• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି – ୪ର୍ଥୀ ଦିବା ୦୪.୦୮ ଗତେ ୫ମୀ,ଘାତ ଚନ୍ଦ୍ର – ତୁଳା, କୁମ୍ଭ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

ଶୁଭ ସମୟ:

ଦିବା ୦୮.୩୦ ରୁ ୧୦.୨୬

ଦିବା ୦୧.୦୦ ରୁ ୦୧.୧୯

ସନ୍ଧ୍ୟା ୦୬.୦୮ ରୁ ୦୬.୫୩

ରାତ୍ରି ୦୯.୦୭ ରୁ ୧୧.୨୦

ରାତ୍ରି ୦୧.୩୪ ରୁ ୦୩.୦୩

ଅଧିକ ପଢ଼ନ୍ତୁ: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ଅଶୁଭ ସମୟ:

ଋାହୁକାଳ – ଦିବା ୦୨.୫୬ ରୁ ୦୪.୩୨

କାଳବେଳା – ଦିବା ୦୧.୧୯ ରୁ ୦୨.୫୬

ବାରବେଳା – ପ୍ରାତଃ ୦୬.୫୩ ରୁ ୦୮.୩୦

କାଳରାତ୍ରି – ରାତ୍ରି ୦୭.୩୨ ରୁ ୦୮.୫୬

OTV is now on Whatsapp

Join and get latest news update delivered to you via whatsapp

Join Now