• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

oli
ରାଜଧାନୀରେ ନକଲି ତେଲ କାରବାର ଅଭିଯୋଗ; ୩ ଜଣଙ୍କୁ ଗିରଫ କଲା ପୁଲିସ୍

ଭୁବନେଶ୍ୱର: ରାଜଧାନୀରେ ନକଲି ତେଲ କାରବାର ହେଉଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଅଂଚଳରେ ଏକ ଛୋଟ ଘରେ  ନକଲି ତେଲ ତିଆରି ହେଉଥିଲା। ଖବର ପାଇ ପୁଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଏଥିସହିତ ତେଲ ପ୍ରସ୍ତୁତ ପାଇଁ ବ୍ୟବହୃତ ସାମଗ୍ରୀ, ତେଲ, ପ୍ଲାଷ୍ଟିକ ବୋତଲ,...

biswa
ୟୁଟ୍ୟୁବ୍‌ ସେନସେସନ ପାଲଟିଛନ୍ତି ଓଡ଼ିଆ ପୁଅ ବିଶ୍ୱ ମହାନ୍ତି

ଚାନ୍ଦବାଲି (ବାସୁଦେବ ଦାସ):  ଦିଲ୍ଲୀର ପେହେଲି ପେହେଲି ଯୁବାନ୍ ମ୍ୟୁଜିକ୍ ଷ୍ଟୁଡିଓର କାନ୍ଥ ଅତିକ୍ରମ କରି ଶହ ଶହ ପ୍ରବାସୀ ଓଡିଆଙ୍କ ହୃଦୟରେ ସ୍ଥାନ ପାଇଛି ଏହି ସୁମଧୁର ଆଓ୍ୱାଜ୍। ପପ୍ ସଙ୍ଗ ‘ଡାକେରେ ଜନମ ମାଟି’ ଗୀତ ଗାଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୁହ୍ଲି ଗାଁର...

ra
ଚାକିରି ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ! ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ। ଚାକିରି କରାଇଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଜୟ କୁମାରକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଯୁବତୀ ଜଣଙ୍କ ଘରୋଇ ଫାଇନାନ୍ସ କଂପାନିରେ ଚାକିରି ବାହାରି ଥିବା ବିଜ୍ଞାପନ...

father
୬ ବର୍ଷର ପୁଅକୁ କଚାଡ଼ି ମାରିଲା ବାପା

ଉଦଳା (ମାନସ ପାଣି): ପୁଅକୁ କଚାଡ଼ି ମାରିଲା ବାପା। ଏ ଅଭାବନୀୟ ଘଟଣା ମୟୂରଭଞ୍ଜ ଶରଥ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗାଁରେ ଘଟିଛି। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଥିବା ଜଣାପଡିଛି। ମଧୁ ସିଂ ନାମକ ବ୍ୟକ୍ତି ବିଲକୁ କାମ କରିବାକୁ ଯାଇଥିବାବେଳେ...

samaleswari
ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ୱଲପୁର : ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ଲଗ୍ନ ଅର୍ଥାତ୍ ସକାଳ ୧୦ଟା ୫ ମିନିଟ୍‌ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ। ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମାଆ...

drain
ରାଜଧାନୀରେ ଡ୍ରେନରେ ଭାସିଗଲେ ୩ ଯୁବକ !

ଭୁବନେଶ୍ୱର : ରାଜଧାନୀରେ ଭାସିଗଲେ ୩ ଯୁବକ। ବିଳମ୍ବିତ ରାତିରେ ଡ୍ରେନରେ ୩ ଜଣ ଯୁବକ ଭାସିଯାଇଥିବା ସୂଚନା ମିଳିଛି।  ଆଚାର୍ଯ୍ୟବିହାର-ଜୟଦେବ ବିହାର ମଧ୍ୟସ୍ଥ ଉତ୍କଳ ଭିଲ୍ଲାସ୍ ପାଖରେ ଯୁବକମାନେ ଭାସି ଯାଇଛନ୍ତି। ଗୋଟିଏ ବାଇକ୍‌ରେ ଆସୁଥିବା ବେଳେ ସେମାନେ ପାଣିର ସୁଅରେ ଭାସି ଯାଇଥିଲେ। ରାସ୍ତା ଉପରେ...

rain
ଆଜି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର,ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହିତ ଢେଙ୍କାନାଳ,ମୟୂରଭଞ୍ଜ, ଦେବଗଡ଼,ସୋନପୁର, ବଲାଙ୍ଗିର,କୋରାପୁଟ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।...

mutt
ମଠ ଭଙ୍ଗା ଯିବାକୁ ନେଇ ସାଧୁସନ୍ଥଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଜୋରସୋରରେ ଚାଲିଥିବା ବେଳେ ମଠ ଭଙ୍ଗାଯିବା ଘଟଣାକୁ  ସହଜେ ହଜମ କରି ପାରୁନାହାନ୍ତି ସାଧୁସନ୍ଥ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ରବିବାର ଓ ସୋମବାର ୨ ଦିନ ସରକାରୀ ଛୁଟି ଥିବାରୁ ବନ୍ଦ...

back magic
ଡାକ୍ତରଖାନା ନଯାଇ ଗୁଣି ଗାରେଡ଼ିରେ ବିଶ୍ୱାସ ; ପୂଜାପାଠରେ ଚାଲିଛି ଚିକିତ୍ସା

ତେଲକୋଇ( ଚିନ୍ମୟ ସାହୁ) : ଡାକ୍ତରୀ ଚିକିତ୍ସାକୁ ଛାଡ଼ି ରୋଗୀଙ୍କୁ ଭଲ କରିବାକୁ ଗୁଣିଗାରେଡ଼ି ଉପରେ ବିଶ୍ୱାସ। ଡାକ୍ତରୀ ଚିକିତ୍ସା ବଦଳରେ ରୋଗୀଙ୍କୁ ଭଲ କରିବାକୁ ଚାଲିଛି ମନ୍ତ୍ର ପାଠ। ଗୁଣିଆକୁ ଡାକି ହେଉଛି ପୂଜାପାଠ । ରୋଗୀଙ୍କୁ ବସାଇ ପୂଜାପାଠ କରୁଛନ୍ତି ଗୁଣିଆ। ଏଭଳି ଏକ ଚିତ୍ର...

lingraja
ଆଜି ଉପାସରେ ରହିବେ ମହାପ୍ରଭୁ ଲିଙ୍ଗରାଜ !

ଭୁବନେଶ୍ୱର : ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗର ପରିଣାମ ଭୋଗୁଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି। ଫଳରେ ଉପାସରେ ରହିବେ ପ୍ରଭୁ। ଏହା ଶ୍ରଦ୍ଧାଳୁଙ୍କୁ ଖୁବ୍‌ ବ୍ୟଥିତ କରିଛି। ହେଲେ ଏଥିନିମନ୍ତେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ...

india
କିଙ୍ଗଷ୍ଟନ ଟେଷ୍ଟ ଜିତି କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

କିଙ୍ଗଷ୍ଟନ  : କିଙ୍ଗଷ୍ଟନ ଟେଷ୍ଟ ଜିତି କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ୨୫୭ ରନ୍‌ର ବଡ଼ ବ୍ୟବଧାନରେ ଭାରତ କାରିବିଆନ୍ ଟିମ୍‌କୁ ପରାସ୍ତ କରିଛି। ୪୬୮ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ୱେଷ୍ଟଇଣ୍ଡିଜ ମାତ୍ର ୨୧୦ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଶତକ...