• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

CONGRESS
ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଘୁଞ୍ଚିଲା

ଭୁବନେଶ୍ୱର : ଚଳିତ ମାସ ୬ ତାରିଖରୁ ରାଜ୍ୟ କଂଗ୍ରେସର ପ୍ରସ୍ତାବିତ ସଭ୍ୟ ସଂଗ୍ରହ ଅଭିଯାନକୁ ବାତିଲ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଏହି ସୂଚନା ଦେଇଥିଲେ। ଏହା ଉପରେ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ପରବର୍ତ୍ତୀ...

school exam
ଜାନୁଆରୀ ୫ରେ ହେବ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଜାନୁଆରୀ ୫ ତାରିଖରେ ହେବ। ରାଜ୍ୟର ୭ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ହେବ। ଏଥିପାଇଁ ସେପ୍ଟେମ୍ବର ୨୩ ରହିଛି ଆବେଦନର ଶେଷ...

crop in road
ଅଭିନବ ପ୍ରତିବାଦ ; ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ

ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପ୍ରଶାସନିକ ଅବହେଳା ବିରୁଦ୍ଧରେ ଅଭିନବ ପ୍ରତିବାଦ। ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ। ଦୀର୍ଘ ଦିନ ଧରି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଓରତରୁ ବଢିହ ପର୍ଯ୍ୟନ୍ତ ରାସ୍ତାର ମରାମତି ହେଉନଥିବାରୁ ଯା’ଆସରେ ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର...

mid day meal
ମହଙ୍ଗା ପଡିଲା ଅଭିଭାବକଙ୍କ ଅଭିଯୋଗ ; ପିଲାଙ୍କୁ ସ୍କୁଲରୁ ବାହାର କରିଦେଲେ ଶିକ୍ଷକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ହେଉଥିବା ଅନିୟମିତତା ବାବଦରେ ଅଭିଯୋଗ ଆଣି ଦଣ୍ଡ ପାଇଲେ ଅଭିଭାବକ ଏବଂ ସେମାନଙ୍କ ପିଲା। ଦୁଇ ଅଭିଭାବକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଘୋଟାଲା ବାବଦରେ ଅଭିଯୋଗ ଆଣିବାରୁ ସେମାନଙ୍କ ପିଲାକୁ ସ୍କୁଲରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଳାର ରଘୁନାଥପୁର...

lingaraj temple
ଦେଢ଼ ଦିନ ପରେ ଦାନ୍ତ ଘଷିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦେଢ଼ ଦିନ ପରେ ଅବକାଶ ନୀତି ଆରମ୍ଭ ହୋଇଛି। ଦାନ୍ତ ଘଷିଲେ ପ୍ରଭୁ । ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶ୍ରୁତି ପରେ ମନ୍ଦିରର ନୀତିକାନ୍ତି ସ୍ୱାଭାବିକ ହୋଇଛି। ଏନେଇ ବ୍ରାହ୍ମଣ  ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି ସୂଚନା...

image : www.wikihow.com
ବିଦ୍ୟୁତ୍ ଆଘାତରେ ୫ ଜଣଙ୍କ ମୃତ୍ୟୁ

ନୟାଗଡ଼ / ବଲାଙ୍ଗିର/ କଣ୍ଟାବାଞ୍ଜି : ଏମିତି ବି ଆସେ ମୃତ୍ୟୁ। ନୟାଗଡ଼ରେ ବିଦ୍ୟୁତ୍ ତାର ଲାଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ରଣପୁର ଥାନା ଗୋଡ଼ିପଡ଼ା ରଙ୍କଦେଉଳି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। କଟରରେ ପାଇପ୍ କାଟୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଇଲେକ୍ଟ୍ରି ମିସ୍ତ୍ରୀ।...

representive image
ମହଙ୍ଗା ପଡ଼ିଲା ଅସଦାଚରଣ ! ନାବାଳିକାଙ୍କ ମାଆଙ୍କ ମାଡ଼ରେ ଯୁବକ ଗୁରୁତର

ରାଉଲକେଲା ( ସତ୍ୟାନନ୍ଦ ମହାନ୍ତି) : ଯୁବକଙ୍କୁ ମହଙ୍ଗା ପଡିଲା ନାବାଳିକାଙ୍କୁ ଅସଦାଚରଣ। ନାବାଳିକାଙ୍କ ମାଆଙ୍କ ମାଡ଼ରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ସମ୍ପୃକ୍ତ ଯୁବକ। ଏଭଳି ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ନିଜ ଭଉଣୀଙ୍କ ସହ ଘରେ ଥିବା...

collector
ଉଚ୍ଛେଦ ବନ୍ଦ ପାଇଁ ପ୍ରତିନିଧି ଦଳର ଦାବିକୁ ଜିଲ୍ଲାପାଳଙ୍କ ଅଗ୍ରାହ୍ୟ

ପୁରୀ : ପୁରୀ ଜିଲ୍ଲାପାଳଙ୍କ ସହ ୧୫ ଜଣିଆ ପ୍ରତିନିଧି ଦଳର ଆଲୋଚନା ବିଫଳ। ଉଚ୍ଛେଦ ବନ୍ଦ ପାଇଁ ପ୍ରତିନିଧି ଦଳର ଦାବିକୁ ଅଗ୍ରାହ୍ୟ କଲେ ଜିଲ୍ଲାପାଳ। ଫଳରେ ଶ୍ରୀମନ୍ଦିର ମେଘନାଦ ପାଚେରି ସଲଗ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ଚାଲୁ ରହିବ ବୋଲି ବୈଠକ ପରେ ଜିଲ୍ଲାପାଳ ବଲଓ୍ୱନ୍ତ...

shooting-1
୫ ସ୍ୱର୍ଣ୍ଣ ସହ ଶୁଟିଂ ବିଶ୍ୱକପ୍‌ରେ ଅଭିଯାନ ଶେଷ କଲା ଭାରତ

ରିଓ ଡି ଜେନେରୋ: ଭାରତର ଷ୍ଟାର୍ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଶୁଟିଂ ବିଶ୍ୱକପରେ ଭାରତର ଅଭିଯାନ ଶେଷ କରିଛନ୍ତି। ଏହି ଇଭେଣ୍ଟରେ ଭାରତର ଯଶସ୍ୱିନୀ ଦେସୱାଲ ଏବଂ ଅଭିଷେକ ବର୍ମାଙ୍କ ଯୋଡ଼ି...

DK_SHIVAKUMAR_PTI
କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏକ ମନିଲଣ୍ଡରିଂ ନିରୋଧ ଆଇନ ଅଧୀନରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା ବର୍ତ୍ତମାନର କନକପୁରା ବିଧାୟକ ଆଜି ଚତୁର୍ଥ ଥର ପାଇଁ ପଚରାଉଚରା ପାଇଁ ଇଡି ନିକଟରେ ହାଜର...