• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rawat-up
୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ୫ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ୍ । ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେଲା କାର୍ଯ୍ୟସୂଚୀ । ୯୦ ଅାସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟ ନଭେମ୍ବର ୧୨ ଓ ୨୦ରେ ହେବ...

wine protest
ମଦକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

ନୂଅାପଡା  : ନୂଅାପଡା ଜିଲ୍ଲା ଖଡିଅାଳ ବ୍ଲକ ବରଗାଁରେ ମହିଳାଙ୍କ ମଦ ବିରୋଧି ଅାନ୍ଦୋଳନ।  ଗାଁରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବଢୁଥିବାରୁ ମଦ୍ୟପଙ୍କ ସଂଖ୍ୟା ବଢିବାରେ ଲାଗିଛି। କିନ୍ତୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ବି କିଛି ସୁଫଳ ମିଳୁନି। ଏହାକୁ...

buguda
ବୁଗୁଡ଼ା ବ୍ଲକ୍‌ ଅଫିସ୍ ପାଲଟିଲା ରଣକ୍ଷେତ୍ର

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ୍‌ ଅଫିସ୍‌ ପାଲଟିଲା ରଣକ୍ଷେତ୍ର  ବ୍ଲକ୍‌ ପରିସରରେ ଢେଲା ପଥର ମାଡ଼ ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ୪ ବିଜେଡି କର୍ମୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।    ବ୍ଲକ୍‌ ସଭାପତିଙ୍କ ସହ ବିଜେଡି କାଉନସିଲର, ବ୍ଲକ ଚେୟାରମ୍ୟାନଙ୍କ ସ୍ୱାମୀ...

chiranjiv
କଂଗ୍ରେସ ସରକାରକୁ ଅାସିଲେ ନିରଞ୍ଜନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ : ଚିରଂଜୀବ ବିଶ୍ୱାଳ

ଭୁବନେଶ୍ୱର : ୨୦୧୯ରେ ଓଡ଼ିଶାରେ କଂଗ୍ରେସ ସରକାରକୁ ଅାସିଲେ ନିରଞ୍ଜନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ। ବାଲେଶ୍ୱରରେ କଂଗ୍ରେସର ଜନ ଜାଗରଣ ଯାତ୍ରାରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି । ଏବେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ୁଛି। ନିରଞ୍ଜନ ଦଳର ନେତୃତ୍ୱ...

modi-rahul
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମେଗା ରାଲି

ରାଜସ୍ଥାନ : ନିର୍ବାଚନୀ ବିଗୁଲ୍ ବାଜିବା ପୂର୍ବରୁ ଜୋରଦାର ପ୍ରଚାର । ଅାଜି ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କରୁଛି ବିଜେପି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଗଡ଼ ଅଜମେର୍ ଯାଇ ସାଧାରଣ ରାଲିରେ ଯୋଗ ଦେଇଛନ୍ତି। ଅାଜି ଶେଷ ହେଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗୌରବ...

monkey
ମାଙ୍କଡ଼ କରୁଛି ଡ୍ରାଇଭିଂ; ଭିଡିଓ ହେଉଛି ଭାଇରାଲ୍‌

ବେଙ୍ଗାଲୁରୁ: ସମସ୍ତେ ଜାଣନ୍ତି କି ମାଙ୍କଡ଼ ହେଉଛି ଅନୁକରଣ ପ୍ରିୟ। କାହିଁକି ନା ମନୁଷ୍ୟ ଯାହା କରେ ମାଙ୍କଡ ତାହାକୁ ଅନୁକରଣ କରିଥାଏ। ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି। ହେଲେ ମାଙ୍କଡ଼ ବସ୍‌ ଚଳାଇବା ଭଳି ଏକ ଆଶ୍ଚର୍ଯ୍ୟକର ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ...

Puri
ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣା: ଗିରଫ ହେଲେ ଆଉ ୧୨ଜଣ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ଆଉ ୧୨ ଜଣଙ୍କୁ ସିଂହଦ୍ୱାର ଥାନା ପୁଲିସ୍‌ ଆଜି ଗିରଫ କରିଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ପୂର୍ବରୁ ଟାଉନ ଥାନା ପୁଲିସ୍‌ ୧୧ ଜଣଙ୍କୁ ଗିରଫ...

jaypur
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌; ୭ ଗୁରୁତର, ୨୦ରୁ ଉର୍ଦ୍ଧ୍ୱ ଆହତ

ନବରଙ୍ଗପୁର: ନବରଙ୍ଗପୁରରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।...

sine die
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାଇନ୍‌-ଡାଏ; ନିର୍ବାଚନ ବାତିଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ସାଇନ୍-ଡାଏ ଘୋଷଣା କରାଯାଇଛି। ଛାତ୍ର ଅଶାନ୍ତି ଯୋଗୁ କଲେଜ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ  ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଛାତ୍ର...

chandabali
ଦବିଲା ନଦୀ ବନ୍ଧ

ଚାନ୍ଦବାଲି: ଦବିଲା ନଦୀ ବନ୍ଧ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ବୈତରଣୀ ନଦୀ ବନ୍ଧ ସାଥିବାଙ୍କୁଡ଼ା ଠାରେ ଦବି ଯାଇଛି। ପ୍ରାୟ ୨୦୦ ଫୁଟ୍‌ର ଏହି ନଦୀ ବନ୍ଧ ଗତକାଲି ରାତିରେ ୫ରୁ ୬ ଫୁଟ୍ ଦବି ଯାଇଥିବା ଜଣାପଡ଼ିଛି। ଫଳରେ ନଦୀର ଜୁଆର ପାଣି ଗାଁକୁ ମାଡ଼ିବା...

