• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bihar
କର୍ଣ୍ଣାଟକ ଫର୍ମୂଲା: ଗୋଆ, ମଣିପୁର, ବିହାରରେ ନୂଆ ସରକାର ଦାବି

ନୂଆଦିଲ୍ଲୀ: ଗୋଆରେ ସରକାର ଗଢ଼ିବା ଦାବି ନେଇ କଂଗ୍ରେସ ବିଧାୟକମାନେ ଆଜି ଗୋଆ ରାଜ୍ୟପାଳ ମୃଦୁଲା ସିହ୍ନାଙ୍କୁ ଭେଟିଛନ୍ତି। ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପି ଯେପରି କର୍ଣ୍ଣାଟକରେ ସରକାର ଗଢ଼ିବାକୁ ସୁଯୋଗ ପାଇଲା, ସେହି ଆଧାରରେ ଗୋଆରେ କଂଗ୍ରେସକୁ ସରକାର ଗଢ଼ିବାକୁ ସୁଯୋଗ ଦିଆଯାଉ ବୋଲି...

kg bobaiah
କେ.ଜି. ବୋପେଆ କର୍ଣ୍ଣାଟକର ଅସ୍ଥାୟୀ ବାଚସ୍ପତି ନିଯୁକ୍ତ: ଆପତ୍ତି ଉଠାଇଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଧାନସଭାର ପରବର୍ତ୍ତୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ବିଜେପି ନେତା କେ.ଜି. ବୋପେଆ। ଅସ୍ଥାୟୀ ବାଚସ୍ପତି ଭାବେ ବୋପେଆଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ବାଜୁ ଭାଇ ବଳ। ପୂର୍ବରୁ ୨୦୦୯ରୁ ୨୦୧୩ ମସିହା ପର୍ଯ୍ୟନ୍ତ କର୍ଣ୍ଣାଟକ ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି ସେ। କେଜି...

baby sale
ଗରିବୀର ଭୟଙ୍କର ରୂପ: ଛୁଆକୁ ପର ହାତକୁ ଟେକି ଦେଲା ମାଆ

ଢେଙ୍କାନାଳ: ଓଡ଼ିଶାରେ ଆଜି ବି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି ଗରିବୀ। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ରୂପାବେଡ଼ା ଗାଁରେ । ଅଭାବରେ ପଡ଼ି କଅଁଳା ଛୁଆକୁ ମାଆ ପର ହାତକୁ ଟେକି ଦେଇଥିବା ଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଏହି...

Litchi
ଅଦିନିଆ ବର୍ଷା ଉଜାଡ଼ିଦେଲା ଲିଚୁ ଚାଷ

ବଣାଇଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅଦିନିଆ ବର୍ଷାରେ ଲିଚୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି । ଲିଚୁ ଗୁଡ଼ିକ ବାହାରୁ ଲାଲ୍ ଟୁକଟୁକ୍ ଦିଶୁଥିଲେ ମଧ୍ୟ ଫଳ ଗୁଡ଼ିକ ବର୍ଷା ମାଡ଼ରେ ସଢ଼ିଯିବା ସହ ଭିତରୁ ପୋକ ଲାଗିଯାଇଛି।...

maoist lkiild
କମ୍ବିଂ ଅପରେସନ ବେଳେ ମାଓବାଦୀ ମୃତ

ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କମ୍ବିଂ ବେଳେ ୨ଟି ବନ୍ଧୁକ ଜବତ ହୋଇଛି। SOG, ଗ୍ରେହାଉଣ୍ଡ ଓ ବିଏସଏଫ୍‌ର ମିଳିତ ଉଦ୍ୟମରେ ଏହି ଅପରେସନ ଚାଲିଥିଲା ବୋଲି ଏଡିଜି ଆର ପି କୋଚେ ଏହି ସୂଚନା ଦେଇଛନ୍ତି। ...

train
ଲାଇନଚ୍ୟୁତ ହେଲା ସମଲେଶ୍ୱରୀ ଏକ୍ସପ୍ରେସ

ରାୟଗଡ଼ା: ଲାଇନଚ୍ୟୁତ ହେଲା ସମଲେଶ୍ୱରୀ ଏକ୍ସପ୍ରେସ। ରାୟଗଡ଼ା ନିକଟ କେଉଟଗୁଡ଼ା ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ର ଇଞ୍ଜିନ୍ ସହ କିଛି ବଗି ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି। ଟ୍ରେନଟି ହାୱଡ଼ାରୁ ଜଗଦଲପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ କୌଣସି କ୍ଷତି ହୋଇ...

monsoon up
୨୯ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କୃଷକଙ୍କ ପାଇଁ ଖୁସି ଖବର I ଠିକ ସମୟରେ ଏଥର ପହଞ୍ଚିବ ମୌସୁମୀ ବାୟୁ I ଅାସନ୍ତା ୨୯ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ I ଏଥିରେ ୩ କିମ୍ବା ୪ ଦିନ ଏପଟ ସେପଟ...

