• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Yeddyurappa
କର୍ଣ୍ଣାଟକରେ ସରକାର ଗଢ଼ିବାକୁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

Karnataka Governor’s letter inviting BJP’s BS Yeddyurappa to form government. #KarnatakaElectionResults2018 pic.twitter.com/EafBULC7nr — ANI (@ANI) 16 May 2018

B S Yeddyurappa ,
କଳ୍ପନା ଜଳ୍ପନାର ଅବସାନ : ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ଡାକିଲେ ରାଜ୍ୟପାଳ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ଶେଷରେ ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ତାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ...

maoist
ପୋଲିସ୍‌ର ଦମନଲୀଳାକୁ ବିରୋଧ କରି ମାଓବାଦୀଙ୍କ ରାସ୍ତା ଅବରୋଧ

କନ୍ଧମାଳ: କୋଟଗଡ଼ ରଢିଗୁମାଡାରେ ମାଓବାଦୀମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ କୋଟଗଡ଼ ଏବଂ ମୁନିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବାଂଶଧାରା, ଘୁମୁସର ଏବଂ ନାଗାବଳି ଡିଭିଜନ୍ ପକ୍ଷରୁ ଏହି ରାସ୍ତା ଅବରୋଧ କରାଯାଇଛି। ଏହାସହିତ ମାଓବାଦୀଙ୍କ ପକ୍ଷରୁ ଏକ ପୋଷ୍ଟର ବି ଲଗାଯାଇଛି। କନ୍ଧମାଳର ସୁଡୁକୁମ୍ପା...

ri
ମିଟିଂକୁ ବିଳମ୍ବରେ ଆସିବାରୁ ଉଠବସ ହେଲେ ଆରଆଇ

କେନ୍ଦ୍ରାପଡ଼ା: ରାଜନଗର ତହସିଲ ମିଟିଂରେ ଏଡିଏମ ଆରଇଙ୍କୁ ଉଠାବସା କରାଇବା ଅଭିଯୋଗ ନେଇ ଆରଆଇ ସଂଘ ଜିଲ୍ଳାପାଳଙ୍କ ନିକଟରେ ଫେରାଦ ହୋଇଛି। ଏଡିଏମଙ୍କୁ ବଦଳି ସହ ଭବିଷ୍ୟତରେ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେ ନେଇ ସଂଘ  ପକ୍ଷରୁ ଜିଲ୍ଳାପାଳଙ୍କ ନିକଟରେ ଦାବି କରାଯାଇଛି। କାଳବୈଶାଖୀରେ...

mayurbhanj
ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ

ମୟୁରଭଞ୍ଜ: ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ। ଦୀର୍ଘ ୩ ବର୍ଷ ହେଲା ମୟୁରଭଞ୍ଜ  ଜିଲ୍ଲାର ଖଡ଼ିଆଶୁଳ ଗାଁର ଘରେ ଘରେ ପାଇଖାନା ନିର୍ମାଣ ହୋଇଛି। ହେଲେ ପାଣି ସମସ୍ୟା ଲାଗି ତାହା ବ୍ୟବହାର ହୋଇ ନ ପାରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କେଉଁଠି କବାଟ ଭାଙ୍ଗି...

lover beaten for oneside love
ମୂଲ ଲାଗିବାକୁ ଆସିଥିଲେ, ପ୍ରେମ ନିବେଦନ କରି ବନ୍ଧାହେଲେ

ବାଲେଶ୍ୱର: ଏକ ତରଫା ପ୍ରେମ କରି ହଟହଟା ହେଲେ ପ୍ରେମିକ। ବିବାହ ପାଇଁ ଜଣେ ଯୁବତୀଙ୍କୁ ପ୍ରସ୍ତାବ ଦେବାରୁ ନିର୍ଦ୍ଧୁମ ଛେଚା ଖାଇଲେ। ଏମିତିକି ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁଡ଼ିଗଢ଼ିଆ ଅଞ୍ଚଳରେ। ଅଭିଯୋଗ ଅନୁସାରେ, ଜାମଦା ଅଞ୍ଚଳର ଜଣେ...

