ଭୁବନେଶ୍ୱର : ନୀତି ଆୟୋଗ ବୈଠକକୁ ଯାଇନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ହେବାକୁ ଥିବା ପ୍ରସ୍ତାବିତ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଲିଖିତ ଭାବେ ନୀତି ଆୟୋଗକୁ ଅବଗତ କରାଇଥିବା ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ। ଗତବର୍ଷ ଏହି ବୈଠକକୁ...
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ମାଟିଆପଲ୍ଲୀ ନିକଟରେ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ୫ଟି ମଟର ସାଇକଲ ମଧ୍ୟ ଜବତ କରିଛି। ଜବତ ହୋଇଥିବା ଦେଶୀ ମଦର ପରିମାଣ ୧ ହଜାର ଲିଟରରୁ...
ନୂଆଦିଲ୍ଲୀ : ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ ବୋଲି ନୀତି ଆୟୋଗର ବୈଠକରେ ସେ କହିଛନ୍ତି। ରାଷ୍ଟ୍ରପତି ଭବନରେ ଚାଲିଛି ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀଙ୍କ...
ଭୁବନେଶ୍ୱର: ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଥାନା ଭାଟେଣି ଗାଁର ଶ୍ୟାମପଦ ମାଇତିଙ୍କ ପୁଅ ଶ୍ରୀବିନ୍ଦୁ ମାଇତି। ଶ୍ରୀବିନ୍ଦୁ ଦୁବାଇରେ ୨ ବର୍ଷ ଧରି କାମ କରି ଆସୁଥିଲେ। ସେ ଘରକୁ କିଛି ଦିନ ତଳେ...
ପୁରୀ : ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ୍ତ ମହାପାତ୍ର। ସେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ସେଠାରୁ ଫେରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ। ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କିଛି...
କଟକ : ତେଜୁଛି ମଦ ବିରୋଧି ଆନ୍ଦୋଳନ। ପାଟକୁରା ପରେ ଆଜି ବାଙ୍କୀ ବୈଦଶ୍ୱର ଥାନା ଅନ୍ତର୍ଗତ ବଢାମଲ ଗାଁରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। ଗତ ୧୨ ତାରିଖରେ ଗାଁର ଜଣେ ବ୍ୟକ୍ତି ଦେଶୀ ମଦ ଖାଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ପ୍ରତିବାଦରେ ଆଜି ଶତାଧିକ...
ଭୁବନେଶ୍ୱର : ବିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସାହାଣ ମେଲା ଦର୍ଶନ ବନ୍ଦ ଥିବାବେଳେ ଶ୍ରୀଲିଙ୍ଗରାଜଙ୍କୁ ଗର୍ଭ ଗୃହରେ ଦର୍ଶନ କରି ଅଡୁଆରେ ନିରଞ୍ଜନ। ଯାହାକୁ ନେଇ ଏବେ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ରଜ ସଂକ୍ରାନ୍ତି ଅବସରରେ ନିରଞ୍ଜନ ମନ୍ଦିରକୁ ଦର୍ଶନ ପାଇଁ...
ପୁରୀ : ପୁରୀ ଜିଲ୍ଲାରେ ରଜ ଉତ୍ସବର ଆସର ଟିକିଏ ନିଆରା। କାକଟପୁର ଅଞ୍ଚଳର କୁଣ୍ଡେଶ୍ୱର ଗାଁରେ କୁମାରୀମାନେ ପାରମ୍ପରିକ ଶୈଳୀରେ ବାହାଘର କରି ରଜକୁ ଧୁମଧାମରେ ପାଳନ କରିଛନ୍ତି। ସମାଜରେ ଯୌତୁକ ପ୍ରଥାକୁ ବିରୋଧ କରି ଏହି ଗାଁରେ ଜଣେ ମହିଳା କଣ୍ଢେଇ ବାହାଘରର ପରମ୍ପରା ଆରମ୍ଭ...
ମାଲକାନଗିରି : ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାର ପାଙ୍ଗାମା ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା। ଏଥିରେ ଅନେକ ଯାତ୍ରୀ ଆହତ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସରକାରୀ ବସ୍ଟି ମାଲକାନଗିରରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ତେବେ ବସ୍ଟି ପାଙ୍ଗାମା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଥିଲା।...
ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବଜାରରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ। ଆଠମଲ୍ଲିକ ବଣିକ ସଂଘର ବନ୍ଦ ଡାକରା ଯୋଗୁ ଆଠମଲ୍ଲିକରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ପ୍ରଭାବିତ...
ବେଜିଙ୍ଗ/ଗୁଇଜ୍ହୋ; ଦେଖନ୍ତୁ ଏକ ବିଚିତ୍ର ଜଳଜୀବର ଫଟୋଚିତ୍ର । ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଜଳଜୀବକୁ ନିକଟରେ ଦକ୍ଷିଣ ଚାଇନାର କୈବର୍ତ୍ତମାନେ ସମୁଦ୍ରରୁ ଧରିଛନ୍ତି । ଏହା ଦେଖିବାକୁ ଅଧା ପକ୍ଷୀ ଅଧା ମାଛ ଭଳି । ଏବେ ଏହାର ଏକ ଭିଡିଓ ଇଣ୍ଟରନେଟ୍ରେ...
ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ତାସହ ପ୍ରକାଶ ପାଇଛି ଟର୍ମ ଅଫ୍ ରେଫରେନ୍ସ। କେଉଁ ପରିସ୍ଥିତିରେ ଚାବି ମିଳୁନଥିଲା ତାର ତଦନ୍ତ ସହ ଚାବି ନମିଳିବା ନେଇ କେଉଁ...
କୋରାପୁଟ : କୋରାପୁଟ ଜିଲ୍ଲା ବୋରିପୁଟ ପଥର ଧସିବା ଘଟଣାରେ ମିଳିଲା ଆଉ ଜଣଙ୍କ ମୃତଦେହ। ମୃତଦେହଟି ଆଠଗଡ଼ର ଜେସିବି ଅପରେଟର ସଞ୍ଜୟ ଦାସଙ୍କର। ପଥର ତଳୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ଆଜି ଦିନ ତମାମ ପଥର ବ୍ଲାଷ୍ଟିଂ କରି ତାଙ୍କ ମୃତଦେହକୁ...
ଅନୁଗୁଳ : ବନ୍ଧୁକ ମୂନରେ ଲୁଟ୍। ଅନୁଗୁଳ ଜିଲ୍ଳା ଆଠମଲ୍ଲିକ ଗଂଗରାମ ଛକରେ ଥିବା ଏକ ସିମେଣ୍ଟ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆଜି ଭୋର ସାଢ଼େ ୪ଟାରେ ମହେଶ ଅଗ୍ରୱାଲ ନିଜ ସିମେଣ୍ଟ ଦୋକାନ ଖୋଳିଥିଲେ। ଏ ସମୟରେ ୨ଟି ବାଇକରେ ୪ ଜଣ...
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କିନ୍ନରଙ୍କ ନୃଶଂସ ଆଚରଣ। ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଛନ୍ତି କିନ୍ନର। ସଂଘବଦ୍ଧ ହୋଇ ବାବାଙ୍କୁ ପିଟି ଥିଲେ ୧୦ରୁ ଅଧିକ କିନ୍ନର। ମିଳିଥିବା ସୂଚନା ଅନୁସାରେ ରାତିରେ ଖଣ୍ଡଗିରି ଅ଼ଞ୍ଚଳରେ ଆଡ୍ଡା ଜମାଉଥିବା...
ଭୁବନେଶ୍ୱର : କର୍ପୋରେଟ୍ ସୋସିଆଲ ରେସ୍ପନସବିଲିଟି ବା CSRରୁ ଅର୍ଥ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ନାହିଁ।...
କେନ୍ଦ୍ରାପଡ଼ା: ମଦ ଦୋକାନକୁ ନେଇ ତୁମୁଳକାଣ୍ଡ। ମଦ ଦୋକାନ ଖୋଲିବାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଙ୍ଗୁଳେଇରେ ମାରପିଟ୍ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଏଥିରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମଦ ଦୋକାନ କର୍ମଚାରୀଙ୍କ ମାଡ଼ରେ ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଅନ୍ୟ ଜଣେ...
କଟକ : କଟକ ଟାଙ୍ଗି ପିଏଚ୍ସିରେ କାର୍ଯ୍ୟରତ ହେଲ୍ଥ ସୁପରଭାଇଜର ଅଶୋକ ମହାନ୍ତି। ବାବୁ ଦୀର୍ଘ ୨୨ ବର୍ଷ ଧରି କଟକ ସିଡିଏମ୍ଓ ଅଫିସ ଅଣ୍ଡରରେ କାର୍ଯ୍ୟ କରୁଛନ୍ତି। ଏହାରି ଭିତରେ ତାଙ୍କୁ ପ୍ରମୋସନ ମଧ୍ୟ ମିଳିଛି। ତେବେ ସିଏମ୍ସି ସାନିଟାରୀ ଇନ୍ସ୍ପେକ୍ଟର ଭାବେ କାର୍ଯ୍ୟ କରିବା ସମୟରେ...
ଭୁବନେଶ୍ୱର : ରଜ ବଜାରରେ ଧୂମ ମଚାଇବା ଲକ୍ଷ୍ୟ ନେଇ ଆସନ୍ତାକାଲି ସିଲଭର ସ୍କ୍ରିନକୁ ଆସୁଛି ନୂଆ ଓଲିଉଡ୍ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍। ବାବୁସାନ୍ ଓ ଦିବ୍ୟାଙ୍କ ନୂଆ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ମୁକ୍ତିଲାଭ କରିବାକୁ ଯାଉଛି ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମ।...
ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ମନବୃତ୍ତି ବଢାଇବା ପାଇଁ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ବେଙ୍ଗାଲୁରୁର ଏକ ସଂସ୍ଥା ସହ ଆଲୋଚନା ହୋଇଛି। ପାଇଲଟ୍ ବେସିସରେ ପ୍ରଥମ ୧୦ଟି ମଡେଲ ସ୍କୁଲରେ ଏହା...