• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

prana
ପ୍ରାଣ ନେଇ ଫେରିଲେ ପ୍ରାଣକୃଷ୍ଣ

  କଟକ: ସଫଳ ହେଲା ଅପେରସନ୍ ପ୍ରାଣକୃଷ୍ଣ । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଅପରେସନ୍ ପରେ ଅଟକି ରହିଥିବା ପାଇପ୍ ଭିତରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ ମୁଦୁଲି। ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ଫେରିଛନ୍ତି ପ୍ରାଣକୃଷ୍ଣ। କଂକ୍ରିଟ କଟାଯାଇ ତାଙ୍କୁ...

bjp
ବିଜେପିର ମହିଳା ସୁରକ୍ଷା ଯାତ୍ରା

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ  ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାରର ପ୍ରତିବାଦ। ଅତ୍ୟାଚାରର ପ୍ରତିବାଦ କରି ଆଜିଠୁ ଆରମ୍ଭ ହୋଇଛି ବିଜେପିର ମହିଳା ସୁରକ୍ଷା ଯାତ୍ରା। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ରାଜ୍ୟର ୭ଟି ରୁଟ୍ ଦେଇ ୧୧ ଦିନ ଧରି...

papu pom pom
ଭଲ ଅଛନ୍ତି ଅଭିନେତା ପପୁ ପମ୍‌ ପମ୍‌

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଅଭିନେତା ପପୁ ପମ୍ ପମ୍। ତେବେ ତାଙ୍କ ସମ୍ପର୍କରେ କିଛି ଗୁଜବ ପ୍ରଚାର କରାଯାଉଥିବାରୁ ଏଭଳି ନ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ। ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି...

plus two result
୧୯ରେ +୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୧୯ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୧ଟାରେ CHSE କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍‌ chseodisha.nic.in ରେଜଲ୍ଟ ଦେଖିପାରିବେ। ଏହାବ୍ୟତୀତ orissaresults.nic.in ରେ...

temple
ଚାନ୍ଦା ନ ଦେବାରୁ ମନ୍ଦିର ପ୍ରବେଶ ଉପରେ କଟକଣା

ବାଲେଶ୍ୱର: ଚାନ୍ଦା ନ ଦେବାରୁ ୫ଟି ପରିବାରକୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ ଦିଆଯାଇଛି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳର କାଳିକ ଗାଁରେ ଦେଖିବାକୁ ମିଳିଛି। ଗାଁର ନିର୍ମଳ ମହାପାତ୍ର, ବିମଳ ମହାପାତ୍ର ଓ ସର୍ବେଶ୍ୱର ମହାପାତ୍ର ଏମିତି ୫ଟି ପରିବାରକୁ...

yeddyurappa
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ମିଡ୍ ନାଇଟ୍ ହାଇଡ୍ରାମା ପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକରେ ଗଠିତ ହୋଇଛି ବିଜେପି ସରକାର।  ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବଜୁ ଭାଇ ଭାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ...

representational image
ଧରା ପଡ଼ିଲା ଏଟିଏମ୍‌ ଲୁଟେରା

କନ୍ଧମାଳ: ଲୋକଙ୍କୁ ଭୁଆଁ ବୁଲାଇ ଏଟିଏମ୍‌ରୁ ଟଙ୍କା ଉଠାଇ ପୋଲିସ୍‌କୁ ଚକ୍‌ମା ଦେଇ ଫେରାର ଥିବା ଜଣେ ଏଟିଏମ୍‌ ଲୁଟେରାକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି କନ୍ଧମାଳ ଟିକାବାଲି ଅଞ୍ଚଳର ପ୍ରଭାକର ପ୍ରଧାନ।  ତା’ ନିକଟରୁ ପୋଲିସ ୨ ଲକ୍ଷ ଟଙ୍କା, ୧୩ଟି ଏଟିଏମ୍ କାର୍ଡ...

Yeddyurappa
ଆଜି ଶପଥ ନେବେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ବି.ଏସ୍. ୟେଦ୍ୟୁରପ୍ପା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଆଜି ସକାଳ ୯ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜଭବନରେ ଶପଥ ଗ୍ରହଣ ଲାଗି ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଶପଥ ଗ୍ରହଣ ଉତ୍ସବର ଆୟୋଜନ ମଧ୍ୟ କରାଯାଇଛି। ଗତକାଲି କଂଗ୍ରେସ ଓ ଜେଡିଏସ୍...

varanasi
ବାରାଣସୀ ବ୍ରିଜ ଭୁଶୁଡିବା ଘଟଣା: ୪ ଅଫିସରଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ବାରାଣସୀ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣା ପରେ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ସରକାର। ଏହି ଅଘଟଣ ପାଇଁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଭରବ୍ରିଜର ମୁଖ୍ୟ ପରିଯୋଜନା ପ୍ରବନ୍ଧକଙ୍କ ସମେତ ୪ଜଣଙ୍କୁ ନିଲମ୍ବିତ କରାଯାଇଛି।  ଗତକାଲି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ...

ramjan
ରମଜାନ ମାସରେ ହେବ ନାହିଁ ସର୍ଚ୍ଚ ଅପରେସନ

ଶ୍ରୀନଗର: ରମଜାନ ମାସରେ ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନ ହେବ ନାହିଁ। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।  ଜାମ୍ମୁ-କାଶ୍ମୀରର ମୁସଲମାନ ଭାଇଭଉଣୀମାନେ ବିନା ପ୍ରତିବନ୍ଧକରେ ରମଜାନ ପାଳନ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। କିନ୍ତୁ ଯଦି...

yeddyurappa (1)
ଆସନ୍ତାକାଲି ସକାଳ ୯ଟାରେ ଶପଥ ନେବେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ଶପଥ ଗ୍ରହଣ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଚିଠି ଲେଖି ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ରାଜଭବନରେ ୟେଦ୍ୟୁରପ୍ପା ଶପଥ ଗ୍ରହଣ କରିବେ ବୋଲି ବିଜେପି...