• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

5
କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

ଭୁବନେଶ୍ୱର: କରୋନା ଭୟକୁ ପିଠି କରି କଟକଣା ଭିତରେ ଧିରେ ଧିରେ ସବୁ ଖୋଲି ଚାଲିଛି। କିନ୍ତୁ ୮ ମାସ ଧରି ମନ୍ଦିର ବନ୍ଦ ଥିବାରୁ ସବୁଠୁ ବେଶି ସମସ୍ୟାରେ ପୂଜକ ଓ ସେବକ ପରିବାର ଅଛନ୍ତି। ତେଣୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ଆଜି ଦ୍ୱିତୀୟ...

ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପ୍ରେମିକା
ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପ୍ରେମିକା

ବାଲେଶ୍ୱର: ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବିରେ ବାଲେଶ୍ୱର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପ୍ରେମିକା। କିଛି ଦିନ ତଳେ ନୀଳଗିରି ଅଞ୍ଚଳରେ ଏହି ନାବାଳିକା ଜଣକ, ତାଙ୍କ ପ୍ରେମିକଙ୍କ ସହ ମିଶି ଏକ ଭିଡିଓ ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଯେଉଁଥିରେ ଉଭୟଙ୍କ ଜୀବନ ପ୍ରତି ବିପଦ...

ହାଜତରେ ପୋଡ଼ି ହୋଇ ଅଭିଯୁକ୍ତଙ୍କ ମୃତ୍ୟୁ: ପରିବାରର ଲଙ୍କାକାଣ୍ଡ
ହାଜତରେ ପୋଡ଼ି ହୋଇ ଅଭିଯୁକ୍ତଙ୍କ ମୃତ୍ୟୁ: ପରିବାରର ଲଙ୍କାକାଣ୍ଡ

ନୟାଗଡ଼: ଦଶପଲ୍ଲାର ମଧ୍ୟଖଣ୍ଡ ଫାଣ୍ଡିରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଖବର ଅନୁଯାୟୀ କୌଣସି ଏକ ମାମଲାରେ ଗତ ୧୩ ତାରିଖରେ ଦଶପଲ୍ଲାର ସିମିଳିସାହିର କାଳିଆ କାଠୁଆ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟଖଣ୍ଡ ଫାଣ୍ଡି ପୋଲିସ ତାଙ୍କ ଘରୁ ଉଠାଇ ଆଣିଥିଲା।...

ଗାଧୋଉଥିବା ବେଳେ ପଛରୁ ଟାଣିନେଲା କୁମ୍ଭୀର
ଗାଧୋଉଥିବା ବେଳେ ପଛରୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: ନଈରେ ଗାଧୋଉଥିବା ବେଳେ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଡିଆପାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ବିଚିତ୍ର ସେଠୀଙ୍କ ୧୪ବର୍ଷର ପୁଅ ଶ୍ରୀକାନ୍ତ ସେଠୀ ହଂସୁଆ ନଦୀରେ ଗାଧୋଉଥିବା ବେଳେ ହଠାତ୍ ଏକ କୁମ୍ଭୀର ତାକୁ ଝାମ୍ପି ନେଇ ନଦୀ ଗର୍ଭକୁ ଚାଲି...

୫ଜଣଙ୍କୁ ହତ୍ୟା ଧମକ ଦେଲେ ମାଓବାଦୀ
୫ଜଣଙ୍କୁ ହତ୍ୟା ଧମକ ଦେଲେ ମାଓବାଦୀ

କୋରାପୁଟ: ପୋଷ୍ଟର ଜରିଆରେ ୫ ଜଣଙ୍କୁ ମାଓବାଦୀମାନେ ହତ୍ୟା ଧମକ ଦେଇଛନ୍ତି। ଏଭଳି ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି କୋରାପୁଟ ବୈପାରୀଗୁଡ଼ା ଥାନା ଦଣ୍ଡାବାଡ଼ି ଅଞ୍ଚଳରେ। ବିକାଶ ନାଁରେ ଗାଁରେ ବିନାଶ ଚାଲିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ବିକାଶ କେବଳ ସରକାରୀ ବାବୁଙ୍କର ହେଉଛି ବୋଲି ଏଥିରେ ଲେଖାଯାଇଛି। ସିପିଆଇ...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନୀତି ପ୍ରଶାସକଙ୍କ ରିପୋର୍ଟ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନୀତି ପ୍ରଶାସକଙ୍କ ରିପୋର୍ଟ

ପୁରୀ : ମହାପ୍ରଭୁଙ୍କ ନୀତିରେ କେମିତି ବିଶୃଙ୍ଖଳା ହେଲା ସେନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ, ମୁଖ୍ୟ ପ୍ରଶାସକଙ୍କୁ ଏକ ରିପୋର୍ଟ ଦେଇଛନ୍ତି। ଏଥିରେ ବିଭିନ୍ନ ନିଯୋଗର କିଛି ସେବକଙ୍କ ବିଶୃଙ୍ଖଳାକୁ ଦାୟୀ କରିଛନ୍ତି। ସେମାନେ ସେବା ନକରିବାକୁ ଅନ୍ୟ ସେବକଙ୍କୁ ଉସ୍‌କାଇବା କାରଣରୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଥିବା...