JHASHAKETAN PIC
କୋର୍ଟ ପରିସରରୁ ଚମ୍ପଟ୍ ମାରିଲା କଏଦୀ

ଅନୁଗୁଳ: କୋର୍ଟ ପରିସରରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ। ଜରପଡ଼ା ଥାନା କୁଇକୀଳା ଡବଲ୍ ମର୍ଡର୍ ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ଅଭିଯୁକ୍ତ ଝସକେତନ୍ ସାହୁ କୋର୍ଟ ପରିସରରୁ ଚମ୍ପଟ୍ ମାରିଛି। ଶୁକ୍ରବାର ଝସକେତନ କୋର୍ଟକୁ ଶୁଣାଣି ପାଇଁ ଆସିଥିବା ବେଳେ ପରିସ୍ରା କରିବା ବାହାନାରେ କୋର୍ଟ ପରିସରରେ...

sea
ତାଳସାରୀ ସମୁଦ୍ର ଟାଣିନେଲା ୨ ଜୀବନ

ବାଲେଶ୍ୱର: ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ଗାଧୋଉଥିବା ବେଳେ ବୁଡ଼ିଯାଇ ୨ ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭୋଗରାଇର ହୋଇଥିବା ବେଳେ ଅନ୍ୟଜଣେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି। ବେଳାଭୂମିରେ ଗାଧୋଇବାକୁ ମୋଟ ୭ ଜଣ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସମୁଦ୍ରରେ...

amala st
କେନ୍ଦ୍ରାପଡ଼ା ଅମଲା ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦ୍ରାପଡ଼ା: ୪ ଦଫା ଦାବିରେ କେନ୍ଦ୍ରାପଡ଼ା  ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ୨ ଶହରୁ ଅଧିକ କର୍ମଚାରୀ। ଗତ ୧ ତାରିଖରୁ ଅମଲାମାନେ ସମୂହ ଛୁଟିରେ ଯାଇଥିଲେ। ଅମଲାମାନଙ୍କୁ  ସ୍ୱତନ୍ତ୍ର  କ୍ୟାଡ଼ରଭୁକ୍ତ କରିବା, ଗ୍ରେଡ୍‌ ପେ ୪ ହଜାର ୨...

Representational Image
ନଦୀରେ ବୁଡ଼ିଗଲେ ସ୍କୁଲ ଛାତ୍ର

ରାଉରକେଲା: କୋଏଲ ନଦୀର ବୈକୁଣ୍ଠ ଘାଟରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଗୁରୁ ନାନକ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଦେବୀଦତ୍ତ ସାହୁ ବୋଲି ଜଣା ପଡ଼ିଛି। ଶୁକ୍ରବାର ଅନ୍ୟ ଦୁଇ ସାଙ୍ଗଙ୍କ ସହ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ...

representational image
ଭଡ଼ା ଘରୁ ମହିଳା ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭଡ଼ା ଘରୁ ଜଣେ ମହିଳା ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ମଣିମାଳା ନନ୍ଦ। ସେ ତାଙ୍କ ସ୍ୱାମୀ ଦେବାଶିଷ ନନ୍ଦଙ୍କ ସହ ସିନେମା ହଲ୍ ନିକଟ ଭଡ଼ା ଘରେ ରହୁଥିଲେ।...

bear in jajpur
ଯାଜପୁର ରୋଡ୍‌ରେ ଭାଲୁ ଆତଙ୍କ

ଯାଜପୁର: ଯାଜପୁର ରୋଡ୍‌ରେ ଏକ ଭାଲୁ ପଶିଆସିଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶୁକ୍ରବାର ଭୋର୍ ସମୟରେ ଭାଲୁଟି ସହର ଭିତରକୁ ପଶିଆସିଛି। ଲୋକେ ଭାଲୁଟିକୁ ଘଉଡ଼ାଇବାକୁ ଟେକାପଥର ଓ ବାଣ ମାଡ଼ କରିଛନ୍ତି। ଫଳରେ ଭୟଭୀତ ହୋଇ ଦଳା ବାଇପାସ୍ ନିକଟସ୍ଥ ଏକ ବୁଦା ମୂଳରେ ଭାଲୁଟି...

aicc protest
ଏଆଇସିସିର ଦେଶବ୍ୟାପୀ ପ୍ରତିବାଦ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ ଦର୍ଶାଇ ଶୁକ୍ରବାର ଦେଶବ୍ୟାପୀ ପ୍ରତିବାଦ କରିଛି ଅଖିଳ ଭାରତ କଂଗ୍ରେସ କମିଟି। ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦିଆଯାଇଛି। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଛି ଏଆଇସିସି। ଓଡ଼ିଶା...

petrol price hike
ପୁଣି ବଢ଼ିପାରେ ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରାଲ୍‌ ଓ ଡ଼ିଜେଲ୍‌ ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି। ଏଭଳି ଆକଳନ କରିଛନ୍ତି ତୈଳ ଓ ଅର୍ଥନୀତି ବିଶେଷକ। କର୍ଣ୍ଣାଟକ ନିର୍ବାଚନର ପୂର୍ବ ସ୍ଥିତିକୁ ଫେରିବାକୁ ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଓ ଡ଼ିଜେଲ...