• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ratha yatra
ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ନେଇ ତୀବ୍ର ବିରୋଧ

ଭୁବନେଶ୍ୱର : ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ କଡ଼ା ଭାଷାରେ ନିନ୍ଦା କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଶ୍ରୀ ଜଗନ୍ନାଥଙ୍କୁ ନେଇ କାହିଁକି ଏପରି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଯିଏ କରିଛନ୍ତି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।...

india -1
ଭାରତର ରୋମାଞ୍ଚକର ବିଜୟ

ୱେଲିଂଟନ୍‌: ପୁଣି ସୁପର୍ ଓଭର ନିର୍ଦ୍ଧାରିତ କରିଛି ମ୍ୟାଚ୍ ଫଳାଫଳା। ତୃତୀୟ ଟି-୨୦ ପରେ ଏଠାରେ ଅନୁଷ୍ଠିତ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚିତ୍ତାକର୍ଷକ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣି କାଳ ହୋଇଛି ସୁପର୍ ଓଭର୍। ମ୍ୟାଚ୍ ଟାଇ...

dog
ବିଶ୍ୱସ୍ତ ଜୀବ ; ବିଷଧର ସାପକୁ ଘର ଭିତରକୁ ଛାଡ଼ିଲେନି

ଖୋର୍ଦ୍ଧା (ବଳରାମ ଲେଙ୍କା) : କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର କୁଦିଆରୀରେ। କୁଦିଆରୀର ସରୋଜ କୁମାର ସ୍ୱାଇଁ...

tiktok-1
ଟିକଟକ୍ ନିଶାରେ ବନ ବିଭାଗ କର୍ମଚାରୀ

ଭଦ୍ରକ (ପାର୍ଥ ସାରଥୀ ନାୟକ) : ଆଁଖୋ ସେ ଦିଲ୍ ମେଁ ଉତର୍‌କେ ତୁ ମେରେ ଧଡ଼କନ୍‌ ମେଁ ହୈ…। ହିନ୍ଦୀ ଫିଲ୍ମ ଫରିବର ଏହି ରୋମାଣ୍ଟିକ୍ ଗୀତର ତାଳେ ତାଳେ ମାତିଛନ୍ତି ଫରେଷ୍ଟର। ଚାଲିଛି ଟିକ୍‌ଟିକ୍‌ ଭିଡିଓ ସୁଟିଂ। ୟୁନିଫର୍ମରେ ଥିବାବେଳେ ଏମିତି ଅନେକ ଗୀତରେ ଟିକ୍‌ଟିକ୍‌...

traffic
ଏଣିକି ଦଶମ ଶ୍ରେଣୀ ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ

ଭୁବନେଶ୍ୱର : ଦଶମ ଶ୍ରେଣୀ ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ। ଏନେଇ ପରିବହନ ବିଭାଗ ପକ୍ଷରୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଠି ପାଠକ୍ରମ ନେଇ ଆଲୋଚନା ହୋଇଛି। କିପରି ପାଠ୍ୟକ୍ରମ ରହିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଂଜୀବ...

explosion raid
ଗୋଦାମରୁ ବହୁ ପରିମାଣର ବିସ୍ଫୋରକ ଜବତ

ଗଂଜାମ : ଗଂଜାମ ରମ୍ଭାଥାନା ଗୋପାଳପୁର ଅଂଚଳରେ ଚଢ଼ଉ। ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଏକ ଗୋଦାମ ଉପରେ ଏସଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇଛି।  ଗୋଦାମରୁ ୧୯୬ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଛି। ଏଥିସହ ୩୨ଶହ ଖଣ୍ଡ ଜିଲାଟିନ ଷ୍ଟିକ ଓ ୪୦୬ ଖଣ୍ଡ ଡିଟୋନେଟର ଜବତ କରାଯାଇଛି। ...

birdflu 1
ଆଜି ବି ଜାରି ରହିଛି କୁକୁଡ଼ା ମରା ଅଭିଯାନ

ଭୁବନେଶ୍ୱର : OUAT ଫାର୍ମରେ ବାର୍ଡ ଫ୍ଲୁ ପଜିଟିଭ୍ ଜଣାପଡିବା ପରେ ଜୋରଦାର ହେଲା କୁକୁଡ଼ା ମରା ଅଭିଯାନ। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ବି ଜାରି ରହିଛି।  ଆଜି ଓୟୁଏଟି ଫାର୍ମ ଓ ଏହାର ୧ କିଲୋମିଟର ବ୍ୟାସାର୍ଦ୍ଧରେ ଆସୁଥିବା ଅଞ୍ଚଳରୁ ସବୁ କୁକୁଡ଼ା...

love
ରାତିରେ ପ୍ରେମିକାଙ୍କ ଘରକୁ ଯିବା ମହଙ୍ଗା ପଡ଼ିଲା ...

ଅନୁଗୋଳ(ବିରଜା ଦାସ) : ବିବାହିତ ହୋଇ ପୁଣି ଚୋରାପ୍ରୀତି କରିବା ମହଙ୍ଗା ପଡ଼ିଛି । ଏମିତି ଏକ ଘଟଣା ଘଟିଛି ଅନୁଗୁଳରେ।ରାତି ଅଧରେ ପ୍ରେମିକା ଘରକୁ ଯାଇଥିବା ବେଳେ ହୋଇଛି ଛୁରା ମାଡ଼।  ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଗତକାଲି ଘଟିଥିବା ଏପରି ଘଟଣାରେ ଗୁରୁତର ଯୁବକଜଣକ...

naveen patnaik
ତପ୍ତପାଣି ମୃତାହତଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଂଜାମ  : ଗଂଜାମ ଜିଲ୍ଲା ତପ୍ତପାଣୀ ଦୁର୍ଘଟଣାର ମୃତାହତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରଙ୍କ ପ୍ରତି ସେ ସମବେଦନା ପ୍ରକାଶ କରିଛନ୍ତି ।...

protest
ସିଏଏ ଏବଂ ଏନଆରସିକୁ ବିରୋଧ କରି ଭାରତ ବନ୍ଦ ଡାକରା, ୩୬ ଗିରଫ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିଏଏ ଏବଂ ଏନଆରସି କୁ ବିରୋଧ କରି ବହୁ ଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଛି । ମୋର୍ଚ୍ଚାର କର୍ମୀମାନେ ବିଶ୍ରା ଛକଠାରେ ସକାଳ ୬ଟାରୁ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଥିଲେ।  ପୁଲିସ୍‌ ପହଞ୍ଚି...

murty
ବିଜ୍‌ନେଶ୍ ଟାଇକୁନ୍‌ଙ୍କ ବିନମ୍ରତା: ନାରାୟଣ ମୂର୍ତ୍ତୀ ଛୁଇଁଲେ ରତନ ଟାଟାଙ୍କ ପାଦ

ନୂଆଦିଲ୍ଲୀ : ରତନ ଟାଟା । ପରିଚୟ ପାଇଁ କେବଳ ଏହି ନାଁ ହି ଯଥେଷ୍ଟ । କାହିଁକି ନା ବିଜିନେସ୍‌ ୱର୍ଲଡରେ ଏହି ନାଁକୁ କିଏ ନଜାଣେ । ନିକଟରେ ରତନ ଟାଟା ନିଜର ୟଙ୍ଗ୍‌ ବୟସର ଫଟୋ ସୋଶାଲ ମିଡ଼ିଆରେ ସେୟାର କରିଥିଲେ । ଯାହାକୁ...