• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

tiger in home
ଘର ଭିତରେ ବାଘ

କଚ୍ଛ  : ଘର ଭିତରେ ପଶିଲା ବାଘ । ଗୁଜରାଟର କଚ୍ଛ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜିଲ୍ଲାର ମୋତିଗଧ୍ୟାର ଗାଁରେ ଜଣଙ୍କ ଘର ଭିତରେ ଏକ କଲରା ପତରିଆ ବାଘ ପଶି ଆସିଥିଲା। ଏହି ସମୟରେ ଘରେ କେହି ନଥିଲେ । ପରେ ଘର ମାଲିକ...

raghuvir
କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ସୁରତ : ଗୁଜରାଟ ସୁରତର କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ସାରୋଲୀ ଅଞ୍ଚଳରେ ଥିବା ରଘୁବୀର ଟେକ୍ସଟାଇଲ ମାର୍କେଟ୍‌ରେ ଲାଗିଛି ନିଆଁ। ତେବେ ନିଆଁ ଲିଭା କାର୍ଯ୍ୟରେ ୫୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଛି...

doctor4
ଦେବଦୂତ ସାଜିଲେ ଡାକ୍ତର ; ପ୍ରସୂତିଙ୍କୁ ୩୦କି.ମି ଭାରରେ ବୋହିଲେ ଡାକ୍ତରୀ ଟିମ୍

ମାଲକାନଗିରି : ଦେବଦୂତ ସାଜିଲେ ଡାକ୍ତର । ପାହାଡିଆ ରାସ୍ତାରେ ପ୍ରସୂତିଙ୍କୁ ଚିକିତ୍ସା କରିବା ସହ ପ୍ରାୟ ୩୦ କିଲୋମିଟର ଭାର କରି ମେଡିକାଲରେ ପହଞ୍ଚାଇଛନ୍ତି । ମାଲକାନଗିରି କାଲିମେଳା ମେଡିକାଲର ଏକ ଟିମ୍ ପଲ୍ସ ପୁଲିଓ ପାଇଁ ଗୋଡିଗଣ୍ଡି ଯାଇଥିବା ବେଳେ ଜଣେ ଗର୍ଭବତୀ ଗୁରୁତର ଅବସ୍ଥାରେ...

truck
ଅସ୍ଥାୟୀ ଦୋକାନୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଘଟିଛି ଅଘଟଣ। ଆଜି ସକାଳୁ ରାସ୍ତା ପାର୍ଶ୍ୱର କିଛି ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ...

std
ପ୍ରଥମ ଶ୍ରେଣୀ ପିଲା ଶିଖିବେ ସ୍ପୋକନ୍ ଇଙ୍ଗଲିସ୍

ଭୁବନେଶ୍ୱର : ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜି ଭାଷାରେ ପ୍ରାଧାନ୍ୟ ଦେବାକୁ ଅଭିଭାବକମାନେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ସେମାନଙ୍କୁ ଘରୋଇ ସ୍କୁଲରେ ପ‍ଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଣିକି ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍‌...

babula
ସବୁଠି ଚର୍ଚ୍ଚାରେ ଏବେ କଟକର ବାବୁଲା ସାହୁଙ୍କ ଦହିବରା ଆଳୁଦମ୍

କଟକ : କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏବେ ଖାଲି କଟକ କି ଓଡ଼ିଶା ନୁହେଁ, ସାରା ଦେଶରେ ଖ୍ୟାତି ଅର୍ଜନ କରିଛି । କାହିଁକି ଜାଣିଛନ୍ତି ? ବିଭିନ୍ନ ରାଜ୍ୟର ଷ୍ଟ୍ରିଟ୍‌ଫୁଡ୍‌କୁ ନେଇ ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି ଆମ...

jp
ଜେପି ନଡ୍ଡାଙ୍କୁ ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର ଓ ବୈଜୟନ୍ତ

ଭୁବନେଶ୍ୱର : ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସ୍ୱାଗତ ଜଣାଇଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ...

