆସମନ ତନେଜା...

thana
ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ। ସ୍ଥାନୀୟ ତୁଲଶୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ୨୦୧୮ ମସିହାର ଏକ ଭଡ଼ା ଘର ନେଇ ଏଠି ରହୁଥିଲେ। ତେବେ ଗତକାଲି ଶିକ୍ଷୟିତ୍ରୀଙ୍କ ଭାଇ ତୁଲଶୀପଲ୍ଲୀ ଆସି ଭଉଣୀଙ୍କୁ ଘରେ ପାଇନଥିବାରୁ ଖୋଜାଖୋଜି କରଥିଲେ।...

bjp
ରାଜ୍ୟ ବିଜେପିର ନୂଆ ସଭାପତି ପଦବୀକୁ ନେଇ କସରତ

ଭୁବନେଶ୍ୱର : ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ହେବ ନାମାଙ୍କନ। ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଶାୟୀ ପ୍ରାର୍ଥୀ ମାନେ ଅପରାହ୍ନ ୩ଟା ବେଳେ ନାମାଙ୍କନ ପତ୍ର ଦାଖଲ କରିବେ। ଏହାପରେ ୪ଟା...

wife attacked
ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

ରାଉରକେଲା : ଘରୋଇ କଳିର କରୁଣ ପରିଣତି । ପାରିବାରିକ କଳହ ପରେ ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏପରି କିଛି ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଡିଜେଲ୍ କଲୋନୀରେ। ଅଭିଯୋଗ ଅନୁସାରେ, ସ୍ୱାମୀ ଫିରୁ ବଡ଼ାଇ ତାଙ୍କ ସ୍ତ୍ରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା...

loot
ଚଳନ୍ତା ଟ୍ରେନ୍‌ରୁ ହେଉଛି ଲୁଟ୍ ! ସାବଧାନ

ଭୁବନେଶ୍ୱର : ଟ୍ରେନ୍ ଚାଲିବା ବେଳେ ଆପଣ ଗେଟ୍ ପାଖରେ ଠିଆ ହୋଇଛନ୍ତି କି ? ତା ହେଲେ ସାବଧାନ ।  କାରଣ କୌଣସି ମୁହୂର୍ତ୍ତରେ ବି କିଛି ବି ହୋଇପାରେ ଆପଣଙ୍କ ସହ । ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ଆପଣ...

scb3
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

କଟକ : ଏସ୍‌ସିବି ଡେଷ୍ଟିଚ୍ୟୁଟ ଓ୍ୱାର୍ଡରେ ରୋଗୀଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଆରମ୍ଭ ହେଲା ତନାଘନା। ଆଜି OHRC ସଦସ୍ୟ ଅସୀମ ଅମିତାଭ ଦାସଙ୍କ ସହ ଟିମ୍ ଏସ୍‌ସିବି ମେଡିକାଲ୍ ପହଞ୍ଚିଛନ୍ତି । ମେଡିକାଲ୍‌ର ଡେଷ୍ଟିଚ୍ୟୁଟ ଓ୍ୱାର୍ଡ ବୁଲିବା ସହ...