summer
ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ଲାଗି ରହିବ ଗୁଳୁଗୁଳି

ଭୁବନେଶ୍ୱର: ଆର୍ଦ୍ରତା ଓ ଜଳୀୟ ବାଷ୍ପ ଅଭାବରୁ ରାଜ୍ୟରେ ବଢୁଥିବା ତାପମାତ୍ରା ଓ ଗୁଳୁଗୁଳିର ପ୍ରଭାବ ଆସନ୍ତା ୮ ତାରିଖ ଯାଏ ଲାଗି ରହିବ। ଗତ କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ୩୫ ଓ ୩୬ ଡିଗ୍ରୀ ଉପରେ ରହୁଥିବା ବେଳେ ୮ ତାରିଖ ପରେ ପାରଦ...

representational image
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅଫିସ୍‌ ରୁମ୍‌କୁ ଡାକି ଏମିତି କଲେ ଶିକ୍ଷକ...

ଧର୍ମଗଡ଼: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଜଣଙ୍କ ପକ୍ଷରୁ ଜୁନାଗଡ଼ ଥାନାରେ ଶିକ୍ଷକଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍‌ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ...

cot ..
ଖଟରେ ବୁହା ହେଲେ ରୋଗୀ

ନୀଳଗିରି: ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ରୋଗୀଙ୍କୁ ଖଟରେ ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିର ଗୁଡ଼ିଖୁଳା ଗାଁରେ ଏହି ଘଟଣାଟି ଘଟିଛି। ଗତକାଲି ଔପଦା ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୁଡ଼ିଖୁଳା ଗାଁର ବସନ୍ତ ବିନ୍ଧାଣୀ...

bhadrak
ହୁତୁହୁତୁ ହୋଇ ଜଳିଗଲା ୧୫ ବଖରା ଘର

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା ଘର। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ସାବରଙ୍ଗ ସାନଗୋପାଳ ସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ଟି ପରିବାରର ୧୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ...

hoarding collapse
ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଛିଡ଼ା ହୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ହୋର୍ଡିଂ; ୪ମୃତ

ପୁଣେ: ଭୁଶୁଡ଼ି ପଡ଼ିଲା ଲୁହା ହୋର୍ଡିଂ। ପୁଣେର ସାହିର୍‌ ଅମର ଶେଖ୍‌ ଛକ ନିକଟ ଜୁନା ବଜାରରେ ଏହି ଅଘଟଣ ଘଟିଛି। ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଲୋକମାନେ...

body
ପ୍ରେମ ପାଇଁ କଲେଜ ଛାତ୍ରଙ୍କୁ ହତ୍ୟା!

ଢେଙ୍କାନାଳ: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ କଲେଜ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ସିମିନଇ କଲେଜର ଯୁକ୍ତ ୩ ଛାତ୍ର ବିଦ୍ୟାଧର ପ୍ରଧାନ ବୋଲି ଜଣାପଡ଼ିଛି। ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ...

pm modi
କେଉଁଠୁ ଲଢ଼ିବେ ମୋଦି? ବିଜେପି ରାଜ୍ୟ ସଭାପତି କହିଲେ ଏମିତି...

ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ କେଉଁଠୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି? ପୁରୀ ନା ଅନ୍ୟ କେଉଁଠୁ…ବର୍ତ୍ତମାନ ସୁଦ୍ଧା ତାହା କିଛି ବି ସ୍ପଷ୍ଟ ଜଣାପଡ଼ିନି। ତେବେ ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ମୋଦି ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ଆଜି...

pregnant woman carried on cot
ପୁଣି ସେଇ ଅଶୋଭନୀୟ ଦୃଶ୍ୟ; ଭାରରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ ପ୍ରସୂତି

ଚିତ୍ରକୋଣ୍ଡା: ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଲଛିମିପୁର ଗାଁରେ ଏଭଳି ଘଟଣା ଘଟିଛି। ଆମ୍ବୁଲାନ୍ସର ଡ୍ରାଇଭର ଜଣକ ପ୍ରସୂତିଙ୍କୁ ଭାରରେ ବୋହି ନେଇଥିବା ଦେଖିବାକୁ ମିଳିଥିଲା।...

ajagara
ବାଡ଼ିରୁ ଉଦ୍ଧାର ହେଲା ଅଜଗର ସାପ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା କଲେଜ ରୋଡ୍‌ ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି। ଏହି ଅଜଗରର ଲମ୍ବ ୭ ଫୁଟ୍‌ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କଲେଜ ରୋଡ୍‌ରେ ରହୁଥିବା ମାୟାଧର ପ୍ରଧାନଙ୍କ ବାଡ଼ିରୁ ଏହି ଅଜଗର ସାପ ଉଦ୍ଧାର କରାଯାଇଥିଲା।...

petrol
କମିଲା ପେଟ୍ରୋଲ ଓ ଡିଜେଲ ଦର

ମୁମ୍ବାଇ: କମିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୪ଟଙ୍କା ୩୭ ପଇସା କମି ଥିବାବେଳେ ଡିଜେଲ ୨ଟଙ୍କା ୬୫ ପଇସା କମିଛି। ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପ୍ରତି ୮୬ଟଙ୍କା ୯୭ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ଲିଟର ପ୍ରତି...