• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି - ୭ମୀ ସନ୍ଧ୍ୟା ୦୭.୨୩ ଗତେ ୮ମୀ,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର – ବୃଷ, ସିଂହ ଓ କନ୍ୟା ,ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୭.୨୩ ଗତେ ୧ ପାଦ ।

ଶୁଭ ସମୟ:

ଦିବା ୧୦.୩୩ ରୁ ୦୧.୦୧

ରାତ୍ରି ୦୮.୦୦ ରୁ ୧୦. ୩୭

ରାତ୍ରି ୦୨.୫୮ ରୁ ୦୪.୪୩

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଅଶୁଭ ସମୟ:

ଋାହୁକାଳ - ଦିବା ୦୯.୧୧ ରୁ ୧୦.୩୩

କାଳବେଳା – ପ୍ରାତଃ ୦୬.୨୭ ରୁ ୦୭.୪୯ ଓ ଦିବା ୦୪.୦୧ ରୁ ୦୫.୨୩

ବାରବେଳା – ଦିବା ୦୧.୧୭ ରୁ ୦୨.୩୯

କାଳରାତ୍ରି – ସନ୍ଧ୍ୟା ୦୫.୨୩ ରୁ ୦୭.୦୧