• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 26 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Prangyan Parimita
  • 2 years ago

ପେଟରେ ନଅ ମାସର ଶିଶୁ : ଟ୍ରଲି ଟାଣି, ଜରି ଗୋଟାଇ ପେଟ ପୋଷୁଛନ୍ତି ଅସହାୟ ଲକ୍ଷ୍ମୀ

ପେଟରେ ୯ ମାସର ଛୁଆ । ହାତରେ ଟ୍ରଲି । ଗଳିଗଳିକୁ ବୁଲୁଛନ୍ତି, ଭଙ୍ଗା ଲୁହା, ଟିଣ, ପ୍ଲାଷ୍ଟିକ, କାଗଜ ଆଦି ଗୋଟାଇ ଏଇ ଟ୍ରଲିରେ ନେଇ କବାଡ଼ିଆ ଗୋଦାମରେ ଦେଉଛନ୍ତି। ଆଉ କହୁଛନ୍ତି ଏଥିରୁ ଯେତେ ଟଙ୍କା ମୋର ରୋଜଗାର ହେବ ସେଇଥିଲେ ମୁଁ ମୋ ପିଲାକୁ ଖାଇବାକୁ ଦେବି, ପାଳି ପୋଷି ମଣିଷ କରିବି। More
  • Prangyan Parimita
  • 2 years ago

ୟୁଟ୍ୟୁବ ଦେଖି କମାଲ୍ କରିଦେଲେ ମହେଶ୍ୱର : ଦୁଇ ଚାରିଖଣ୍ଡ ପାଇପରେ ତିଆରି କରିଦେଲେ ପାଣି ଉଠା ମେଶିନ୍

କଠିନ ପରିଶ୍ରମ କରି ୟୁଟୁବ ଭିଡିଓ ଦେଖି ସେ ଦେଶୀ ଯୋଗାଡ଼ କରିଛନ୍ତି । ପାଖ ପଡ଼ୋଶୀଙ୍କ ମୋବାଇଲ ଦେଖି ସେ ଏହି କୌଶଳକୁ ନିଜେ ନିଜ ବିଲରେ ପ୍ରୟୋଗ କରିଛନ୍ତି । ଏହି ଦେଶୀ ଯୋଗାଡଟିକୁ କରିବା ପାଇଁ ମହେଶ୍ୱର ବେଶି କିଛି ଯନ୍ତ୍ରପାତି ଲଗାଇ ନାହାନ୍ତି । ଖାଲି ଗୋଟେ ଟିଣ ଡ୍ରମ ଆଉ କିଛି କିଛି ପ୍ଲାଷ୍ଟିକ ପାଇପ ଲାଗିଛି More
  • Rajalaxmi Sahoo
  • 2 years ago

ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ, ସୁର କହିଲେ- ‘ଭୋଟ୍‌ ପାଇଁ ନବୀନ ଲୋକଙ୍କୁ ଟଙ୍କା ଦେଇଛନ୍ତି’

ଏଥର ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ୍‌କୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ୍‌ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି। More
  • Pramod Behera
  • 2 years ago

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଛି ଚାକିରି; ତୁରନ୍ତ ଆବେଦନ କରନ୍ତୁ

ଉତ୍କଳ ବିଶ୍ୱବିଦ୍ୟାଳୟ, ଏହାର ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ଚୟନ ପାଇଁ ୱାକ୍-ଇନ୍-ଇଣ୍ଟରଭ୍ୟୁ କରିବ। ବିଜ୍ଞାପନ ଅନୁଯାୟୀ, ବଟାନୀ, ବାୟୋ-ଟେକ୍ନୋଲୋଜୀ, ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ଏବଂ ଜୁଲୋଜୀ ବିଭାଗ ପାଇଁ ୮ ଜଣ ଅତିଥି ଅଧ୍ୟାପକ ନିୟୋଜିତ ହେବେ। More
  • Rajalaxmi Sahoo
  • 2 years ago

୨୦୧୭ଠୁ ଏଥର ଭଲ ପ୍ରଦର୍ଶନ କରିବ କି ବିଜେଡି ? 