balangiri poilice station
ଠିକାଦାରଙ୍କୁ ବିଧାୟକଙ୍କ ସମ୍ପର୍କୀୟ ଉଠାଇ ନେଇଥିବା ଅଭିଯୋଗ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ଅୟୁବ ଖାଁଙ୍କ ସମ୍ପର୍କୀୟଙ୍କ ନାଁରେ ଅଭିଯୋଗ। ବିଧାୟକଙ୍କ ୩ ଜଣ ସମ୍ପର୍କୀୟ ଦୁଇ ଜଣ ଠିକାଦାରଙ୍କୁ ଅପହରଣ କରିଥିବା ନେଇ ବଲାଙ୍ଗିର ଏସ୍‌ପିଙ୍କ ପାଖରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଲାଠୋର ଗାଁର ଦୁଇ ଠିକାଦାର ଭାଇ ନିଲେଶ ଅଗ୍ରଓ୍ୱାଲ ଏବଂ ଆକାଶ ଅଗ୍ରଓ୍ୱାଲ...

surrogate delivery
ବନ୍ଧ୍ୟାଙ୍କୁ ସନ୍ତାନ ସୁଖ ଦେଲେ ବାନ୍ଧବୀ, ସାରା ଦୁନିଆ ପାଇଁ ହେଲେ ଉଦାହରଣ

ଭର୍ଜିନିଆ: ଜଣେ ମହିଳା ତାଙ୍କ ବାନ୍ଧଵୀ ପାଇଁ କେତେ ବଡ ଅବଦାନ କରିପାରନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ଦେଖିବାକୁ ମିଳିଛି ଆମେରିକାରେ I ଭର୍ଜିନିଆର ଏରିକା ହଷ୍ଟନ- ଏଲେମ (୩୪) ନାମକ ଜଣେ ମହିଳା ତାଙ୍କ ପିଲାଦିନର ବାନ୍ଧବୀଙ୍କ ପାଇଁ ସରୋଗେଟ ମାଆ ସାଜି ଦୁନିଆ...

doctor
ସରକାରୀ ଡାକ୍ତରଖାନାରେ ନାହାଁନ୍ତି ଡାକ୍ତର: ଫେରିଯାଉଛନ୍ତି ରୋଗୀ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବି ଖାଲି ଫଡ଼ିଛି। ପ୍ରତିଦିନ ସୁନ୍ଦରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଝାଡଖଣ୍ଡ ଓ ଛତିଶଗଡ଼ରୁ ହଜାର ହଜାର ରୋଗୀ ଏହି ମେଡିକାଲକୁ ଆସନ୍ତି। ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ବହୁ ସମୟରେ ଠିକ୍ ଚିକିତ୍ସା ନ ପାଇ ଫେରିଯାଆନ୍ତି...

water problem
ପାଣି ପାଇଁ ଡହଳ ବିକଳ

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ପ୍ରଚଣ୍ଡ ଖରାରରେ ଜଳ କଷ୍ଟ ଭୋଗୁଛନ୍ତି ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ପଞ୍ଚାୟତର ନାରାୟଣ ନଗର ଗାଁ ଲୋକେ। ଗାଁରେ ସମୁଦାୟ ତିନିଟି ନଳକୂପ ରହିଛି। ସେଥିମଧ୍ୟରୁ ଦୁଇଟି ଅଚଳ ହୋଇପଡ଼ିଛି। ଗାଁର ଲୋକସଂଖ୍ୟା ୨୦୦ରୁ ଅଧିକ ହୋଇଥିବା ବେଳେ ମାତ୍ର...

chilika
ଚିଲିକା ମଝିରେ ଅଟକିଗଲା ଫେରି

ପୁରୀ: ଚିଲିକାରେ ଅଟକିଲା ଭସାପୋଲ। ଯାନ୍ତ୍ରିକ ତ୍ରୁଟି ପାଇଁ ସାତପଡ଼ା ଘାଟଠାରୁ ମାତ୍ର ୨୦୦ ମିଟର ଯିବା ପରେ ଏକ ଫେରି ଅଟକି ଯାଇଥିଲା। ଫଳରେ ଫେରିରେ ଯାଉଥିବା ୧୦୦ରୁ ଅଧିକ ଲୋକ ଚିଲିକା ମଝିରେ ଅଟକି ରହିଥିଲେ। ଫେରିରେ ୧୦୦ରୁ ଅଧତ୍କ ଯାତ୍ରୀ ଓ ୨ଟି ବସ୍...

