ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୟେଦ୍ୟୁରପ୍ପାଙ୍କ ସରକାର ଗଠନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଏବଂ ଜେଡିଏସ୍ ମାମଲା ଦାଏର କରିଥିଲା । ଯାହାକୁ...
ବ୍ରହ୍ମପୁର: ପରୀକ୍ଷା ଫଳ ବାହାରିବା ପୂର୍ବରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆସନ୍ତା କାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବାକୁ ଥିବାବେଳେ ବ୍ରହ୍ମପୁରରେ ଜଣେ ଛାତ୍ର ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ବ୍ରହ୍ମପୁର...
ଭୁବନେଶ୍ୱର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାର ସାନମସିଗାଁରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିବା ବେଳେ ସେହି ଗାଁର ଦୁଇ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ତା’ସହ ଦୁଷ୍କର୍ମ କରିଥିବା ଅଭିଯୋଗ...
ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ମେ ୧୮ ତାରିଖ, ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ବା ଇଣ୍ଟରନ୍ୟାସନାଲ ମ୍ୟୁଜିୟମ୍ ଡେ’। ସାଂସ୍କୃତିକ ଭାବ ବିନିମୟ ପାଇଁ ମ୍ୟୁଜିୟମ୍ ଗୁଡିକର ଗୁରୁତ୍ୱ ରହିଛି। ଏହି ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ...
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପାଙ୍କ ପାଇଁ ଆଜି ଅସଲ ପରୀକ୍ଷା। ବହୁମତ ସାବ୍ୟସ୍ତ କରିବାକୁ ବିଧାନସଭାରେ ୧୫ଦିନ ସମୟ ମିଳିଥିଲେ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଦାଖଲ ହେବ ସମର୍ଥକ ବିଧାୟକଙ୍କ ତାଲିକା। ଗାଦି ବଞ୍ଚାଇବାକୁ ହେଲେ ତାଙ୍କୁ ଦରକାର ଆହୁରି ୮ଜଣ ବିଧାୟକଙ୍କ ସମର୍ଥନ। ଆଜି ସକାଳ...
ଭୁବନେଶ୍ୱର: ରାଜ୍ୟରେ କୃଷିକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇଟି ନୂଆ ଯୋଜନା ଆରମ୍ଭ ହୋଇଛି। ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଓ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ’ ନାମକ ଏହି ଦୁଇ ନୂଆ ଯୋଜନାକୁ ଶୁଭାରମ୍ଭ କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହରଥୀ। ଅଭିନବ କୃଷି ଯନ୍ତ୍ରପାତି ଯୋଜନା ଅନୁସାରେ...
ଭୁବନେଶ୍ୱର: MBBS ପାଠ୍ୟକ୍ରମରେ ପ୍ରଥମ ବର୍ଷରୁ ବାଧ୍ୟତାମୂଳକ ହେବ ପ୍ରାକ୍ଟିକାଲ ପରୀକ୍ଷା। ଅତ୍ୟାଧୁନିକ ଡାକ୍ତରୀ ଜ୍ଞାନକୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଦକ୍ଷ ଡାକ୍ତର ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରୁ ଏହି ନିଷ୍ପତ୍ତି ଲାଗୁ ହେବ।...
ନୂଆଦିଲ୍ଲୀ: ଯେ କୌଣସି ଉପାୟରେ ହେଉ ପଛେ କର୍ଣ୍ଣାଟକରେ ବିଜେପିକୁ ଘେରିବାକୁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ। ଯେଉଁ ଫର୍ମୁଲାରେ ବିଜେପି କର୍ଣ୍ଣାଟକରେ ସରକାର ଗଢ଼ିଲା, ସେହି ଫର୍ମୁଲାରେ ଗୋଆ, ମଣିପୁର ଓ ବିହାରରେ ବି ଲାଗୁ ପାଇଁ କଂଗ୍ରେସ ଦାବି କରିଛି। ୨୦୧୭ ବିଧାନସଭା ନିର୍ବାଚନରେ ୪୦...
ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ କହିଛି କଂଗ୍ରେସ। ଏଥିପାଇଁ ଆସନ୍ତାକାଲି ଦେଶବ୍ୟାପୀ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଅଖିଳ ଭାରତ କଂଗ୍ରେସ କମିଟି। ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦେବାକୁ ପ୍ରଦେଶ କଂଗ୍ରେସ କମିଟି ମାନଙ୍କୁ...
କର୍ଣ୍ଣାଟକ: ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଗୁରୁବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବି.ଏସ୍.ୟେଦ୍ୟୁରପ୍ପା। ଏହି ଖୁସିରେ ବିଜେପି କର୍ମୀମାନେ ଆତ୍ମବିଭୋର ହେଉଛନ୍ତି। କିନ୍ତୁ ଆଗକୁ ୟେଦ୍ୟୁରପ୍ପାଙ୍କ ପାଇଁ ଗାଦି ବଞ୍ଚାଇବା ସହଜ ମନେ ହେଉ ନାହିଁ। କାରଣ ସରକାର ଗଢ଼ିବାକୁ ହେଲେ ତାଙ୍କୁ ଆହୁରି...
ଭୁବନେଶ୍ୱର: ବର୍ଷା ଋତୁ ଆସିବା ଆଗରୁ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ପ୍ରାକ୍ ବାତ୍ୟା ସମ୍ପର୍କିତ ଏକ ବୈଠକ ହୋଇଛି। ରାଜ୍ୟରେ ଥିବା ବଡ଼ ବଡ଼ ଠିକାଦାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ବିପଦ ଆପଦ ସମୟରେ ଠିକାଦାରଙ୍କ ପାଖରେ ଥିବା...
ବାଲେଶ୍ୱର/ସାଲେପୁର/ପୁରୀ: ପୁଣି ତିନି ତିନିଟି ଦୁଷ୍କର୍ମ ଅଭିଯୋଗ I ନାବାଳିକା, ମାନସିକ ଅନଗ୍ରସର କେହି ବି କାମାନ୍ଧ ଲମ୍ପଟଙ୍କ ଲୋଲୁପ ଦୃଷ୍ଟିରୁ ବାଦ ପଡ଼ୁନାହାନ୍ତି I ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ I ଗତକାଲି ଘରେ କେହି ନଥିବା ବେଳେ...
ଅନୁଗୁଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଳା ଛେଣ୍ଡିପଦା ଅଞ୍ଚଳରେ। ଅଭିଯୋଗ ଅନୁସାରେ ଗତ ସୋମବାର ବେହେରା ସାହିର ଜଣେ ନାବାଳିକା ଗାଧୋଇବା ବେଳେ ଯୁବକ ଜଣକ ତାଙ୍କୁ ଟଣାଓଟରା କରିଥିଲେ।...
ବରଗଡ଼: ପାଇଖାନା ଟାଙ୍କିରୁ କଂଙ୍କ୍ରିଟ୍ ସ୍ଲାବ୍ ହଟାଇବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗାଁରେ। ଗୁରବାର ସକାଳେ ଏହି ଗାଁର ସୁଶୀଳ ବାଗ୍ଙ୍କ ଘରେ ତିଆରି ହୋଇଥିବା ନୂଆ ପାଇଖାନାର ସ୍ଲାବ୍ ଖୋଲା ଯାଉଥିଲା।...
ଭୁବନେଶ୍ୱର: କୁଆଖିଆ ପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ମୃତ ଯୁବକ ଉନ୍ମୟ ପାଢ଼ୀଙ୍କୁ ହତ୍ୟା କରାଯାଇନି, ବରଂ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଉନ୍ମୟ ପ୍ରଥମେ ନିଜକୁ ଛୁରୀ ଭୁସିବା ପରେ ଆତ୍ମଦାହ କରିଥିବା ପୋଲିସ କହିଛି। ମେଡିକାଲ ଓ ଫରେନସିକ୍...
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦ କରି ଦଳର ନେତାମାନେ କର୍ଣ୍ଣାଟକ ବିଧାନସୌଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଏହି ଧାରଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ଜି.ଏନ୍. ଆଜାଦ୍, ଅଶୋକ ଗେହଲଟ୍, ମଲ୍ଲିକାର୍ଜ୍ଜୁନ...