ଯୁବକଙ୍କ ମୃତ୍ୟୁର ପ୍ରତିବାଦରେ ରାସ୍ତା ରୋକ୍
ଯୁବକଙ୍କ ମୃତ୍ୟୁର ପ୍ରତିବାଦରେ ରାସ୍ତା ରୋକ୍

ଭଦ୍ରକ : ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପ୍ରତିବାଦରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ। ବହାରପାଳ ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ସେହି ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାଁ ଚିନ୍ମୟ ପଲ୍ଲାଇ। ମୃତ ଦେହ ରଖି ଲୋକେ ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା...

ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ, ୬ ଜଣ ଆହତ
ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ, ୬ ଜଣ ଆହତ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଭେଲୋରା ଛକରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। କଟକରୁ କୋଲକାତା ଅଭିମୁଖେ ଯାଉଥିବା ମୁସକାନ ବସ୍ ରାସ୍ତାରେ ଯାଉଥିବା ଏକ ଟ୍ରକ୍ ପଛପଟୁ...

ମଞ୍ଚା ଉପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ
ମଞ୍ଚା ଉପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ୱର : ନୀଳଗିରିରେ ଲଜ୍ଜା। ରାତିରେ ଧାନ ଜଗିଥିବା ମହିଳାଙ୍କୁ ୪ ଫରେଷ୍ଟ ଗାର୍ଡଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବନ କର୍ମଚାରୀଙ୍କୁ ଉଦ୍ଧାର କରିଛି ପୋଲିସ୍। ସୂଚନା...

ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ
ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ

ଝାରସୁଗୁଡ଼ା  : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।  ହାୱଡ଼ା-ପୁଣେ ଆଜାଦ୍‌ହିନ୍ଦ ଏକ୍ସପ୍ରେସ୍‌ରୁ ୮ଟି ଡିନାମାଇଟ୍ ଜବତ କରାଯାଇଛି। ସନ୍ଦେହରେ ଜିଆର୍‌ପି ଏକ ବ୍ୟାଗକୁ ଜବତ କରିବା ପରେ ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡ଼ିଥିଲା। ତେବେ କିଏ ଏବଂ କେଉଁଠୁ ଏହି ସାମଗ୍ରୀକୁ...

ପିସିସି ନବକଳେବର ପରେ ଫୋକସ୍‌ରେ ସଂଗଠନ ପୁନରୁଦ୍ଧାର
ପିସିସି ନବକଳେବର ପରେ ଫୋକସ୍‌ରେ ସଂଗଠନ ପୁନରୁଦ୍ଧାର

ଭୁବନେଶ୍ୱର : ଛୋଟ ନୁହେଁ ଜୁମ୍ବୋ ଟିମ୍। ରାଜ୍ୟର ସବୁ ପ୍ରାନ୍ତରର ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଭରପୁର ପ୍ରୟାସ। ତେବେ ପୂର୍ବରୁ ପ୍ରସାଦଙ୍କ ଜୁମ୍ବୋ ଟିମ୍‌କୁ ବେଶି ଲୋକରେ ମୂଷା ମରେ ନାହିଁ କହିଥିବା ନିରଞ୍ଜନ ଏଥର ନିଜର ଏଇ ଟିମ୍‌କୁ ନେଇ କିଭଳି ଆଗକୁ ବଢ଼ିବେ ତାକୁ...

ବିଜେଡିରେ ଚାଲିଛି କି ବବି-ପାଣ୍ଡିଆନ୍ ରାଜ୍?
ବିଜେଡିରେ ଚାଲିଛି କି ବବି-ପାଣ୍ଡିଆନ୍ ରାଜ୍?

ଭୁବନେଶ୍ୱର : ବିଜେଡିରେ ବବି ଏ ଟୁ ଜେଡ୍। ବବି ନେକ୍ସଟ ଟୁ ପି। ବୈଜୟନ୍ତଙ୍କ କ୍ୟାମ୍ପ ଛାଡିଥିବା ଦେବାଶିଷ ମଲ୍ଲିକ ଓ ଅନୁଗତ ସଲିମ୍ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ୍ ବାହାରକୁ ଆସିବାପରେ ବିଜେଡିରେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ...

ବେଙ୍ଗାଲୁରୁ FC ସୁପର୍ କପ୍ ଫୁଟବଲ ଚାମ୍ପିଅନ୍
ବେଙ୍ଗାଲୁରୁ FC ସୁପର୍ କପ୍ ଫୁଟବଲ ଚାମ୍ପିଅନ୍

ଭୁବନେଶ୍ୱର:  ସୁପର କପ୍ ଫୁଟବଲର ଗ୍ରାଣ୍ଡ୍ ଫିନାଲେରେ ବାଜି ମାରି ନେଇଛି ବେଙ୍ଗାଲୁରୁ FC। ଇଷ୍ଟ୍ ବେଙ୍ଗଲ୍‌କୁ ୪-୧ ଗୋଲରେ ହରାଇ ସୁପର କପ୍ ଟାଇଟାଲକୁ ନିଜ ନାଁରେ କରିଛି ବେଙ୍ଗାଲୁରୁ FC। ୨ଟି ଗୋଲ୍ ସହ ଟିମ୍ ପକ୍ଷରୁ ସର୍ବାଧିକ ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି...