naveen-patnaik
ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଲାଲ୍‌ବାହୀନକୁ ନବୀନଙ୍କ ଆହ୍ୱାନ

Union Home Minister Shri @rajnathsingh called me & congratulated @odisha_police on it’s stupendous success in anti-Maoist operations in #Odisha. In democracy there is no place for violence. I appeal to them to drop weapons &...

congress rally in koraput
କଂଗ୍ରେସର ଶକ୍ତି ପ୍ରଦର୍ଶନ

କୋରାପୁଟ: ଓଡ଼ିଶାରେ ଗଡ଼ ମଝବୁତ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ରାଜ୍ୟ କଂଗ୍ରେସ। ଏ ନେଇ ମଙ୍ଗଳବାର ଦଳ କୋରାପୁଟରେ ନିଜ ଶକ୍ତି ପ୍ରଦର୍ଶନ କରିଛି। ପିସିସି ନବନିଯୁକ୍ତ କମିଟି କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁରରେ ବିରାଟ ସମାବେଶ କରିଛନ୍ତି। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର...

kumarswami
ଜେଡିଏସ୍‌ର ଅଭିଯୋଗ: ଲୋଭନୀୟ ଅଫର ଦେଉଛି ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ସେନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି। ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ପତ୍ର ଦେଇଥିବା ବେଳେ ଜେଡ଼ିଏସ୍  ଓ କଂଗ୍ରେସ ମେଣ୍ଟ ମଧ୍ୟ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ନିକଟକରେ ଆବଶ୍ୟକ ସମର୍ଥନ ଥିବା ଦୁଇ...

yy
ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କଲେ ୟେଦୁରପ୍ପା

ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ରାଜନୀତି। କିଏ ଗଢିବ ସରକାର ସେ ନେଇ ସସ୍‌ପେନ୍ସ ଲାଗି ରହିଛି। ସେପଟେ ସରକାର ଗଢିବାକୁ ଲାଗିପଡିଛନ୍ତି ବିଜେପି ଓ ଜେଡିଏସ୍-କଂଗ୍ରେସ ମେଣ୍ଟ। ଉଭୟ ଦଳ ନିଜ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଥିବା କହି ସରକାର ଗଠନ ଲାଗି ଦାବି...

sarathi-1
ସାରଥିଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର : ପୁଣି ଥରେ ସାରଥି ନିରାଶ। ବାରିମୂଳ ଆଶ୍ରମରେ ମାଆ ଝିଅଙ୍କୁ ନିର୍ଯାତନା ମାମଲାରେ ସାରଥିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆଉ ଥରେ ମଧ୍ୟ ଏହି ମାମଲାରେ ଆବେଦନ ଖାରଜ ହୋଇଥିଲା। ତେବେ ମାମଲାରେ ସାରଥିଙ୍କ ପକ୍ଷରୁ ଆଉ ଥରେ ଜାମିନ ଆବେଦନ...

naveen
ସୁଖୋଶୋଡ଼ାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା : ଆଜିଠୁ ଆରମ୍ଭ ହେଉଛି ବିଜେଡିର ମହାନଦୀ ମହାସଂଗ୍ରାମ ଅଭିଯାନ। ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆନ୍ଦୋଳନ ଆରମ୍ଭ କରିଛି ବିଜୁ ଜନତା ଦଳ। ମହାନଦୀର ଓଡ଼ିଶା ପ୍ରବେଶ ପଥ ଝାରସୁଗୁଡ଼ାର ସୁଖାଶୋଡ଼ାରେ ଏଥିପାଇଁ ବିଶାଳ ଆୟୋଜନ କରିଛି ଦଳ। ସୁଖାଶୋଡ଼ାରେ ମହାନଦୀ ସୁରକ୍ଷା ଯାତ୍ରା ପାଇଁ...