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେଡି ବାଜି ମାରିଥିଲା। More
  • Rajalaxmi Sahoo
  • 2 years ago

କିଏ ହେବ ଗାଁ ନେତା ? ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦର ୮୫୧ ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ଜଣାପଡ଼ିଛି। More
  • Rajalaxmi Sahoo
  • 2 years ago

ବିଜେପି-ବିଜେଡି ମଧ୍ୟରେ ଚାଲିଛି କଡ଼ା ଟକ୍କର: ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି... More
  • Rajalaxmi Sahoo
  • 2 years ago

ଆସିଲା ଟ୍ରେଣ୍ଡ୍‌: ବିଜେପି-ବିଜେଡି ମଧ୍ୟରେ କଡ଼ା ଟକ୍କର, କେଉଁଠି ବିଜେପି ଆଗରେ ତ ଆଉ କେଉଁଠି ବିଜେଡି...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି।  ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି।  More
  • Rajalaxmi Sahoo
  • 2 years ago

ପଞ୍ଚାୟତ ନିର୍ବାଚନ: ଆଜିଠୁ ଭୋଟ୍‌ ଗଣତି

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହେଉଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ଏଥିପାଇଁ ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲା ଯାଇଛି।  More
  • Chandan Shishu
  • 2 years ago

କାଲିଠୁ ପଞ୍ଚାୟତ ଭୋଟ୍ ଗଣତି: ପ୍ରାର୍ଥୀଙ୍କ ଛାତି ଧକ୍‌ ଧକ୍‌

ଭୋଟର କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି କାଲି ଭୋଟ ବାକ୍ସ ଖୋଲିବା ପରେ ସ୍ପଷ୍ଟ ହେବ। More
  • Chandan Shishu
  • 2 years ago

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ

ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ହେମାନନ୍ଦ। More
  • Otv Khabar Bureau
  • 2 years ago

୭ ବର୍ଷ ହେଲା ଘର ମାଲିକକୁ ଭୂଆଁ ବୁଲାଉଥିଲା, ଧରା ପଡିଗଲା କାରନାମା

ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲର ସାମଗ୍ରୀର ଆଣି ରାଜ୍ୟ ତଥା ରାଜ୍ୟ ବାହାରକୁ ସପ୍ଲାଇ କରୁଥିଲା ଜୟ ପ୍ରକାଶ। ପଡୋଶୀ ଓ ଘର ମାଲିକଙ୍କୁ ସ୍ପେୟାର ପାର୍ଟ୍ସ ବେପାର କରୁଥିବା କହି ଚଳାଇଥିଲେ ଏହି କଳା ବ୍ୟବସାୟ। More
  • Pramod Behera
  • 2 years ago

ନାଚ ଗୀତରେ ଶେଷ ହୋଇଛି ରାଗିଣୀଙ୍କ ସଂଗୀତ ଉତ୍ସବ; ଆଜି ବାହାଘର

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆ ଅଭିନେତ୍ରୀ ରାଗିଣୀ ସୁତ୍ରଧର ଓ ବିକ୍ରମ ଶଙ୍କର। ଉଭୟଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଗୋଆରେ ସେମାନଙ୍କ ସଂଗୀତ ଉତ୍ସବ ଆୟୋଜିତ ହୋଇଥିଲା। More
  • Otv Khabar Bureau
  • 2 years ago

ପୁଅ ଫସିଛି ୟୁକ୍ରେନ୍‌ରେ, ଉଦ୍ଧାର ପାଇଁ ଭୋ ଭୋ ହୋଇ କାନ୍ଦୁଛି ମାଆ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ଏବେ ଚିନ୍ତାରେ ପଡିଛନ୍ତି ୟୁକ୍ରେନରେ ରହୁଥିବା ଲୋକଙ୍କ ସଂପର୍କୀୟ । ୟୁକ୍ରେନରେ ଫସିଥିବା ଭାରତୀୟ ଭିତରେ ରହିଛନ୍ତି ସୋନପୁର ସହରର ଜଣେ ମେଡିକାଲ ଛାତ୍ର । More