Advertisment

ଦ୍ୱିତୀୟ ବିବାହ ପରେ ଦୁଇ ଝିଅଙ୍କୁ ଚାହିଁଲାନି ବାପା, ବୁଢୀ ଆଇ ପାଇଁ କୁଲି କାମ କରୁଛି କୁନି ଝିଅ

ଦ୍ୱିତୀୟ ବିବାହ ପରେ ଦୁଇ ଝିଅଙ୍କୁ ଚାହିଁଲାନି ବାପା। ଅଧାରୁ ପାଠ ଛାଡ଼ି ଏବେ କୁଲି କାମ କରୁଛି ନାବାଳିକା ଝିଅ। ପୁଣି ମୁଣ୍ଡରେ ବୁଢୀ ଆଇର ଦାୟିତ୍ୱ। ନା ସରକାରୀ ଚାଉଳ ମିଳୁଛି ନା କିଛି ସୁବିଧା ସୁଯୋଗ ମିଳୁଛି...ଭୋକ ଉପାସରେ କଟୁଛି ଦିନ

author-image
Otv Khabar Bureau

ଦ୍ୱିତୀୟ ବିବାହ ପରେ ଦୁଇ ଝିଅଙ୍କୁ ଚାହିଁଲାନି ବାପା। ଅଧାରୁ ପାଠ ଛାଡ଼ି ଏବେ କୁଲି କାମ କରୁଛି ନାବାଳିକା ଝିଅ। ପୁଣି ମୁଣ୍ଡରେ ବୁଢୀ ଆଇର ଦାୟିତ୍ୱ। ନା ସରକାରୀ ଚାଉଳ ମିଳୁଛି ନା କିଛି ସୁବିଧା ସୁଯୋଗ ମିଳୁଛି...ଭୋକ ଉପାସରେ କଟୁଛି ଦିନ

Advertisment
Nuapada Meritorious Girl Apana Eka Nuhanty Labourer Feed Family
Advertisment
Advertisment