rupa ganguli
ଆସନ୍ତାକାଲି ଓଡ଼ିଶା ଆସିବେ ରୂପା ଗାଙ୍ଗୁଲୀ

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ତଥା ବିଜେପି ନେତ୍ରୀ ରୂପା ଗାଙ୍ଗୁଲୀ ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଶ୍ରୀମତୀ ଗାଙ୍ଗୁଲୀ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,...

atanu
ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିଇଓ ହେଲେ ଜଣେ ଓଡ଼ିଆ

ଭୁବନେଶ୍ୱର :  ଓଡ଼ିଶାକୁ ଗର୍ବିତ କଲେ ଆଉ ଜଣେ ଓଡ଼ିଆ । ଅତନୁ କୁମାର ଦାସଙ୍କୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆ ସିଇଓ ପଦରେ ନିଯୁକ୍ତ କଲେ କେନ୍ଦ୍ର ସରକାର। ଆଜି ଏକ ପ୍ରେସ୍‌ ରିଲିଜ୍‌ରେ ଏଇ ସୂଚନା ଦେଇଛନ୍ତି ଭାରତ ସରକାର। ଅତନୁ କୁମାର ଦାସ ଭୁବନେଶ୍ୱରର...

kandhamala
ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ବାଲିଗୁଡ଼ା (ଅଜିତ୍ କୁମାର ନାୟକ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଧମାଳ ଜିଲ୍ଲା। ଜିଲ୍ଲାର ଅନେକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି। ସେଥି ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲ୍ଲାର ମଣ୍ଡାସରୁ ପର୍ଯ୍ୟଟସ୍ଥଳୀ। ଯାହାକି ଅତି ମନଲୋଭା ଓ ଆର୍କଷଣୀୟ ମଧ୍ୟ। ଯିଏ ଥରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିଛି,...

park
ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

ଭୁବନେଶ୍ୱର  : ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ମନା। ବାଇକ୍‌ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ମାଲିକ। କେବଳ ସିଙ୍ଗଲ୍ ଲେନ୍‌ରେ ଚାରି ଚକିଆ ଯାନ ରହିବା ସହ ସେ ସବୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ୍‌ ଗୁଡ଼ିକ...

bus
ଏମିତି ବି ଆସେ ମୃତ୍ୟୁ ; ତଳେ ବସିଥିବାବେଳେ ଚଢ଼ିଗଲା ବସ୍‌

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ଅଭିରାମ ପରମ ହଂସଙ୍କ ଶାନ୍ତି ଆନନ୍ଦ ଆଶ୍ରମରେ ଜଗଦଗୁରୁ ଠାକୁର ଅଭିରାମ ପରମହଂସଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ ଦୁଇ ସମୁଦୁଣୀ। ହେଲେ ଠାକୁରଙ୍କୁ ଦର୍ଶନ କରିବା ପୂର୍ବରୁ ବସ୍‌ ଧକ୍କାରେ ଚାଲି ଗଲା ଜଣଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍‌ରେ...

long hair
ସ୍ୱପ୍ନ ହେଲା ସତ ; ଲମ୍ୱା କେଶ ପାଇଁ ବିଶ୍ୱ ରେକର୍ଡ କଲେ ଯୁବତୀ  

ଗୁଜୁରାଟ : ଲମ୍ୱା କେଶ ପାଇଁ ଯୁବତୀ କଲେ ବିଶ୍ୱ ରେକର୍ଡ। ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି ତାଙ୍କ ନାଁ । ଗୁଜୁରାଟରେ ରହୁଥିବା ଏହି ୧୭ ବର୍ଷୀୟା ନିଲାଂଶି ପଟେଲ୍‌ଙ୍କର କେଶର ଲମ୍ୱ ୧୯୦ ସେ.ମି ଅର୍ଥାତ୍‌ ୬ ଫୁଟ୨.୮ଇଂଚ୍‌ । ଉଲ୍ଲେଖନୀୟ ଯେ, ନିଲାଂଶିଙ୍କର ଏହା...