୪ ଜଣଙ୍କୁ ଉଠାଇ ନେଲେ ମାଓବାଦୀ
୪ ଜଣଙ୍କୁ ଉଠାଇ ନେଲେ ମାଓବାଦୀ

ଭବାନୀପାଟଣା : ଭବାନୀପାଟଣାରେ ଗ୍ରାମରକ୍ଷୀ ଓ ୩ ଗ୍ରାମବାସୀଙ୍କୁ ଗାଁରୁ ଉଠାଇନେଲେ ମାଓବାଦୀ। ୪ ଜଣଙ୍କୁ ଲାଖପଦର ଗାଁରୁ ଅପହରଣ କରିଛନ୍ତି ମାଓବାଦୀ। ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ଲାଖପଦର ଗାଁରେ ଘଟିଛି ଏହି ଅପହରଣ। ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଏସ୍. ସାଇନି ଏହି ସୂଚନା ଦେଇଛନ୍ତି। ଅପହୃତଙ୍କ ମଧ୍ୟରେ...

ଜେଲ୍‌ରୁ ମୁକୁଳିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
ଜେଲ୍‌ରୁ ମୁକୁଳିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

କଟକ : ବାହାରିବ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ।ଜ୍ୟୋତି ମୋଟର୍ସ ଅଧିକାରୀଙ୍କୁ ଅପହରଣ, ଦାଦାବଟି ମାମଲାରେ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୫୦ହଜାର ଟଙ୍କା, ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଛି। ପ୍ରତି ସପ୍ତାହରେ ଲିଙ୍ଗରାଜ ଟେମ୍ପଲ ଥାନାରେ ହାଜିରା ଦେବେ ରାଜା। ଅନ୍ୟ କୌଣସି ଅପରାଧିକ...

ଆସନ୍ତାକାଲି ବିଜେଡି କରିବ ଶାନ୍ତିପୂର୍ଣ୍ଣ ପ୍ରତିବାଦ
ଆସନ୍ତାକାଲି ବିଜେଡି କରିବ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭୁବନେଶ୍ୱର : ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ଦେଖାଦେଇଥିବା ବେଳେ ଏହାକୁ ନେଇ ବିଜେଡି, ମୋଦି ସରକାରଙ୍କ ଉପରେ ବର୍ଷିଛି। ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି ସାରା ରାଜ୍ୟରେ...

ଜାଲ ନୋଟ୍ କାରବାରରେ ୨ ଅଭିଯୁକ୍ତ ଗିରଫ
ଜାଲ ନୋଟ୍ କାରବାରରେ ୨ ଅଭିଯୁକ୍ତ ଗିରଫ

ବାଲେଶ୍ୱର : ଜାଲ୍‌ ନୋଟ କାରବାର ଅଭିଯୋଗରେ ଚଢାଉ କରି ବାଲେଶ୍ୱର ପୋଲିସ ପୁଣି ୨ଜଣଙ୍କୁ ଗିରଫ କରିଛି। ଗତ ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ଜଳେଶ୍ୱର ଅଞ୍ଚଳରୁ ହସିମ୍ ଅଲ୍ଲୀ ଏବଂ ସୋର ଅଞ୍ଚଳରୁ ଏମଡି ଫରହଦ ଖାଁକୁ ଗିରଫ କରିଛି। ଏହାର ଚେର କୋଲକତା...

ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବ
ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଛି ଗ୍ରୀଷ୍ମ ତାତି। ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ରହିଥିଲା ୪୦ଡିଗ୍ରୀ ଉପରେ। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୨.୬ ଏବଂ ତା ତଳକୁ ଟିଟିଲାଗଡରେ ୪୨.୫ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୩/୪ ଦିନ ପର୍ଯ୍ୟନ୍ତ...

ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଭର୍ତ୍ସନା
ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଭର୍ତ୍ସନା

କଟକ : ଶ୍ରୀମନ୍ଦିର ଇତିହାସରେ ଲଜ୍ଜା। କ୍ରମାଗତ ୪ଦିନ ହେଲାଣି ଅବଢ଼ା ବନ୍ଦ। କୋଠ ଭୋଗ ଚାଲିଥିବାରୁ ଠାକୁର ଉପାସରେ ନାହାନ୍ତି ବୋଲି କହି ମନ୍ଦିର ପ୍ରଶାସନ ଓ ସୁଆର ସେବାୟତ ସିନା ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ହେଲେ ପ୍ରଶ୍ନ ଉଠୁଛି, ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ...