• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର । ଚନ୍ଦ୍ର – କନ୍ୟା ପ୍ରାତଃ ୦୬.୪୭ ଗତେ ତୁଳା,ତିଥି - ୮ମୀ ରାତ୍ରି ୦୭.୪୫ ଗତେ ୯ମୀ,ଘାତ ଚନ୍ଦ୍ର – ବୃଷ ପ୍ରାତଃ ୦୬.୪୭ ପର୍ଯ୍ୟନ୍ତ ,ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

ଶୁଭ ସମୟ:

ପ୍ରାତଃ ୦୬.୨୭ ରୁ ୧୦.୦୬

ଦିବା ୦୧.୧୭ ରୁ ୦୧.୪୫

ସନ୍ଧ୍ୟା ୦୬.୧୬ ରୁ ୦୮.୫୩

ରାତ୍ରି ୧୨.୧୨ ରୁ ୦୧. ୩୩

ରାତ୍ରି ୦୩.୧୧ ରୁ ୦୩.୫୧

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଅଶୁଭ ସମୟ:

ଋାହୁକାଳ - ଦିବା ୦୯.୦୧ ରୁ ୦୫.୨୩

କାଳବେଳା – ଦିବା ୧୧.୫୫ ରୁ ୦୧.୧୭

ବାରବେଳା – ଦିବା ୧୦.୩୩ ରୁ ୧୧.୫୫

କାଳରାତ୍ରି – ରାତ୍ରି ୦୧.୩୩ ରୁ ୦୩.୧୧