• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୨ୟା ରାତ୍ରି ୦୮.୧୫ ଗତେ ୩ୟା,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ମେଷ,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ରାତ୍ରି ୦୮.୧୫ ଗତେ ୧ ପାଦ ।

ଶୁଭ ସମୟ:

ପ୍ରାତଃ ୦୫.୧୮ ରୁ ୦୯.୩୫

ଦିବା ୦୧.୧୯ ରୁ ୦୧.୫୧

ସନ୍ଧ୍ୟା ୦୬.୫୨ ରୁ ୦୯.୦୬

ରାତ୍ରି ୧୨.୦୫ ରୁ ୦୧.୦୬

ରାତ୍ରି ୦୨.୩୦ ରୁ ୦୩.୦୪

ଅଧିକ ପଢ଼ନ୍ତୁ: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୨୧ ରୁ ୦୬.୦୮

କାଳବେଳା – ଦିବା ୧୧.୪୩ ରୁ ୦୧.୧୯

ବାରବେଳା – ଦିବା ୧୦.୦୭ ରୁ ୧୧.୪୩

କାଳରାତ୍ରି – ରାତ୍ରି ୦୧.୦୬ ରୁ ୦୨.୩୦

OTV is now on Whatsapp

Join and get latest news update delivered to you via whatsapp

Join Now